୨୩ ପ୍ରଜାତିର କୁକୁରଙ୍କ ଉପରେ ବ୍ୟାନ୍ ଲଗାଇବାକୁ ରାଜ୍ୟ ମାନଙ୍କୁ କହିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୧୪।୩: ଅନେକ ସ୍ଥାନରେ ଗୃହପାଳିତ କୁକୁର ଆକ୍ରମଣ ଖବର ଆସିବା ପରେ କେନ୍ଦ୍ର ସରକାର ୨୩ ପ୍ରଜାତିର କୁକୁରଙ୍କ ଉପରେ ବ୍ୟାନ୍ ଲଗାଇବାକୁ ନିଷ୍ପତି ନେଇଛନ୍ତି। ପିଟବୁଲ୍ ଟେରିଅର୍, ଆମେରିକୀୟ ବୁଲଡୋଗ୍, ରଟୱିଲର୍ ଏବଂ ମାଷ୍ଟିଫ୍ ସମେତ ୨୩ ଟି ପ୍ରଜାତିର…
ମମତାଙ୍କ ଆଶୁ ଆରୋଗ୍ୟ କାମନା କଲେ ମୋଦି
ନୂଆଦିଲ୍ଲୀ,୧୪।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଗୁରୁତର ଆହତ ହୋଇଛନ୍ତି। ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମମତା ବାନାର୍ଜୀଙ୍କ ଫଟୋ ତ୍ରୁଣମୂଳ କଂଗ୍ରେସ (ଟିଏମସି) ର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି।…
ମନୀଷ ସିସୋଡିଆଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା, ଖାରଜ ହେଲା କ୍ୟୁରେଟିଭ ପିଟିସନ
ନୂଆଦିଲ୍ଲୀ,୧୪।୩: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ କ୍ୟୁରେଟିଭ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଗତ ବର୍ଷ ଅକ୍ଟୋବର ୩୦ରେ, ମଦ ଦୁର୍ନୀତି ମାମଲାରେ ସିସୋଡିଆଙ୍କୁ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ। ଏହା ପରେ ଡିସେମ୍ବର୧୪ ରେ ସୁପ୍ରିମକୋର୍ଟ…
ମାର୍ଚ୍ଚ ୧୫ରୁ ହେବ ମାଟ୍ରିକ ଖାତାଦେଖା
କଟକ,୧୪ା୨(କାର୍ତ୍ତିକ ସାହୁ): ଚଳିତ ବର୍ଷର ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ମୂଲ୍ୟାୟନ କାର୍ଯ୍ୟ ମାର୍ଚ୍ଚ ୧୫ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷକ ନିୟୋଜିତ ହୋଇଛନ୍ତି। ପରୀକ୍ଷକମାନଙ୍କ ତାଲିମ ଶେଷ ହୋଇଛି।…
ଗତ ୧୦ ବର୍ଷରେ ମୋଦି ଅସମ୍ଭବକୁ ସମ୍ଭବ କରିଛନ୍ତି, ତୃତୀୟ ପାଳି ବି ନିଶ୍ଚିତ: ଶାହା
ନୂଆଦିଲ୍ଲୀ,୧୪।୩: ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳର ପ୍ରମୁଖ ନିଷ୍ପତ୍ତିକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିୀ ଅସମ୍ଭବ ମନେହେଉଥିବା ସମସ୍ତ କାର୍ଯ୍ୟ ସମାପ୍ତ କରିଛନ୍ତି। ଏହା ଧାରା ୩୭୦ ଅପସାରଣ ହେଉ ଯାହା ଜମ୍ମୁ କଶ୍ମୀରକୁ…
ମମତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଫଟୋ ଦେଖି ବିଚଳିତ ହେଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୪।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର (ମାର୍ଚ୍ଚ ୧୪) ଗୁରୁତର ଆହତ ହୋଇଛନ୍ତି। ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ହସପିଟାଲରେ ଭର୍ତ୍ତି ହୋଇଥିବା ମମତା ବାନାର୍ଜୀଙ୍କ ଫଟୋ ତ୍ରୁଣମୂଳ କଂଗ୍ରେସ (ଟିଏମସି) ର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ…
ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ କାଠରେ ଖୋଦେଇ ହନୁମାନ ଚାଳିଶା ପ୍ରଦାନ କଲେ ଓଡ଼ିଆ କାରିଗର
ହିଞ୍ଜିଳିକାଟୁ,୧୪।୩(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ କଣ୍ଟେଇକୋଳି ଗ୍ରାମର କାଠ କାରିଗର ଓ ଶିଳ୍ପୀ ଅରୁଣ କୁମାର ସାହୁ ଗୁରୁବାର ଉତ୍ତରପ୍ରଦେଶର ଅଯୋଧ୍ୟା ରାମମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏକ କାଠ ତିଆରି ପ୍ରତିକୃତି…
କମିବ ପେଟ୍ରୋଲ-ଡିଜେଲ ଦାମ, ଭଜନଲାଲ ସରକାରଙ୍କ ବଡ ନିଷ୍ପତ୍ତି
ଜଇପୁର,୧୪।୩: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାର ଭଜନଲାଲ ସରକାର ରାଜସ୍ଥାନବାସୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଏବେ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଆଶ୍ୱସ୍ତି ମିଳିବ। ଏଥି ସହିତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି…
ସଜା ଶୁଣିବା ପରେ ମୁଖତାର କହିଥିଲେ ହଜୁର ମୁଁ ବୁଢା ଆଉ ରୋଗୀଣା, କୋର୍ଟ କହିଲେ-ଅପରାଧ ଏହାଠାରୁ ଆହୁରି ବଡ
ବାରଣାସୀ,୧୪।୩: ଗାଜିପୁରର ୩୩ ବର୍ଷ, ତିନି ମାସ ୯ ଦିନ ପୁରୁଣା ନକଲି ଅସ୍ତ୍ର ଲାଇସେନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମାଫିଆ ମୁଖତାର ଅନସାରୀଙ୍କୁ ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। ଏମପି-ଏମଏଲଏ କୋର୍ଟ ବାରାଣାସୀର ସ୍ବତନ୍ତ୍ର…
ଡେନମାର୍କ ସେନାରେ ସାମିଲ ହେବେ ମହିଳା, ୟୁରୋପରେ ବଢୁଥିବା ସୁରକ୍ଷା ଚିନ୍ତା ଭିତରେ ବଡ ପଦକ୍ଷେପ
କୋପେନହାଗନ,୧୪।୩: ୟୁରୋପୀୟ ଦେଶ ଡେନମାର୍କ ଏହାର ସେନାରେ ମହିଳାଙ୍କୁ ଅନ୍ତର୍ଭୁକ୍ତ କରିବା ଦିଗରେ ପଦକ୍ଷେପ ନେଉଛି। ଡେନମାର୍କର ପ୍ରଧାନମନ୍ତ୍ରୀ ମ୍ୟାଟ ଫ୍ରେଡେରିକସେନ ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୟୁରୋପରେ ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ସେନାରେ…
ଭାଜପାରେ ସାମିଲ ହେଲେ ପୂର୍ବତନ ବିଜେଡି ବିଧାୟକ
ଭବାନୀପାଟଣା,୧୪।୩ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାଏକ ବିଜେଡି ଛାଡି ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ…
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ
ଗୋପାଳପୁର,୧୩ା୩(ନବୀନ ରାଜ ଆଚାରୀ) ଭାରତୀୟ ବାୟୁ ସେନାର ଜଣେ ଯବାନଙ୍କ ଆକସ୍ମିକ ମୃତ୍ୟୁ ହୋଇଛି। ସେ ହେଲେ ଗୋଳନ୍ଥରା ଥାନା ଇନ୍ଦ୍ରିକ୍ଷୀ ଗ୍ରାମର ଇନ୍ଦ୍ରମଣି ସାହୁ (୩୬)। ତାଙ୍କ ମର ଶରୀର ଗାଁରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ…
Archives


