Home Left

ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ: କାର ଧୋଇଲେ ୫ ହଜାର ଟଙ୍କା ଜରିମାନା

ବେଙ୍ଗାଲୁରୁ,୭।୩: ମାର୍ଚ୍ଚ ମାସ ଆରମ୍ଭରୁ କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ ଦେଖାଦେଇଛି। ଏହାର ସୁଯୋଗ ନେଇ ମାଫିଆମାନେ ପାଣି ଟ୍ୟାଙ୍କର ଦାମ୍‌ ମନଇଚ୍ଛା ବଢ଼ାଇ ଦେଇଛନ୍ତି। ୧,୦୦୦ ଟଙ୍କାରେ ପୂର୍ବରୁ ମିଳୁଥିବା ଗୋଟିଏ ଟାଙ୍କି ପାଣି ଦାମ୍‌ ହଠାତ୍‌ ବଢ଼ି…

ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଛାଡ଼ୁଛନ୍ତି ଦଳ: ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା

ଭୁବନେଶ୍ୱର,୮।୩: ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଶୁକ୍ରବାର ବିଜେଡି ଛାଡ଼ିଛନ୍ତି। ସେ ଏକାଧିକ କାରଣ ଦର୍ଶାଇ ବିଜେଡି ଛାଡ଼ଥିବା ଜଣାପଡ଼ିଛି। ଜିଲା ସଭାପତିଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ତେବେ ଆଗାମୀ ନିର୍ବାଚନ ପୂର୍ବରୂ ବିଜେଡିର…

ନ୍ୟାୟ, ସୁରକ୍ଷା ଦାବିରେ ଅନଶନ

କେନ୍ଦୁଝର ୮।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ନ୍ୟାୟ ଓ ସୁରକ୍ଷା ଦାବିରେ ସନ୍ତୋଷ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତି ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅମରଣ ଅନଶନରେ ବସିଛନ୍ତି। ଏନେଇ ସେ ଗତ ୨ ତାରିଖରେ ଜିଲାପାଳଙ୍କୁ ଲିଖିତ ଭାବେ…

୫ବର୍ଷ ମଧ୍ୟରେ ଭାରତ-ଚାଇନା ମଧ୍ୟରେ ହେବ ଆଉ ଏକ ଯୁଦ୍ଧ? କାରଣ ଡ୍ରାଗନଙ୍କ ଡର

ନୂଆଦିଲ୍ଲୀ/ବେଜିଂ,୮।୩: ପାଞ୍ଚ ବର୍ଷ ମଧ୍ୟରେ ଭାରତ ଏବଂ ଚାଇନା ମଧ୍ୟରେ ଏକ ଯୁଦ୍ଧ ଆରମ୍ଭ ହୋଇପାରେ। ଜିଓ ରାଜନୀତିର ବିଶେଷଜ୍ଞମାନେ ଏ ବିଷୟରେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ୨୦୨୫ରୁ ୨୦୩୦ମଧ୍ୟରେ ହିମାଳୟରେ ଆଉ ଏକ ଭାରତ-ଚାଇନା ଯୁଦ୍ଧ…

ମହାଶିବରାତ୍ରିରେ ମହାଦେବଙ୍କ ଅଲୌକିକ ଦର୍ଶନ: ମହାନଦୀରୁ ମିଳିଲା ବୃଷଭ, ୬୦ ନାଗ ମୂର୍ତ୍ତି

ବାଙ୍କି, ୮।୩: ମହାଶିବରାତ୍ରିରେ ମହାନଦୀରୁ ୬୦ ନାଗ ମୂର୍ତ୍ତି ଉଦ୍ଧାର କରାଯାଇଛି। ବାଙ୍କି ଜାତମୁଣ୍ଡିଆ ବ୍ରିଜ୍‌ ନିକଟ ମହାନଦୀରୁ ନାଗ ମୂର୍ତ୍ତି ସହ ବୃଷଭ ଉଦ୍ଧାର ହୋଇଛି। ମତ୍ସ୍ୟଜୀବୀ ମାଛ ଧରିଲା ବେଳେ ପ୍ରଥମେ ତାଙ୍କ ଜାଲରେ ନାଗମୂର୍ତ୍ତି ଲାଗିଥିଲା। ପରେ…

ମହିଳା ଦିବସରେ ସଫଳତା ହାସଲ କରିଥିବା ମହିଳାଙ୍କୁ ପୁରସ୍କୃତ

ଦାରିଙ୍ଗବାଡି,୮।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ପଡ଼ିଆରେ ଶୁକ୍ରବାର ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ନାରୀମହାସଙ୍ଘର ସଭାନେତ୍ରୀ ଲୁସିମୀନ ପ୍ରଧାନ ଅତିଥିଙ୍କୁ ଆସନ ଗ୍ରହଣ କରାଇଥିଲେ। ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଠ ଅତିଥି…

ଭାଇରାଲ ଭିଡିଓ: ପ୍ରଥମଥର ସ୍କୁଲରେ ପାଠ ପଢାଇବ ଏଆଇ ଟିଚର

ନୂଆଦିଲ୍ଲୀ,୮।୩: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଯଥା ଏଆଇ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ଭାରତରେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏଆଇ ବ୍ୟବହାର କରାଯାଉଛି। ଏଇ କ୍ଷେତ୍ର କ୍ରମାଗତ ଭାବରେ ଅଗ୍ରଗତି କରୁଛି, ଏହି କ୍ଷେତ୍ରରେ ପ୍ରତିଦିନ…

ମହାଶିବରାତ୍ରୀ ଶ୍ରୀ ଶ୍ରୀ ଟାଙ୍ଗ୍ରେଶ୍ୱର ମହାଦେବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ବଲାଙ୍ଗୀର,୮।୩:(ସୁନୀଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଲାଗି ବଲାଙ୍ଗୀର ସହରର ସମସ୍ତ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡଲାଗିଛି। ପୂଜା ସାମଗ୍ରୀ ଧରି ଶ୍ରଦ୍ଧାଳ ତୁଲସୀନଗର ଶ୍ରୀ ଶ୍ରୀ ଟାଙ୍ଗ୍ରେଶ୍ୱର ମହାଦେବ ମନ୍ଦିରରେ ଦେବଦର୍ଶନ କରିଛନ୍ତି। ବିଭିନ୍ନ ମନ୍ଦିରରେ ରାତିରେ ମହାଦୀପ ଦର୍ଶନ…

ଶିବ ପୂଜା ସମୟରେ କରେଣ୍ଟ ଲାଗି ପୋଡିଗଲେ ୧୫ ଶିଶୁ

କୋଟା,୮।୩: ରାଜସ୍ଥାନର କୋଟା ସହରରେ ମହାଶିବରାତ୍ରୀରେ ଶିବ ଶୋଭାଯାତ୍ରା ସମୟରେ ଏକ ଦୁର୍ଘଟଣା ଘଟିଛି। ଏଠାରେ କରେଣ୍ଟ ଲାଗି ୧୫ ପିଲା ଜଳି ଯାଇଥିବା କୁହାଯାଉଛି। ଜଣଙ୍କର ଅବସ୍ଥା ଗୁରୁତର ରହିଛି। ସମସ୍ତ ଶିଶୁଙ୍କ ଏମବିବିଏସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାତି…

କଣ୍ଟେଣ୍ଟ କ୍ରିଏଟର ପାଦ ଛୁଇଁ ପ୍ରଣାମ କରିବାରୁ ଭାବୁକ ହେଲେ ମୋଦି

ନୂଆଦିଲ୍ଲୀ,୮।୩: ଶୁକ୍ରବାର ନୂଆଦିଲ୍ଲୀର ଭାରତ ମଣ୍ଡପମ ଅଡିଟୋରିୟମରେ ନାଶନାଲ କ୍ରିଏଟର୍ସ ପୁରସ୍କାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କଣ୍ଟେଣ୍ଟ କ୍ରିଏଟରଙ୍କୁ ସମ୍ମାନିତ କରିଛନ୍ତି। ଏହି ସମୟରେ ଏକ ମୁହୂର୍ତ୍ତ ମଧ୍ୟ ଏମିତି ଆସିଥିଲା ଯେତେବେଳେ ମୋଦି ଭାବପ୍ରବଣ ହୋଇଥିଲେ। ଯେତେବେଳେ ସେ ଦେଶର…

ଗଳା କାଟି ଦେବି…ବିପକ୍ଷ ଖେଳାଳିଙ୍କ ଏମିତି କଥା ଶୁଣି ରାଗିଯାଇଥିଲେ ଯୁବରାଜ, କରିଥିଲେ ଏମିତି କାମ

ନୂଆଦିଲ୍ଲୀ,୮।୩: ପ୍ରତ୍ୟେକ କ୍ରିକେଟ ପ୍ରେମୀ ଯୁବରଜ ସିଂଙ୍କ ୬ଟି ବଲ୍‌ରେ ୬ଟି ଛକା ମନେ ରଖିଥିବେ, ଯାହା ସେ ୨୦୦୭ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ମାରିଥିଲେ। ୟୁଭି ଇଂରାଜୀ ପେସର୍‌ ଷ୍ଟୁଆର୍ଟ ବ୍ରଡକୁ ବଲ୍‌ରେ କରି ୬ଟି ଛକା ମାରିଥିଲେ।…

ପୁଅର ଶତକ ଦେଖି ଖୁସିରେ ଝୁମିଲେ ବାପା

ଧର୍ମଶାଳା,୮।୩: ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟରେ ଶୁଭମନ ଗିଲ ଶତକ ହାସଲ କରିଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ ୧୦ଟି ଚୌକା ଓ ୫ ଛକା ସହାୟତାରେ ୧୩୭ ବଲରେ ନିଜର ଶତକ ପୂରଣ କରିଥିଲେ। ଗୋଟିଏ ପଟେ ଇଂଲଣ୍ଡ ଦଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri