Home Left

ଚାଇନାକୁ ଝଟ୍‌କା ଦେଲା ଶ୍ରୀଲଙ୍କା

କଲମ୍ବୋ,୯।୭: ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବରି ସେହି ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ଦାବି କରାଯାଇଛି ଯେ ଶ୍ରୀଲଙ୍କା ବିଦେଶୀ ଜାହାଜକୁ ଏହାର ସାମୁଦ୍ରିକ ଜୋନ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେବ। ସାବରି କହିଛନ୍ତି ଯେ…

ବାପାଙ୍କ ସହ ଫିଲ୍ମ କରିବେ ପୁଅ ବରୁଣ

ନୂଆଦିଲ୍ଲୀ,୦୯।୭: ବଲିଉଡ୍‌ ଅଭିନେତା ବୁରଣ ଧୱନ ଲମ଼୍ବା ସମୟ ଧରି ଆକ୍ସନ ଭିତ୍ତିକ ଫିଲ୍ମ ବେବି ଜାନ୍‌ର ସୁଟିଂରେ ବ୍ୟସ୍ତ ରହିଥିଲେ । ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ଶେଷ ହୋଇଛି। ଆଗକୁ ଅନ୍ୟ ଏକ ଫିଲ୍ମରେ ଅଭିନୟ ପାଇଁ ସେ…

ରୁଷିଆରେ ଏହି ବଲିଉଡ୍‌ ଗୀତ ଗାଇ ଶୁଣାଇଲେ ମୋଦି

ମସ୍କୋ,୯।୭: ଆଜିକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଅଛନ୍ତି। ସେ ମଙ୍ଗଳବାର ମସ୍କୋରେ ଭାରତୀୟମାନଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ଏବଂ ରୁଷିଆର ବନ୍ଧୁତାକୁ ଦର୍ଶାଇ ରାଜ କପୁରଙ୍କ ଫିଲ୍ମର ଗୀତ ‘ସର୍‌ ପର…

ହାଇକୋର୍ଟ ଗଲେ ଯୁବରାଜ: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୯।୭: ବିଲଡରଙ୍କ ବିରୋଧରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂଙ୍କୁ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିବାକୁ ପଡିଛି। ଯୁବରାଜ ସିଂଙ୍କ ଆବେଦନ ଉପରେ ଏକ ରିଏଲ ଇଷ୍ଟେଟ କମ୍ପାନୀକୁ ଦିଲ୍ଲୀ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ପୂର୍ବତନ ଭାରତୀୟ କିମ୍ବଦନ୍ତୀ…

ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ

ବାଲେଶ୍ବର ଅଫିସ୍‌,୯।୭(ମାନସ ବିଶ୍ୱାଳ): ବାଲେଶ୍ବର ଜିଲାର ବାହାନଗା ନିକଟ ସୋର ଥାନା ଦାଣ୍ଡହରିପୁର ରେଳ ଫାଟକର ଅନତି ଦୂରରେ ଟ୍ରେନ ଧକ୍କାରେ ଦୁଇ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଲେ ରାକେଶ କୁମାର ପାଢୀ ଏବଂ ରତିକାନ୍ତ ସାହୁ। ଦୁହେଁ ସାଙ୍ଗ।…

୬ ବର୍ଷର ଶିଶୁ ଦେହରେ କରାଗଲା ୨୨ କୋଟିର ଥେରାପି

ନୂଆଦିଲ୍ଲୀ,୦୯।୭: ସାଧାରଣତଃ ରୋଗ ହେଲେ କେତେ ଯେ ଟଙ୍କା ଖର୍ଚ୍ଚ ହୋଇଯାଏ ତାହା ଆଗୁଆ କହିବା ଅସମ୍ଭବ । ନିକଟରେ ଜଣେ ଶିଶୁର ଏକ ବିରଳ ଚିକିତ୍ସା କରାଯାଇଛି । ଏଥିରେ ପାଖାପାଖି ୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।…

କେକେଆରରେ ଗମ୍ଭୀରଙ୍କ ସ୍ଥାନ ନେବେ ଦ୍ରାବିଡ!, ଜାଣନ୍ତୁ କ’ଣ କହିଲା କୋଲକାତା

ନୂଆଦିଲ୍ଲୀ,୯।୭: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଟି -୨୦ ବିଶ୍ୱକପ ୨୦୨୪ ପରେ ସେ ଥଟ୍ଟା କରି କହିଥିଲେ ଯେ, ବର୍ତ୍ତମାନ ସେ ବେରୋଜଗାର ରହିବେ। କିନ୍ତୁ ଏହା ଘଟୁଥିବା ପରି ମନେ ହେଉନାହିଁ…

ଭାରତୀୟ ଖେଳାଳିଙ୍କୁ ଆକ୍ରମଣ କରିବାକୁ ମାଡ଼ି ଆସିଲା ସିଂହ, ତାପରେ…

ନୂଆଦିଲ୍ଲୀ,୦୯।୭: ଅନ୍ତର୍ଜାତୀୟ ଟି-୨୦ ସିରିଜ୍‌ ପାଇଁ ଜିମ଼୍ବାୱେ ଗସ୍ତରେ ରହିଛି ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚ୍‌ ଜିମ଼୍ବାୱେ ଠାରୁ ହାରିବା ପରେ ଦ଼୍ବିତୀୟ ମ୍ୟାଚ୍‌ରେ ଜବରଦସ୍ତ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ । ଏହି ବିଜୟ ପରେ ବ୍ରେକ୍‌…

ରାହୁଲ ଗାନ୍ଧୀଙ୍କୁ ସଂସଦ ଭିତରେ ବନ୍ଦ କରି ପିଟିବାର ଥିଲା: ଭାଜପା ନେତାଙ୍କ ବିବାଦୀୟ ବୟାନ

ବେଙ୍ଗାଲୁରୁ,୯।୭: କର୍ନାଟକର ଭାଜପା ବିଧାୟକ ଭରତ ଶେଟ୍ଟୀ ସୋମବାର ଏକ ବିବାଦୀୟ ବିବୃତ୍ତି ଦେଇ କହିଛନ୍ତି ଯେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ସଂସଦ ଭିତରେ ତାଲା ପକାଇ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ଚାପୁଡ଼ା ମାରିବା…

ଜଷ୍ଟିସ ବିଶ୍ବନାଥ ରଥଙ୍କ ବଡ଼ ସୂଚନା: ରତ୍ନଭଣ୍ଡାର ଖୋଲିବା ବେଳେ ବନ୍ଦ ହେବନି ଭକ୍ତଙ୍କ ଦର୍ଶନ

ପୁରୀ,୯।୭: ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିପାରେ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏହି ସୂଚନା ଦେଇଛନ୍ତି। ଆଜି କମିଟିର ଦ୍ୱିତୀୟ ବୈଠକ ବସିଥିଲା । ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ୧୪ରେ ଖୋଲିବାକୁ…

ସବୁ ଜିଲାପାଳଙ୍କୁ ରାଜ୍ୟ ସାସ୍ଥ୍ୟ ସଚିବଙ୍କ ଚିଠି

ଭୁବନେଶ୍ୱର,୯।୭ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି। ଗତ ୫ବର୍ଷ ଭିତରେ ଯେଉଁ ଯେଉଁ ଅଞ୍ଚଳ ଡେଙ୍ଗୁ ହଟସ୍ପଟ ରହିଥିଲା ତାହାକୁ ଚିହ୍ନଟ କରି ମ୍ୟାପିଂ ଓ ସର୍ବେକ୍ଷଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏ…

ଖଣି ପୋଖରୀରେ ବୁଡି ଯୁବକ ନିଖୋଜ

ଖୋର୍ଦ୍ଧା,୯।୭: ଖୋର୍ଦ୍ଧା ଜିଲା ତାପଙ୍ଗ ଅଞ୍ଚଳରେ ଏକ ଅଘଟଣ ଘଟିଛି। ତାପଙ୍ଗ ସ୍ଥିତ ଏକ ଖଣି ପୋଖରୀରେ ଜଣେ ଯୁବକ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଯୁବକଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେଶନ ଚାଲିଛି। ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?