Home Left

୧୧୮ ଅଙ୍ଗନୱାଡିର ନିଜସ୍ବ ଗୃହ ନାହିଁ

କଣାସ,୨୯୨(ବିଭୂତି ଭୂଷଣ ତ୍ରିପାଠୀ) ଶିଶୁ ଓ ମା’ଙ୍କ ସୁରକ୍ଷା ନିମନ୍ତେ ଗାଁ ଗାଁରେ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଥିଲେ ମଧ୍ୟ କଣାସ ବ୍ଲକରେ କେନ୍ଦ୍ରଗୁଡ଼ିକ ନାହିଁ ନାହିଁରେ ପରିଚାଳିତ ହେଉଛି। ବ୍ଲକରେ ୨୮୫ଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ସେଥି ମଧ୍ୟରୁ ୧୬୭ଟି କେନ୍ଦ୍ରର…

ଡ୍ରପ୍‌ ଆଉଟ୍‌ ତାଲିକାରେ ୧୭୦୦ ପିଲା

ଗୋପ,୨୯ା୨(ଭାରତୀ ଭୂଷଣ ଉପାଧ୍ୟାୟ)ଶିକ୍ଷାବର୍ଷ ୨୦୨୩-୨୪ରେ ଗୋପ ବ୍ଲକରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି। ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ୧୭ଶହରୁ ଅଧିକ ପିଲା ଅଧାରୁ ପାଠ ଛାଡ଼ି ଶିକ୍ଷାୟତନ ବାହାରେ ରହିଛନ୍ତି। ଏଥିରେ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ…

ବିଦେଶରେ ସଫଳତା ପାଇଲେ ସିକ୍ୟୁରିଟି ଗାର୍ଡଙ୍କ ଝିଅ

ନୂଆଦିଲ୍ଲୀ: ସ୍ନାତକ ଡିଗ୍ରୀ ହାସଲ କରିବା ସମସ୍ତଙ୍କ ଜୀବନରେ ଏକ ବିଶେଷ ମୁହୂର୍ତ୍ତ ହୋଇଥାଏ। ନିକଟରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ଝିଅ ବିଦେଶରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ ମାଧ୍ୟମରେ ନିଜ ପିତାଙ୍କୁ ଧନ୍ୟବାଦ ଦେଇଛନ୍ତି।…

ଅନୁମତି ନ ଥିବା ସଂସ୍ଥାକୁ କୁକୁର ବନ୍ଧ୍ୟାକରଣ ଦାୟିତ୍ୱ

ଭୁବନେଶ୍ୱର, ୨୯।୨ (ବନ୍ଦନା ସେଠୀ)ଦୀର୍ଘ ୬ମାସରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ରହିଥିବା ଆନିମଲ୍‌ ବାର୍ଥ କଣ୍ଟ୍ରୋଲ (ଏବିସି) ବା କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପୁଣି ଥରେ ଆରମ୍ଭ ହୋଇଛି। ହାଇକୋର୍ଟରୁ ସବୁଜ ସଙ୍କେତ ମିଳିବା ପରେ ଭୁବନେଶ୍ୱର ମହାନଗର ନିଗମ…

ଜଗନ୍ନାଥ ମନ୍ଦିରରୁ ଚୋରି

ଖୋର୍ଦ୍ଧା,୨୯ା୨(ପ୍ରଭାତ ପାଣିଗ୍ରାହୀ)୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଗଡ଼ଖୋର୍ଦ୍ଧା ଛକ ନିକଟରେ ରହିଥିବା ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ହୁଣ୍ଡିବାକ୍ସ, ୩ଟି ଆଲମିରା ତାଡ଼ି ଲକ୍ଷାଧିକ ଟଙ୍କା ସମେତ…

ଶାଶୁଘର ଯିବା ଲାଗି ୬ ଘଣ୍ଟା ବସି ରହିଲା କନ୍ୟା

ରାଜନଗର,୨୯ା୨(ଭାସ୍କର ରାଉତରାୟ) କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ହାତିନା ପଞ୍ଚାୟତ କଏଥା ଗାଁର ବରଯାତ୍ରୀଙ୍କ ଗଣ୍ଡଗୋଳ ଯୋଗୁ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଥିଲା ା ଏଥିପାଇଁ ବରକନ୍ୟାଙ୍କୁ ପ୍ରାୟ ୬ଘଣ୍ଟା ଅଟକି ରହିବାକୁ ପଡିଥିଲା ା ବରପକ୍ଷ ୬୬ହଜାର ଟଙ୍କା…

ଆଜି ବିରଳ ପରିଦୃଷ୍ଟ ରୋଗ ଦିବସ

ପ୍ରତିବର୍ଷ ଫେବୃଆରୀ ଶେଷ ଦିନ (ଚଳିତ ବର୍ଷ ଫେବୃଆରୀ ୨୯ ତାରିଖ)କୁ ‘ବିରଳ ପରିଦୃଷ୍ଟ ରୋଗ ଦିବସ’ ଭାବରେ ପାଳନ କରାଯାଇଥାଏ। ଅନେକ ରୋଗ ଅଛି, ଯାହା ଖୁବ୍‌ କମ୍‌ ସଂଖ୍ୟାରେ ପରିଲକ୍ଷିତ ହୋଇଥାଏ। ଚଳିତ ବର୍ଷ ଏହି ଦିବସର ଥିମ୍‌…

ଏକତରଫା ପ୍ରେମ: ରାଜଧାନୀରେ ମହିଳାଙ୍କୁ ଛୁରି ଭୁସି ହତ୍ୟା

ଭୁବନେଶ୍ୱର,୨୯।୨(ସତ୍ୟଜିତ୍‌ ରାଉତ)ଭୁବନେଶ୍ୱର ବାପୁଜୀନଗରରେ ଜନୈକା ମହିଳାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ଜଣେ ଯୁବକ । ମୃତା ମହିଳା ହେଲେ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ୍‌ ଗୋପୀମୋହନପୁର ପଞ୍ଚାୟତ ଛଅମଉଜ ଗ୍ରାମର ଗୀତାଞ୍ଜଳି ରଞ୍ଜିତ୍‌ ଓରଫ ଦୀପିକା ରାଣୀ। ଅଭିଯୁକ୍ତ ଯୁବକ…

ଜମିରେ ପଚୁଛି ଷ୍ଟ୍ରବେରୀ

ଦାରିଙ୍ଗବାଡି,୨୯ା୨(ଅରୁଣ ସାହୁ)ଦାରିଙ୍ଗବାଡି ପ୍ରଥମେ ଜୈବିକ ପଦ୍ଧତିରେ କଫି ଚାଷ କରି ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ସେହି କ୍ରମରେ ଗତ ୨୦୨୨-୨୩ ଆର୍ଥିକ ବର୍ଷ ପ୍ରଥମଥର ପାଇଁ କନ୍ଧମାଳ ଜିଲାରେ ଜିଲା ପ୍ରଶାସନର ଉଦ୍ୟମରେ ଷ୍ଟ୍ରବେରୀ ଚାଷ ଆରମ୍ଭ କରାଯାଇଥିଲା।…

ଅସ୍ବାଭାବିକତା ବିରୋଧରେ କହିବା ଲାଗି ବୃତ୍ତି ସୁଯୋଗ ଦେଇଛି

ପୁରୀ ଜିଲା ଅସ୍ତରଙ୍ଗର ଅଶୋକ ସ୍ବାଇଁ। ସ୍ବିଡେନ୍‌ର ଉପସଲା ବିଶ୍ୱବିଦ୍ୟାଳୟର ‘ପିସ୍‌ ଆଣ୍ଡ୍‌ କନ୍‌ଫ୍ଲିକ୍ଟ ରିସର୍ଚ୍ଚ’ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ। ଅନ୍ତର୍ଜାତୀୟ ସ୍ତରର ବୁଦ୍ଧିଜୀବୀ ଭାବେ ସେ ଜଣାଶୁଣା। ନିକଟରେ ଭାରତ ସରକାର ତାଙ୍କ ଦରିଆପାରି ଭାରତୀୟ ନାଗରିକତ୍ୱ (ଓସିଆଇ)…

୬ଜଣଙ୍କୁ ମିଳିବ ‘ସଙ୍ଗୀତ ନାଟକ ଅକାଦେମୀ ଫେଲୋଶିପ୍‌’

ଭୁବନେଶ୍ୱର, ୨୯।୨ (ବନ୍ଦନା ସେଠୀ)କେନ୍ଦ୍ର ସଙ୍ଗୀତ ନାଟକ ଅକାଦେମୀ ପକ୍ଷରୁ ‘ସଙ୍ଗୀତ ନାଟକ ଅକାଦେମୀ ଫେଲୋଶିପ୍‌’ (ଅକାଦେମୀ ରତ୍ନ) ସହ ଅକାଦେମୀ ପୁରସ୍କାର ଏବଂ ଉସ୍ତାଦ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର ଘୋଷଣା କରାଯାଇଛି। କଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ ୬ଜଣ…

ଅସ୍ତ୍ର ଛାଡ଼ିଲେ ମଣିପୁର ପୋଲିସ କମାଣ୍ଡୋ

ଇମ୍ଫାଲ, ୨୯।୨: ମଣିପୁରରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅପହରଣ ସହ ତାଙ୍କ ବାସଭବନକୁ ଆକ୍ରମଣ ବିରୋଧରେ ରାଜ୍ୟର ପୋଲିସ କମାଣ୍ଡୋମାନେ ପ୍ରତୀକାତ୍ମକ ବିରୋଧ କରି ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି। ଇମ୍ଫାଲ ଘାଟି ଅନ୍ତର୍ଗତ ୪ଟି ଜିଲାର ୧୦୦ରୁ ଅଧିକ କମାଣ୍ଡୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri