ନିର୍ବାଚନ ପୂର୍ବରୁ ୟୁପି, ଉତ୍ତରାଖଣ୍ଡରେ ନୂଆ ପ୍ରଭାରୀ ଘୋଷଣା କଲା ଭାଜପା
ନୂଆଦିଲ୍ଳୀ,୨୭।୧: ଆସନ୍ତା ଲୋକ ସଭା ନିର୍ବାଚନ ପୂର୍ବରୁ ଶନିବାର ଭାଜପା ୨୩ଟି ରାଜ୍ୟର ନୂଆ ପ୍ରଭାରୀ ନାମ ଘୋଷଣା କରିଛି। ଏହାର ତାଲିକା ପ୍ରକାଶ ପାଇଛି। ଦଳ ପକ୍ଷରୁ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ନୂତନ ପ୍ରଭାରୀ ନାମ ଘୋଷଣା କରାଯାଇଛି।…
ବିଦେଶରେ ‘ଡଙ୍କି’ କ୍ରେଜ୍: ବ୍ରିଟେନ ସଂସଦରେ ହେବ ସ୍ପେଶାଲ ସ୍କ୍ରିନିଂ
ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହାରୁଖଙ୍କ ଫିଲ୍ମ ‘ପଠାନ’, ‘ଜୱାନ’ ଏବଂ ‘ଡଙ୍କି’ବକ୍ସ ଅଫିସ ରେକର୍ଡ ଭାଙ୍ଗିଛି। ୨୦୨୩ରେ ବକ୍ସ ଅଫିସରେ ରାଜ୍ କରିଛି ଏହି ଫିଲ୍ମ। ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଡଙ୍କି ୨୧ ଡିସେମ୍ବରରେ ସବୁ ଫିଲ୍ମ ହଲ୍ରେ ରିଲିଜ୍…
ଯୋଗମୁଦ୍ରାରେ ଶିକାର କରେ ଥ୍ରେସର ସାର୍କ, ପାଣି ଭିତରେ କରେ ଅଦ୍ଭୁତ ପ୍ରଦର୍ଶନ
ଯଦିଓ ବିଜ୍ଞାନ ଦ୍ୱାରା ଅନେକ ଜିନିଷର ରହସ୍ୟ ଉନ୍ମୋଚନ ହୋଇଛି ଯାହା ଏକଦା ଅସମ୍ଭବ ମନେ ହେଉଥିଲା। ତଥାପି ଏବେବି କିଛି ରହସ୍ୟ ଘେରରେ ଅଛି ଯାହା ଏପର୍ଯ୍ୟନ୍ତ ପ୍ରକାଶ ପାଇ ନାହିଁ। ବିଶେଷକରି ଯଦି ଆମେ ସମୁଦ୍ରରେ ବସବାସ କରୁଥିବା…
ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପୁଣି ସମନ ପଠାଇଲା ଇଡି
ରାଞ୍ଚି,୨୭।୧: ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛି। ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ସେ ୨୯ କିମ୍ବା ୩୧ଜାନୁଆରୀ ତାରିଖ ଦେବାକୁ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ କହିଛି। ସୂଚନାନୁସାରେ,…
ମାରଣାସ୍ତ୍ର ଦେଖାଇ ନେଇଗଲେ ଟଙ୍କା, ସୁନା ଅଳଙ୍କାର
ପୁରୀ,୨୭।୧: ପୁରୀ ଜିଲା ଅସ୍ତରଙ୍ଗ ଆଳସାହିରେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଘର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେଇ ଟଙ୍କା ଓ…
କେଜରିଓ୍ବାଲଙ୍କ ବଡ଼ ଅଭିଯୋଗ: ୭ ଏଏପି ନେତାଙ୍କୁ ୨୫ କୋଟିରେ କିଣିବାକୁ ଚେଷ୍ଟା କରୁଛି ଭାଜପା
ନୂଆଦିଲ୍ଲୀ,୨୭।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶନିବାର ଭାଜପା ଉପରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଭାଜପା ତାଙ୍କ ଦଳର ୭ଜଣ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ଏଏପି ବିଧାୟକଙ୍କୁ ଦଳ ପରିବର୍ତ୍ତନ କରିବାକୁ ଭାଜପା ୨୫ କୋଟି…
ହାତୀ ଦାନ୍ତ ଡିଲ୍ ବେଳେ ମାଡ଼ିବସିଲା ବନ ବିଭାଗ: ଧରାପଡ଼ିଲେ ୩ ଅଭିଯୁକ୍ତ
ଦେବଗଡ଼,୨୭।୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହରରେ ହାତୀ ଦାନ୍ତ ଡିଲ୍ ବେଳେ ମାଡ଼ିବସିଲା ବନ ବିଭାଗ। ହାତୀ ଦାନ୍ତ ଚୋରା ଚାଲାଣ ଅଭିଯୋଗରେ ଶନିବାର ବନ ବିଭାଗ ଦେବଗଡ଼ର ପ୍ରେମରାଜ ସାହୁ, ସମୀର କପରଦାର(ବାପି) ଓ ଦିଲ୍ଲୀର ରାଜେଶ କୁମାରଙ୍କୁ ଗିରଫ…
ଆଦିବାସୀ ମେଳା ଆରମ୍ଭ: ଆକର୍ଷଣ ସାଜିଛି ଜନଜାତିଙ୍କ ଘର
ଭୁବନେଶ୍ୱର,୨୭।୧: ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଦିବାସୀ ମେଳା ୨୦୨୪ ଭୁବନେଶ୍ୱର ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନସ…
IND vs ENG: ଇଂଲଣ୍ଡକୁ ବଡ ଝଟକା, ମ୍ୟାଚ ବେଳେ ଏହି ଖେଳାଳି ହେଲେ ଆହତ
ହାଇଦ୍ରବାଦ, ୨୭।୧: ଇଂଲଣ୍ଡ ସ୍ପିନ ବୋଲିଂ କୋଚ୍ ଜିତନ ପଟେଲ ପ୍ରକାଶ କରିଛନ୍ତି ଯେ ବାମହାତୀ ସ୍ପିନର ଜ୍ୟାକ ଲିଚ୍ଙ୍କ ଆଣ୍ଠୁରେ ଗଭୀର ଆଘାତ ପାଇଛନ୍ତି। ଇଂଲଣ୍ଡ ଦଳର ସବୁଠାରୁ ଅଭିଜ୍ଞ ସ୍ପିନର ଲିଚ୍ ପ୍ରଥମ ଦିନରେ ବାଉଣ୍ଡ୍ରି ବଞ୍ଚାଇବାକୁ ଚେଷ୍ଟା…
ପପ କୁଇନଙ୍କୁ ପଦ୍ମଶ୍ରୀ
ମୁମ୍ବାଇ: ପଦ୍ମଶ୍ରୀ ୨୦୨୪ ପାଇଁ ବଲିଉଡ ଗାୟିକା ଉଷା ଉଥୁପଙ୍କୁ ଭାରତ ସରକାର ଚୟନ କରିଛନ୍ତି। ଗତକାଲି ମିଥୁନ ଚକ୍ରବର୍ତ୍ତୀଙ୍କ ସହିତ ଉଷା ଉଥୁପଙ୍କ ନାମ ମଧ୍ୟ ପଦ୍ମ ପୁରସ୍କାର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା। ଉଷା ଉଥୁପଙ୍କ କ୍ୟାରିୟର ଯାତ୍ରା ଅତ୍ୟନ୍ତ…
ଉଭୟ ପକ୍ଷଙ୍କୁ ମିଳିଲା ଏଏସ୍ଆଇ ସର୍ଭେ ରିପୋର୍ଟ
ବାରାଣସୀ,୨୭।୧: ପୂର୍ବରୁ ଥିବା ମନ୍ଦିରର ଭଗ୍ନାବଶେଷ ଉପରେ ଜ୍ଞାନବାପି ମସ୍ଜିଦ ନିର୍ମାଣ ହୋଇଥିବା ଏଏସ୍ଆଇ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁଶଙ୍କର ଜୈନ ଏହା କହିିଛନ୍ତି। ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଦାଖଲ କରିଥିବା ୮୩୭ ପୃଷ୍ଠାର…
ସୁପ୍ରିମକୋର୍ଟରୁ ଇମ୍ରାନଙ୍କ ଦଳକୁ ମିଳିଲା ଆଶ୍ୱସ୍ତି
ଇସଲାମାବାଦ,୨୭।୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ଜେଲରେ ଥିବା ନେତାମାନଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଫେବୃଆରୀ ୮ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପରଭେଜ ଇଲାହି ଏବଂ ଅନ୍ୟ କେତେକ…
Archives


