ଓଏଫ୍ସିର ବିଜୟଧାରା ଜାରି
ଭୁବନେଶ୍ୱର,୧୧ା୧(ସରୋଜ ଜେନା): ଇଣ୍ଡିଆନ୍ ଓମେନ୍ସ ଲିଗ୍ରେ ଅପରାଜେୟ ଧାରା ବଜାୟ ରଖିଛି ଓଡ଼ିଶା ଏଫ୍ସି(ଓଏଫ୍ସି)। ବୁଧବାର ଅନୁଷ୍ଠିତ ମ୍ୟାଚ୍ରେ ଦଳ ୧-୦ରେ ହୋପ୍ସ ଏଫ୍ସିକୁ ପରାସ୍ତ କରିଛି। ୪୪ତମ ମିନିଟରେ ପ୍ୟାରୀ ଖାଖା ଏକମାତ୍ର ଗୋଲଟି ସ୍କୋର କରିଥିଲେ। ଉଭୟ ଦଳ…
କେରଳ ବ୍ଲାଷ୍ଟର୍ସ ୩-୧ରେ ବିଜୟୀ
ଭୁବନେଶ୍ୱର, ୧୧।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ନାମେଣ୍ଟରେ କେରଳ ବ୍ଲାଷ୍ଟର୍ସ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଅପରାହ୍ନ ୨ଟାରେ ପିଚ୍-୧ରେ ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୩-୧ ଗୋଲରେ ଶିଲଂ ଲାଜଂ ଏଫ୍ସିକୁ…
ସାଇନାଙ୍କ ଆଉ ଏକ କୃତିତ୍ୱ
ଭୁବନେଶ୍ୱର, ୧୧।୧(ତପନ ସ୍ବାଇଁ): ଓଡ଼ିଶାର ମହିଳା ଅନ୍ତର୍ଜାତୀୟ ମାଷ୍ଟର ଚେସ୍ ତାରକା ସାଇନା ସାଲୋନିକା କ୍ୟାରିୟରରେ ଆଉ ଏକ କୃତିତ୍ୱର ଅଧିକାରିଣୀ ହୋଇଛନ୍ତି। ନିଜ ନେତୃତ୍ୱରେ ସେ ନର୍ଥ ଜୋନ୍ ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍ ଟୁର୍ନାମେଣ୍ଟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଚାମ୍ପିୟନ କରାଇଛନ୍ତି।…
ପୂର୍ବାଞ୍ଚଳ ବଜାରରେ ଲୁମିନସ୍ ଶ୍ରେଷ୍ଠ
ଭୁବନେଶ୍ୱର,୧୧।୧ (ଅଭୟ ଦାଶ): ଲୁମିନସ୍ ଇଣ୍ଡିଆ ପୁଣି ଥରେ ଘରୋଇ ବଜାରରେ ଶ୍ରେଷ୍ଠ ବ୍ରାଣ୍ଡ୍ ଓ ସେଲ୍ସର ମାନ୍ୟତା ହାସଲ କରିଛି। ଦେଶର ପୂର୍ବାଞ୍ଚଳ ରାଜ୍ୟରେ ଲୁମିନସ୍ ଉତ୍ପାଦ ରେଞ୍ଜ ଏକ ନମ୍ବର ସହ ଉଲ୍ଲେଖନୀୟ ସଫଳତା ପାଇଛି। ଏପରିକି କ୍ରମାଗତ…
ତଥ୍ୟ ନ ଥାଇ ସଫଳତା ଆକଳନ
ଭୁବନେଶ୍ୱର, ୧୧।୧ (ବନ୍ଦନା ସେଠୀ)ରାଜଧାନୀ ଭୁବନେଶ୍ୱରରେ ବୁଲା କୁକୁରଙ୍କ ଉପଦ୍ରବ କମିବ, ତା’ ସାଙ୍ଗକୁ ସହରକୁ ‘ରାବିଜ୍ ଫ୍ରି’ ସିଟି କରାଯିବ। ସହରବାସୀଙ୍କୁ ଏଭଳି କିଛି ସ୍ବପ୍ନ ଦେଖାଉଛି ବିଏମ୍ସି। ସୋମବାର ହାଇକୋର୍ଟ କୁକୁରଙ୍କ ବନ୍ଧ୍ୟାକରଣ ଉପରେ ଲାଗିଥିବା ରହିତାଦେଶ ହଟାଇବା…
ଓଜିବିର ପ୍ରତିଷ୍ଠା ଦିବସ
ଭୁବନେଶ୍ୱର,୧୧।୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି)ର ଦ୍ୱାଦଶ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ଓଜିବିର ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ବ୍ୟାଙ୍କର ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ପରିବାର ସଦସ୍ୟମାନଙ୍କ ନିମନ୍ତେ…
ପଟିଆରେ ଶୋ’ରୁମ୍ କାଟିନାପି ଖୋଲିଲା
ଭୁବନେଶ୍ୱର,୧୧।୧: ପଟିଆସ୍ଥିତ ପ୍ରମିଳା ଟାଓ୍ବାରରେ ଫର୍ନିଚର ଓ ଇଣ୍ଟେରିଅର ଡିଜାଇନ୍ ଶୋ’ରୁମ୍ କାଟିନାପି ଖୋଲିଛି। ଓଲିଓଡ୍ ଅଭିନେତ୍ରୀ ଏଲିନା ସାମନ୍ତରାୟ, ଫ୍ୟାଶନ ଡିଜାଇନର ସବ୍ୟସାଚୀ ଶତପଥୀ , ଇଣ୍ଡିଆ ଫେମ ମାଷ୍ଟର ସେଫ୍ ସ୍ମୃତିଶ୍ରୀ ସିଂ ଅତିଥି ଭାବେ ଯୋଗଦେଇ ବୁଧବାର…
‘ସବୁଜ ରାକ୍ଷସ’ର ରହସ୍ୟ ଫିଟାଇଲା ନାସା
ଓ୍ବାଶିଂଟନ୍,୧୧ା୧: ମହାକାଶରେ ଗତବର୍ଷ ଠାବ ହୋଇଥିବା ଗ୍ରିଞ୍ଚ ନାମକ ଏକ ‘ସବୁଜ ରାକ୍ଷସ’ର ରହସ୍ୟ ଭେଦ କରିବାରେ ସକ୍ଷମ ହୋଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ସଦ୍ୟ ଅଧ୍ୟୟନ। ଏନେଇ ସ୍ପେସ୍ ଡଟ୍ କମ୍ରେ ଏକ ରିପୋର୍ଟ ପ୍ରକାଶ ପାଇଛି।…
ଆଳୁ ବିହନ ଯୋଗାଣରେ ଅବ୍ୟବସ୍ଥା
ଜଳେଶ୍ୱର, ୧୧ା୧(ରବିନାରାୟଣ ପାତ୍ର)ରାଜ୍ୟରେ ଆଳୁ ଚାହିଦା ମେଣ୍ଟାଇବା ଲାଗି ୧୦ବର୍ଷ ପୂର୍ବେ ଗଠନ ହୋଇଥିବା ଆଳୁ ମିଶନ ବାଲେଶ୍ୱର ଜିଲାରେ ଫେଲ୍ ମାରିଛି। ଚଳିତବର୍ଷ ବାଲେଶ୍ୱର ଜିଲାରେ ୧୬୬୦ ହେକ୍ଟର ଜମିରେ ଆଳୁଚାଷ ଲାଗି ଲକ୍ଷ୍ୟ ରହିଥିଲା। ବିହନ ଅଭାବରୁ ଜଳେଶ୍ୱର,…
୨ଲକ୍ଷ କୋଟିରୁ ଅଧିକ କ୍ରେଡିଟ୍ ପ୍ଲାନ୍ କଲା ନାବାର୍ଡ
ଭୁବନେଶ୍ୱର,୧୧।୧(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକବର୍ଷ ପାଇଁ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ରାଜ୍ୟ ସରକାରଙ୍କ ନୂଆ କ୍ରେଡିଟ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ୨ଲକ୍ଷ ୬୦୮ କୋଟି ଟଙ୍କାରୁ ଅଧିକ ଟଙ୍କାର ଋଣ ପ୍ରଦାନ ପାଇଁ ବିଭିନ୍ନ…
ହାଜିରାଠାରେ ବିଶ୍ୱର ସର୍ବୋଚ୍ଚ ଇସ୍ପାତ କାରଖାନା କରିବ ଆର୍ସେଲର ମିତ୍ତଲ
ନୂଆଦିଲ୍ଲୀ,୧୧।୧(ଅଭୟ ଦାଶ): ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ଆର୍ସେଲର ମିତ୍ତଲ ଗୁଜରାଟର ହାଜିରାଠାରେ ବିଶ୍ୱର ସର୍ବୋଚ୍ଚ ଇସ୍ପାତ କାରଖାନା (ବିଶ୍ୱର ଏକକ ବୃହତମ ଇସ୍ପାତ ଉତ୍ପାଦନ କାରଖାନା) ନିର୍ମାଣ କରିବ ବୋଲି ୧୦ମ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀ-୨୦୨୪ରେ ଆର୍ସେଲେର…
ଏଇଏସ୍ଏଲ୍କୁ ବଳ ଯୋଗାଇବ ସ୍ମାର୍ଟ ମିଟର
ନୂଆଦିଲ୍ଲୀ,୧୧।୧: ଆଦାନୀ ଏନର୍ଜି ସଲ୍ୟୁଶନ ଲିମିଟେଡ୍ (ଏଇଏସ୍ଏଲ୍)କୁ ଭାରତୀ ଏୟାରଟେଲର ବିଟୁବି ଶାଖା ଏୟାରଟେଲ ବିଜ୍ନେସ୍ ୨୦ମିଲିୟନରୁ ଅଧିକ ସ୍ମାର୍ଟ ମିଟର ଯୋଗାଇବ। ଏପରିକି ଦେଶବ୍ୟାପୀ ଦୃଢ ଯୋଗାଯୋଗ ନେଟ୍ୱର୍କ ମାଧ୍ୟମରେ ଏୟାରଟେଲ ସମସ୍ତ ଏଇଏସ୍ଏଲ୍ରେ ସ୍ମାର୍ଟ ମିଟର ନିୟୋଜନ ପାଇଁ…
Archives


