ଶେଷ ହେବ କି ନୀତୀଶଙ୍କ କ୍ୟାରିୟର? ନମ୍ବର ଗେମ ପଡିପାରେ ଭାରି
ପାଟନା,୨୬।୧: ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ନୀତୀଶ କୁମାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଣମାଧ୍ୟମ ରିପୋର୍ଟ ଏବଂ ନୀତୀଶଙ୍କ ରାଜନୈତିକ କାର୍ଯ୍ୟକଳାପରୁ ଏହା ସ୍ପଷ୍ଟ ଯେ ସେ ପୁଣି ଥରେ…
ବୋରିଗୁମ୍ମା ସିରିଜ ଦୁର୍ଘଟଣା: ୩ ମୃତ୍ୟୁ , ୧୦ ଆହତ
ବୋରିଗୁମ୍ମା,୨୬।୧: କୋଟପାଡରୁ ବୋରିଗୁମ୍ମା ଯାଇଥିବା ୬୩ ଜାତୀୟ ରାଜପଥ ବିଜାପୁର ଗାଁରେ ଅପରାହ୍ନାରେ ଦୁର୍ଘଟଣା ଘଟିଛି। ଛତିଶଗଡ଼ ନମ୍ବର ଥିବା ଏକ ସ୍କର୍ପିଓ, ଯାତ୍ରୀବାହୀ ଅଟୋ ଓ ୨ଟି ବାଇକ୍ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ…
ବ୍ଲକସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ
ପାଟଣା,୨୬।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ଶୁକ୍ରବାର ମୁଖ୍ୟାଳୟ ଷ୍ଟାଡିୟମରେ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧକ୍ଷ ଜଗନ୍ନାଥ ନାଏକ ଯୋଗ…
ସଡ଼କ ଦୁର୍ଘଟଣାରେ ଶ୍ରୀଲଙ୍କା ରାଜ୍ୟମନ୍ତ୍ରୀଙ୍କ ପରଲୋକ
କଲମ୍ବୋ,୨୬।୧: ଗୁରୁବାର ସକାଳେ ରାଜପଥରେ ଏକ କାର୍ ଦୁର୍ଘଟଣାରେ ଶ୍ରୀଲଙ୍କା ରାଜ୍ୟ ମନ୍ତ୍ରୀ ସନତ ନିଶାନ୍ତା ଏବଂ ତାଙ୍କ ସୁରକ୍ଷା ଦଳର ଜଣେ କନ୍ଷ୍ଟେବଲଙ୍କ ମୃତ୍ୟୁ ଘଟିଛି। ଶ୍ରୀଲଙ୍କା ପୋଲିସ ଏକ ବିବୃତିରେ କହିଛି ଯେ ୪୮ବର୍ଷୀୟ ଜଳ ଯୋଗାଣ ମନ୍ତ୍ରୀ…
ନିଆରା ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କଲେ ସୁପରଷ୍ଟାର ଅମିତାଭ ବଚ୍ଚନ, ଶେୟାର କଲେ ଭିଡିଓ
ଆଜି ଦେଶ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ସମସ୍ତେ ନିଜର ବିଶେଷ ଶୈଳୀରେ ଏହି ବିଶେଷ ଦିନ ପାଳନ କରୁଛନ୍ତି। ଏହି ଅବସରରେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଏକ ନିଆରା ପଦକ୍ଷେପ ନେଇଛନ୍ତି। ସେ ଭିନ୍ନକ୍ଷମ ପିଲାମାନଙ୍କ ସହ…
ବସ୍-ପିକ୍ଅପ୍ ମୁହାଁମୁହିଁ: ୩ ମୃତ, ୪ ଆହତ
ଗଞ୍ଜାମ,୨୬ା୧: ଗଞ୍ଜାମ ଜିଲା ୫୯ନମ୍ବର ଜାତୀୟ ରାଜପଥ ଖଡ଼ଭାଗ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଏକ ପିକ୍ଅପ୍ ଓ ବସ୍ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…
କାର୍-ସ୍କୁଟି ଧକ୍କା, ୨ ଜଣଙ୍କ ଜୀବନ ଗଲା
କାମାକ୍ଷାନଗର,୨୬ା୧(ଅମଜାଦ୍ ଖାନ): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମହୁଲପାଳ ଜଡ଼ାପାଳ ଛକରେ ଶୁକ୍ରବାର ପୂର୍ବାହ୍ନରେ ସ୍କୁଟି ଏବଂ କାର ମଧ୍ୟରେ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରି ତଦନ୍ତ ଆରମ୍ଭ କରିଛନ୍ତି।
ବିଲେଇ କୁକୁରଙ୍କ ନାଁରେ ବୃଦ୍ଧା ଜମା କରିଦେଲେ ୨୩ କୋଟି ଟଙ୍କା, କାରଣ ଜାଣିଲେ ଆଖିରେ ଆସିବ ଲୁହ
ଅନେକ ଥର ଏମିତି ଘଟେ ଯେ, ଆମେ ଜୀବନରେ ଯାହା ଭାବୁଥାଉ ତାହା ହୁଏ ନାହିଁ। ଉଦାହରଣ ସ୍ବରୂପ ସମସ୍ତ ମାତାପିତା ଆଶା କରନ୍ତି ଯେ, ସେମାନଙ୍କର ପିଲାମାନେ ବଡ଼ ହୋଇ ସେମାନଙ୍କର ଯତ୍ନ ନେବେ। ଯଦିଓ ସେମାନେ ଏକାଠି ନାହାନ୍ତି,…
୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ, ୩୫ ଦଳ ପରେଡ଼ରେ ସାମିଲ
ଭଦ୍ରକ, ୨୬।୧(ସନାତନ ରାଉତ): ଭଦ୍ରକ କଲେଜ ପଡିଆରେ ଶୁକ୍ରବାର ୭୫ ତମ ସାଧାରଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଜିଲାପାଳ ଓ ଏସପି…
ଫୁଲବାଣୀରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ
ଫୁଲବାଣୀ,୨୬ା୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ପୋଲିସ ରିଜର୍ଭ ପଡ଼ିଆରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହାପରେ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରି ଉପସ୍ଥିତ…
ବୌଦ୍ଧରେ ସାଧାରଣତନ୍ତ୍ର ଦିବସ
ବୌଦ୍ଧ,୨୬ା୧(ଅଜିତ କୁମାର ବାରିକ): ବୌଦ୍ଧରେ ୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସହରର ଷ୍ଟାଡିୟମଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲାପାଳ ନୃସିଂହ ଚରଣ ସ୍ବାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା…
ଏବେ ଆମେ ସୂର୍ଯ୍ୟଙ୍କୁ ବି ଜିତିବା
ଦାରିଙ୍ଗବାଡି, ୨୬।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସହ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଦାରିଙ୍ଗବାଡି ମିନି ଷ୍ଟାଡିୟମ ପରିସର ମଧ୍ୟରେ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର…
Archives


