ବିବାହ କରିବା ପରେ ଅନ୍ନପ୍ରାସନ କରାଇବ କଂଗ୍ରେସ
ଭୁବନେଶ୍ୱର,୮।୩: ବିଜେଡି ଭାଜପା ମେଣ୍ଟ ଚର୍ଚ୍ଚା ଥମି ନ ଥିବାବେଳେ ଦୁଇ ଦଳକୁ ଘେରିବାକୁ ନୂଆ ରଣନୀତି ଆପଣାଉଛି କଂଗ୍ରେସ । କିଛି ଦିନ ପୂର୍ବରୁ ଦୁଇ ଦଳର ବିବାହ କରାଇଥିଲା କଂଗ୍ରେସ । ଏବେ ଦୁଇ ଦଳର ଭାଗିଦାରୀରୁ ଚିଟଫଣ୍ଡ…
ଭାଜପା ଟିକେଟରୁ ନିର୍ବାଚନ ଲଢ଼ିବେ ଶାମି!
ନୂଆଦିଲ୍ଲୀ,୮।୩: ଆସନ୍ତା ଲୋକ ସଭା ନିର୍ବାଚନରେ ଭାଜପା କ୍ରିକେଟର ମହମ୍ମଦ ଶାମିଙ୍କୁ ପ୍ରାର୍ଥୀ କରିପାରେ। ରଣଜୀ ଟ୍ରଫିରେ ଶାମି ପଶ୍ଚିମବଙ୍ଗରୁ ଖେଳୁଥିଲେ। ଏପରିକି ରାଜ୍ୟ ପାଇଁ ଘରୋଇ କ୍ରିକେଟ ଖେଳୁଥିବାରୁ ଏଠାରୁ ହିଁ ତାଙ୍କୁ ମଇଦାନକୁ ଓହ୍ଲାଇବାକୁ ଚିନ୍ତା କରାଯାଉଛି। ଏନେଇ…
ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୮।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍କା ଉପରେ ଝଟ୍କା ଲାଗୁଛି। ଗୋଟିଏ ପଟେ ନେତାମାନେ ଦଳ ଛାଡ଼ୁଥିବା ବେଳେ ଅନ୍ୟପକ୍ଷେ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସଦ୍ୟ ଘଟଣାକ୍ରମରେ କଂଗ୍ରେସକୁ ଆଇଟିଏଆଇ(ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ) ପକ୍ଷରୁ ବଡ଼…
କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକାରେ ଓଡ଼ିଶା ନାହିଁ
ଭୁବନେଶ୍ୱର,୮।୩: ଆସନ୍ତା ଲୋକ ସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ଶୁକ୍ରବାର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଓଡ଼ିଶାରୁ କେହି ନ ଥିବା ଦେଖାଯାଇଛି। ଦଳ ପକ୍ଷରୁ ଓଡ଼ିଶାର କୌଣସି…
୯୨ ବର୍ଷରେ ୫ମ ବିବାହ କରିବାକୁ ଯାଉଛନ୍ତି ଏହି ବିଖ୍ୟାତ ଶିଳ୍ପପତି, ଜାଣନ୍ତୁ ପ୍ରେମିକାଜଣଙ୍କ କିଏ…
ନୂଆଦିଲ୍ଲୀ,୮।୩: ବିଖ୍ୟାତ ଶିଳ୍ପପତି ତଥା କିଙ୍ଗ ଅଫ୍ ମିଡିଆ ରୁପର୍ଟ ମୁର୍ଡୋକ ପୁଣି ବିବାହ କରିବାକୁ ଯାଉଛନ୍ତି। ୯୨ ବର୍ଷ ବୟସରେ ସେ ଏଲିନା ଜୁକୋଭାଙ୍କୁ ୫ମ ବିବାହ ପରିବେ। ନିର୍ବନ୍ଧ ଦୃଷ୍ଟିରୁ ଦେଖାଗଲେ ଏଲିନାଙ୍କ ସହ ସେ ୬ଷ୍ଠ ନିର୍ବନ୍ଧ…
ଏମ୍ଏଲ୍ସି ନିର୍ବାଚନ ଲଢ଼ିବେ ରାବ୍ରି, ପ୍ରାର୍ଥୀ ଘୋଷଣା କଲା ଆର୍ଜେଡି
ପାଟନା,୮।୩: ବିହାରରେ ମାର୍ଚ୍ଚ ୧୧ରେ ହେବାକୁ ଥିବା ବିଧାନ ପରିଷଦ(ଏମ୍ଏଲ୍ସି) ନିର୍ବାଚନ ଲାଗି ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ପୂର୍ବତନ ମନ୍ତ୍ରୀ ଅବଦୁଲବରୀ ସିଦ୍ଧିକିଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ତାଲିକାର ଅନ୍ୟମାନଙ୍କ ମଧ୍ୟରେ ଡା.…
ବୋଲେରୋ ଧକ୍କାରେ ଚାଲିଗଲା ଫେରିବାଲାଙ୍କ ଜୀବନ
ଧରାକୋଟ,୮ା୩(ବିଷ୍ଣୁକେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ କୁସରାବ ଛକରେ ଶୁକ୍ରବାର ଏକ ବୋଲେରୋ ଗାଡି ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରର ଶେଖ ମିରଜ। ମିରଜ ସାଇକେଲରେ ଯାଉଥିବା ବେଳେ ଧରାକୋଟରୁ…
ସମ୍ବଲପୁରବାସୀଙ୍କୁ ମିଳିବ ‘ମୋ-ବସ୍’ ସେବା: ପ୍ରଥମ ପର୍ଯ୍ୟାୟରେ ଗଡ଼ିବ ୧୫ ବସ୍, ଜାଣନ୍ତୁ କେଉଁ ନମ୍ବର ବସ୍ କେଉଁଠିକି ଯିବ…
ସମ୍ବଲପୁର,୮ା୩(ପ୍ରମୋଦ ବହିଦାର): ଶନିବାରଠାରୁ ସମ୍ବଲପୁର ମହାନଗର ଅଞ୍ଚଳରେ ‘ମୋ-ବସ୍’ ସେବା ଆରମ୍ଭ ହେବ। ଏହାକୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଏଠାରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଇିତିମଧ୍ୟରେ ବସ୍ଗୁଡ଼ିକ ସମ୍ବଲପୁରରେ…
କଂଗ୍ରେସକୁ ଝଟ୍କା
ନୂଆଦିଲ୍ଲୀ,୮।୩: କଂଗ୍ରେସକୁ ଆୟକର ଅପିଲ ପ୍ରାଧିକରଣ ITAT ରୁ ଝଟକା ଲାଗିଛି। ପାର୍ଟି ତା’ର ବ୍ୟାଙ୍କ ଖାତାଉପରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବା ପାଇଁ ଯାଚିକାରେ ଦାବି କରିଥିଲା ଯାହାକୁ ITAT ଖାରଜ କରି ଦେଇଛି। କହିରଖୁଛୁ କି,…
ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୫୫ ରନ୍ରେ ଆଗୁଆ
ଧର୍ମଶାଳା,୮ା୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟର ଶୁକ୍ରବାର ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଭାରତ ୮ ଉଇକେଟ ହରାଇ ୪୭୩ ରନ୍ କରିଛି। ଫଳରେ ଭାରତ ପ୍ରଥମ ଇନିଂସରେ ୨୫୫ ରନ୍ରେ ଆଗରେ ରହି ଦୃଢ…
ସ୍ବାମୀଙ୍କ ପାଦ ଛୁଇଁ ଟ୍ରୋଲ ହେଉଛନ୍ତି ରୁପାଲି
ବମ୍ବେ: ଟେଲିପରଦାର ଲୋକପ୍ରିୟ ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ‘ଅନୁପମା’ ଜରିଆରେ ଘରେ ଘରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜର ଅଭିନୟରେ ସେ ମହିଳାସଶକ୍ତିକରଣକୁ ପ୍ରୋତ୍ସାହିତ କରିଆସିଛନ୍ତି। ଦର୍ଶକେ ତାଙ୍କର ବଳିଷ୍ଠ ଅଭିନୟକୁ ପସନ୍ଦ କରିଥାନ୍ତି। ହେଲେ ଏବେ କିଛି…
Video: ରାସ୍ତାରେ ନମାଜ କରୁଥିବା ଲୋକଙ୍କୁ ଗୋଇଠା ମାରି ପୋଲିସ ଅଧିକାରୀ ନିଲମ୍ବିତ
ନୂଆଦିଲ୍ଲୀ,୮।୩: ଦିଲ୍ଲୀର ଏକ ଅଂଚଳରେ ରାସ୍ତାରେ ନମାଜ ପଢୁଥିବାର ଲୋକମାନଙ୍କୁ ଜଣେ ପୋଲିସ ଅଧିକାରୀ ଗୋଇଠା ମାରୁଥିବାର ଭଭିଡିଓ ଭାଇରାଲ ହୋଇଛି। ନମାଜ ପଢ଼ୁଥିବା ଲୋକମାନଙ୍କୁ ବିନା କୌଣସି ଚିନ୍ତାରେ ଅତି ଅଭଦ୍ରତାର ସହିତ ଗୋଇଠା ମାରୁଥିବା ଦେଖି ଉପସ୍ଥିତ ଲୋକେ…


