Home Left

ପୃଥ୍ବୀ ଶ’ଙ୍କ ଦୀର୍ଘ ଦିନର ଅପେକ୍ଷା ଶେଷ, ଫେବୃଆରୀ ୨ରେ ଏହି ମୁକାବିଲା ସହିତ ମଇଦାନକୁ ଫେରିବେ

ନୂଆଦିଲ୍ଲୀ,୧।୨: ଭାରତୀୟ ଓପନର୍‌ ପୃଥ୍ବୀ ଶ’ଙ୍କ ପାଇଁ ଏକ ଖୁସି ଖବର ଅଛି। ବାସ୍ତବରେ ପୃଥ୍ବୀ ଶ’ଦୀର୍ଘ ସମୟ ପରେ ମଇଦାନକୁ ଫେରିବାକୁ ଯାଉଛନ୍ତି । ରଣଜୀ ଟ୍ରଫି ୨୦୨୩-୨୪ ସିଜିନର ଗ୍ରୁପ ବି ମ୍ୟାଚରେ ବେଙ୍ଗଲ ମୁମ୍ବାଇକୁ ଭେଟିବ ।…

ଆର୍‌ବିଆଇର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ, ଓ୍ବାଲେଟ୍‌ର କ’ଣ ହେବ; ଜାଣନ୍ତୁ ସମସ୍ତ ପ୍ରଶ୍ନର ଉତ୍ତର…

ନୂଆଦିଲ୍ଲୀ,୧।୨: ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଲିମିଟେଡ୍‌(ପିପିବିଏଲ୍‌) ବିରୋଧରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫଳସ୍ବରୂପ ୨୦୨୪ ଫେବୃଆରୀ ୨୯ ପରଠାରୁ ପେଟିଏମ୍‌ କୌଣସି ଗ୍ରାହକଙ୍କ ଆକାଉଣ୍ଟ, ପ୍ରିପେଡ୍‌ ଇନ୍‌ଷ୍ଟୁମେଣ୍ଟ, ଓ୍ବାଲେଟ୍‌ ଏବଂ ଫାସ୍‌ଟ୍ୟାଗ୍‌ ମାଧ୍ୟମରେ କୌଣସି ଜମା…

ହେମନ୍ତ ସୋରେନ୍‌ ଜଣେ ‘ବିଗିଡି ଯାଇଥିବା ପୁଅ’: କିରେନ୍‌ ରିଜିଜୁ

ନୂଆଦିଲ୍ଲୀ,୧।୨: ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଛି। ଗିରଫ ପୂର୍ବରୁ ସୋରେନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଥିଲେ, ମୁଁ ହାର ମାନିବି ନାହିଁ ଏବଂ ଆପୋଷ ବୁଝାମଣା…

ବଜେଟ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧।୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଅନ୍ତରୀଣ ବଜେଟ୍ ୨୦୨୪ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ସଂସଦରେ ପ୍ରବେଶ କରିବା ପୂର୍ବରୁ ତାଙ୍କୁ ଦହି-ଚିନି ଖୁଆଇଛନ୍ତି। ରାଷ୍ଟ୍ରପତି ଭବନ ପକ୍ଷରୁ ଏକ୍ସ ହ୍ୟାଣ୍ଡେଲରେ ଫଟୋ…

ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛନ୍ତି ଆଦିବାସୀ ସଂଗଠନ

ରାଞ୍ଚି,୧।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିବାକୁ ବିରୋଧ କରି ଗୁରୁବାର ଅନେକ ଆଦିବାସୀ ସଂଗଠନ ପକ୍ଷରୁ ରାଜ୍ୟବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦରେ ୧୫-୨୦ ଆଦିବାସୀ ସଂଗଠନ ସାମିଲ ହେବେ। ଯାଞ୍ଚରେ ସୋରେନ୍‌ ସହଯୋଗ କରିବା…

କୋହଲି ଥିଲେ ହାଇଦ୍ରାବାଦ୍‌ ଟେଷ୍ଟ ହାରି ନ ଥାନ୍ତା ଭାରତ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଯଦି ବିରାଟ କୋହଲି ଭାରତର ଅଧିନାୟକ ହୋଇଥାନ୍ତେ ତେବେ ହାଇଦ୍ରାବାଦରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଆୟୋଜକ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ି ନ ଥାନ୍ତା ବୋଲି ଇଂଲଣ୍ଡର ପୂର୍ବତନ…

ଏହି ସହରରେ ଚକୋଲେଟ୍‌ କିଲୋ ୫୦ ଟଙ୍କା, ବସ୍ତା ଧରି କିଣିବାକୁ ଆସନ୍ତି ଲୋକେ

ଦିଲ୍ଲୀକୁ ହୃଦୟର ସହର କୁହାଯାଏ। ଏଠାରେ ଆପଣ ଧନୀ ବ୍ୟକ୍ତିଙ୍କ ପାଇଁ ଦାମୀ ଜିନିଷ ଏବଂ ଗରିବଙ୍କ ପାଇଁ ମଧ୍ୟ ଭଲ ଜିନିଷ ପାଇପାରିବେ। ଶସ୍ତା ପୋଷାକ ପାଇଁ ପ୍ରସିଦ୍ଧ ସରୋଜିନୀ ମାର୍କେଟ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। କିନ୍ତୁ ଆପଣ…

ଆରବିଆଇ କଟକଣା: ୩୦୦-୫୦୦ କୋଟି କ୍ଷତି ସହିବ ପେଟିଏମ୍

ନୂଆଦିଲ୍ଲୀ,୧ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କଟକଣା ଲଗାଇବା ପରେ ବଡ଼ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛି ପେଟିଏମ୍ ପେମେଣ୍ଟ ବ୍ୟାଙ୍କ। ଆରବିଆଇର ଏହି ନିର୍ଦ୍ଦେଶ ଅନୁଯାୟୀ ଫେବୃଆରୀ ୨୯ ତାରିଖ ପରେ କମ୍ପାନୀର ପ୍ରାୟ ସମସ୍ତ ସେବା ବନ୍ଦ ହୋଇଯିବ, ଯାହା…

Video: ମୋତେ ବିୟର୍‌ ପସନ୍ଦ, ମଧ୍ୟାହ୍ନ ଭୋଜନବେଳେ ପ୍ରାୟ ୪ଟି ପିଏ…ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ସିଡନୀ,୧।୨: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶଙ୍କୁ ଆଲାନ ବର୍ଡର ମେଡାଲରେ ପୁରସ୍କୃତ କରାଯାଇଛି। କ୍ରିକେଟ ଅଷ୍ଟ୍ରେଲିଆ ପୁରସ୍କାରରେ ବର୍ଷର ଶ୍ରେଷ୍ଠ କ୍ରିକେଟରଙ୍କୁ ଆଲାନ ବର୍ଡର ମେଡାଲ ପ୍ରଦାନ କରାଯାଏ। ଏଥର ମିଚେଲ ମାର୍ଶ ଆଲାନ ବର୍ଡର ମେଡାଲ ଜିତିଛନ୍ତି। ଏହା ପରେ…

ଟିମ୍‌ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଚେକ୍‌ ବାଉନ୍ସ ମାମଲାରେ ଗିରଫ

ନାଗପୁର,୧।୨: ଚେକ୍‌ ବାଉନ୍ସ ମାମଲାରେ ନାଗପୁର ପୋଲିସ ପୂର୍ବତନ କ୍ରିକେଟର ପ୍ରଶାନ୍ତ ବୈଦ୍ୟଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି କରାଯାଇଥିବା ବେଳେ ବୁଧବାର ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ତେବେ ତାଙ୍କୁ ଅଦାଲତରେ ହାଜର କରାଯାଇଥିବା…

ଭାଜପା ୱାଶିଂମେସିନରେ ଯିଏ ଯାଏ ସିଏ ସଫା, ଯିଏ ନ ଯାଏ ସିଏ ଅଳିଆ: ଖାର୍ଗେ

ନୂଆଦିଲ୍ଲୀ,୧।୨: ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ଦଳର ନେତାମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି। ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ ଏହି ଟାର୍ଗେଟ୍‌ ଅଧିକ ହୋଇଛି। ଜମି ଜାଲିଆତି ମାମଲାରେ ଟଙ୍କା ହେରଫେର…

ହୃଦୟ ବିଦାରକ ଘଟଣା, ବାପା ମା’ଙ୍କ ଆଗରେ ନାବାଳିକାଙ୍କୁ ଗଣବଳାତ୍କାର

ନୂଆଦିଲ୍ଲୀ,୧ା୨: ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ୧୫ ବର୍ଷର ନାବାଳିକାକୁ ସୋମବାର ରାତିରେ ତିନିଜଣ ବ୍ୟକ୍ତି ବାପା ମା’ଙ୍କ ଆଗରେ ବନ୍ଧୁକ ମୁନରେ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସୋମବାର ରାତିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri