Home Left

ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ସୁରମା ପାଢ଼ୀ ଦେଲେ ପ୍ରତିକ୍ରିୟା, କହିଲେ ମୁଁ କେବେ…

ଭୁବନେଶ୍ୱର,୨୦।୬: ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ସୁରମା ପାଢ଼ୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୁଁ କେବେ କଳ୍ପନା କରି ନ ଥିଲି ଏହି ପଦରେ ବସିବି। ଗୃହର ପଦ ମର୍ଯ୍ୟାଦା, ଗରିମା ରକ୍ଷା କରିବା ସମସ୍ତଙ୍କର କର୍ତ୍ତବ୍ୟ। ମୁଁ…

ରାହୁଲଙ୍କୁ ତେଜସ୍ବୀ ଲଞ୍ଚରେ ଦେବେ ରୋହି ଝୋଳ, ବାର୍ଥ ଡେ’ ରେ ହୋଇଗଲା ଡିଲ୍‌ ପକ୍କା

ନୂଆଦିଲ୍ଲୀ,୨୦।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ୫୪ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସବୁଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ତାଙ୍କ ଜନ୍ମଦିନ ଉପଲକ୍ଷେ ଆରଜେଡି ନେତା ସ ପୂର୍ବ ଡେପୁଟି ସିଏମ ତେଜସ୍ବୀ ଯାଦବ ମଧ୍ୟ…

ପୁଣି ବଢିଲା ଭାଜପାର ମୁଣ୍ଡବିନ୍ଧା: ବିରୋଧୀଙ୍କୁ ବୁଝାଇବାକୁ ବାଧ୍ୟ

ନୂଆଦିଲ୍ଲୀ,୨୦।୬: ଲୋକ ସଭା ବାଚସ୍ପତି ପ୍ରସଙ୍ଗରେ ଏନଡିଏ ଧ୍‌ମଧ୍ୟରେ ଭାଜପା ପ୍ରାୟ ଏକ ସହମତି ହାସଲ କରିଛି। ଭାଜପା ପ୍ରାର୍ଥୀ ସହଯୋଗୀମାନଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇଛନ୍ତି। ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପ୍ରସଙ୍ଗରେ ବିରୋଧୀଙ୍କ ସହ ସହମତି ପ୍ରକାଶ…

ବାଲେଶ୍ୱରରେ କର୍ଫ୍ୟୁ କୋହଳ, ସ୍ଥିତିରେ ଆସୁଛି ସୁଧାର

ବାଲେଶ୍ୱର,୨୦ା୬(ମାନସ ବିଶ୍ୱାଳ): ବାଲେଶ୍ବର ସହରର ଭୁଜାଖିଆପିରସ୍ଥିତ ଏକ ସରକାରୀ ପାଣି ନାଳରେ ନାଲି ରଙ୍ଗପାଣି ପ୍ରବାହ ପ୍ରସଙ୍ଗକୁ ନେଇ ଗତ ସୋମବାର ସୃଷ୍ଟି ହୋଇଥିବା ଗୋଷ୍ଠୀ ସଂଘର୍ଷ ପୋଲିସ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ଉଦ୍ୟମରୁ ଆପାତତଃ ଏବେ ନିୟନ୍ତ୍ରଣାଧୀନ ରହିଛି।…

ବିଜୟ ‘ଚୌକା’ ଲଗାଇବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍‌ଇଣ୍ଡିଆ:ଜାଣନ୍ତୁ କେବେ, କେଉଁଠି ଦେଖିପାରିବ ମ୍ୟାଚ୍‌

ନୂଆଦିଲ୍ଲୀ,୨୦।୬: ଟି-୨୦ ବିଶ୍ୱକପ ୨୦୨୪ରେ ଭାରତ ଆଜି ସୁପର-୮ରେ ଆଫଗାନିସ୍ତାନକୁ ଭେଟିବ। ବାରବାଡୋସରେ ଏହି ମ୍ୟାଚ ଖେଳାଯିବ। ସୁପର-୮ରେ ଉଭୟ ଦଳ ଗ୍ରୁପ-୧ରେ ଅଛନ୍ତି। ଆଫଗାନିସ୍ତାନର ଆହ୍ବାନ ଭାରତ ପାଇଁ ସହଜ ହେବ ନାହିଁ। ତେବେ ତିନିଟି ଗ୍ରୁପ ପର୍ଯ୍ୟାୟ ମ୍ୟାଚ…

ଏହି ପ୍ରଶ୍ନ ଶୁଣି ରାଗିଗଲେ ଦ୍ରାବିଡ: କହିଲେ…

ନୂଆଦିଲ୍ଲୀ,୨୦।୬: ଟି -୨୦ ବିଶ୍ୱକପ ୨୦୨୪ରେ ସୁପର-୮ ଆରମ୍ଭ ହୋଇଛି। ଭାରତୀୟ ଦଳ ଆଜି ଆଫଗାନିସ୍ତାନକୁ ଭେଟିବ। ଏହି ମ୍ୟାଚ ବାରବାଡୋସର କେନ୍ସିଙ୍ଗଟନ ଓଭାଲରେ ଖେଳାଯିବ। ୧୯୯୭ରେ ଖେଳୁଥିବାବେଳେ ଟେଷ୍ଟ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଗୁରୁବାର ଖେଳାଯିବାକୁ…

କିଏ ହେବେ କଂଗ୍ରେସର ବିଧାୟକ ଦଳ ନେତା? ରେସ୍‌ରେ…

ଭୁବନେଶ୍ୱର, ୨୦।୬(ସୁନିତ୍‌ ମିଶ୍ର)କଂଗ୍ରେସ ବିଧାୟକମାନଙ୍କ ସହିତ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ଏବଂ ଦଳର ଅନ୍ୟ କିଛି ବରିଷ୍ଠ ନେତାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟତଃ ଆଗାମୀ ଦିନରେ କଂଗ୍ରେସର ଆଭିମୁଖ୍ୟ ରାଜ୍ୟରେ…

ଏନ୍‌ଡିଏ-ଇଣ୍ଡିଆକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ପ୍ରଶାନ୍ତ କିଶୋର, କହିଲେ ଧ୍ୱଂସ ହୋଇଯିବେ…

ନୂଆଦିଲ୍ଲୀ,୨୦।୬: ରାଜନୈତିକ ବିଶ୍ଳେଷକ ତଥା ଜନସୁରାଜ ସଂଯୋଜକ ପ୍ରଶାନ୍ତ କିଶୋର ୨୦୨୪ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ୨ ଅକ୍ଟୋବରରେ ସେ ନିଜ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି।…

ସତୀଶ ଚନ୍ଦ୍ର ସାମଲ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର,୨୦।୬: ରାଜ୍ୟର ପ୍ରଥମ ଭାଜପା ସରକାରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ନିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାପରେ ଏପର୍ଯ୍ୟନ୍ତ ୩ଜଣ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଥିବା ଜଣାପଡିଛି। ଏହା…

ରାଜଧାନୀର ଏକ ଆପାର୍ଟମେଣ୍ଟରେ ଲାଗିଲା ନିଆଁ

ଭୁବନେଶ୍ୱର,୨୦।୬: ଭୁବନେଶ୍ବର ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି। ଏଥିରେ କେହି ଆହତ ହୋଇ ନ…

ଓଏମ୍‌ବିଏଡିସିରେ ସ୍ବାସ୍ଥ୍ୟସେବା ଦିଗହରା

ଯାଜପୁର,୨୦ା୬(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ସ୍ବାସ୍ଥ୍ୟସେବା କ୍ଷେତ୍ରର ବିକାଶ ଦିଗରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍‌ବିଏଡିସି) ପାଣ୍ଠିର ବିନିଯୋଗ ଅତି ନୈରାଶ୍ୟଜନକ ରହିଛି। ଫଳରେ ସୁକିନ୍ଦା ଖଣି ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବା ସହ ବ୍ୟାସନଗର ସହରରେ ୧୦୦ ଶଯ୍ୟା…

୮୯ ପ୍ରତିଶତ ଜମି ପଡ଼ିଆ ପଡ଼ିଛି

ନୟାଗଡ,୨୦।୬(ଲୋକନାଥ ମିଶ୍ର)ଆକାଶରେ ଘଡ଼ଘଡ଼ି ମାରୁଛି ଓ ବିଜୁଳି ଦେଖା ଦେଉଛି । ହେଲେ ବର୍ଷା ହେଉନି । ମୌସୁମୀ ଆଗମନରେ ବିଳମ୍ବ କାରଣରୁ ରଜ ଯିବା ପରେ ବି ବର୍ଷା ହେଉ ନ ଥିବାରୁ ଧାନ ଚାଷ ପ୍ରାରମ୍ଭରୁ ଚାଷୀର ଚିନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?