Home Left

ମାତା ସୀତା ଟାଣୁଛନ୍ତି ସିଗାରେଟ, ଲାଇଟର ଦେଉଛନ୍ତି ପ୍ରଭୁ ଶ୍ରୀରାମ ! ପୁଣେ ବିଶ୍ୱବିଦ୍ୟାଳୟରେ ନାଟକ ନେଇ ବିବାଦ…

ପୁଣେ,୩।୨ : ପୁଣେ ବିଶ୍ୱବିଦ୍ୟାଳୟ ସହ ଜଡିତ ଏକ ଲଲିତ କଳାକେନ୍ଦ୍ର ସହ ଜଡିତ ଜଣେ ପ୍ରଫେସର ଏବଂ ପାଞ୍ଚ ଜଣ ଛାତ୍ରଙ୍କୁ ରାମଲୀଳା ଉପରେ ଆଧାରିତ ଏକ ନାଟକରେ ପ୍ରଭୁ ଶ୍ରୀରାମ ଏବଂ ଦେବୀ ସୀତାଙ୍କୁ ପରିହାସ କରି ଧାର୍ମିକ…

ଶ୍ୱଶୁରଙ୍କ ଟାଙ୍ଗିଆ ଚୋଟରେ ବୋହୂ ଗୁରୁତର

କୁଚିଣ୍ଡା,୩ା୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲ ପଞ୍ଚାୟତ ସୋଲବଗା (ଭଟାଗୁଡ଼ା)ଠାରେ ଶନିବାର ଶ୍ୱଶୁରଙ୍କ ଟାଙ୍ଗିଆ ଚୋଟରେ ବିଧବା ବୋହୂ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆକ୍ରମଣକାରୀ ଶ୍ବଶୁର ହେଉଛନ୍ତି ଆମତୁନି ବାର୍ଲା(୭୦) ଏବଂ ଆହତ ବୋହୂ…

ମହିଳା ଯାତ୍ରୀଙ୍କୁ ୫ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ଅଳଙ୍କାର ଫେରସ୍ତ କଲେ ଅଟୋ ଡ୍ରାଇଭର

ନୂଆଦିଲ୍ଲୀ,୩।୨: ମାନବିକତା ଏବଂ ବିଶାଳ ହୃଦୟ ଦେଖାଇଲେ ଅଟୋ-ରିକ୍ସା ଡ୍ରାଇଭର। ଭଦ୍ରକରେ ଗାଡିରେ ଜଣେ ମହିଳା ଯାତ୍ରୀ ଭୁଲି ଯାଇଥିବା ମୂଲ୍ୟବାନ ଅଳଙ୍କାର ଫେରସ୍ତ କରି ଅଟୋ ଡ୍ରାଇଭର ବିଭିନ୍ନ ମହଲରୁ ପ୍ରଶଂସା ସାଉଣ୍ଟିଛନ୍ତି। ଭଦ୍ରକର ଇନାୟତ ଖାନ ଏକ ଅଟୋ…

ରେଳ ଲାଇନରେ ହଂସ: ଅଟକିଗଲା ଟ୍ରେନ, ଭିଡ଼ିଓ ଭାଇରାଲ…

ଲଣ୍ଡନ,୩।୨ : ଟ୍ରେନ ରେଳ ଲାଇନରେ ହଂସକୁ ଦେଖି ଅଟକି ଯାଇଥିଲା। ହଂସ ନ ଯିବା ପର୍ଯ୍ୟନ୍ତ ଟ୍ରେନ ସେଭଳି ଅଟକି ରହିଥିଲା। ଏବେ ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଲଣ୍ଡନର ଏକ ରେଳ…

ଖଟିଆରେ ୩ କିଲୋମିଟର ବୁହାହେଲେ ଗର୍ଭବତୀ

କୋକସରା,୩ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରୁ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଚିତ୍ର। କୋକସରା ବ୍ଲକ ଆମପାଣି ପଞ୍ଚାୟତର ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଗିରଳିମାଲ ଗାଁକୁ ଭଲ ରାସ୍ତା ଟିଏ ନ ଥିବାରୁ ଗାଁକୁ ଯାଇ ପାରି ନ…

ଇଣ୍ଟରନେଟ ବ୍ୟବହାର ଦ୍ୱାରା ଶରୀର ଉପରେ ପଡୁଛି ଭଲ ପ୍ରଭାବ !…

ଲଣ୍ଡନ,୩।୨ : ଇଣ୍ଟରନେଟ ହେଉଛି ଆଧୁନିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ବିଶ୍ୱବ୍ୟାପୀ ବହୁ ଲୋକ ବିଭିନ୍ନ ଉଦ୍ଦେଶ୍ୟରେ ଦିନରାତି ଇଣ୍ଟରନେଟ ବ୍ୟବହାର କରୁଛନ୍ତି । ଇଣ୍ଟରନେଟ ବ୍ୟବହାର କରିବା କେବଳ ଅଭ୍ୟାସ ନୁହେଁ ବରଂ ଏକ ନିଶା ହୋଇଛି…

ଅରୂପାନନ୍ଦ ଦାସ ହେଲେ ରାଜ୍ୟ ଆଇନଜୀବୀ ପରିଷଦର ଏକ୍‌ଜିକ୍ୟୁଟିଭ୍‌ କମିଟି ଅଧ୍ୟକ୍ଷ

କଟକ,୩ା୨(କାର୍ତ୍ତିକ ସାହୁ): ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ଏକ୍‌ଜିକ୍ୟୁଟିଭ୍‌ କମିଟି ଅଧ୍ୟକ୍ଷ ଭାବେ ପରିଷଦର ସଦସ୍ୟ ଆଇନଜୀବୀ ଅରୂପାନନ୍ଦ ଦାସ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଶ୍ରୀ ଦାସ ଏବେ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟରତ ଅଛନ୍ତି। ସେ…

ପାହାଡ଼ ଉପରୁ ଖସିଲା ପ୍ରୋକଲିନ୍‌, ଚାଲିଗଲା ଚାଳକଙ୍କ ଜୀବନ

ଖୋର୍ଦ୍ଧା,୩ା୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଙ୍ଗ ହାତିଆ ମୁଣ୍ଡିଆ ପାହାଡ଼ରେ ଶନିବାର ଏକ ଅଘଟଣ ଘଟିଛି। ପାହାଡ଼ ଉପରୁ ପ୍ରୋକଲିନ ଖସି ପଡ଼ିବାରୁ ଚାଳକଙ୍କ ଜୀବନ ଚାଲିଯାଇଛି। ଖବରପାଇ ସଦର ପୋଲିସ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ମୃତଦେହ ଉଦ୍ଧାର…

ମହିଳାଙ୍କୁ ଘୋଷାଡ଼ି ନେଇ ଚାପିଦେଲା ହାଇଓ୍ବା, ଜଣେ ଗୁରୁତର

ଖୋର୍ଦ୍ଧା,୩ା୨(ପ୍ରଭାତ ପାଣିଗ୍ରାହୀ): ବେଗୁନିଆ-ବାଘମାରୀ ଧଳାପଥର ରାସ୍ତାର ବଡ଼ବେରେଣା ଡୁମୁଣି ମନ୍ଦିର ନିକଟରେ ହାଇଓ୍ବା ଧକ୍କାରେ ଜଣେ ମହିଳା ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସ୍କୁଟିରେ ଭୁବନେଶ୍ୱର ଅଭିମୁଖେ ଦମ୍ପତି ଯାଉଥିଲେ। ଏହି ସମୟରେ ସ୍ତ୍ରୀଙ୍କୁ ୫୦ ମିଟର ଘୋଷାଡ଼ି…

Video: ଦ୍ୱିତୀୟ ସନ୍ତାନର ବାପା ମା’ ହେବାକୁ ଯାଉଛନ୍ତି ବିରାଟ-ଅନୁଷ୍କା, ଖୁଲାସା କଲେ ଏବି ଡି ଭିଲିୟର୍ସ

ନୂଆଦିଲ୍ଲୀ,୩।୨: ବହୁଦିନ ଧରି ଅନୁଷ୍କା ଶର୍ମା ଗର୍ଭବତୀ ଥିବା ଆଲୋଚନା ମଧ୍ୟରେ ଏହି ଖବରକୁ ସୁନିଶ୍ଚିତ କରିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତ୍ତନ ଅଧିନାୟକ ଏବି ଡି ଭିଲିୟର୍ସ। ଆଫ୍ରିକୀୟ କ୍ରିକେଟର ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରକାଶ କରିଛନ୍ତି ଯେ ଅନୁଷ୍କା ଏବଂ…

୧୯୯୦ରେ ରାମ ରଥଯାତ୍ରାର ମୁଖ୍ୟ ପୁରୋଧା ସାଜିଥିଲେ ଆଡଭାନୀ, ଦେଇଥିଲେ ‘ମନ୍ଦିର ଓ୍ବହିଁ ବନାଏଗେଁ’ ସ୍ଲୋଗାନ…

ନୂଆଦିଲ୍ଲୀ,୩।୨: ଭାରତୀୟ ଜନତା ପାର୍ଟୀ(ଭାଜପା)ର ବରିଷ୍ଠ ନେତା ତଥା ରାମ ମନ୍ଦିର ଆନ୍ଦୋଳନର ପୁରୋଧା ଲାଲକୃଷ୍ଣ ଆଡଭାନୀଙ୍କୁ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରାଯିବ। ଏନେଇ ଘୋଷଣା ହେବା ପରେ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ଭାଜପାର ସଂସ୍ଥାପକ ସଦସ୍ୟ ଆଡଭାନୀ…

ମୋତେ ଏଲିଅନ ପରି ବ୍ୟବହାର କରାଯାଏ: ପୁନମ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଶୁକ୍ରବାର ଦେହାନ୍ତ ପୁଣି ଆଜି ଜୀବିତ ଥିବା ଖବର ବେଶ୍‌ ଚର୍ଚ୍ଚା ହେଉଛି। ଶୁକ୍ରବାର ଅଭିନେତ୍ରୀଙ୍କ ମ୍ୟାନେଜର କହିଥିଲେ, ପୁନମ ସବୁଦିନ ପାଇଁ ଏ ଦୁନଆରୁ ବିଦାୟ ନେଇଛନ୍ତି। ତାଙ୍କର ସର୍ଭାଇକାଲ କ୍ୟାନସରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri