ସର୍ବଦଳୀୟ ବୈଠକରେ କାହିଁକି ଆସିଲାନି କଂଗ୍ରେସ? ବିସ୍ଫୋରକ ବୟାନ ଦେଲେ ତାରା
ଭୁବନେଶ୍ୱର,୨୧।୭: ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଶେଷ ହୋଇଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ , ଏବଂ ଶାସକ ଦଳର ମନ୍ତ୍ରୀବୃନ୍ଦ ଉପସ୍ଥିତ ଥିଲେ ।…
ଏଲନ ମସ୍କଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିଲ ଗେଟ୍ସ
ଓ୍ବାଶିଂଟନ୍,୨୧।୭: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ଟେସଲା ତଥା ଏକ୍ସର ମାଲିକ ଏଲନ ମସ୍କଙ୍କୁ ପ୍ରଶଂସା କରିଛନ୍ତି। ଏକ ସାକ୍ଷାତକାରରେ ଜଳବାୟୁ ପରିବର୍ତ୍ତନକୁ ନେଇ ଖୋଲା ମତ ରଖିଥିବା ବିଲ ଗେଟ୍ସ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବାରେ ଟେସଲା ଏକ…
ସର୍ବଦଳୀୟ ବୈଠକ ଡାକିଲେ ସରକାର, ଆସିଲାନି କଂଗ୍ରେସ
ଭୁବନେଶ୍ୱର,୨୧।୭: ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଶେଷ ହୋଇଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ , ଏବଂ ଶାସକ ଦଳର ମନ୍ତ୍ରୀବୃନ୍ଦ ଉପସ୍ଥିତ ଥିଲେ ।…
୧୫ ଦିନ ତଳେ କରିଥିଲେ ବିବାହ, ସାମାନ୍ୟ କଥାରୁ ଗୁଳିକରି ହତ୍ୟା
ନୂଆଦିଲ୍ଲୀ, ୨୧।୭: ରାସ୍ତାରେ କାର ପାର୍କିଂକୁ ନେଇ ସାମାନ୍ୟ ଯୁକ୍ତି ତର୍କରୁ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯାଇଛି । ଏପରି ଏକ ଘଟଣା ଆମେରିକାରେ ରହୁଥିବା ଜଣେ ଭାରତୀୟ ବଂଶଦ୍ଭୋବଙ୍କ ସହ ଘଟିଛି । ଅନ୍ୟଜଣେ କାର ଚାଳକଙ୍କ…
କ୍ରୀଡା ପୁରସ୍କାର ନାଁ ବଦଳେଇବା ଘଟଣା: ସଫେଇ ଦେଲେ କ୍ରୀଡା ମନ୍ତ୍ରୀ
ଭୁବନେଶ୍ୱର,୨୧।୭: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ବଦଳାଇ ଦେବାର ଗୋଟିଏ ଦିନ ପରେ ୟୁ-ଟର୍ନ ନେଇଛନ୍ତି ରାଜ୍ୟ ସରକାର। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ହେବନି ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ…
ସାଇକେଲରେ ଘରକୁ ଫେରୁଥିଲେ, ଦଳିଦେଲା ବଣୁଆ ହାତୀ
କୁଆଁରମୁଣ୍ଡା,୨୧।୭(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ ଜିଲା ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ରେଞ୍ଜ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କଚାରୁ ବନାଞ୍ଚଳର ରାମପୁର ନିକଟରେ ଏକ ବଣୁଆ ହାତୀ ଜଣେ ଯୁବକଙ୍କୁ ଶୁଣ୍ଢରେ ଟେକି କଚାଡି ପାଦରେ ଦଳି ମାରିଦେଇଛି।…
ମୋ ଆଖିକୁ ଆଉ କିଛି ଦେଖାଯାଉନି, ଦୁଃଖ ବଖାଣିଲେ ଅଭିନେତ୍ରୀ
ଅଭିନେତ୍ରୀ ଜସ୍ମିନ ଭାସିନ କଠିନ ସମୟ ଦେଇ ଗତି କରୁଛନ୍ତି। ତାଙ୍କ ଆଖିରେ ସମସ୍ୟା ଦେଖାଦେଇଛି। ଲେନ୍ସ ଲଗାଇବାରୁ ତାଙ୍କର ସବୁ ସମସ୍ୟା ସୃଷ୍ଟି ହୋଇଛି। ନିକଟରେ ମୁଁ ଲେନ୍ସ ଲଗାଇବା ମାତ୍ରେ ମୋର ଆଖି ନଷ୍ଟ ହୋଇଗଲା, ଯନ୍ତ୍ରଣା ଆରମ୍ଭ…
ତୀର୍ଥସ୍ଥାନକୁ ଯାଉଥିବା ବେଳେ ଧସିଲା ପାହାଡ଼, ୩ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୨୧।୭: କେଦାରନାଥଙ୍କ ଦର୍ଶନ କରିବାକୁ ଯାଉଥିବା ବେଳେ ପାହାଡ଼ ଧସିବାରୁ ୩ ଜଣ ତୀର୍ଥ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏଥିସହିତ ୮ ଜଣ ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଦୁଇଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ଅନ୍ୟଜଣେ…
‘ମୁଖ୍ୟମନ୍ତ୍ରୀ ବସ’ ସେବାରୁ ବଞ୍ଚିତ କେନଝିରିଆପାଲି ପଞ୍ଚାୟତବାସୀ
ଅମରପାଲି,୨୧।୭(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଗ୍ରାମ ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀ ବସ୍ ସେବା ପାଇବାରୁ ବଞ୍ଚିତ ହେଉ ଥିବା ଅଭିଯୋଗ ହେଉଛି। ତେଣୁ ସରକାର ତୁରନ୍ତ ଏହି ପଞ୍ଚାୟତକୁ ସରକାରୀ ବସ ଚଳାଚଳ କରିବାକୁ ପଞ୍ଚାୟତବାସୀ ଦାଦି କରିଛନ୍ତି।…
ସ୍ତ୍ରୀ ସମେତ ୪୨ ମହିଳାଙ୍କୁ କରିଛି ହତ୍ୟା, ଶବକୁ ଖଣ୍ଡଖଣ୍ଡ କରି…
ନୂଆଦିଲ୍ଲୀ,୨୧।୭: କେନିଆର ରାଜଧାନୀ ନୈରେବୀରେ ଜଣେ ବ୍ୟକ୍ତି ୪୨ ମହିଳାଙ୍କୁ ହତ୍ୟା କରିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଲୋମ ଟାଙ୍କୁରା ଘଟଣା ସମ୍ପୁର୍ଣ୍ଣ ଦେଶକୁ ଦୋହଲାଇ ଦେଇଛି। ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ସହିତ ସମସ୍ତ…
ବାହାଘରକୁ ଦେଢମାସ ପୂରିନି, ଝୁଲିପଡିଲେ ନବବଧୂ
ପାଟଣା ,୨୧।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଜମୁନା ପଶି ପଞ୍ଚାୟତ ଗୋଡି ପୋଖରୀ ଗ୍ରାମରେ ବନ୍ଦ ଘର କୋଠରୀ ଭିତରୁ ରବିବାର ସକାଳେ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ବିବାହିତା ମହିଳା ଜଣକ ହେଉଛନ୍ତି…
ବିଧାନସଭା ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ, ଉପସ୍ଥିତ ହେଲେ…
ଭୁବନେଶ୍ୱର,୨୧।୭: ସପ୍ତଦଶ ବିଧାନସଭା ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି। ଏଥିସହ ବିରୋଧୀଦଳ ମୁଖ୍ୟ…

