ତୁଟିବ ନାହିଁ ଗାନ୍ଧୀ ପରିବାରର ରାୟବରେଲି ସହ ଥିବା ସମ୍ପର୍କ, ବରୁଣ ସମ୍ଭାଳିବେ ଦାୟିତ୍ୱ!
ନୂଆଦିଲ୍ଲୀ,୨୫।୨: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେଠି ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନାରାଜ ହୋଇଥିବାରୁ ପାରମ୍ପାରିକ ଗ୍ରାଣ୍ଡ ପାର୍ଟିରେ ଥିବା ଲୋକମାନେ ବର୍ତ୍ତମାନ ଅନ୍ୟ ଜଣେ ଗାନ୍ଧୀ – ବରୁଣ ଗାନ୍ଧୀଙ୍କ ସପକ୍ଷରେ ଅଛନ୍ତି। ଯେହେତୁ ରାହୁଲ ଗାନ୍ଧୀ…
ଧାର ଟଙ୍କା ଫେରାଇବାକୁ ମିଳୁଥିଲା ଧମକ: ଜୀବନ ହାରିଦେଲେ ଯୁବକ
ବ୍ରହ୍ମପୁର,୨୫ା୨(ସୁବାସ ଚନ୍ଦ୍ର ପାଢ଼ୀ): ଧାର ଟଙ୍କା ଫେରାଇବାକୁ ଧମକ ମିଳୁଥିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। ଏନେଇ ସଦର ଥାନାରେ ମୃତକଙ୍କ ଭାଇଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଙ୍କୁଶପୁର ବଡ଼ସାହିର…
ଅବିବାହିତା ଯୁବତୀ ଛାଡ଼ିଯାଇଥିବା ଶିଶୁଙ୍କ ମୃତ୍ୟୁ
କେନ୍ଦୁଝର,୨୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ) : ସ୍ଥାନୀୟ ମନୋଜ ମଞ୍ଜରୀ ଶିଶୁ ଭବନରେ ଶନିବାର ଏକ ୩ ମାସର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଶିଶୁଟିକୁ ଜଣେ ଅବିବାହିତା ଯୁବତୀ ଛାଡ଼ି ଯାଇଥିବା ବେଳେ ପରେ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହାର ଠିକ୍…
୬ବର୍ଷ ବୟସରେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର, ୨୫।୨(ଅସମାପିକା ସାହୁ)- ୨୦୨୪-୨୫ ଶିକ୍ଷାବର୍ଷ ଆରମ୍ଭ ହେବ। ଏହା ପୂର୍ବରୁ ନାମଲେଖା ଆରମ୍ଭ ହେବ। ତେଣୁ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ୬ବର୍ଷ ବୟସ ହୋଇଥିବା ଆବଶ୍ୟକ। ଏହାକୁ ପାଳନ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ…
ଅଧ୍ୟାପକ ନିଯୁକ୍ତି ପାଇଁ ସ୍ଥାନ ଚୟନ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର, ୨୫।୨(ଅସମାପିକା ସାହୁ)- ରାଜ୍ୟରେ ନୂତନ ଭାବେ ୮୫୯ଜଣ ଆସନ୍ତା ୧ତାରିଖରେ ଏସ୍ଏସ୍ବି ଅଧ୍ୟାପକ ଭାବେ ନିଯୁକ୍ତି ପାଇବେ। ରାଜ୍ୟ ପ୍ରବରଣ ମଣ୍ଡଳୀ(ଏସ୍ଏସ୍ବି) ପକ୍ଷରୁ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଅଧ୍ୟାପକ ନିଯୁକ୍ତି ପାଇଁ ରବିବାର ଠାରୁ ସ୍ଥାନ ଚୟନ ପ୍ରକ୍ରିୟା ଆରମ୍ଭ…
ବାଣ କାରଖାନାରେ ବିସ୍ଫୋରଣ: ଚାଲିଗଲା ମାଲିକଙ୍କ ଜୀବନ
କୌଶମ୍ବି,୨୫।୨: ଉତ୍ତରପ୍ରଦେଶର କୌଶମ୍ବି ଜିଲାରେ ଥିବା ଏକ ବାଣ କାରଖାନାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏଥିରେ ଅନେକ ଆହତ ହୋଇଛନ୍ତି। କାରଖାନାର ମାଲିକ ଶାହିଦ ଅଲି ମଧ୍ୟ ଏହି ଦୁର୍ଘଟଣାରେ…
ଲୋକ ସଭା ନିର୍ବାଚନକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ସୁବ୍ରମଣ୍ୟମ ସ୍ବାମୀ
ନୂଆଦିଲ୍ଲୀ,୨୫।୨: ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ସୁବ୍ରମଣ୍ୟମ ସ୍ବାମୀ ରବିବାର ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ ଦାବି କରିଛନ୍ତି, ଆଗାମୀ ଲୋକ ସଭା ନିର୍ବାଚନରେ ‘ହିନ୍ଦୁ ଗୌରବ ବୃଦ୍ଧି’ ଦଳକୁ ଲାଭ ଦେଇପାରେ କିନ୍ତୁ ‘ମୋଦିଙ୍କ ଯାଦୁ’…
ମ୍ୟାଚ୍ ମଝିରେ ସର୍ଫରାଜଙ୍କୁ ଚେତାବନୀ ଦେଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ…
ରାଞ୍ଚି,୨୫।୨: ରାଞ୍ଚି ଟେଷ୍ଟରେ ଟିମ ଇଣ୍ଡିଆ ବିଜୟର ନିକଟତର ହୋଇଛି। ଚତୁର୍ଥ ଦିନରେ ଜିତିବାକୁ ଭାରତୀୟ ଦଳକୁ ୧୫୨ ରନ ସ୍କୋର କରିବାକୁ ପଡିବ। ଜିତିବା ପାଇଁ ଟିମ ଇଣ୍ଡିଆର ୧୯୨ ରନ ଲକ୍ଷ୍ୟ ରହିଛି। ତୃତୀୟ ଦିନର ଖେଳ ଶେଷ…
ଗୋଳାବାରୁଦ କାରଖାନାରେ ବିସ୍ଫୋରଣ: ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ
ସଇଁତଳା, ୨୫ା୨ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ବଡ଼ମାଳସ୍ଥିତ ଗୋଳାବାରୁଦ କାରଖାନାରେ ରବିବାର ସନ୍ଧ୍ୟା ସମୟରେ ବିସ୍ଫୋରଣ ଘଟିଛି। କାରଖାନା ଜନସମ୍ପର୍କ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସନ୍ଧ୍ୟା ପ୍ରାୟ ୬ଟା୩୦ରେ କାରଖାନା ୧୨ନମ୍ବର ୟୁନିଟର…
ଅମୃତ ଭାରତ ଷ୍ଟେଶନ ଯୋଜନାରେ ପାନପୋଷ ସାମିଲ
ରାଉରକେଲା,୨୫।୨(ସଙ୍ଗୀତା ଜେନା): ରେଳବାଇକୁ ଅଧିକ ବିକଶିତ ଓ ଯାତ୍ରୀ ସୁରକ୍ଷା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେଶନ ଯୋଜନା ଜରିଆରେ ୫୫୪ଟି ଷ୍ଟେଶନର ରୂପରେଖ ବଦଳିବ। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆଭାସୀ ଜରିଆରେ ଏହି ଯୋଜନା ଅଧୀନ…
ବିଲି୍ଡଂରେ ଲାଗିଲା ନିଆଁ: ଜଳିଗଲେ ଭାରତୀୟ ସାମ୍ବାଦିକ
ନ୍ୟୁୟର୍କ, ୨୫।୨: ଆମେରିକାରେ ପୁଣି ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଛି। ନ୍ୟୁୟର୍କର ହାର୍ଲେମ ଅଞ୍ଚଳର ଏକ କୋଠାରେ ରବିବାର ଭୀଷଣ ଅଗ୍ନିକାଣ୍ଡ ଘଟି ଜଣେ ୨୭ ବର୍ଷୀୟ ଭାରତୀୟ ସାମ୍ବାଦିକ ଫୈଜଲ ଖାନ୍ଙ୍କର ମୃତ୍ୟୁ ଘଟିଛି। ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ…
ଗୋଟିଏ ଦିନରେ ୟୁପିଆଇ ମାଧ୍ୟମରେ କେତେ ଟଙ୍କା ଫଠାଇ ପାରିବେ, ଜାଣନ୍ତୁ ଏହାର ଲିମିଟ୍
ନୂଆଦିଲ୍ଲୀ,୨୫।୨: ସମୟ ଥିଲା ଯେତେବେଳେ ଲୋକମାନେ କାହାକୁ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ପଡୁଥିଲେ ବ୍ୟାଙ୍କକୁ ଯିବାକୁ ପଡୁଥିଲା। ରସିଦକୁ ବ୍ୟାଙ୍କରେ ଜମା କରିବାକୁ ପଡୁଥିଲା। ଧାଡିରେ ଛିଡା ହେବାକୁ ପଡିଲା । ବହୁତ ଦୌଡିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଏହି ସବୁ…
Archives


