ହ୍ବାଟସଆପ୍ ଚାଟ୍ରେ ଝିଅ ଲେଖିଦେଲେ ଭୁଲ ଇଂରାଜୀ, ବାପା କଲେ ଟ୍ୟୁଶନ, ଭାଇରାଲ ହେଉଛି ସ୍କ୍ରିନ୍ଶଟ୍
ନିକଟରେ ଜଣେ ବାପ-ଝିଅଙ୍କ ହ୍ବାଟସଆପ୍ ଚାଟ୍ ସୋସିଆଲ ମିଡିଆ ଏକ୍ସରେ ଭାଇରାଲ ହୋଇଛି। ଯାହାକୁ ଦେଖି ୟୁଜର୍ସ ନ ହସି ରହିପାରୁ ନାହାନ୍ତି। ଚାଟ୍ରେ ବାପା ଝିଅର ଇଂଲିଶ୍ ଭୁଲ ଲେଖିବା ନେଇ ଟ୍ୟୁଶନ କରିଛନ୍ତି। ଆନଭି ନାମକ ଯୁବତୀ ନିଜ…
ସ୍ବଚ୍ଛତାରେ ପୁଣି ନମ୍ବର-୧ ହେଲା ଇନ୍ଦୋର
ଇନ୍ଦୋର,୧୧।୧: ସ୍ବଚ୍ଛତା ସର୍ବେକ୍ଷଣ ୨୦୨୪ରେ ମଧ୍ୟପ୍ରଦେଶର ଇନ୍ଦୋର ସହର କ୍ରମାଗତ ସପ୍ତମ ଥର ପାଇଁ ସ୍ବଚ୍ଛ ସହର ପୁରସ୍କାର ଜିତିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ଏହି ପୁରସ୍କାର ପ୍ରଦାନ…
ତାରାତାରିଣୀଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳକାମନା କଲେ ରାଜ୍ୟପାଳ,ରାସ୍ତାରେ ଲୋକଙ୍କ ଅଭିଯୋଗ ଶୁଣିଲେ , ରୋଗାକ୍ରାନ୍ତ ନାବାଳକଙ୍କ ଚିକିସାଲାଗି ଦେଲେ ପ୍ରତିଶ୍ରୁତି
ପୁରୁଷୋତ୍ତମପୁର,୧୧/୧( ସିମାଞ୍ଚଳ ମିଶ୍ର) ରାଜ୍ୟପାଳ ରଘୁବର ଦାଶ ଗୁରୁବାର ସକାଳେ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରୀଣୀଙ୍କ ଦର୍ଶନ କରି ଆଶିଷ ନେବା ସହ ଓଡିଶାବାସୀଙ୍କ ମଙ୍ଗଳକାମନା କରିଛନ୍ତି। ଏହା ସହ ମନ୍ଦିର ଚତୁପାର୍ଶରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ…
ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ: ପ୍ରଥମ ସ୍ଥାନରେ ଅଛନ୍ତି ୬ ଦେଶ, କେଉଁ ସ୍ଥାନରେ ଅଛି ଭାରତ ଜାଣନ୍ତୁ
ନୂଆଦିଲ୍ଲୀ,୧।୧୧: ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ତାଲିକା ପ୍ରକାଶ ପାଇଛି। ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୪ ଅନୁଯାୟୀ, ଏଥର ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୬ଟି ଦେଶ ପ୍ରଥମ ସ୍ଥାନରେ ଅଛନ୍ତି। ଏହାର ଅର୍ଥ ଏହି ୬ଟି ଦେଶର ପାସପୋର୍ଟ…
Love story: 12th Failର ରିଅଲ ଯୋଡିଙ୍କ ଫଟୋ ଭାଇରାଲ
ମୁମ୍ବାଇ: ଆଇପିଏସ ଅଫିସର ମନୋଜ କୁମାର ଶର୍ମାଙ୍କ ସଂଘର୍ଷ କାହାଣୀ ‘12th fail’ ଖୁବ୍ ପ୍ରଶଂସା ସାଉଁଟିଛି। ବଲିଉଡରେ ଏହି ଫିଲ୍ମ ସୁପର ହିଟ୍ ହୋଇଛି। ତେବେ ଏହି କାହାଣୀର ରିଅଲ କ୍ୟାରେକ୍ଟର ଅର୍ଥାତ୍ ଆଇପିଏସ ମନୋଜ ଓ ଆଇଆରଏସ ଶ୍ରଦ୍ଧା…
ରେଳ ଷ୍ଟେଶନରେ ଟ୍ରେନ୍କୁ ଅପେକ୍ଷା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସରଳତାକୁ ଲୋକେ କରୁଛନ୍ତି ପସନ୍ଦ
ନୂଆଦିଲ୍ଲୀ,୧୧।୧:ଆଜିକାଲି ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ତାଙ୍କ ପରିବାର ସହିତ ହାଇଦ୍ରାବାଦ ରେଳ ଷ୍ଟେଶନରେ ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ଫଟୋରେ ତାଙ୍କର ସରଳତାକୁ…
ରାସ୍ତାକଡ଼ରେ ଶୋଇଥିବା ବ୍ୟକ୍ତିଙ୍କ କମ୍ବଳ ତଳୁ ବାହାରିଲେ ଅନେକ ମୂଷା: ଭୟଙ୍କର ଭିଡିଓ ଦେଖିଲେ ଲୋମଟାଙ୍କୁରି ଉଠିବ
ନ୍ୟୁୟର୍କ ସିଟି ମେଟ୍ରୋ ଷ୍ଟେଶନରେ ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତାକଡ଼ରେ କମ୍ବଳ ଘୋଡାଇ ହୋଇ ଶୋଇଥିବା ବ୍ୟକ୍ତିଙ୍କ କମ୍ବଳରୁ ପ୍ରବଳ ମୂଷା ବାହାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଟିକ୍ଟକ୍ ୟୁଜର୍ସ @ six4bk78 ଙ୍କ ଏହାର…
Viral Video: ବିଲେଇ-ସାପ ମଧ୍ୟରେ ମୁହାଁମୁହିଁ ଲଢେଇ; ଫଳାଫଳ ଦେଖିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ
ବିଲେଇ ଏବଂ ସାପ ମଧ୍ୟରେ ଭୟଙ୍କର ମୁହାଁମୁହିଁ ଲଢେଇର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାପକୁ ଭୟଭୀତ କରିବା ଏବଂ ଜୀବନ ରକ୍ଷା କରିବା ପାଇଁ ବିଲେଇମାନେ କିପରି ଚତୁର ପ୍ରଣାଳୀ ଗ୍ରହଣ କରନ୍ତି ତାହା ଭିଡିଓରେ ଦର୍ଶାଯାଇଛି। ଭିଡିଓଟି…
ଉପରକୁ ଉଠିଲେ ବିରାଟ କୋହଲି
ନୂଆଦିଲ୍ଲୀ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଟିମ ଇଣ୍ଡିଆ ଘରୋଇ ଦଳକୁ ପରାସ୍ତ କରିଥିଲା। ଭାରତର ଏହି ବିଜୟ ସହିତ ସିରିଜ ୧-୧ରେ ବରାବର ହୋଇଥିଲା। ବର୍ତ୍ତମାନ ଆଇସିସି ଟେଷ୍ଟର ର଼୍ୟାଙ୍କିଂ ପ୍ରକାଶ…
ଦୁନିଆର ସବୁଠୁ ଶାନ୍ତିପୂର୍ଣ୍ଣ ଯୁଦ୍ଧ, ୩୦ ବର୍ଷ ଧରି ସଂଘର୍ଷ ଚାଲିଥିଲେ ବି କାହାର ହୋଇ ନ ଥିଲା ମୃତ୍ୟୁ
ଯୁଦ୍ଧ ବିଷୟରେ ଉଲ୍ଲେଖ କରିବା ମାତ୍ରେ ସବୁ ସ୍ଥାନରେ ଗଦାଗଦା ମୃତଦେହ, ବୋମା ବିସ୍ଫୋରଣ ଏବଂ ସୈନିକମାନେ ଗୁଳି ଚଳାଇବାର ଚିନ୍ତା ମନକୁ ଆସେ। ରୁଷିଆ-ୟୁକ୍ରେନ, ଇସ୍ରାଏଲ-ହମାସ୍ ଯୁଦ୍ଧ ସମସ୍ତଙ୍କ ସାମ୍ନାରେ ଅଛି। ଯେଉଁଥିରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ…
ପୁଣି ବଡ଼ ଛଟେଇ କଲେ ଗୁଗୁଲ୍-ଆମାଜନ: ଏକା ସାଙ୍ଗରେ ଏତିକି କର୍ମଚାରୀ ହରାଇଲେ ଜୀବିକା
ନୂଆଦିଲ୍ଲୀ, ୧୧।୧: କିଛି ଦିନରେ ବିରତି ପରେ ପୁଣି ବଡ଼ ସଂଖ୍ୟାରେ ଛଟେଇ କରିଛନ୍ତି ଆମେରିକୀୟ ଟେକ୍ ଜାଏଣ୍ଟସ୍ ଗୁଗୁଲ୍ ଏବଂ ଆମାଜନ। ଗୁଗୁଲ୍ ଏହାର ଭଏସ ଆକ୍ଟିଭେଟେଡ଼ ଗୁଗୁଲ୍ ଆକ୍ଟିଭେଟେଡ଼ ଆସିଷ୍ଟାଣ୍ଟ ସଫ୍ଟୱେର ଟିମକୁ ଛଟେଇ କରିବ। ସେହିଭଳି ଇ-କମର୍ସ…
ଜୁଆ କମ୍ପାନୀରୁ କୋଟି କୋଟି ରୋଜଗାର… ବ୍ରିଟେନର ସବୁଠୁ ଧନୀ ମହିଳା ହେଲେ ଡେନିସ୍ କୋଟ୍ସ
ନୂଆଦିଲ୍ଲୀ,୧୧।୧: Bet365 ମାଲିକ ଡେନିସ କୋଟ୍ସ ବ୍ରିଟେନର ସବୁଠାରୁ ଧନୀ ମହିଳା ହୋଇଛନ୍ତି। ତାଙ୍କର ଦରମା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମୋଟ ରୋଜଗାରଠାରୁ ଅଧିକ ବୋଲି ଜଣାପଡ଼ିଛି। ବେଟିଂ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସେ ବ୍ରିଟେନର ସର୍ବାଧିକ…
Archives


