ଆଗାମୀ ନିର୍ବାଚନରେ ବଡ଼ ପରାଜୟ ସାମ୍ନା କରିବେ ଋଷି ସୁନକ! ଓପିନିୟନ୍‌ ପୋଲ୍‌ର ପୂର୍ବାନୁମାନ

ନୂଆଦିଲ୍ଲୀ, ୧୬।୬: ବ୍ରିଟେନରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ନିର୍ବାଚନରେ ବଡ଼ ପରାଜୟର ସମ୍ମୁଖୀନ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ। ଶନିବାର ପ୍ରକାଶ ପାଇଥିବା ତିନି ଓପିନିୟନ ପୋଲର ପୂର୍ବାନୁମାନ ଅନୁଯାୟୀ ଆଗାମୀ ନିର୍ବାଚନରେ ସୁନକଙ୍କ ଦଳ କନ୍‌ଜର୍‌ଭେଟିଭ୍‌ ପାର୍ଟି ଜୁଲାଇ ୪ରେ ହେବାକୁ ଥିବା ନିର୍ବାଚନରେ ବଡ ପରାଜୟର ସାମ୍ନା କରିବ।

ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଥିବା ମତଦାନ ପାଇଁ ନିକଟରେ ଦୁଇ ଦଳ କନ୍‌ଜର୍‌ଭେଟିଭ୍‌ ପାର୍ଟି ଏବଂ ଲେବର ପାର୍ଟି ସେମାନଙ୍କର ଘୋଷଣାପତ୍ର ଜାରି କରିଛନ୍ତି। ତେବେ ମେ’ ୨୨ ମାସରେ ସୁନକ ଆଗୁଆ ନିର୍ବାଚନ ଘୋଷଣା କରି ନିଜ ପାର୍ଟିର ଅନେକ ନେତାଙ୍କୁ ଚମକାଇ ଦେଇଥିଲେ। ବ୍ରିଟେନ ବର୍ତମାନ ୪୦ ବର୍ଷ ମଧ୍ୟରେ ସର୍ବାଧିକ ମୁଦ୍ରାସ୍ଫିତ ଦେଇ ଗତି କରୁଥିଲା ବେଳେ ଆଶା କରାଯାଉଥିଲା ଯେ, ସୁନକ ସ୍ଥିତି ସୁଧାରିବା ପାଇଁ ଆଉ କିଛି ସମୟ ନେଇପାରନ୍ତି।

ସନ୍‌ଡେ ଟାଇମ୍ସ ଦ୍ୱାରା ପ୍ରକାଶିତ ସର୍ଭେ ରିପୋର୍ଟ ଅନୁଯାୟୀ ଯେ କନ୍‌ଜର୍‌ଭେଟିଭ୍‌ ପାର୍ଟି ୬୫୦ ସଦସ୍ୟ ବିଶିଷ୍ଟ ହାଉସ ଅଫ୍ କମନ୍ସରେ ମାତ୍ର ୭୨ ଟି ସିଟ୍ ସହ ଏହାର ନିର୍ବାଚନୀ ଯାତ୍ରା ଶେଷ କରିପାରେ। ଯାହା ସେମାନଙ୍କର ପ୍ରାୟ ୨୦୦ ବର୍ଷ ଇତିହାସରେ ସର୍ବନିମ୍ନ। ଅପରପକ୍ଷେ ଲେବର ପାର୍ଟି ୪୫୬ ଟି ସିଟ୍ ଜିତିପାରେ। ମେ ୩୧ ରୁ ଜୁନ୍ ୧୩ ପର୍ୟ୍ୟନ୍ତ ଏହି ସର୍ଭେ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

ଚାଇନା ବୈଜ୍ଞାନିକଙ୍କୁ ଜହ୍ନ ମାଟିରୁ ମିଳିଲା ପାଣି, ‘ଚନ୍ଦ୍ରଯାନ-୧’ କରିଥିବା ଦାବି ହେଲା ସତ…

ନୂଆଦିଲ୍ଲୀ,୨୪।୭: ପୃଥିବୀ ପରେ ମଣିଷ ମହାକାଶରେ ଜଳ ସନ୍ଧାନ କରୁଛି। ମଣିଷର ଏହି ଆବିଷ୍କାର ଚନ୍ଦ୍ରରେ ପହଞ୍ଚିଛି,ଯେଉଁଥିଲାଗି ଅନେକ ମିଶନ ପଠାଯାଉଛି। ଭାରତ, ଆମେରିକା ଏବଂ...

ନେପାଳ ବିମାନ ଦୁର୍ଘଟଣା: ବିମାନ କର୍ମଚାରୀଙ୍କ ସମେତ ସ୍ତ୍ରୀ-ପୁଅଙ୍କ ଜୀବନ ଗଲା, ଭିଡିଓ ଦେଖିଲେ…

କାଠମାଣ୍ଡୁ,୨୪ା୭: ବୁଧବାର ନେପାଳର ରାଜଧାନୀ କାଠମାଣ୍ଡୁରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଏକ ଦୁଃଖଦ କାହାଣୀ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ତିନିଜଣ ସଦସ୍ୟଙ୍କ...

ଅଲମ୍ପିକ୍ସ ପୂର୍ବରୁ ପ୍ୟାରିସରେ ଅଷ୍ଟ୍ରେଲୀୟ ମହିଳାଙ୍କୁ ଗଣବଳାତ୍କାର

ନୂଆଦିଲ୍ଲୀ,୨୪ା୭: ଅଲମ୍ପିକ୍ସ ପୂର୍ବରୁ ପ୍ୟାରିସରେ ଘଟିଛି ଜଘନ୍ୟ କାଣ୍ଡ। ୨୦୨୪ ସଂସ୍କରଣ ଉଦଘାଟନୀ କାର୍ଯ୍ୟକ୍ରମର ଗୋଟିଏ ଦିନ ପୂର୍ବରୁ ଜଣେ ଅଷ୍ଟ୍ରେଲୀୟ ମହିଳାଙ୍କୁ ୫ ଜଣ...

ବିମାନ ଦୁର୍ଘଟଣା: ୧୮ ଜଣଙ୍କ ମୃତ୍ୟୁ ସୂଚନା, ପାଇଲଟ ଗୁରୁତର

କାଠମାଣ୍ଡୁ,୨୪।୭: ନେପାଳର ରାଜଧାନୀ କାଠମାଣ୍ଡୁରେ ଉଡ଼ାଣ ସମୟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୧୯ ଜଣ ଯାତ୍ରୀ ଥିଲେ। ତେବେ ଦୁର୍ଘଟଣାରେ ୧୮...

ଚମକାଇଲା ସର୍ଭେ, ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ପରାସ୍ତ କରିବେ ଭାରତବଂଶୀ କମଲା ହାରିସ

ଓ୍ବାଶିଂଟନ୍‌,୨୪।୭:ନଭେମ୍ବର ୨ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପକ୍ଷରୁ ଏବଂ କମଲା ହାରିସ ଡେମୋକ୍ରାଟିକ ପକ୍ଷରୁ...

ଉଡ଼ାଣ ବେଳେ ଜଳିଗଲା ବିମାନ, କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ଥିଲେ ୧୯ ଜଣ

ନୂଆଦିଲ୍ଲୀ,୨୪।୦୭: ନେପାଳରୁ ଏକ ଦୁର୍ଘଟଣାର ବଡ ଖବର ସାମ୍ନାକୁ ଆସିଛି । କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ବିମାନ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।...

ପୁଣି ଭାରତର ଟେନ୍‌ସନ୍‌ ବଢାଇଲା ନେପାଳ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୩।୭: ନେପାଳରେ ଚାଇନା ସମର୍ଥକ ଓଲି ସରକାର ଗଠନ ହେବା ସହିତ ଭାରତ-ନେପାଳ ସୀମା ବିବାଦ ପ୍ରସଙ୍ଗ ପୁଣି ଥରେ ତୀବ୍ର ହେବାରେ ଲାଗିଛି। ନେପାଳର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri