Home Left

୨୩ ହଜାର ଭୋଟରେ ଆଗରେ ଅଛନ୍ତି ମୋଦି, ସ୍ମୃତି ଇରାନି ପଛରେ

ନୂଆଦିଲ୍ଲୀ,୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗୁଆ ଅଛନ୍ତି। ସେ ପ୍ରାୟ ୨୩ ହଜାର ଭୋଟରେ ଆଗୁଆ ଥିବା ଜଣାପଡିଛି। ଉତ୍ତରପ୍ରଦେଶର ୮୦ଟି ଲୋକ ସଭା ଆସନ ମଧ୍ୟରୁ ୪୪ ଟିରେ ଭାଜପା ଆଗୁଆ ରହିଛି। ଯେତେବେଳେ କି ଇଣ୍ଡିଆ ମିଳିତ ମଞ୍ଚ…

ଗୁଜରାଟରେ ଏନ୍‌ଡିଏ ଆଗୁଆ

ଗୁଜରାଟ,୪।୬: ଗୁଜରାଟ ଲୋକସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ରାଜ୍ୟରେ ମୋଟ ୨୬ ଲୋକସଭା ଆସନ ମଧ୍ୟରୁ ୨୨ ଆସନରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ଆଗୁଆ ରହିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ୪ ଆସନରେ ଆଗୁଆ ରହିଛି। ସେହିପରି…

ଘଣ୍ଟାକ ଭିତରେ ଖୁସି ଖବର ଆଣିଲା କଂଗ୍ରେସ, ଭାଙ୍ଗିବ ୧୦ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ୨୦୨୪ର ପ୍ରାରମ୍ଭିକ ଟ୍ରେଣ୍ଡରେ, ଏନଡିଏ ୨୯୦ ପ୍ଲସ ଆସନରେ ଆଗୁଆ ରହିଛି। ଏହାର ଅର୍ଥ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିବା ସ୍ପଷଷ୍ଟ ଦେଖାଯାଉଛି। କେବଳ ଭାଜପା ୨୫୧ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ ବିରୋଧୀ ଇଣ୍ଡିଆ ସହଯୋଗୀ…

‘୪୦୦ ପାର୍‌’ ସ୍ବପ୍ନ ଧୂଳିସାତ୍‌: ବହୁମତଠାରୁ ବେଶୀ ଦୂରରେ ନାହିଁ ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ୨୦୨୪ର ୫୪୩ଟି ଆସନରେ ଭୋଟ ଗଣନା ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି। ଏହି ୫୪୩ଟି ଆସନରେ ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଛି। ନିର୍ବାଚନ ସମୟରେ ଦୁଇ ଦଳ ମଧ୍ୟରେ…

ବରଗଡ଼ ବିଧାନସଭା: ପ୍ରଥମ ରାଉଣ୍ଡରେ ଭାଜପା ଆଗୁଆ

ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ଭୋଟ୍‌ ଗଣତି ଚାଲିଛି। ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ରାଉଣ୍ଡରେ ଭାଜପା ଆଗୁଆ ରହିଛି। ଭାଜପା ପ୍ରାର୍ଥୀ ଅଶ୍ବିନୀ କୁମାର ଷଡ଼ଙ୍ଗୀ ଆଗୁଆ ଅଛନ୍ତି। ଅଶ୍ବିନୀଙ୍କୁ ୫୫୧୪ ଭୋଟ୍‌ ମିଳିଥିବା ବେଳେ…

ବିଧାନସଭାରେ ଆଗୁଆ ଚାଲିଛି ଭାଜପା

ଭୁବନେଶ୍ୱର,୪ା୬: ରାଜ୍ୟରେ ମଙ୍ଗଳବାର ଜାରି ରହିଛି ଭୋଟ୍‌ ଗଣତି। ଏହି କ୍ରମରେ ଓଡ଼ିଶା ବିଧାନସଭାର ୧୪ଟି ଆସନରେ ଭାଜପା ଆଗୁଆ ଥିବା ବେଳେ ବିଜେଡି ୯ଟି ଆସନରେ ଆଗୁଆ ରହିଛି।

ଏନଡିଏକୁ ଜବରଦସ୍ତ ଟକ୍କର ଦେଉଛି ଇଣ୍ଡିଆ ମେଣ୍ଟ, ରାହୁଲଙ୍କ ମେଣ୍ଟ ୨୦୦ ପାର୍‌

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଗଣନା ଜାରି ରହିଛି । ଟ୍ରେଣ୍ଡ ଅନୁଯାୟୀ, ଶାସକ ଏନଡିଏ ମିଳିତ ମଞ୍ଚକୁ ଇଣ୍ଡିଆ ମିଳିତ ମଞ୍ଚ ଏକ କଡା ଟକ୍କର ଦେଉଛି। ପ୍ରାରମ୍ଭିକ ଟ୍ରେଣ୍ଡରେ, ଏନଡିଏ ନିଶ୍ଚିତ ଭାବରେ ସଂଖ୍ୟାଗରିଷ୍ଠତା ହାସଲ…

ବାଙ୍କୀରେ ବିଜେଡି ଆଗୁଆ

ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ୨୦୨୪ ମତ ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, କଟକର ବାଙ୍କୀ ବିଧାନସଭା ଆସନରେ ବିଜେଡି ଆଗୁଆ ରହିଛି। ବାଙ୍କୀ ବିଜେଡିକୁ ୪୦୭୧, ଭାଜପା ୩୫୫୨, କଂଗ୍ରେସ ୨୯୨୭ ଭୋଟ ମିଳିଛି। ପ୍ରଥମ ରାଉଣ୍ଡରେ ବିଜେଡି…

କଳାହାଣ୍ଡିରେ ମାଳବିକା ଆଗୁଆ

ଭବାନୀପାଟଣା,୪ା୬(ଉତ୍ତମ କୁମାର ଦାଶ): ମଙ୍ଗଳବାର ରାଜ୍ୟରେ ଜାରି ରହିଛି ଭୋଟ୍‌ ଗଣତି। ଏହି କ୍ରମରେ କଳାହାଣ୍ଡିରେ ପୋଷ୍ଟାଲ ବାଲଟ ଗଣତି ହେଉଥିବା ବେଳେ କିଛି ସ୍ଥାନରେ ଶେଷ ହୋଇଛି। ବାଲଟ ଗଣତିରେ କଳାହାଣ୍ଡି ଏମ୍‌ପି ପ୍ରାର୍ଥିନୀ ମାଳବିକା କେଶରୀ ଦେଓ ଆଗୁଆ…

ବାପା ହେଲେ ବରୁଣ ଧାୱନ

ବଲିଉଡ ଅଭିନେତା ବରୁଣ ଧାୱନ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ନତାଶା ଦଲାଲ ୩ ଜୁନରେ ଏକ ଝିଅ ଜନ୍ମ ଦେଇଥିଲେ। ବରୁଣ ଧାୱନଙ୍କ ପିତା ଡେଭିଡ ଧାୱନ ଏହା ନିଶ୍ଚିତ କରିଛନ୍ତି। ଜେଜେବାପା ହୋଇଥିବା ଡେଭିଡ ଧାୱନ ନାତୁଣୀ ଏବଂ…

ପ୍ରଧାନମନ୍ତ୍ରୀ ମୋଦି, ସ୍ମୃତି ଇରାନୀ ପଛୁଆ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣନା ଆରମ୍ଭ ହୋଇଛି ଏବଂ କେଉଁ ଦଳ ଆଗରେ ରହିଛି ଟ୍ରେଣ୍ଡ ମଧ୍ୟ ଆରମ୍ଭ ହୋଇଯାଇଛି। ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦି, ଆମେଠିରୁ ସ୍ମୃତି ଇରାନୀ ଏବଂ ସୁଲତାପୁରରୁ ମାନେକା ଗାନ୍ଧୀ ପଛୁଆ…

ଦିଲ୍ଲୀରେ ଆଗରେ ଚାଲିଛି ଏନଡିଏ, ରେସରେ ମନୋଜ ତିଓ୍ବାରୀ…

ନୂଆଦିଲ୍ଲୀ,୪।୬: ପ୍ରାରମ୍ଭିକ ଧାରା ଅନୁଯାୟୀ, ଉତ୍ତର ପୂର୍ବ ଦିଲ୍ଲୀରେ ଭାଜପାର ମନୋଜ ତିୱାରୀ ଆଗରେ ରହିଛନ୍ତି। ତିୱାରୀଙ୍କ ବିପକ୍ଷରେ କଂଗ୍ରେର କହ୍ନେୟା କୁମାର କଡା ଟକ୍କର ଦେଉଛନ୍ତି। ଏହି ସମୟରେ କଂଗ୍ରେସ ଦଳର ଜେପି ଅଗ୍ରୱାଲ ଚାନ୍ଦନୀ ଚୌକ ଆସନରୁ ଆଗୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?