Posted inଜାତୀୟ

ନିଟ୍‌ ପେପର୍‌ ଲିକ୍‌ରେ ରାଜନେତାଙ୍କ ହାତ! ଆସିଲା ସାଂଘାତିକ ଅଭିଯୋଗ

ପାଟନା,୨୦।୬: ନିଟ୍‌ ପେପର୍‌ ଲିକ୍‌ର ମାଷ୍ଟରମାଇଣ୍ଡ ଅମିତ ଆନନ୍ଦ ପୋଲିସ ହେପାଜତରେ ଅଛନ୍ତି। ପୋଲିସ ନିକଟରେ ନିଜର ଅପରାଧ ସ୍ବୀକାର କରିବାବେଳେ ପରୀକ୍ଷର ଗୋଟିଏ ଦିନ ପୂର୍ବରୁ କାଗଜପତ୍ର ଲିକ ହୋଇଥିବା ସେ କହିଛନ୍ତି। ଏହା ବ୍ୟତୀତ ସେ ଅନ୍ୟାନ୍ୟ ଅନେକ କାଗଜପତ୍ର ମଧ୍ୟ ଲିକ କରିଛନ୍ତି।
ଅମିତ ଆନନ୍ଦ ଏହା ମଧ୍ୟ କହିଛନ୍ତି, ଗୋଟିଏ ପ୍ରଶ୍ନପତ୍ର ପାଇଁ ୩୦-୩୨ ଲକ୍ଷ ଟଙ୍କାର ଏକ ଚୁକ୍ତି ହୋଇଛି। ତାଙ୍କ ଘରୁ ଜଳିଯାଇଥିବା ଅବସ୍ଥାରେ ପୋଲିସ କିଛି କାଗଜପତ୍ର ଏବଂ ଉତ୍ତର ସିଟ ଜବତ କରିଛି। ପଚରାଉଚରା ସମୟରେ ଅମିତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ଏହି ମାମଲାରେ ହଠାତ୍‌ ତେଜସ୍ବୀ ଯାଦବଙ୍କ ନାମ ସାମ୍ନାକୁ ଆସିଛି। ବିହାରର ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଏକ ପ୍ରେମ ମିଟ୍‌ କରି ତେଜସ୍ବୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। ନିଟ୍‌ ପେପର୍‌ ଲିକ୍‌ ଅଭିଯୁକ୍ତଙ୍କ ପାଇଁ ତେଜସ୍ବୀଙ୍କ ପିଏ ଗେଷ୍ଟ ହାଉସରେ ବୁକ କରିଥିଲେ । ବୁକିଂ ବେଳେ ତେଜସ୍ବୀଙ୍କୁ ମନ୍ତ୍ରୀ କହି ସାମ୍ବୋଧିତ କରାଯାଇଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତିଶଗଡରେ ବଡ଼ ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ

ବିଜାପୁର,୧୮।୭: ଛତିଶଗଡରେ ବଡ଼ ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ। ଏହି ବିସ୍ଫୋରଣ ଛତିଶଗଡ଼ ବିଜାପୁରରେ ହୋଇଛି। ଏଥିରେ ୬ ଯବାନ ଗୁରୁତର ଆହତ ହୋଇଛନ୍ତି। ତାରେମ ଥାନା...

ଥମୁନି ଭାଜପା କଳି: ୟୁପି ପରେ ଏହି ରାଜ୍ୟରେ ଉଠିଲାଣି ବିଦ୍ରୋହର ସ୍ବର

ଡେରାଡୁନ୍‌,୧୭।୭: ୟୁପି ଭାଜପାରେ ଉଠିଥିବା ବିଦ୍ରୋହର ନିଆଁ ପଡ଼ୋଶୀ ଉତ୍ତରାଖଣ୍ଡକୁ ବ୍ୟାପିଲାଣି। ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତ୍‌ କହିଛନ୍ତି,...

କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଘରୋଇ କମ୍ପାନୀ ନିଯୁକ୍ତିରେ ୭୫% ସଂରକ୍ଷଣ

ବେଙ୍ଗାଲୁରୁ,୧୭ା୭:କର୍ନାଟକରେ ଘରୋଇ କମ୍ପାନୀ ଚାକିରିରେ ସ୍ଥାନୀୟ ଯୁବତୀଯୁବକମାନଙ୍କୁ ସଂରକ୍ଷଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ମ୍ୟାନେଜ୍‌ମେଣ୍ଟ ଚାକିରିରେ ସ୍ଥାନୀୟ ପ୍ରାର୍ଥୀମାନଙ୍କ ପାଇଁ ୫୦ ପ୍ରତିଶତ...

ସମୁଦ୍ରରେ ତୈଳବାହୀ ଜାହାଜ; ୯ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା, ୭ ନିଖୋଜ

ନୂଆଦିଲ୍ଲୀ,୧୭।୭: ଓମାନ ନିକଟ ସମୁଦ୍ରରେ ବୁଡ଼ି ଯାଇଥିବା ତୈଳବାହୀ ଜାହାଜର ୯ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜାହାଜରେ ସମୁଦାୟ ୧୬...

ଅଜିତ ପାଓ୍ବାରଙ୍କୁ ବଡ଼ ଝଟ୍‌କା: ହାତ ଛାଡିଦେଲେ ୪ ଶୀର୍ଷ ନେତା

ପୁଣେ,୧୭ା୭:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନ୍‌ସିପି)ର ୪ ଜଣ ଶୀର୍ଷ ନେତା ବୁଧବାର ଦଳ ଛାଡ଼ିଛନ୍ତି। ସେମାନଙ୍କ...

ବଡ଼ ରାଜନୈତିକ ହଲଚଲ, ମୋଦିଙ୍କୁ ଭେଟିଲେ ଶାହା: ଚାଲିଛି ଭାଜପାର ମନ୍ଥନ

ନୂଆଦିଲ୍ଲୀ,୧୭।୭: ଉତ୍ତରପ୍ରଦେଶର ରାଜନୈତିକ ପରିସ୍ଥିତିକୁ ନେଇ ରାଜଧାନୀ ଲକ୍ଷ୍ନୌରୁ ଦେଶର ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଭାଜପାର ମନ୍ଥନ ଚାଲିଛି। ଉତ୍ତରପ୍ରଦେଶ ଭାଜପା ରାଜ୍ୟ ସଭାପତି ଭୁପେନ୍ଦ୍ର...

୧୨ ମାଓବାଦୀ ସଫା: ପୋଲିସ ଟିମ୍‌ ପାଇଁ ପୁରସ୍କାର ଘୋଷଣା କଲେ ସରକାର

ପୁଣେ,୧୭।୭: ମହାରାଷ୍ଟ୍ରର ଗଡଚିରୋଲିରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ଏନକାଉଣ୍ଟରରେ ୧୨ ଜଣ...

କେବଳ ଇଞ୍ଜିନ୍‌ ନୁହେଁ, ଏବେ ଡବା ବି ପରସ୍ପର ମୁହାଁମୁହିଁ ହେଲେଣି: ଏମିତି କାହିଁକି କହିଲେ ଅଖିଳେଶ

ଲକ୍ଷ୍ନୌ,୧୭।୭: ଉତ୍ତରପ୍ରଦେଶରେ ଭାଜପା ନେତୃତ୍ୱରେ ବିବାଦ ଲାଗିରହିଛି। ଏସବୁ ଭିତରେ ସମାଜବାଦୀ ପାର୍ଟି (ଏସପି) ରାଷ୍ଟ୍ରୀୟ ସଭାପତି ତଥା ଏମ୍‌ପି ଅଖିଳେଶ ଯାଦବ ବୁଧବାର ମୁଖ୍ୟମନ୍ତ୍ରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri