Home Left

ସରକାରୀ ଘର ଖାଲି କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୧।୭: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ଭାଜପା) ନେତା ସ୍ମୃତି ଇରାନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସେ ଲୁଟିନ୍ସ ଦିଲ୍ଲୀର ୨୮ ତୁଗଲକ କ୍ରିସେଣ୍ଟରେ ଅବସ୍ଥିତ ତାଙ୍କ ସରକାରୀ ବଙ୍ଗଳାକୁ ଖାଲି କରିଛନ୍ତି।…

ବଢ଼ିଲା ଅଭିନେତ୍ରୀ ରିୟାଙ୍କ ଅଡୁଆ, ମାମଲା ରୁଜୁ କଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ୱର,୧୧।୭: ବଢ଼ିଲା ଓଲିଉଡ ଅଭିନେତ୍ରୀ ରିୟା ଦେଙ୍କ ଅଡୁଆ। ଘରୋଇ ସହାୟିକାଙ୍କୁ ନିର୍ଯାତନା ଅଭିଯୋଗ ପରେ ନିଜ ଆଡୁ ମାମଲା ରୁଜୁ କଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଭୁବନେଶ୍ବର ଡିସିପି, ଖୋର୍ଦ୍ଧା ଡିଏଲଓ, ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ…

ନୀତୀଶ କୁମାର ୨.୦! ଚାଣକ୍ୟ ଭଳି ଚାଲ ଖେଲିଲେ ମୁଖ୍ୟମନ୍ତ୍ରୀ

ପାଟନା,୧୧।୭: ଲୋକ ସଭା ନିର୍ବାଚନ ପରେ ବିହାର ରାଜନୀତିର ଫୋକସ ସିଧା ବିଧାନସଭାକୁ ସ୍ଥାନାନ୍ତରିତ ହୋଇଛି। ଏହି ନିର୍ବାଚନ ନୀତୀଶ କୁମାରଙ୍କ ଦଳ ଜେଡିୟୁକୁ ନୈତିକ ଶକ୍ତି ଦେଇଛି ଯାହା ଗତ ୪ବର୍ଷ ଧରି ଅପେକ୍ଷା କରିଥିଲା। ଏହି ଶକ୍ତି ଆଧାରରେ…

କେନିଆର ଏହି ମାରାଥନ ବିଜେତାଙ୍କୁ ୭ବର୍ଷ ବାସନ୍ଦ

ମୋନାକୋ,୧୧ା୭: ବୋଷ୍ଟନ ଓ ସିକାଗୋ ମାରାଥନର ପୂର୍ବତନ ବିଜେତା କେନିଆ ଧାବକ ଲରେନ୍ସ ଚେରୋନୋଙ୍କୁ ୭ବର୍ଷ ବାସନ୍ଦ କରାଯାଇଛି। ଡୋପିଙ୍ଗ ଏବଂ ଡ୍ରଗ୍‌ ଟେଷ୍ଟ ବିଫଳ ପାଇଁ ଜାଲ ଡକ୍ୟୁମେଣ୍ଟ ବ୍ୟବହାର ଅଭିଯୋଗରେ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। ୨୦୨୨ରେ ଓରେଗନ୍‌ର…

‘ପାକିସ୍ତାନ ଆସିବ ତ ଭାରତର…’, ବିରାଟ କୋହଲିଙ୍କୁ ନିମନ୍ତ୍ରଣ ଦେଲେ ସାହିଦ ଆଫ୍ରିଦି, ଅବସରକୁ ନେଇ ବି କହିଲେ ବଡ କଥା

ନୂଆଦିଲ୍ଲୀ/ଇସଲାମାବାଦ,୧୧।୭: ଭାରତ ଟି -୨୦ ବିଶ୍ୱକପ ୨୦୨୪ ଜିତିବା ପରେ ବିରାଟ କୋହଲି ଟି -୨୦ ଫର୍ମାଟରୁ ଅବସର ନେଇଛନ୍ତି। ବର୍ତ୍ତମାନ ସମସ୍ତଙ୍କ ଆଖି ଆସନ୍ତା ବର୍ଷର ଚାମ୍ପିଅନ୍ସ ଟ୍ରଫି (ଚାମ୍ପିଅନ୍ସ ଟ୍ରଫି ୨୦୨୫) ଉପରେ ରହିଛି, ଯେଉଁଥିରେ ବିରାଟ କୋହଲିଙ୍କୁ…

ବିଜେଡି ସରକାରରେ କ୍ଷମତାଶାଳୀ ୩ ଅଫିସରଙ୍କୁ କାହିଁକି ହଟାଇଲେ ମୁଖ୍ୟମନ୍ତ୍ରୀ ମୋହନ, ପଛରେ ରହିଛି ଏହି ବଡ଼ କାରଣ

ଭୁବନେଶ୍ୱର,୧୧।୭: ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳକୁ ନେଇ ପାୱାର କରିଡ଼ରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନବୀନ ସରକାରଙ୍କ ସବୁଠୁ ବିଶ୍ୱସ୍ତ ଓ ପାୱାରଫୁଲ ଥିବା ତିନି ଅଫିସରଙ୍କୁ ହଟାଇ ଦେଇଛନ୍ତି ମୋହନ ସରକାର। ବରିଷ୍ଠ ଆଇଏଏସ ବିଶାଳ କୁମାର ଦେବ, ଜି.…

ଲାରାଙ୍କ ଭବିଷ୍ୟବାଣୀ, ଏହି ୨ ଭାରତୀୟଙ୍କ ମଧ୍ୟରୁ ଯେ କେହି ଭାଙ୍ଗିପାରେ ୪ଶହ ରନ୍‌ର ରେକର୍ଡ

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ଗସ୍ତରେ ଅଛି। ଭାରତୀୟ ଦଳ ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ୫ଟି ଟି -୨୦ ମ୍ୟାଚ ଖେଳିଛନ୍ତି। ଏବେ ଭେଟେରାନ ୱେଷ୍ଟଇଣ୍ଡିଜ କ୍ରିକେଟର ବ୍ରାଏନ ଲାରା ଏକ ବଡ ଦାବି କରିଛନ୍ତି। ସେ ଏମିତି…

ବାପାଙ୍କୁ ହତ୍ୟା କରି ପୋତି ଦେଇଥିଲା ପୁଅ: ୨୩ ଦିନ ପରେ ଧରିଲା ପୋଲିସ

ସିମୁଳିଆ,୧୧।୭(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଗରସଙ୍ଗ ଅଞ୍ଚଳର ପିତୃହତ୍ୟାକାରୀ ପୁଅ ରମେଶ ଚନ୍ଦ୍ର ବେହେରାକୁ ୨୩ଦିନ ପରେ ପୋଲିସ ହାଇଦ୍ରାବାଦରୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ପିତୃହନ୍ତା ରମେଶ ନିଜର ଦୋଷ…

ରାଧିକା-ଅନନ୍ତଙ୍କ ବିବାହକୁ ଆସିବେନି ଗାନ୍ଧୀ ପରିବାର, ରହିଛି ଏହି କାରଣ…

ନୂଆଦିଲ୍ଲୀ,୧୧।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବିରେନ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ବିବାହରେ ଭାରତ ତଥା ବିଦେଶର ଜଣାଶୁଣା ବ୍ୟକ୍ତିତ୍ୱମାନେ…

କର୍ତ୍ତବ୍ୟରେ ଅବହେଳା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ୱର,୧୧।୭: ପହଣ୍ଡି ଘଟଣା ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭିଭି ଯାଦବଙ୍କ ନାଁରେ ଜନୈକ ଆଇନଜୀବୀ ଏତଲା ଦେଇଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଭିଯୋଗ କରାଯାଇଛି।…

ପହଣ୍ଡି ଅଘଟଣ: ୧୪ ତାରିଖରେ ଉପବାସ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କଲେ ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର,୧୧।୭: ବଳଭଦ୍ରଙ୍କ ପହଣ୍ଡି ଅଘଟଣକୁ ଦୁଃଖଦ ଏବଂ ଅଭାବନୀୟ କହିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ସେ କହିଛନ୍ତି, ଏଭଳି ଘଟଣା କେବେ ଘଟି ନ ଥିଲା। ଏଥିପାଇଁ ଆମେ ସମସ୍ତେ ଦୋଷୀ କହିଲେ ଭୁଲ ହେବନି । ସେହି…

କଳ୍‌କୀ ୨୮୯୮ ଏଡି ଅମିତାଭ ବଚ୍ଚନ, କମଲ ହାସନଙ୍କ କ୍ୟାରିୟରର ସର୍ବାଧିକ ଆୟକାରୀ ଫିଲ୍ମ

ମୁମ୍ବାଇ: ଆକ୍ସନ ଭିତ୍ତିକ କିମ୍ବଦନ୍ତୀ ସିନେମା କଳ୍‌କୀ ୨୮୯୮ ଏଡି ପ୍ରେକ୍ଷାଳୟରେ ଏହାର ସଫଳତା ଜାରି ରଖିଛି। ରିଲିଜ ହେବା ସିନେମା ଥିଏଟରରେ ଦବଦବା ଜାରି ରଖିଛି। ୧୪ ତମ ଦିନରେ, ଫିଲ୍ମ ଭାରତରେ ୭.୫ କୋଟି ଆୟ କରି ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?