![](https://www.dharitri.com/wp-content/uploads/2024/06/0c7957d0-c801-4d2d-973a-07fc79ec300a.jpg)
କୋରାପୁଟ,୪ା୬: କୋରାପୁଟ ଜିଲା ଲକ୍ଷ୍ମୀପୁର ବିିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଡନ୍ତା ୨୦,୯୨୨ ଖଣ୍ଡ ଭୋଟରେ ବିଜୟୀ ହୋଇଛି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ପ୍ରଭୁ ଜାନି ୨୪,୧୪୪ ଖଣ୍ଡ ଭୋଟ ପାଇଥିଲେ। ସେହିପରି ଭାଜପା ପ୍ରାର୍ଥିୀ କୌଳାସ ଚନ୍ଦ୍ର କୁଲେସିକା ୧୫୨୯୦ ଖଣ୍ଡ ଭୋଟ ପାଇଛନ୍ତି।