ବେଦାନ୍ତ ଆଲୁମିନିୟମ ବୈଦ୍ୟୁତିକ ଫର୍କଲିଫ୍ଟର ସର୍ବବୃହତ୍ ନିୟୋଜକ
ଭୁବନେଶ୍ୱର,୧୨ା୭(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ‘ବେଦାନ୍ତ ଆଲୁମିନିୟମ’ର କାର୍ଯ୍ୟ ପରିସରରେ ବୈଦ୍ୟୁତିକ ଫର୍କଲିଫ୍ଟ ବ୍ୟବହାରକୁ ସମ୍ପ୍ରସାରଣ ସହ ୬୬ ୟୁନିଟ୍କୁ ବୃଦ୍ଧି କରାଯାଇଛି। ଏପରିକି ବୈଦ୍ୟୁତିକ ଲିଥିୟମ-ଆୟନ ଫର୍କଲିଫ୍ଟକୁ କମ୍ପାନୀର ବିଭିନ୍ନ ୟୁନିଟ୍ରେ…
ଏୟୁ ସହ ସହଭାଗିତା କରିବ ଡ୍ରିମ୍ସ
ଭୁବନେଶ୍ୱର,୧୨ା୭(ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଧନେଶ୍ୱର ରଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିିୟରି ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟିଡିଜ୍ ବା ଡ୍ରିମ୍ସ ୟୁନିଭର୍ସିଟି ଏବଂ ଜର୍ମାନୀର ଆଚେନ୍ ୟୁନିଭର୍ସିଟି(ଏୟୁ) ସହ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ କରିବାକୁ ଯାଉଛି। ଏପରିକି…
ଲାଭାର ନୂତନ ଉତ୍ପାଦ
ଭୁବନେଶ୍ୱର,୧୨ା୭ (ଅଭୟ ଦାଶ): ଲାଭା ଇଣ୍ଟରନ୍ୟାଶନାଲ ଲିମିଟେଡ୍ର ନୂତନ ଉପତ୍ାଦ ‘ଲାଭା ବ୍ଲେଜ୍ ଏକ୍ସ’ର ସର୍ବଭାରତୀୟ ଉନ୍ମୋଚନ (ଲଞ୍ଚିଂ) ନିକଟରେ ହୋଇଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ମଡେଲ ସ୍ମାର୍ଟଫୋନ ସେଗ୍ମେଣ୍ଟ୍ର ପ୍ରଥମ କର୍ଭଡ ଆମୋଲେଡ୍ ଡିସ୍ପ୍ଲେ ସହ ଆସୁଛି। ବିଶେଷକରି…
ସବୁ ଯଦି ଲୀଳାମୟଙ୍କ ଇଚ୍ଛା ତେବେ ଏତେ ପ୍ରସ୍ତୁତିର ଆବଶ୍ୟକତା କ’ଣ
ଭୁବନେଶ୍ୱର, ୧୨।୭(ସୁନିତ୍ ମିଶ୍ର):ପହଣ୍ଡି ସମୟରେ ଚାରମାଳ ଉପରେ ବଳଭଦ୍ର ପଡ଼ିଯିବା ଘଟଣାକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ଏହି ଘଟଣାରେ ବାରମ୍ବାର ଶାସକ ଏବଂ ବିରୋଧୀ ମୁହାଁମୁହିଁ ହେବାରେ ଲାଗିଛନ୍ତି। ବିଜେଡି ଓ କଂଗ୍ରେସ ଏହି ବିଭ୍ରାଟ ଲାଗି ସରକାରକୁ…
ଏଲ୍ଆଇସି ଶାଖାର ନୂତନ କାର୍ଯ୍ୟାଳୟ
ଭୁବନେଶ୍ୱର,୧୨ା୭(ଅଭୟ ଦାଶ): ଭାରତୀୟ ଜୀବନବୀମା ନିଗମ (ଲାଇଫ ଇନ୍ସ୍ୟୁରାନ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ ବା ଏଲ୍ଆଇସି)ର କଟକ ଡିଭିଜନ ଅନ୍ତର୍ଗତ କେନ୍ଦ୍ରାପଡ଼ା ଶାଖାର ନୂତନ କାର୍ଯ୍ୟାଳୟ ପାଣ୍ଡରି ଦୁହୁରିଆଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏଲ୍ଆଇସିର ସିଇଓ ତଥା ଏମ୍ଡି ସିଦ୍ଧାର୍ଥ…
୬ ମାସରେ ୩୬ କୋଟିର ଠକେଇ
ଭୁବନେଶ୍ୱର,୧୨ା୭(ସତ୍ୟଜିତ୍ ରାଉତ): ବ୍ୟାପକ ସଚେତନତା ସତ୍ତ୍ୱେ ସାଇବର ଠକେଇ ବଢ଼ିବାରେ ଲାଗିଛି। ପୋଲିସ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଭୁବନେଶ୍ୱରରେ ଗତ ୬ ମାସରେ ପ୍ରାୟ ୩୬ କୋଟି ଟଙ୍କା ସାଇବର ଠକେଇ ହୋଇଛି। ଗତ ଜାନୁଆରୀରୁ ଜୁନ…
ଜୁନ୍ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫ ପ୍ରତିଶତ ଆକଳନ
ଭୁବନେଶ୍ୱର,୧୨ା୭(ଅନୁରାଧା ମହାରଣା): ଜୁନ୍ ମାସରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ହାର ପ୍ରାୟ ୫ ପ୍ରତିଶତ ହେବ ବୋଲି ଆଶା କରାଯାଉଛି। ଗୁରୁବାର ଏକ ସାକ୍ଷାତ୍କାରରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଏପରି କହିଛନ୍ତି। ଏହା ସହ ସେ ଆହୁରି ମଧ୍ୟ…
ସତୀଗୁଡ଼ା ସବୁଜ ଉଦ୍ୟାନରେ ବିରଳ ପ୍ରଜାତିର ପ୍ରଜାପତି ଠାବ
ମାଲକାନଗିରି,୧୨ା୭ (ଦୁର୍ଯ୍ୟୋଧନ ପାତ୍ର): ବର୍ଷା ଛାଡି ଯିବାପରେ ମଲକାନଗିରି ଜିଲାର ବିଭିନ୍ନ ଗ୍ରାମର ନାନା ପ୍ରକାର ପ୍ରଜାପତି ଉଡ଼ୁଥିବାର ଦେଖାଯାଉଛି। ଗୁରୁବାର ମାଲକାନଗିରି ସତୀଗୁଡା ସବୁଜ ଉଦ୍ୟାନରେ ରଙ୍ଗବେରଙ୍ଗର ଏକ ବିରଳ ପ୍ରଜାପତି ଦେଖିବାକୁ ମିଳିଥିଲା। ଏହି ପ୍ରଜାପତିଟିକୁ ଦେଖିବା ପାଇଁ…
ଧରିତ୍ରୀରେ ଖବର ପ୍ରକାଶ ପରେ ବଦଳିଲା ଛେନାପୋଡ଼ ତଥ୍ୟ, ଆରିସା ପିଠା ଗାଏବ
ଭୁବନେଶ୍ୱର,୧୨ା୭(ଶର୍ମିଷ୍ଠା ପାଣିଗ୍ରାହୀ): ଖାଦ୍ୟ ଡେଲିଭରି ଆପ୍ ଜୋମାଟୋରେ ଛେନାପୋଡ଼ ଓ ଆରିସା ପିଠା ବେଙ୍ଗଲର ବୋଲି ଲେଖାଯାଇଥିଲା। ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟ ବ୍ୟାପୀ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଗତ ମଙ୍ଗଳବାର ୯ ତାରିଖ…
ରାଜ୍ୟରେ ୫୦୦ମୁହାଁ ଡେଙ୍ଗୁ
ଭୁବନେଶ୍ୱର,୧୨ା୭(ଅସମାପିକା ସାହୁ): ରାଜ୍ୟରେ ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାସକରେ ସଂକ୍ରମିତଙ୍କ ସଂଖ୍ୟା ୨ଗୁଣାରୁ ଅଧିକ ବୃଦ୍ଧି ପାଇଛି। ଗତ ମାସ ୧୦ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଳିଥିବା ସୂଚନାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୩୫ ଥିବାବେଳେ…
ଅରବିନ୍ଦ ପାଢ଼ୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଭୁବନେଶ୍ୱର,୧୧।୭: ଆଡ଼ପ ପହଣ୍ଡି ଅଘଟଣ ପରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀରୁ ବୀର ବିକ୍ରମ ଯାଦବଙ୍କୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ…
ସିଆଇଏସଏଫ ଯବାନଙ୍କୁ ଥାପଡ ମାରିଲେ ସ୍ପାଇସଜେଟ କ୍ର୍ୟୁ ମେମ୍ବର!
ନୂଆଦିଲ୍ଲୀ,୧୧।୭: ଏୟାରଲାଇନ୍ସ କମ୍ପାନୀ ସ୍ପାଇସଜେଟର ଜଣେ କର୍ମଚାରୀ ଜଣେ ସିଆଇଏସଏଫ ଯବାନଙ୍କୁ ଚାପୁଡ଼ା ମାରଛନ୍ତି। ଏହି ଘଟଣା ଜୟପୁର ବିମାନବନ୍ଦରରୁ ଖବର ଦିଆଯାଉଛି ଯେଉଁଠାରେ ସୁରକ୍ଷା ଯାଞ୍ଚକୁ ନେଇ କର୍ମଚାରୀ ଏବଂ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ଯବାନଙ୍କ ମଧ୍ୟରେ…

