ଗୋରୁ ବୋଝେଇ ପିକ୍ଅପ୍ ଜବତ କଲେ ଗ୍ରାମବାସୀ
ମୋରଡ଼ା,୧୫ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ଝିଙ୍କିରିଆ ଗ୍ରାମବାସୀଙ୍କ ଦ୍ୱାରା ଏକ ଗୋରୁ ଗାଡ଼ି ଜବତ ହୋଇଛି। ସୂଚନାନୁଯାୟୀ, ଶୁକ୍ରବାର ଭୋର୍ ସମୟରେ ବୈଶିଙ୍ଗା-ଝିଙ୍କିରିଆ ରାସ୍ତା ଦେଇ ଏକ ବେଆଇନ ଗୋରୁ ବୋଝେଇ ପିକ୍ଅପ୍(ଓଡି-୦୧ଏଡି-୪୬୭୨) ପଶ୍ଚିମବଙ୍ଗକୁ…
କଲେଜ କର୍ମଚାରୀଙ୍କ ୧୨ ଘଣ୍ଟିଆ ଭଦ୍ରକ ବନ୍ଦ
ଭଦ୍ରକ,୧୫ା୩(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି, କର୍ମଚାରୀଙ୍କ ବକେୟା ଦରମା ଦାବିରେ କର୍ମଚାରୀ, ବରପଦା ବିକାଶ ମଞ୍ଚ, ନାଗରିକ ସୁରକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦିଆଯାଇଥିଲା। ସକାଳ ୬ ଟାରୁ…
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ
ବେଙ୍ଗାଲୁରୁ,୧୫।୩: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ସୂଚନାନୁସାରେ, ୟେଦ୍ୟୁରପ୍ପା ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି। ଏହି ସଂପର୍କରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ…
ଜଳବାୟୁ ପରିବର୍ତ୍ତନ କଫି ଅମଳରେ ବାଧକ
କୋରାପୁଟ,୧୫ା୩(ଅମିତାଭ ବେହେରା): ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଯୋଗୁ ପାଣିପାଗ ଓ ଋତୁଚକ୍ରରେ ସନ୍ତୁଳନ ନଷ୍ଟହେବାରେ ଲାଗିଛି। ଏହାର ଫଳ ସ୍ବରୂପ ଅସ୍ବାଭାବିକ ବର୍ଷା, ଖରା, ଶୀତ ଆଦି ଅନୁଭୂତ ହେଉଛି। ତେବେ ଏହି ଜଳବାୟୁ ପରିବର୍ତ୍ତନ କଫିଚାଷ ଉପରେ ମଧ୍ୟ ପ୍ରଭାବ…
ତାତିରୁ ମିଳିବ ଆଶ୍ୱସ୍ତି: ୩ ଦିନ ଏହି ସବୁ ଜିଲାରେ ବର୍ଷିବ
ଭୁବନେଶ୍ୱର,୧୫।୩: ତାତିରୁ ମିଳିବ ଆଶ୍ୱସ୍ତି। ଆଜିଠୁ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପେଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଆଜି ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ,…
ଜଳକଷ୍ଟ ଭୋଗୁଛନ୍ତି ବନ୍ଧାମାମୁଡ଼ି ଗ୍ରାମବାସୀ
ବାଲିମେଳା,୧୫ା୩(ଶିବଦତ୍ତ ସାହୁ): ଆରମ୍ଭ ହେଲାଣି ଗ୍ରୀଷ୍ମଋତୁ । ମାଲକାନଗିରି ଜିଲାର ବିଭିନ୍ନ ବ୍ଲକରେ ଜଳ ସଙ୍କଟ ଦେଖାଦେଇଛି। ମୁଖ୍ୟତଃ ପାନୀୟଜଳ ଭଳି ସର୍ବନିମ୍ନ ମୌଳିକ ସୁବିଧା ଗ୍ରାମବାସୀଙ୍କ ପାଇଁ ଏକ ପ୍ରକାର ସ୍ବପ୍ନ ହୋଇଛି। ଏଭଳି ଦେଖିବାକୁ ମିଳିଛି କୋରୁକୋଣ୍ଡା ବ୍ଲକ…
କର୍ମଚାରୀ ଛଟେଇ କରିବ ପେଟିଏମ୍
ନୂଆଦିଲ୍ଲୀ,୧୫।୩:ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ର ଅବଧି ଶେଷ ପୂର୍ବରୁ ପେଟିଏମ୍ ତା’ର କର୍ମଚାରୀ ଛଟେଇ ସହ ଅନ୍ୟାନ୍ୟ ସୁବିଧା ପ୍ରୟୋଗ କରିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ବିଶେଷକରି ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ଆର୍ବିଆଇ…
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ଚିତ୍ରଶିଳ୍ପୀ କ୍ରୀତିକ୍ରିଷ୍ଣା
ଧାମନଗର,୧୫ା୩ (ସନ୍ତୋଷ କୁମାର ମହାପାତ୍ର):ପିଲାଟି ବେଳୁ ଚିତ୍ରକଳା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା। ଧୀରେ ଧୀରେ ଏଥିପ୍ରତି ଆଗ୍ରହ ବଢ଼ିବା ସହ ଜୀବନ୍ତ ଚିତ୍ର ଆଙ୍କି ପ୍ରଶଂସା ସାଉଣ୍ଟିଥିଲେ। ଆଉ ଏହି ପ୍ରତିଭା ତାଙ୍କୁ ବିଭିନ୍ନ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ…
ବଢୁଛି କିଡ୍ନୀ ରୋଗୀଙ୍କ ସଂଖ୍ୟା
ରାଉରକେଲା,୧୫।୩(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ କିଡ୍ନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ବର୍ଷ ୯ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗର ଶିକାର ହେଉଥିବା ଜଣାପଡିଛି। ସେହିପରି ସମୁଦାୟ କିଡ୍ନୀ ରୋଗୀଙ୍କ ମଧ୍ୟରୁ ପ୍ରତିବର୍ଷ ୫ପ୍ରତିଶତ ରୋଗୀଙ୍କ ମୃତ୍ୟୁ…
ଏଥର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଟାଇଟଲ୍ ଜିତାଇବେ ‘କେଜିଏଫ୍’: ଜାଣନ୍ତୁ ‘କେଜିଏଫ୍’ କିଏ
ନୂଆଦିଲ୍ଲୀ,୧୫।୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଥରେ ବି ଆଇପିଏଲ ଟାଇଟଲ ଜିତି ନାହିଁ। ଦଳ ତିନିଥର ଫାଇନାଲରେ ପ୍ରବେଶ କରିଛି, କିନ୍ତୁ ଥମେ ବି ଟାଇଟଲ୍ ଜିତିନାହିଁ। ତେବେ ଏଥର ଆରସିବି ପୁନର୍ବାର ଟାଇଟଲ ପାଇଁ ଦାବିଦାର ରହିବ। ‘KGF’ ତାଙ୍କୁ…
ଖାଦ୍ୟ ପାଇଁ ଲାଇନରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଲା ଇସ୍ରାଏଲ ସେନା, ୨୦ ମୃତ, ୧୫୦ରୁ ଅଧିକ ଆହତ
ଜେରୁଜେଲମ,୧୫।୩: ଇସ୍ରାଏଲ-ହମାସ ଯୁଦ୍ଧ ମାସ ମାସ ହେବ ଲାଗି ରହିଛି ଏବଂ ଗାଜାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଅନେକ ଶିଶୁଙ୍କ ସମେତ ସାଧାରଣ ନାଗରିକମାନେ ଗୁଳି ବିନିମୟର ଶିକାର ହେଉଛନ୍ତି। ସହାୟତା ଭାବରେ ଗାଜାକୁ ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ…
୫୫ ଖିଲାପକାରୀଙ୍କ ଉପରେ ୨୯.୫୦ କୋଟି ବକେୟା
ଭୁବନେଶ୍ବର, ୧୫ା୩(ବନ୍ଦନା ସେଠୀ): ଏବର୍ଷ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ରାଜସ୍ବ ଆଦାୟ ଅତି ନଗଣ୍ୟ ରହିବ। ଆର୍ଥତ୍କ ବର୍ଷ ପୂରିବାକୁ ଆଉ ମାତ୍ର ୧୫ଦିନ ଥିବାବେଳେ ଏବେସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୬୦% ରାଜସ୍ବ ଆଦାୟ ହୋଇପାରିନାହିଁ। ଗୋଟିଏ ପଟେ ଟ୍ୟାକ୍ସ…
Archives


