ପୂର୍ବତନ ବିଧାୟକ ଏବଂ ଆଇଏଏସ୍ ଅଧିକାରୀଙ୍କ ଘରେ ପଶିଲା ଇଡି
ପାଟନା, ୧୬।୦୭: ବିହାରର ମଧୁବନି ଏବଂ ପାଟନା ଜିଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିଛି । ମିଳିଥିବା ସୂଚନା ଅନୁସାରେ ମଧୁବନି ଝଞ୍ଝାରପୁରର ପୂର୍ବତନ ବିଧାୟକ ଗୁଲାବ ଯାଦବଙ୍କ ଘରେ ଇଡି ଖୋଳତାଡ଼ ଆରମ୍ଭ କରିଛି । ଏଥି…
ଆଖି ବନ୍ଦ କରି ଜପ କଲେ କୋହଲି, ଅନୁଷ୍କା କହିଲେ ଶ୍ରୀରାମ ଜୟ ରାମ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୬।୭: କେବଳ ବଲିଉଡରେ ନୁହେଁ ଯେତେବେଳେ କ୍ରିକେଟ ଦୁନିଆରେ ପାୱାର୍ କପଲଙ୍କ ବିଷୟରେ କଥାବାର୍ତ୍ତା ହୁଏ, ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ନାମ ପ୍ରଥମେ ଆସିଥାଏ। ଦୁହେଁ ଇଣ୍ଡଷ୍ଟ୍ରିର ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ବିରାଟ କୋହଲି ଟି -୨୦…
‘ଶୁଭମନ୍ଙ୍କୁ ଅଧିନାୟକତ଼୍ବ ବିଷୟରେ ଜଣାନାହିଁ’, ବଡ଼ ବୟାନ୍ ଦେଲେ ଏହି ପୂର୍ବତନ ଖେଳାଳି
ନୂଆଦିଲ୍ଲୀ, ୧୬।୦୭: ଭାରତୀୟ କ୍ରିକେଟ୍ ଟିମ୍ ଆଇସିସି ଟି-୨୦ ବିଶ଼୍ବ କପ୍ ବିଜୟ ପରେ ଜିମ଼୍ବାୱେ ଗସ୍ତରେ ଯାଇଥିଲା । ଏହି ଟିମ୍ର ଅଧିନାୟକତ଼୍ବ ଶୁଭମନ ଗିଲ୍ଙ୍କ ହାତରେ ରହିଥିଲା । ପ୍ରଥମ ମ୍ୟାଚ୍ରେ ହାରିବା ପରେ ଟିମ୍ ଜୋରଦାର ଫର୍ମକୁ…
‘ହିନ୍ଦୁଙ୍କ ଧୈର୍ଯ୍ୟର ପରୀକ୍ଷା ନ ନିଆଯାଉ…’, ଗର୍ଜିଲେ ଗିରିରାଜ
ନୂଆଦିଲ୍ଲୀ,୧୬।୭: ଇନ୍ତେହାଦେ ମିଲ୍ଲତ କଉନସିଲର ଅଧ୍ୟକ୍ଷ ମୌଲାନା ତୈକିର ରଜା ପୁଣି ଥରେ ବିବାଦରେ ଅଛନ୍ତି। ସେ ଘୋଷଣା କରିଛନ୍ତି ଯେ ସେ ଜୁଲାଇ ୨୧ ରେ ପାଞ୍ଚ ଦମ୍ପତିଙ୍କୁ ଇସଲାମରେ ପରିଣତ କରିବାକୁ ଯାଉଛନ୍ତି। ମୌଲାନାଙ୍କ ଏହି କାର୍ଯ୍ୟ କରିବା…
ଏମିତି ସଟ୍ ଖେଳିଲେ ବ୍ୟାଟ୍ସମ୍ୟାନ୍, ବ୍ୟାଟ୍ ହୋଇଗଲା ଦି’ ଫାଳ: ଦେଖନ୍ତୁ ଭିଡିଓ
ଓ୍ବାଶିଂଟନ୍,୧୬।୭: ଆମେରିକାର ମେଜର ଲିଗ କ୍ରିକେଟରେ (ଏମ୍ଏଲ୍ସି ୨୦୨୪) ଖେଳାଯାଇଥିଲା। ଏହି ମ୍ୟାଚ ଲସ ଆଞ୍ଜେଲସ ନାଇଟ ରାଇଡର୍ସ (ଏଲ୍ଏକେଆର୍) ଏବଂ ୱାଶିଂଟନ ଫ୍ରିଡମ (ଡବ୍ଲୁଏଫ) ମଧ୍ୟରେ ଖେଳାଯାଇଥିଲା। ୱାଶିଂଟନ ଫ୍ରିଡମ ଏହି ମ୍ୟାଚ ଜିତିଥିଲା। ୱାଶିଂଟନ ଫ୍ରିଡମ ଅଧିନାୟକ ଷ୍ଟିଭ…
ଜିପ୍ ଇଣ୍ଡିଆର ଅଲ୍ ନ୍ୟୁ ବ୍ରାଣ୍ଡ୍ କ୍ୟାମ୍ପେନିଂ
ନୂଆଦିଲ୍ଲୀ,୧୬।୭: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଅନ୍ତଃରାଷ୍ଟ୍ରୀୟ ବ୍ରାଣ୍ଡ୍ ‘ଜିପ’ର ବହୁ ପ୍ରତୀକ୍ଷିତ ତଥା ଅଲ୍ ନ୍ୟୁ ବ୍ରାଣ୍ଡ୍ କ୍ୟାମ୍ପେନିଂର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍ର ପ୍ରିମିୟମ ମଡେଲ ‘ଅଲ୍ ନ୍ୟୁ ୨୦୨୪ ଓ୍ବାରଙ୍ଗଲର ଟିଭି କମର୍ସିଆଲ (ଟିଭିସି)ର…
୧୯ ରାଜ୍ୟରେ ପ୍ରବଳ ବର୍ଷା, ଜାରି ହେଲା ରେଡ୍ ଆଲର୍ଟ
ନୂଆଦିଲ୍ଲୀ, ୧୬।୦୭: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଠାରୁ ପୂର୍ବାଞ୍ଚଳ ମହାରାଷ୍ଟ୍ର, କେରଳ ଏବଂ କର୍ଣ୍ଣାଟକ ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବା ସହ ନଦୀରେ ବନ୍ୟା ଆସିବା ସମ୍ଭାବନା ରହିଛି । ୟୁପି, ଗୁଜୁରାଟ ଠାରୁ ନେଇ ବିହାର ଏବଂ ଆସାମ…
ମାଲିକ ନ ଥିବା ବେଳେ ରତ୍ନଭଣ୍ଡାର ଖୋଲିବା ଠିକ୍ ନୁହେଁ
ପୁରୀ, ୧୬ା୭(ଅଜିତ୍ କୁମାର ମହାନ୍ତି):ଦୀର୍ଘ ୪୬ ବର୍ଷ ପରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିଛି। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏସ୍ଓପି ଅନୁସରଣ କରାଯାଇଥିଲା। ତେବେ ଭିତର ରତ୍ନଭଣ୍ଡାର ତାଲା ଜିଲା ଟ୍ରେଜେରିରୁ ଆସିଥିବା ଚାବିରେ ନ ଖୋଲିବାରୁ ଏସ୍ଓପି ଅନୁଯାୟୀ…
ଡିଲ କରୁଛନ୍ତି ଟାଟା-ବିଏସଏନଏଲ, ଉଭେଇଯିବ ଏୟାରଟେଲ, ଜିଓ!
ନୂଆଦିଲ୍ଲୀ,୧୬।୭: ପ୍ରାଇବେଟ ଟେଲିକମ କମ୍ପାନୀ ଏୟାରଟେଲ ଓ ଜିଓ ନିଜର ରିଚାର୍ଜ ପ୍ଲାନରେ ବୃଦ୍ଧି କରିବାରୁ ଲୋକେ ବିଏସଏନଏଲ ଆଡକୁ ମୁହାଁଉଛନ୍ତି। ଏପରିକି ବିଏସଏନଏଲ ମଧ୍ୟ ଏହି ସମୟରେ ଏକ ଶସ୍ତା ଯୋଜନା ଆରମ୍ଭ କରିଛି। ଯେଉଁଥିରେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବ…
ସକାଳୁ ସକାଳୁ ରାସ୍ତା ମଝିରେ ନେତାଙ୍କୁ ହତ୍ୟା
ଚେନ୍ନାଇ, ୧୬।୦୭: ତାମିଲ୍ନାଡ଼ୁ ବିଏସ୍ପିର ମୁଖ୍ୟଙ୍କୁ ହତ୍ୟା ପରେ ଏବେ ଆଉ ଜଣେ ନେତାଙ୍କୁ ହତ୍ୟା କରାଯାଇଛି । ମଦୁରାଇର ନାମ ତାମିଲର ପାର୍ଟିର ଜିଲ୍ଲା ଉପ-ସଚିବ ବାଲା ସୁବ୍ରମଣିୟମ୍ଙ୍କୁ ମଙ୍ଗଳବାର ସକାଳୁ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁସାରେ…
କାହିଁକି କରାଗଲା ମୁକେଶଙ୍କ ପିତାଙ୍କୁ ହତ୍ୟା? ଚମକାଇ ଦେବ ପୋଲିସର ଜବାବ!
ପାଟନା,୧୬।୭: ସୋମବାର ବିଳମ୍ବିତ ରାତିରେ ବିହାରର ଦାରଭଙ୍ଗା ଜିଲାରେ ବିକାଶଶୀଳ ଇନସାନ ପାର୍ଟି(ଭିଆଇପି)ର ଜାତୀୟ ସଭାପତି ମୁକେଶ ସାହନିଙ୍କ ପିତା ଜିତନ ସାହନିଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଘର ଭିତରେ କ୍ଷତ ବିକ୍ଷତ ମୃତଦେହ ମିଳିବା ପରେ…
ତିନି ବର୍ଷ ପରେ ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ପୁଣି ସମ୍ବୋଧିତ କରିପାରନ୍ତି ମୋଦି
ନୂଆଦିଲ୍ଲୀ/କାଲିଫର୍ନିଆ,୧୬।୭: ସେପ୍ଟେମ୍ବର ୨୬ରେ ମିଳିତ ଜାତିସଂଘ ସାଧାରଣ ସଭାର ଉଚ୍ଚ ସ୍ତରୀୟ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିପାରନ୍ତି। ସୋମବାର ପ୍ରକାଶିତ ତାଲିକା ଅନୁଯାୟୀ, ଭାରତର ପ୍ରଧାନମନ୍ତ୍ରୀ ମୋଦି ୨୬ ସେପ୍ଟେମ୍ବର ଅପରାହ୍ନରେ ଏହି ସମାବେଶକୁ ସମ୍ବୋଧିତ କରିପାରନ୍ତି। ମିଳିତ…

