Home Left

ପାଣ୍ଡିଆନ୍‌ଙ୍କ ପାଇଁ ୨ ବିଜେଡି ନେତାଙ୍କ ଭିତରେ କଳି, ଦେବାଶିଷଙ୍କ ବୟାନକୁ ନେଇ ପ୍ରଭାତ କହିଲେ…

ଭୁବନେଶ୍ୱର,୮।୭: ବିଜେଡି ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟଙ୍କ ବୟାନଙ୍କୁ ନେଇ କାଉଣ୍ଟର ଆଟାକ୍‌ କରିଛନ୍ତି ପ୍ରଭାତ ବିଶ୍ୱାଳ। ସେ କହିଛନ୍ତି, ଏମିତି କହିବାକୁ ଦେବାଶିଷଙ୍କୁ କିଏ ଶିଖେଇ ଦେଇଛି। ମୁଁ କିଏ ଲୋକ ଜାଣିଛନ୍ତି, ଦେବାଶିଷ ବାବୁଙ୍କ ବିଷୟରେ ବି…

ଶିଶୁ ହସ୍ପିଟାଲ୍‌ ଉପରେ ମିଶାଇଲ୍‌ ମାଡ଼, ୨୪ ମୃତ

କିଓ଼୍ବ, ୦୮।୦୭: ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଦୁଇ ବର୍ଷରୁ ଅଧିକ ହେଲାଣି । ହେଲେ ଏ ପର୍ଯ୍ୟନ୍ତ ଯୁଦ୍ଧ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିନି । ରୁଷ୍‌ ସେନା ଲଗାତାର ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି…

ସୁଭଦ୍ରାଙ୍କ ରଥ ଆଗରେ ଡାକ୍ତରଙ୍କୁ ପିଟିଲେ ପୋଲସ, କାରଣ ଜାଣିଲେ…

ପୁରୀ,୮।୭: ରଥଯାତ୍ରା ବେଳେ ପୁରୀରେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସୁଭଦ୍ରାଙ୍କ ରଥ ଆଗରେ ଡାକ୍ତର ଶାନ୍ତନୁ ପାଢ଼ୀଙ୍କୁ ପୋଲିସ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ଡାକ୍ତର ଶାନ୍ତନୁ ପାଢ଼ୀ କହିଛନ୍ତି, ମେଡିକାଲ ଛକରେ ସୁଭଦ୍ରାଙ୍କ ରଥ ଦଉଡ଼ି ଛୁଇଁବାକୁ…

ଅଡି କାରରେ ଆସିଲେ, ସାଇକେଲ ଆରୋହୀଙ୍କ ଠାରୁ ଟଙ୍କା ଲୁଟିନେଲେ

ଜୟପୁର, ୦୮।୦୭: ରାଜସ୍ଥାନର ଜୟପୁରରେ ଅଡିକାରରେ ଆସି ଜଣେ ସାଇକେଲ ଆରୋହୀଙ୍କ ଠାରୁ ୫ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ମିଳିଥିବା ସୂଚନା ଅନୁସାରେ ପୀଡ଼ିତ ଯୁବକ ଜଣକ ସାଇକେଲରେ ଯାଉଥିବା ସମୟରେ ଅଡି କାରରେ ଆସି ୪…

୬ ମାସରେ ଦବିଲା ଡୁମଡୁମା ଫ୍ଲାଏଓଭର ରାସ୍ତା: ଫସିରହିଛି ମିନିଟ୍ରକ୍‌

ଭୁବନେଶ୍ୱର,୮।୭: ରାଜଧାନୀ ଭୁବନେଶ୍ୱରରେ ଏନଏଚ୍‌ ଫ୍ଲାଏଓଭର ରାସ୍ତା ଦବିଯାଇଛି। ପ୍ରବଳ ବର୍ଷା ଫଳରେ ଡୁମଡୁମା ଫ୍ଲାଏଓଭର ଏହି ରାସ୍ତାଟିି ପ୍ରାୟ ୩ ଫୁଟ ଦବିଯାଇଥିବା ସୂଚନା ମିଳିଛି। ଯାତୀୟ ରାଜପଥ-୧୬ ଫ୍ଲାଏ ଓଭର ରାସ୍ତାରେ ଏକ ମିନିଟ୍ରକ୍‌ ଫସିରହିଛି। ଟ୍ରକ୍‌ଟିର ଚକା…

ଗୁଣ୍ଡିଚା ମନ୍ଦିରକୁ ଗଲେ ବଳଦେବଜୀଉ

କେନ୍ଦୁଝର,୮।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଳନ ନେଇ କେନ୍ଦୁଝର ଜିଲା ଉତ୍ସବମୁଖର ହୋଇଉଠିଛି। କେନ୍ଦୁଝର ପୁରୁଣା ସହର ଓ ବଡ଼ଦାଣ୍ଡ ଉଛୁଳି ପଡୁଛି। ଚଳିତ ବର୍ଷ ବିରଳ ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଘୋଷଯାତ୍ରା ଦେଖିବାକୁ ଲକ୍ଷାଧିକ…

୧୧ରୁ ପୁଣି ଛେଚିବ ବର୍ଷା

ଭୁବନେଶ୍ୱର,୮।୭: ଆଗାମୀ ୫ ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ମାତ୍ର କାଲିଠୁ ବର୍ଷା ପରିମାଣ କମିବ ଏବଂ ଉପକୂଳରେ ଘଡଘଡି ବିଜୁଳି ସହ ବର୍ଷା ହେବ । ତେବେ ୧୧…

ପ୍ରବଳ ବର୍ଷା, ବାତିଲ୍‌ ହେଲା ୫୦ରୁ ଅଧିକ ବିମାନ

ମୁମ଼୍ବାଇ, ୦୮।୦୭: ମହାରାଷ୍ଟ୍ରର ରାଜଧାନୀ ମୁମ଼୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ସକାଳୁ ପ୍ରବଳ ବର୍ଷା ହୋଇଥିଲା । ଫଳରେ ମୁମ଼୍ବାଇ ସହରର ଏବଂ ବସ୍ତି ଅଞ୍ଚଳର ରାସ୍ତାଘାଟରେ ପାଣି ଜମି ରହିଛି । ଗାଡ଼ି ମଟର ସ଼୍ବଭାବିକ ଭାବେ…

କଣ୍ଟେନର, କାରରେ ହେଉଥିଲା ଗଞ୍ଜେଇ ଚାଲାଣ

ବ୍ରହ୍ମପୁର,୩।୭(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ଟିମ୍‌ ଏକ କଣ୍ଟେନର, କାର ସହିତ ୪୧୬ କେଜି ଗଞ୍ଜେଇ ଜବତ କରିଛି। ଏପରିକି ଘଟଣାରେ ସମ୍ପୃକ୍ତ ୪ଜଣ ଚାଲାଣକାରୀଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଛି। ଜାମିନ ନାଁ…

ଆସୁଛି ବଜେଟ୍‌, ୪୮ ହଜାର କୋଟି ଟଙ୍କା ଦାବି କଲେ ନୀତିଶ-ନାଇଡ଼ୁ !

ନୂଆଦିଲ୍ଲୀ, ୦୮।୦୭: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚଳିତ ବଜେଟ୍‌କୁ ନେଇ ଆଶାବାଦି ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ଼୍ବାଧୀନ ଏନ୍‌ଡିଏ ସରକାରର ପ୍ରଥମ ବଜେଟ୍‌ ଆସିବାକୁ ଯାଉଛି । ଏଥିପାଇଁ ଦୁଇ ନେତା…

ଶାସନକୁ ଆସିବା ପରେ ରାଜ୍ୟ ଭାଜପାର ପ୍ରଥମ କାଯ୍ୟକାରିଣୀ ବୈଠକ, ଜାଣନ୍ତୁ କେବେ ବସିବ…

ଭୁବନେଶ୍ୱର,୮।୭: ରାଜ୍ୟ ଭାଜପାର କାର୍ଯ୍ୟକାରିଣୀ ବୈଠକ ଜୁଲାଇ ୧୯ ଓ ୨୦ ତାରିଖରେ ବସିବ। ଏହି ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମିଲ ହେବେ। ଶାସନକୁ ଆସିବା ପରେ ଏହା ଭାଜପାର ପ୍ରଥମ କାଯ୍ୟକାରିଣୀ ବୈଠକ। ଏହି ଦୁଇ…

ଘର-ଜମି କିଣୁଥିବା ଲୋକଙ୍କୁ ଧୋକା ଦେଇପାରିବେନି ବିଲଡର୍ସ!

ନୂଆଦିଲ୍ଲୀ,୮।୭:ସମଗ୍ର ଦେଶରେ ବିଲଡର-କ୍ରେତା ଚୁକ୍ତିରେ ୟୁନିଫର୍ମ ନିୟମର ଜରୁରୀ ଆବଶ୍ୟକତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ସୋମବାର ସୁପ୍ରିମକୋର୍ଟ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଦେଶରେ ବିଲଡରମାନେ ସମ୍ପତ୍ତି କ୍ରେତାଙ୍କୁ ପ୍ରତାରଣା କରୁଛନ୍ତି। ମିଡିଆ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଭାରତର ପ୍ରଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?