Home Left

‘ଆସନକୁ ନେଇ ଆଲୋଚନା ଚାଲିଛି, ଶୀଘ୍ର ସମାଧାନ ହେବ’, ମମତାଙ୍କ ଇଣ୍ଡିଆ ମେଣ୍ଟ ଛାଡିବା ଉପରେ ରାହୁଲଙ୍କ ବୟାନ

ନୂଆଦିଲ୍ଲୀ,୨।୨: ବର୍ତ୍ତମାନ ଲୋକ ସଭା ନିର୍ବାଚନକୁ ଆଉ କିଛି ମାସ ବାକି ଅଛି। ଯେଉଁଠାରେ ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡିଛି। ଅନ୍ୟପକ୍ଷରେ, ଏନଡିଏକୁ ସାମ୍ନା କରିବାକୁ ବିରୋଧୀ ଦଳର ମେଣ୍ଟ ଇଣ୍ଡିଆରେ ଫାଟ ପଡିଯାଇଛି। ପଶ୍ଚିମବଙ୍ଗରେ ତୃଳମୂଳ…

ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ନବନିଯୁକ୍ତ ଉପଜିଲାପାଳ

ଦାରିଙ୍ଗବାଡ଼ି,୨ା୨(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ କାର୍ଯ୍ୟାଳୟରେ ନବନିଯୁକ୍ତି ଉପଜିଲାପାଳ ଡ. ରୀନା ପ୍ରଧାନ ଶୁକ୍ରବାର ଦାରିଙ୍ଗବାଡ଼ି ଗସ୍ତ କରି ଅଚାନକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ସମ୍ପର୍କରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ…

ଭାରତ ମାଟିରେ ସ୍ବତନ୍ତ୍ର ରେକର୍ଡ ହାସଲ କଲେ ଆଣ୍ଡରସନ୍‌

ବିଶାଖାପାଟନମ,୧।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ବିଶାଖାପାଟନମରେ ଖେଳାଯାଉଛି। ଟସ ଜିତିବା ପରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରୁଛି। ବେନ ଷ୍ଟୋକ୍ସଙ୍କ ଅଧିନାୟକତ୍ୱରେ ଥିବା ଇଂଲଣ୍ଡ ଦଳ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଆସିଛି।…

AUS vs WI:କରୋନା ପଜିଟିଭ୍‌ ହେବାପରେ ମଧ୍ୟ ଖେଳିବାକୁ ପଡ଼ିଆକୁ ଓହ୍ଲାଇଲେ ଏହି କ୍ରିକେଟର

ମେଲବୋର୍ନ,୨।୧ :ଅଷ୍ଟ୍ରେଲିଆ ଗସ୍ତରେ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ୧-୧ ଡ୍ରରେ ହେବା ପରେ ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି। ଆଜି ମେଲବୋର୍ନର ଐତିହାସିକ କ୍ରିକେଟ ପଡ଼ିଆରେ ଦୁଇ ଦଳ ମଧ୍ୟରେ ପ୍ରଥମ…

ବିଏସ୍‌ପି ସହ କଂଗ୍ରେସର ମେଣ୍ଟ ସମ୍ଭାବନା ଉପରେ ମୁହଁ ଖୋଲିଲେ ଡିମ୍ପଲ

ଲକ୍ଷ୍ନୌ,୨।୨: ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ଗଠନ ହୋଇଛି ଏବଂ ଆସନ ଭାଗବଣ୍ଟାକୁ ନେଇ କସରତ ଚାଲିଛି। ଏହି ସମୟରେ ସୂତ୍ରରୁ ଦାବି ହେଉଛି କି ବହୁଜନ ସମାଜ ପାର୍ଟି ସହ…

Viral Video: ଲୁଚିଲୁଚି କୁମ୍ଭୀର ଉପରେ ଏମିତି ଆକ୍ରମଣ ପାଇଁ ଯାଉଥିଲା ବାଘୁଣୀ, ଆଉ ତା’ ପରେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ଏବେ ସେମିତି ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ରାଜସ୍ଥାନର ରଣଥମ୍ବୋର ଜାତୀୟ ଉଦ୍ୟାନର ହ୍ରଦ କୂଳରେ ବାଘୁଣୀ ରିଦ୍ଧି ଏକ କୁମ୍ଭୀର ଉପରେ ଆକ୍ରମଣ…

ପୁଅ ଅବାଟରେ ଯିବାରୁ ଥଣ୍ଡା ପାନୀୟରେ ବିଷ ଦେଇ ହତ୍ୟାକଲେ ବାପା

ମୁମ୍ବାଇ,୨।୨: ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଯେତେ ବୁଝାଶୁଝା ପରେ ମଧ୍ୟ ପୁଅ ଅବାଟରେ ଯିବାରୁ ବାପା ୧୪ ବର୍ଷ ପୁଅଙ୍କୁ ଥଣ୍ଡା ପାନୀୟରେ ବିଷ ଦେଇ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ୧୪…

ଦ୍ୱିତୀୟ ଟେଷ୍ଟରେ ଦମ୍‌ଦାର ଶତକ ହାସଲ କଲେ ଯଶସ୍ବୀ

ବିଶାଖାପାଟନମ୍‌,୨।୨: ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଶୁକ୍ରବାରଠାରୁ ବିଶାଖାପାଟନମ୍‌ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଭାରତର ବ୍ୟାଟିଂ ଜାରି…

ଓଡ଼ିଶା ଗସ୍ତରେ ଆସି ୬୮୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶନିବାର ଦିନ ଦିନିକିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ କରିବା ସହିତ ଜନସାଧାରଣଙ୍କୁ ସମ୍ବୋଧନ କରିବେ । ମୋଦି ସମ୍ବଲପୁର ଆଇଆଇଏମ୍‌‌ର ନବନିର୍ମିତ କୋଠାର ଲୋକାର୍ପଣ କରିବା ସହିତ…

ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଭଦ୍ରକ,୨ା୨(ସନାତନ ରାଉତ): ଭଦ୍ରକ ଜିଲା ମହୋତ୍ସବ ସରିବା ପରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ଖୋଲା ପଡ଼ିଆରେ ଛାଡ଼ିଯିବା ଜଗନ୍ନାଥଙ୍କ ପ୍ରତି ଘୋର ଅସମ୍ମାନ କରାଯାଇଛି ବୋଲି ଅଭିଯୋଗ କରି ଏହାର ପ୍ରତିବାଦରେ ଭଦ୍ରକ ଭାଜପା ପକ୍ଷରୁ ଶୁକ୍ରବାର ଜିଲାପାଳ ଅଫିସ ଘେରାଉ କରାଯାଇଛି।…

ଟି -୨୦ ବିଶ୍ୱକପ୍‌ ପାଇଁ ଟିକେଟ ବିକ୍ରି ଆରମ୍ଭ: ଭାରତ-ପାକିସ୍ତାନ ମ୍ୟାଚ ଟିକେଟର ମୂଲ୍ୟ ଜାଣିଲେ ଉଡିଜିବ ହୋସ

ନୂଆଦିଲ୍ଲୀ,୨।୨: ଟି -୨୦ ବିଶ୍ୱକପ୍‌ ୨୦୨୪କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ବାସ୍ତବରେ, ଆଇସିସି ଟି -୨୦ ବିଶ୍ୱକପ୍‌ ୨୦୨୪ ପାଇଁ ଟିକେଟ ବିକ୍ରି ଆରମ୍ଭ କରିଛି। ଜୁନ ୧ ରୁ ୨୯ ପର୍ଯ୍ୟନ୍ତ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା…

ହେମନ୍ତ ସୋରେନଙ୍କ ସମ୍ପତ୍ତିଠାରୁ ବହୁଗୁଣା ପଛରେ ଅଛନ୍ତି ଚମ୍ପାଇ ସୋରେନ

ରାଞ୍ଚି,୨।୨: ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଚମ୍ପାଇ ସୋରେନ ଶୁକ୍ରବାର ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଚମ୍ପାଇ ସୋରେନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥଶ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସଭାପତି ହେମନ୍ତ ସୋରେନଙ୍କ ସ୍ଥାନ ନେବେ। ଚମ୍ପାଇ ହେମନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri