Home Left

କାମିୟାଙ୍କୁ ନ୍ୟାଶନାଲ କ୍ରିଏଟର୍ସ ଆଓ୍ବାର୍ଡ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୟୁଟ୍ୟୁବର କାମିୟା ଜାନିଙ୍କୁ ପ୍ରଥମ ନ୍ୟାଶନାଲ କ୍ରିଏଟର୍ସ ଆଓ୍ବାର୍ଡ ଦେଇଛନ୍ତି। ୩୨ ବର୍ଷୀୟା କାମିୟା ହେଉଛନ୍ତି, ସେହି ୟୁଟ୍ୟୁବର, ଯାହାଙ୍କ ପୁରୀ ଶ୍ରୀମନ୍ଦିରରେ ପ୍ରବେଶକୁ ନେଇ କିଛି ମାସ ତଳେ ବିବାଦ ସୃଷ୍ଟି ହୋଇଥିଲା।…

ନମାଜ ପଢ଼ୁଥିବା ଲୋକଙ୍କୁ ଗୋଇଠା ମାରି ପୋଲିସ ଅଫିସର ନିଲମ୍ବିତ

ନୂଆଦିଲ୍ଲୀ,୯।୩: ଉତ୍ତର ଦିଲ୍ଲୀର ଇନ୍ଦରଲୋକ ଅଞ୍ଚଳରେ ରାସ୍ତାରେ ନମାଜ ପାଠ କରୁଥିବା କେତେକ ଲୋକଙ୍କୁ ଗୋଇଠା ମାରିଥିବା ଜଣେ ସବ୍‌ଇନ୍ସପେକ୍ଟରଙ୍କୁ ଦିଲ୍ଲୀ ପୋଲିସ ଶୁକ୍ରବାର ନିଲମ୍ବନ କରିଛି। ଅପରାହ୍ନ ୨ଟା ସମୟରେ ଇନ୍ଦରଲୋକ ମେଟ୍ରୋ ଷ୍ଟେଶନ ନିକଟରେ ଲୋକମାନେ ‘ଜୁମେ କି ନମାଜ’(ଶୁକ୍ରବାରର…

କଂଗ୍ରେସକୁ ଆଇଟି ଟ୍ରିବ୍ୟୁନାଲ ଝଟକା

ନୂଆଦିଲ୍ଲୀ,୯।୩: କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଉପରେ ଆୟକର (ଆଇଟି) ବିଭାଗର କାର୍ଯ୍ୟାନୁଷ୍ଠାନ ବନ୍ଦ ଲାଗି ଦଳ ପକ୍ଷରୁ କରାଯାଇଥିବା ଆବେଦନକୁ ଆୟକର ଆପିଲେଟ୍‌ ଟ୍ରିବ୍ୟୁନାଲ ଶୁକ୍ରବାର ଖାରଜ କରିଦେଇଛନ୍ତି। ଫଳରେ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ଆୟକର…

ଅମିତାଭ ଘୋଷଙ୍କୁ ଇରାସ୍ମସ୍‌ ପ୍ରାଇଜ୍‌

କୋଟା,୯।୩: ଜଳବାୟୁ ପରିବର୍ତ୍ତନ ଉପରେ ଲେଖୁଥିବା ଖ୍ୟାତନାମା ଲେଖକ ଅମିତାଭ ଘୋଷଙ୍କୁ ଚଳିତ ବର୍ଷ ନିମନ୍ତେ ସମ୍ମାନଜନକ ଇରାସ୍ମସ୍‌ ପୁରସ୍କାର ପ୍ରଦାନ କରାଯାଇଛି। ‘ଇମାଜିନିଂ ଦ ଅନ୍‌ଥିଙ୍କେବଲ୍‌’ ଶୀର୍ଷକ ପ୍ରସଙ୍ଗରେ ତାଙ୍କ ଉତ୍ସର୍ଗୀକୃତ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଇଥିବା ନେଦରଲାଣ୍ଡସ୍‌ର…

ଭାଜପା, ଟିଡିପି, ଜନସେନା ଆସନ ବୁଝାମଣା ଚୂଡ଼ାନ୍ତ

ନୂଆଦିଲ୍ଲୀ,୯ା୩: ଆନ୍ଧ୍ର ପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଏବଂ ଅଭିନେତାରୁ ରାଜନେତା ସାଜିଥିବା ପବନ କଲ୍ୟାଣଙ୍କ ଜନସେନା ସହ ଭାଜପା ମେଣ୍ଟ କରିବ। ଏନେଇ ଶୁକ୍ରବାର ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି।…

ବିଏମ୍‌ସିକୁ କ୍ୟାନ୍‌ସର ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍‌ ଆଓ୍ବାର୍ଡ

ଭୁବନେଶ୍ୱର,୯।୩: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ବେଦାନ୍ତ ଗ୍ରୁପ୍‌ର ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି)କୁ ନିକଟରେ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ ‘କ୍ୟାନ୍‌ସର ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍‌ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି ଦୀର୍ଘ ବର୍ଷ ହେବ ଭାରତର ଅଗ୍ରଣୀ ଅଙ୍କୋଲୋଜି…

ବ୍ରହ୍ମପୁରରେ ଅଜନ୍ତା ଶୁଜ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୯।୩ (ଅଭୟ ଦାଶ): ଅଜନ୍ତା ଶୁଜ୍‌ସ(ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ ବା ଅଜନ୍ତା ଫୁଟ୍‌କେୟାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର ବ୍ରହ୍ମପୁର ପୁରୁଣା ବସ୍‌ଷ୍ଟାଣ୍ଟ ନିକଟସ୍ଥ ଅନ୍ନପୂର୍ଣ୍ଣା ମାକେର୍ଟଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କ ସମେତ ବିଧାୟକ ବିକ୍ରମ ପଣ୍ଡା,…

କ୍ରେଡାଇ ଓଡ଼ିଶାର ନୂତନ ଚାପ୍ଟର

ଭୁବନେଶ୍ୱର,୯।୩: ଦି କନ୍‌ଫେଡେରେଶନ ଅଫ୍‌ ରିଅଲ ଇଷ୍ଟେଟ ଡେଭେଲପର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ (ସିଆର୍‌ଇଡିଏଆଇ ବା କେଡ୍ରାଇ)ର ଓଡ଼ିଶା ଶାଖା ବା କ୍ରେଡାଇ ଓଡ଼ିଶାର ନୂତନ ଚାପ୍ଟର ‘କ୍ରେଡାଇ ବାଲେଶ୍ୱର ସିଟି ଚାପ୍ଟର’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଅବସରରେ କ୍ରେଡାଇ ଓଡ଼ିଶାର…

ଟିଏସ୍‌କେକୁ ସିଆଇଆଇ ଏସ୍‌ଏଚ୍‌ଇ ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର,୯।୩: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଟାଟା ଷ୍ଟିଲ୍‌ର ଅଗ୍ରଣୀ ୟୁନିଟ୍‌ ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌କେ)କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଟିଏସ୍‌କେକୁ ଲାର୍ଜ ସ୍କେଲ୍‌ ମାନ୍ୟୁଫାକ୍‌ଚରିଂ ସେକ୍ଟର ବର୍ଗରେ ସମ୍ମାନଜନକ…

ପ୍ରଶ୍ନବାଚୀରେ ବିଜୟଙ୍କ ଦକ୍ଷତା

ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ଭାଜପାର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ଗୁରୁବାର ନବୀନ ନିବାସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି। ନବୀନ ତାଙ୍କୁ କେନ୍ଦ୍ରାପଡ଼ା ଜିଲା କଥା ବୁଝିବାକୁ କହି…

ଫାଇଦା ଖୋଜୁଛି କଂଗ୍ରେସ

ଭୁବନେଶ୍ୱର,୯ା୩(ଅନିଲ ଦାସ): ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ଚର୍ଚ୍ଚା ହେବା ଦିନରୁ କଂଗ୍ରେସ ଶିବିର ଉତ୍ସାହିତ। ମନ ଊଣା କରି ବସିଥିବା ନେତାମାନେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲେଣି। ମେଣ୍ଟକୁ ଏକ ମଉକା ଭାବି ଆସନ୍ତା ନିର୍ବାଚନରେ ପ୍ରାର୍ଥୀ…

ମେଣ୍ଟ ଚର୍ଚ୍ଚା ଭିତରେ ୨ ସାମଲ

ବନ୍ତ,୯।୩(ହରି ନାରାୟଣ ମହାନ୍ତି): ରାଜ୍ୟରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ନେଇ ଚାରିଆଡ଼େ ଚର୍ଚ୍ଚା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଯଦି ମେଣ୍ଟ ହୁଏ, ତେବେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା ଆସନ କାହା ଭାଗରେ ପଡ଼ିବ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri