ଭୁବନେଶ୍ୱରରେ ବେଦାନ୍ତୁ ଅଫ୍ଲାଇନ ଲର୍ନିଂ ସେଣ୍ଟର
ଭୁବନେଶ୍ୱର,୧୫।୩ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅଗ୍ରଣୀ ଅନ୍ଲାଇନ କୋଚିଂ ସେଣ୍ଟର ‘ବେଦାନ୍ତୁ’ର ଅଫ୍ଲାଇନ ଲର୍ନିଂ ସେଣ୍ଟର ଭୁବନେଶ୍ୱରର ଜୟଦେବ ବିହାର ନିକଟସ୍ଥ ଆର୍ସିଏମ୍ କ୍ୟାମ୍ପସଠାରେ ଶୁଭାରମ୍ଭ ହୋଇଯାଇଛି। ଏପରିକି ୨୦୨୪ ମାର୍ଚ୍ଚ ୧୭ରେ ଉକ୍ତ ସେଣ୍ଟରର ଆନୁଷ୍ଠାନିକ…
ବ୍ରାହ୍ମଣୀ ଆଁରେ ଜୁଣଗଡି, ପଞ୍ଚୁପଲ୍ଲୀ
ରାଜନଗର, ୧୫ା୩(ଭାସ୍କର ରାଉତରାୟ): ବ୍ରାହ୍ମଣୀ ନଦୀ ଏବେ କୂଳ ଖାଇବାରେ ଲାଗିଛି। ରାଜନଗର ବ୍ଲକର ଜୁଣଗଡି ଓ ପଞ୍ଚୁପଲ୍ଲୀ ନିକଟରେ ୫ ବର୍ଷ ଧରି ପାଟ୍ଟଶାଳା ନଦୀ ପଠା ଖାଇ ରାଜନଗର-ତାଳଚୁଆ ମୁଖ୍ୟ ରାସ୍ତାକୁ ଗିଳିବା ଆରମ୍ଭ କରିଥିଲା। ଏବେ ସେହି…
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୧୫।୩:ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ବିଶେଷ କରି ଗୁରୁବାର ବମ୍ବେ…
ତୃତୀୟ ପକ୍ଷ ୟୁପିଆଇ ଆପ୍ ହେବ ପେଟିଏମ୍
ନୂଆଦିଲ୍ଲୀ,୧୫।୩:ଦେଶର ଅଗ୍ରଣୀ ତଥା ଇ ପ୍ଲାଟ୍ଫର୍ମ (ଡିଜିଟାଲ) ଜରିଆରେ ଆର୍ଥିକ ସେବା ପ୍ରଦାନ କରୁଥିବା ପେଟିଏମ୍ ବର୍ତ୍ତମାନ ସମୟରେ ତୃତୀୟ ପକ୍ଷ ୟୁପିଆଇ ଆପ୍ରେ ପରିଣତ ହୋଇଛି। ଫଳରେ ପେଟିଏମ୍ ହିତାଧିକାରୀମାନେ ପ୍ରାଥମିକ ପର୍ଯ୍ୟାୟରେ କାରବାର ସହ ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ସହ…
ଉପଭୋକ୍ତା ସଚେତନ ହେବା ଜରୁରୀ
ଆଜିର ଯୁଗରେ ଗ୍ରାହକ ଅର୍ଥାତ୍ ଉପଭୋକ୍ତା ସଚେତନ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୁଞ୍ଜିବାଦର ଏହି ଯୁଗରେ ଉପଭୋକ୍ତା ପ୍ରତ୍ୟେକ ଦିଗରେ ସତର୍କ ରହିବା ଉଚିତ୍। ଜଣେ ଉପଭୋକ୍ତାଙ୍କୁ ଅନେକ ଅଧିକାର ଦିଆଯାଇଛି, ଯାହା ବିଷୟରେ ସମସ୍ତଙ୍କୁ ସଚେତନ ହେବା ଆବଶ୍ୟକ। ପ୍ରତିବର୍ଷ…
ହ୍ବିଲ ଚେୟାରରେ ନଜର ଆସିଲେ ମମତା
କୋଲକାତା,୧୫।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ମୁଣ୍ଡରେ ଆଘାତ ଲାଗିଥିବାରୁ ସେ ବର୍ତ୍ତମାନ ଅବଜରଭେଶନରେ ଅଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏସଏସକେଏମ ହସ୍ପିଟାଲର ନିର୍ଦ୍ଦେଶକ ଡା.ମଣିମୋୟ ବନ୍ଦୋପାଧ୍ୟାୟ ଏହି ସୂଚନା ଦେଇଛନ୍ତି। ଘରେ ପଡିବା କାରଣରୁ…
ଫୋବର୍ସରେ ସ୍ଥାନ ପାଇଲେ ମାଲକାନଗିରିର ଜୟନ୍ତୀ
ମାଲକାନଗିରି, ୧୫ା୩ (ଦୁର୍ଯ୍ୟୋଧନ ପାତ୍ର):ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମାଗାଜିନ୍ ଫୋବର୍ସ ପକ୍ଷରୁ ଦେଶର ୨୩ ଶକ୍ତିଶାଳୀ ମହିଳାଙ୍କୁ ଚୟନ କରାଯାଇଥିବାବେଳେ ଓଡ଼ିଶାରୁ ମାଲକାନଗିରିର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା ଏହି ତାଲିକାରେ ସାମିଲ ହୋଇଛନ୍ତି। ଜୟନ୍ତୀ ପ୍ରଥମ ଆଦିବାସୀ ଝିଅ ଯିଏ କି…
ଇ-ଗଭର୍ନାନ୍ସରେ ସୃଷ୍ଟି ହେଲା ନୂଆ ଅଧ୍ୟାୟ: ଏଣିକି ପାଇବେ ଏମିତି ସୁବିଧା
ଭୁବନେଶ୍ୱର,୧୫ା୩(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର(ଓକାକ୍) ଦ୍ବାରା ବିକଶିତ ଅନ୍ଲାଇନ ଇନ୍ସେଣ୍ଟିଭ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ର ଲୋକାର୍ପଣ କରିଛନ୍ତି। ଏହି ପୋର୍ଟାଲ ଜରିଆରେ ଉଦ୍ୟୋଗୀ ସହଜରେ ଅନ୍ଲାଇନ ଆବେଦନ କରି ଓଡ଼ିଶା ଆଇଟି, ଇଲେକ୍ଟ୍ରୋନିକ୍ସ ଡାଟା ସେଣ୍ଟର,…
ମେଣ୍ଟ: ତଥାପି ଚିତ୍ର ଅସ୍ପଷ୍ଟ
ଭୁବନେଶ୍ୱର,୧୫ା୩(ସୁନିତ୍ ମିଶ୍ର):ବିଜେଡି-ଭାଜପା ସମ୍ଭାବ୍ୟ ମେଣ୍ଟ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ଏନେଇ ଅଦ୍ୟାବଧି କିଛି ଚୂଡ଼ାନ୍ତ ହୋଇପାରି ନାହିଁ। ୪ ଦିନ ହେଲା ଦିଲ୍ଲୀରେ ଡେରା ପକାଇଥିବା ଭାଜପା ରାଜ୍ୟ ନେତୃବୃନ୍ଦ ଗୁରୁବାର ଓଡ଼ିଶା ଫେରିବା ପରେ ଚିତ୍ର ସ୍ପଷ୍ଟ ହୋଇପାରେ…
ବୋର୍ଡ ପରୀକ୍ଷାରେ ଛାତ୍ରୀଙ୍କୁ ହିଜାବ ପିନ୍ଧିବାକୁ ବାରଣ: ପରୀକ୍ଷା ନିୟନ୍ତ୍ରକଙ୍କୁ ପଡ଼ିଲା ମହଙ୍ଗା
ଭରୁଚ୍,୧୪।୩: ଗୁଜରାଟରେ ଦଶମ ବୋର୍ଡ ପରୀକ୍ଷା ଚାଲିଥିବାବେଳେ ହିଜାବକୁ ନେଇ ବିବାଦ ଦେଖାଦେଇଛି। ଭରୁଚ୍ ଜିଲା ଏକ ବେସରକାରୀ ବିଦ୍ୟାଳୟରେ ଦଶମ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ଏହି ମାମଲା ସାମ୍ନାକୁ ଆସିଛି। ଗୁରୁବାର ଗଣିତ ପରୀକ୍ଷା ଦେବାକୁ କେତେଜଣ ମୁସଲ୍ମାନ୍…
ଧୋନି ସବୁଠାରୁ ସଫଳ ଅଧିନାୟକ
ନୂଆଦିଲ୍ଲୀ,୧୪।୩: ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି। ମହେନ୍ଦ୍ର ସିଂ ଧୋନି ଅଧିନାୟକ ଭାବରେ ୬୦.୩୮ପ୍ରତିଶତ ମ୍ୟାଚ ଜିତିଛନ୍ତି। ଏପର୍ଯ୍ୟନ୍ତ ଧୋନି ଆଇପିଏଲର ୨୧୨ ମ୍ୟାଚ ଅଧିନାୟକତ୍ୱ କରିଛନ୍ତି, ଯେଉଁଥିରେ ସେ ୧୨୮ ଟି ଜିତିଥିବାବେଳେ…
ଆଗକୁ ନିର୍ବାଚନ: ଭାଜପା ଉପରେ ବଡ଼ ଅଭିଯୋଗ ଆଣିଲେ ଖାର୍ଗେ
ନୂଆଦିଲ୍ଲୀ,୧୪।୩: ଭାଜପା ୪୫ଟି କମ୍ପାନୀରୁ ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ୪୦୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଭଳି କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରିଥିବା କଂଗ୍ରେସ ଗୁରୁବାର ଅଭିଯୋଗ ଆଣିଛି।…
Archives


