Home Left

ପଶ୍ଚିମବଙ୍ଗରେ କଂଗ୍ରେସ ପୂର୍ବରୁ ଅଖିଳେଶ ଜିତିଲେ ମେଣ୍ଟର ଗେମ!

କୋଲକାତା,୨୬।୨: ଲୋକ ସଭା ନିର୍ବାଚନକୁ ନେଇ ଅନେକ ଉତ୍ସାହ ରହିଛି। ସମସ୍ତ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ତ୍ରୁଣମୂଳ କଂଗ୍ରେସ (ଟିଏମସି) ଉତ୍ତରପ୍ରଦେଶରେ ପ୍ରବେଶ କରିଛି। ସମାଜବାଦୀ ପାର୍ଟି ଟିଏମସିକୁ ଭଦୋହି ଆସନ ପ୍ରଦାନ କରିଛି।…

ପୁଣି ପ୍ରଶ୍ନପତ୍ର ଭାଇରାଲକୁ ନେଇ ଚର୍ଚ୍ଚା, ସ୍ପଷ୍ଟ କରୁନି ଶିକ୍ଷା ବିଭାଗ

କେନ୍ଦୁଝର,୨୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ସୋମବାର ଗଣିତ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କେନ୍ଦୁଝର ଜିଲାରେ ଏହି ପ୍ରଶ୍ନପତ୍ର ଭାଇରାଲ ହେଉଛି। ଏହି ପ୍ରଶ୍ନପତ୍ରର ସଠିକତା…

ପୁଅ ବିବାହ ପୂର୍ବରୁ ଅମ୍ବାନୀ ପରିବାର ନିର୍ମାଣ କଲେ ୧୪ ମନ୍ଦିର, ଭିଡିଓ ଦେଖି ଲୋକେ କଲେ ଖୁବ ପ୍ରଶଂସା

ମୁମ୍ବାଇ,୨୬।୨: ପ୍ରସିଦ୍ଧ ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବ ଶୀଘ୍ର ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ଦମ୍ପତି ବର୍ତ୍ତମାନଠାରୁ କିଛି ମାସ ମଧ୍ୟରେ ବିବାହ କରିବାକୁ ଯାଉଛନ୍ତି। ଅମ୍ବାନୀ ପରିବାର, ନିଜର…

ଫେସବୁକରେ କେବଳ ଜଣଙ୍କୁ ଫଲୋ କରନ୍ତି ଅମିତାଭ!

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନଙ୍କର ସାରା ବିଶ୍ୱରେ ରହିଛନ୍ତି ଅନେକ ଫ୍ୟାନ ଫଲୋଇଙ୍ଗସ୍‌। ସେ ନିଜର ଦମଦାର ଅଭିନୟ ସହିତ ଲୋକଙ୍କ ହୃଦୟରେ ରହିଆସିଛନ୍ତି। ଅମିତାଭଙ୍କୁ ଗତ ୫ ଦଶନ୍ଧି ଧରି ଚଳଚ୍ଚିତ୍ରରେ କ୍ରମାଗତ ଭାବରେ କାମ କରୁଥିବା ଦେଖିବାକୁ…

୧୬ ଘଣ୍ଟା ପରେ ବି ନଫେ ସିଂଙ୍କ ହତ୍ୟାକାରୀ ପଡ଼ିନାହାନ୍ତି ଧରା, ସିସିଟିଭିର ଫୁଟେଜ୍‌ କହୁଛି…

ଚଣ୍ଡିଗଡ଼,୨୬ା୨: ହରିୟାଣାର ବାହାଦୂରଗଡ଼ରେ ଆଇଏନ୍‌ଏଲ୍‌ଡି ନେତା ନଫେ ସିଂ ରାଠୀଙ୍କ ହତ୍ୟା ମାମଲାର ୧୬ ଘଣ୍ଟା ପରେ ମଧ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ପ୍ରକାଶ ଯେ, ଏହି ଘଟଣା କୌଣସି ପେସାଦାର ସୁଟରଙ୍କ ଦ୍ୱାରା କରାଯାଇଛି। ଏହି ହତ୍ୟା ସମ୍ପୂର୍ଣ୍ଣ…

ସ୍ବପ୍ନରେ ମୟୂର ଦେଖୁଛନ୍ତି କି? ଜାଣନ୍ତୁ କ’ଣ ମିଳିଥାଏ ସୂଚନା…

ମୟୂର ଏତେ ସୁନ୍ଦର ପକ୍ଷୀ ଯେ, ଯେତେବେଳେ ବି ଏହାକୁ ଦେଖିବେ ଖୁସି ଅନୁଭବ କରିବେ। ଅନେକ ଲୋକ ନିଜ ଘରେ ମୟୂର ପୁଚ୍ଛ ରଖିଥାନ୍ତି। ଯଦି ଆମେ ଏହାର ଧାର୍ମିକ ମହତ୍ତ୍ୱ ବିଷୟରେ କହିବା, ତେବେ ଶ୍ରୀକୃଷ୍ଣ ମୟୂର ପୁଚ୍ଛକୁ…

କେଜରିଓ୍ବାଲଙ୍କୁ ନୋବେଲ ପୁରସ୍କାର ମିଳିବା ଜରୁରୀ: ଶେହଜାଦ ପୁନାଓ୍ବାଲା

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସପ୍ତମ ସମନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇଛି, ହେଲେ ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ଏହାକୁ…

ଫେବୃଆରୀ ୨୮ରେ ଓଡ଼ିଶା ଆସିବେ ବିଲ୍‌ ଗେଟ୍‌ସ

ଭୁବନେଶ୍ୱର,୨୬।୨: ଓଡ଼ିଶା ଆସିବାକୁ ଯାଉଛନ୍ତି ମାଇକ୍ରୋସଫ୍ଟ ସିଇଓ ବିଲ୍‌ ଗେଟ୍‌ସ। ଫେବୃଆରୀ ୨୮ ତାରିଖରେ ଆସି ସେ ଭୁବନେଶ୍ୱରରେ ପହଞ୍ଚିବେ। ଏହି ଗସ୍ତ ସମୟରେ ସେ କୃଷି ଭବନକୁ ଯାଇପାରନ୍ତି। ୨୦୧୭ରେ ମେଲିଣ୍ଡା ଫାଉଣ୍ଡେସନ ସହ ଓଡ଼ିଶା ସରକାରଙ୍କ ମଧ୍ୟରେ ଚୁକ୍ତି…

ସ୍ତ୍ରୀଙ୍କ କାଠଫାଳିଆ ମାଡ଼ରେ ସ୍ବାମୀଙ୍କ ଜୀବନ ଗଲା

ଦାରିଙ୍ଗବାଡ଼ି,୨୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ସିନ୍ଦୂରକୁ ନିଜେ ପୋଛିଛନ୍ତି ସ୍ତ୍ରୀ। ସ୍ବାମୀଙ୍କ ନିର୍ଯାତନା ସହି ନ ପାରି ସ୍ତ୍ରୀ ନେଇଛନ୍ତି ଏଭଳି ନିଷ୍ପତ୍ତି। ପ୍ରକାଶ ଯେ, ସ୍ତ୍ରୀଙ୍କ ମାଡ଼ରେ…

ପୁଣି ଇଡିରେ ହାଜର ହେଲେନି ଅରବିନ୍ଦ କେଜ୍‌ରିୱାଲ

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲ ପୁଣି ଥରେ ଇଡିରେ ହାଜର ହେବେ ନାହିଁ। ଆମ ଆଦମୀ ପାର୍ଟି କହିଛି, କେଜ୍‌ରିୱାଲ ଇଡି ଯିବେ ନାହିଁ। ଏହି ମାମଲା କୋର୍ଟରେ ଅଛି ଏବଂ କୋର୍ଟରେ…

ସ୍ବତନ୍ତ୍ର ଉପଲବ୍ଧି ହାସଲ କଲେ ରୋହିତ ଶର୍ମା

ରାଞ୍ଚି,୨୬।୨: ରାଞ୍ଚି ଟେଷ୍ଟର ତୃତୀୟ ଦିନ ଶେଷ ସୁଦ୍ଧା ଟିମ ଇଣ୍ଡିଆ ବିନା ଉଇକେଟ୍‌ ହରାଇ ସ୍କୋର ୪୦ ରନ ସ୍କୋର କରିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ୨୪ ଜସସ୍ବୀ ଜୟଶ୍ୱାଲ ୧୬ ରନ ସ୍କୋର କରି ଅପରାଜିତ ରହିଛନ୍ତି।…

ପ୍ରଶଂସକ ଏମିତି ନାଁରେ ଡାକିବାରୁ, ପ୍ରବଳ ରାଗିଗଲେ ବାବର: ଇଶାରାରେ କହିଦେଲେ ଏମିତି କଥା…ଦେଖନ୍ତୁ ଭିଡିଓ

ଇସଲାମାବାଦ୍‌,୨୬।୨: ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମଙ୍କ ପାଇଁ ଗତ କିଛି ମାସ ଅତ୍ୟନ୍ତ କଷ୍ଟସାଧ୍ୟ ରହିଛି। ଗତ ବର୍ଷ ଭାରତରେ ଅନୁଷ୍ଠିତ ବିଶ୍ୱକପରେ ପ୍ରଦର୍ଶନ ଖରାପ ପରେ ତାଙ୍କୁ ଅଧିନାୟକ ପଦରୁ ହଟାଯାଇଥିଲା। ବର୍ତ୍ତମାନ ପ୍ରଶଂସକମାନେ ତାଙ୍କୁ ଟାର୍ଗେଟ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri