ପୁଅକୁ ପ୍ରଥମଥର ଟିମ୍ ଇଣ୍ଡିଆ କ୍ୟାପ୍ରେ ଦେଖି ଷ୍ଟାଡିୟମରେ ଭୋ ଭୋ ହୋଇ କାନ୍ଦିଲେ ପିତା
ରାଜକୋଟ,୧୫।୨: ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ଭାରତ ପ୍ଲେଇଙ୍ଗ୍-୧୧ରେ ପରିବର୍ତ୍ତନ ଆଣିଛି। ଟିମ ଇଣ୍ଡିଆ ସରଫରାଜ ଖାନଙ୍କୁ ଏକ ସୁଯୋଗ ଦେଇଛି। ସରଫରାଜ ଡେବ୍ୟୁ ଟେଷ୍ଟ ମ୍ୟାଚ ଖେଳୁଛନ୍ତି। ଟସ ପୂର୍ବରୁ ତାଙ୍କୁ ଭାରତୀୟ ଦଳର କ୍ୟାପ…
ଗୁରୁବାର ଠାରୁ ଦଶମ-ଦ୍ୱାଦଶ ଶ୍ରେଣୀ CBSE ପରୀକ୍ଷା
ଭୁବନେଶ୍ୱର ୧୫।୨ : ଆଜିଠାରୁ CBSE ପରୀକ୍ଷା । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି । ସକାଳ ୧୦ଟା ୩୦ରେ ପରୀକ୍ଷା ଆରମ୍ଭ ହେବ । ୩୦ମିନିଟ ପୂର୍ବରୁ…
ଆସିଲେଣି ସାଧୁସନ୍ଥ, ସରିଲାଣି ପ୍ରସ୍ତୁତି
ଭୁବନେଶ୍ୱର,୧୫।୨(ଅନୁରାଧା ମହାରଣା)ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା ବା କୁମ୍ଭମେଳା ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସାରା ଦେଶରୁ ସାଧୁସନ୍ଥଙ୍କ ଆଗମନ ଆରମ୍ଭ ହୋଇଛି। ୨୫ ତାରିଖ ପର୍ଯ୍ୟନ୍ତ ଐହିତ୍ୟ ଖଣ୍ଡଗିରି ପାହାଡ଼ ଓ ଏହାର ପାଦଦେଶରେ ହୋମଯଜ୍ଞ ସହ ଆଧ୍ୟାତ୍ମିକ…
ରୋଗୀଙ୍କୁ ଘରୋଇ କ୍ଲିନିକ୍କୁ ପଠାଉଛନ୍ତି ଡାକ୍ତର
ପୁରୀ,୧୫ା୨(ଅଜିତ୍ ମହାନ୍ତି)ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ଡାକ୍ତର ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିବାବେଳେ ସେମାନଙ୍କ ମନମୁଖୀ କାର୍ଯ୍ୟ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ମାତ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଏବେ…
ଅବକ୍ଷୟମୁଖୀ ଜଙ୍ଗଲ, ଶିକାର ହାତୀ ମୃତ୍ୟୁର କାରଣ
ଖୋର୍ଦ୍ଧା,୧୫ା୨(ପ୍ରଭାତ ପାଣିଗ୍ରାହୀ)ଚନ୍ଦକା ବନ୍ୟପ୍ରାଣୀ ବିଭାଗ ଭରତପୁର ଜଙ୍ଗଲରେ ବୋମା ବିସ୍ଫୋରଣରେ ଆହତ ଦନ୍ତାହାତୀର ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଗତବର୍ଷ କେରଳରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା। ତେବେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀଙ୍କ ଏଭଳି କାର୍ଯ୍ୟଶୈଳୀକୁ ନେଇ…
୪୫ ବର୍ଷରେ କପିଳାସ ପ୍ରାଣୀ ଉଦ୍ୟାନ
ଢେଙ୍କାନାଳ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କପିଳାସରେ ଥିବା ପ୍ରାଣୀ ଉଦ୍ୟାନ ୪୫ ବର୍ଷରେ ପଦାର୍ପଣ କରିଛି। ୧୯୭୯ ମସିହା ଜାନୁଆରୀ ୨୬ରେ ସବୁଜିମାମୟ କପିଳାସର ପାଦ ଦେଶରେ ୫ ହେକ୍ଟର ଜାଗାରେ ଡିଅର ପାର୍କରୁ ଏହି ପ୍ରାଣୀ ଉଦ୍ୟାନ ଆରମ୍ଭ ହୋଇଥିଲା।…
ଶିଶୁପୁତ୍ରଙ୍କୁ ବଳି ଉଦ୍ୟମ ଚର୍ଚ୍ଚା
ଉଦଳା,୧୫ା୨(ସନ୍ତୋଷ କୁମାର ବାଚ୍ଛିନୀ)୭ବର୍ଷର ଶିଶୁପୁତ୍ରଙ୍କୁ ମା’ ବାପା ବଳି ଦେବା ପାଇଁ ଆଣିଥିଲେ। ହେଲେ ବଳି ପୂର୍ବରୁ ଶିଶୁପୁତ୍ର ଜଣକ କୌଶଳକ୍ରମେ ସେଠାରୁ ଖସିଯାଇଥିଲେ। ପରେ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ମା’ ବାପା ରାତି ସାରା ଜଙ୍ଗଲରେ ଲୁଚି ରହିଥିଲେ।…
ବାଲ୍ୟବିବାହ ମୁକ୍ତ ହୋଇନି ଗଞ୍ଜାମ ଜିଲା
ଛତ୍ରପୁର,୧୫ା୨(ସନ୍ତୋଷ ପାଢୀ):ଗଞ୍ଜାମ ଜିଲାକୁ ବାଲ୍ୟବିବାହମୁକ୍ତ ଜିଲା ଭାବେ ୨୦୨୨ ଜାନୁୟାରୀ ୩ ତାରିଖରେ ଘୋଷଣା ହୋଇଥିଲା। ତେବେ ଏବେ ବି ଜିଲାର ବିଭିନ୍ନ ସ୍ଥାନରେ ବାଲ୍ୟ ବିବାହ ହେଉଥିବା ଦେଖିବାକୁ ମିଳୁଛି। ଏପରିକି ବାଲ୍ୟ ବିବାହକୁ ରୋକିବାରେ ପ୍ରଶାସନ ସଫଳ ହେଉଥିବା…
ଓଡ଼ିଶା ବାଳିକା, ବାଳକ ଦଳକୁ ରୌପ୍ୟ
ଭୁବନେଶ୍ୱର, ୧୫।୨(ତପନ ସ୍ବାଇଁ): ଅହମଦାବାଦର ପଲଜସ୍ଥିତ ଗାନ୍ଧୀନଗର ଆଇଆଇଟି ପରିସରରେ ଜାତୀୟ ସବ୍ଜୁନିୟର ରଗ୍ବୀ ସେଭେନ୍ସ ଚାମ୍ପିୟନଶିପ୍ ୧୩ ଓ ୧୪ ଦୁଇ ଦିନଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ବାଳିକା ଓ ବାଳକ ଦଳ ଆକର୍ଷଣୀୟ ପ୍ରଦର୍ଶନ କରି ରୌପ୍ୟ…
ପୁଣି ଆନ୍ଦୋଳନ ଧମକ ଦେଲେ ସାକ୍ଷୀ, ବଜରଙ୍ଗ
ନୂଆଦିଲ୍ଲୀ,୧୫ା୨(ପି.ଟି.): ଅଲିମ୍ପିକ୍ସ ପଦକ ବିଜେତା ରେସ୍ଲର ସାକ୍ଷୀ ମଲିକ୍ ଓ ବଜରଙ୍ଗ ପୁନିଆ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି। ମଙ୍ଗଳବାର ୟୁନାଇଟେଡ ଓ୍ବାଲର୍ଡ ରେସ୍ଲିଂ(ୟୁଡବ୍ଲ୍ୟୁଡବ୍ଲ୍ୟୁ) ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ଉପରୁ ନିଲମ୍ବନ ଆଦେଶକୁ ହଟାଇ ଦେଇଥିଲା। ତେବେ ଡବ୍ଲ୍ୟୁଏଫ୍ଆଇ…
ବୁଦାପେଷ୍ଟକୁ ଚେସ୍ ଅଲିମ୍ପିଆଡ୍ ମଶାଲ ହସ୍ତାନ୍ତର
ନୂଆଦିଲ୍ଲୀ,୧୫ା୨(ପି.ଟି.): ଭାରତୀୟ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଚେସ୍ ଅଲମ୍ପିଆଡ୍ ହସ୍ତାନ୍ତର କରିଛନ୍ତି। ହଙ୍ଗେରୀର ରାଜଧାନୀ ବୁଦାଫେଷ୍ଟରେ ୪୫ତମ ଚେସ୍ ଅଲମ୍ପିଆଡ ଅନୁଷ୍ଠିତ ହେବାକୁ ଯାଉଛି। ନୂଆଦିଲ୍ଲୀର ଧ୍ୟାନଚାନ୍ଦ ନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ମଶାଲ ହସ୍ତାନ୍ତର କରିଥିଲେ।…
ଭାରତ ଆଜି ଅଷ୍ଟ୍ରେଲିଆକୁ ଭେଟିବ
ଭୁବନେଶ୍ୱର, ୧୫।୨(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ହକି ପ୍ରୋ ଲିଗ୍ରେ ଭାରତ ଗୁରୁବାର ଅଷ୍ଟ୍ରେଲିଆକୁ ଭେଟିବ। ଚଳିତ ସିଜନରେ ନିଜର ପ୍ରଥମ ମ୍ୟାଚରେ ସ୍ପେନ୍କୁ ୪-୧ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ପରବର୍ତ୍ତୀ ମ୍ୟାଚରେ…
Archives


