Home Left

ଭାଜପାରେ କାର୍ତ୍ତିକ, ସୁବିଧାଜନକ ସ୍ଥିତିରେ ବିଭୂତି

କାମାକ୍ଷାନଗର, ୧୦ା୩ (ଅମଜାଦ ଖାନ୍‌): ଚାରିଆଡ଼େ ନିର୍ବାଚନୀ ପବନ ବହୁଛି। ନିଲମ୍ବନ, ବହିଷ୍କାର, ଦଳଡିଆଁ, ମିଶ୍ରଣପର୍ବ ଆଦି ଜାରି ରହିଛି। ବିଭିନ୍ନ ଦଳରେ ଟିକେଟକୁ ନେଇ ଟଣାଓଟରା ଆରମ୍ଭ ହୋଇଛି। ପୁଣି ବିଜେଡି-ଭାଜପା ମେଣ୍ଟ ଆଲୋଚନାକୁ ନେଇ ବହୁକଥା ଶୁଣିବାକୁ ମିଳୁଛି।…

ଆଶାୟୀଙ୍କଠୁ ଆଗରେ ଅରବିନ୍ଦ

କେନ୍ଦ୍ରାପଡ଼ା,୧୦ା୩(ଜଗନ୍ନାଥ ଧଳ): ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥ ଭାଜପା ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ନିକଟରେ ବିଜେଡିରେ ସାମିଲ ହେବା ପରେ କେନ୍ଦ୍ରାପଡ଼ା ଜିଲା ପାଟକୁରା ରାଜନୀତି ଚଳଚଞ୍ଚଳ ହୋଇଛି । ଗତ ୨୪ ବର୍ଷ ହେଲା ପ୍ରାୟ ସବୁଆଡ଼ୁ…

ମାଛବଂଶ ଲୋପ, ଚିନ୍ତାରେ ମତ୍ସ୍ୟଜୀବୀ

ରାଉରକେଲା,୧୦।୩(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହର ଦେଇ ପ୍ରବାହିତ ବ୍ରାହ୍ମଣୀ, କୋଏଲ ଏବଂ ଶଙ୍ଖ ନଦୀରେ ବିଷାକ୍ତ ରାସାୟନିକ ପଦାର୍ଥ ମିଶୁଥିବାରୁ ଏହି ୩ ନଦୀ କ୍ରମେ ପ୍ରଦୂଷିତ ହେବାରେ ଲାଗିଛି। ଏହା ନଦୀରେ ମାଛବଂଶ ବୃଦ୍ଧିରେ ବାଧକ ସାଜିବା ସହ ଏହାର…

୫ ଟଙ୍କାରେ ବୋତଲ ପାଣି, ବିଶୁଦ୍ଧତାକୁ ନେଇ ଉଠିଲା ପ୍ରଶ୍ନ

ବ୍ରହ୍ମପୁର,୧୦ା୩ (ସ୍ମୃତିରଞ୍ଜନ ମହାଲିକ):ମାର୍ଚ୍ଚ ଆରମ୍ଭରୁ ତାତି ବଢ଼ିଲାଣି। ମଧ୍ୟାହ୍ନ ବେଳକୁ ଅସମ୍ଭାଳ ଖରା। ଖରାରେ ଶୋଷ ମେଣ୍ଟାଇବାକୁ ଲୋକେ ବିଭିନ୍ନ ମୃଦ୍ୟୁ ପାନୀୟ ଉପରେ ନିର୍ଭର କରୁଛନ୍ତି। ଭଲ କମ୍ପାନୀର ପାଣି ବୋତଲ ଅଧିକ ଦରରେ ବିକ୍ରି ହେଉଥିବା ବେଳେ ଅନେକ…

ଜଗତ୍‌ସିଂହପୁରରେ ରିହାତି ଚାଉଳ, ଡାଲି ପାଇଁ ଠେଲାପେଲା

ଜଗତ୍‌ସିଂହପୁର, ୧୦।୩(ପ୍ରମୋଦ କୁମାର ନାୟକ)ଆଜାଦୀ କା ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସରକାର ଖାଉଟିଙ୍କୁ ରିହାତି ଦରରେ ଚାଉଳ, ଚଣା ଡାଲି, ଅଟା, ଚିନି, ତେଲ ଓ ପିଆଜ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନାଫେଡ୍‌ (ନ୍ୟାଶନାଲ ଆଗ୍ରିକଲଚରାଲ କୋ-ଅପରେଟିଭ ମାର୍କେଟିଂ…

ପୌରାଞ୍ଚଳର ୬୮ ପ୍ରତିଶତ ଶ୍ରମିକ ଶ୍ରେଣୀର

କେନ୍ଦ୍ରାପଡ଼ା, ୧୦ା୩ (ଜଗନ୍ନାଥ ଧଳ)ମାର୍ଚ୍ଚ ୧୦ ରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଘୋଷଣାକୁ ୧୫୫ ବର୍ଷ ପୂରଣ ହେବ। ଏହି ସମୟ ଅବଧି ମଧ୍ୟରେ ପୌରାଞ୍ଚଳର ସୀମା ବୃଦ୍ଧି ଘଟିଛି। ସେହି ପରିମାଣରେ ଜନସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି। ୬୮ ପ୍ରତିଶତ ଶ୍ରମିକ…

ଲଡୁବାବାଙ୍କ ପୀଠରେ ଆବର୍ଜନା

ନୟାଗଡ,୧୦।୩(ଲୋକନାଥ ମିଶ୍ର)ଓଡିଶାର ପ୍ରସିଦ୍ଧ ଶୈବପୀଠ ଶରଣକୁଳସ୍ଥ ଲଡୁବାବାଙ୍କ ପୀଠ ଓ ଆଖପାଖ ଅଞ୍ଚଳ ମହା ଶିବରାତ୍ରି ପରଦିନ ଆବର୍ଜନାମୟ ହୋଇ ରହିଛି। ଆବର୍ଜନା ଦୁର୍ଗନ୍ଧରେ ନାକ ଫାଟି ପଡୁଛି। କେତେଜଣ ସ୍ବେଚ୍ଛାସେବୀ ଅବାର୍ଜନକୁ ଶନିବାର ସଫେଇ କରି ବାହାବା ନେଲେ। ଲୋକ…

ଦଳ ଚାହିଁଲେ ଚାନ୍ଦବାଲିରୁ ଲଢ଼ିବି: ମନମୋହନ

ଚାନ୍ଦବାଲି,୧୦।୩ (କିଷାନ ପାତ୍ର): ଓଡ଼ିଶାରେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଚାଲିଥିବା ବେଳେ ଶୁକ୍ରବାର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରିବା ପରେ ମେଣ୍ଟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଶନିବାର ଚାନ୍ଦବାଲି ଗସ୍ତରେ ଆସିଥିବା ବେଳେ ଏନ୍‌ଏସିସ୍ଥିତ ଭାଜପା କାର୍ଯ୍ୟାଳୟରେ ପ୍ରମୁଖ…

ସମ୍ବଲପୁର, ବ୍ରହ୍ମପୁରରେ ‘ମୋ ବସ୍‌’ ସେବା ଶୁଭାରମ୍ଭ

ଭୁବନେଶ୍ୱର,୧୦ା୩(ଅନିଲ ଦାସ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ ବସ୍‌’ ସେବାର ଶୁଭାରମ୍ଭ କରିଛନ୍ତି। ଉଭୟ ସହରରେ ୧୫ଟି ଲେଖାଏ ବସ୍‌ ଚଳାଚଳ ପାଇଁ ସୁବିଧା କରାଯାଇଛି। ସମ୍ବଲପୁର ସହରରେ ସମ୍ବଲପୁର-ବୁର୍ଲା-ହୀରାକୁଦ ମଧ୍ୟରେ ଏହି ବସ୍‌ ଚଳାଚଳ…

ପିକ୍‌ଅପ୍‌-ବୁଲେଟ୍‌ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ଗୋପାଳପୁର,୯ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରାରେ ଶନିବାର ବୁଲେଟ୍‌ ସହ ପିକ୍‌ଅପ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଟାଙ୍ଗଣାପୁଲୀ ଗ୍ରାମ ରାଜେନ୍ଦ୍ର ପ୍ରଧାନ ହୋଇଥିବା ବେଳେ ସୁମନ…

ବୋଲେରୋରେ ଲିଫ୍ଟ ଦେବାକୁ କହି ଡକାୟତି, ୨ ଯୁବକ ଗିରଫ

କଟକ,୯ା୩(କାର୍ତ୍ତିକ ସାହୁ): ବାରିପଦାରେ ପହଞ୍ଚାଇବାକୁ କହି ରାତିରେ ବୋଲେରୋରେ ଲିଫ୍ଟ ଦେବା ବାହାନାରେ ଡକାୟତି କରିଥିବା ୨ ଯୁବକ ପୋଲିସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ନିକଟରୁ ଏକ ବୋଲେରୋ (ଓଡି-୦୨-ସିଜେ-୪୪୦୬), ୧ଟି ଭଙ୍ଗା ସୁନା ଚେନ୍‌, ୧ଟି ସୁନା ମୁଦି, ୪ଟି…

କ୍ୟାବିନେଟ୍‌ ନିଷ୍ପତ୍ତିକୁ ଓଷ୍ଟାର ବିରୋଧ

ଭୁବନେଶ୍ୱର,୯ା୩: ବ୍ଲକଗ୍ରାଣ୍ଟ୍‌ ଶିକ୍ଷକଙ୍କ ଅବସରକାଳୀନ ସହାୟତା ନିଷ୍ପତ୍ତିକୁ ଓଷ୍ଟା ବିରୋଧ କରିଛି। କ୍ୟାବିନେଟ୍‌ର ଏପରି ନିଷ୍ପତ୍ତିକୁ ବିକଳାଙ୍ଗ ଓ ବିକୃତ ମାନସିକତା କହିଛି ଓଷ୍ଟା। ଏଥିସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଓଷ୍ଟା ପେନ୍‌ସନ୍‌ ଦାବି କରିଛି। କ୍ୟାବିନେଟ୍‌ର ଏହି ନିଷ୍ପତ୍ତିକୁ ବିରୋଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri