Home Left

CBSE Exam: ସିବିଏସ୍‌ଇ ଦଶମ, ଦ୍ୱାଦଶ ଆଡ୍‌ମିଟ କାର୍ଡ ଜାରି, ଆସନ୍ତା ୧୫ରୁ ପରୀକ୍ଷା…

ଭୁବନେଶ୍ୱର, ୬।୨(ଅସମାପିକା ସାହୁ)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସିବିଏସ୍‌ଇ ଅଫିସିଆଲ ୱେବ୍‌ସାଇଟ cbse.gov.inରେ ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ କରାଯାଇଛି। ସ୍କୁଲଗୁଡିକ ଏହି ପୋର୍ଟାଲରେ…

ସ୍ବାମୀଙ୍କଠାରୁ ଅଲଗା ହେଲେ ହେମାମାଳିନୀଙ୍କ ଝିଅ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଈଶା ଦେଓଲ ସ୍ବାମୀ ଭାରତ ଭରତଙ୍କଠାରୁ ଅଲଗା ହୋଇଛନ୍ତି। ଉଭୟଙ୍କ ୧୨ ବର୍ଷର ବୈବାହିକ ସମ୍ପର୍କ ଉପରେ ଲାଗିଛି ବିରାମ। ତେବେ ଦୁହେଁ ସହମତିରେ ରାସ୍ତା ଅଲଗା କରିଥିବା ଈଶା ସ୍ପଷ୍ଟ କରିଛନ୍ତି। ଛାଡ଼ପତ୍ର ସତ୍ତ୍ୱେ ସେମାନେ…

ମିଳିଲାନି ଅଧିନାୟକତ୍ୱ: ମୁମ୍ବାଇ ଇଣ୍ଡିଆନ୍ସ କୋଚଙ୍କ ଉପରେ ରାଗିଲେ ରୋହିତଙ୍କ ସ୍ତ୍ରୀ…

କୋଲକାତା,୬।୨ : ଆଇପିଏଲ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନୂତନ ଅଧିନାୟକ କରିଛି। ଯାହା ପରେ ବର୍ତ୍ତମାନ ରୋହିତ ଶର୍ମାଙ୍କ ସ୍ତ୍ରୀ ରିତିକା ସାଜଦେହ ମୁମ୍ବାଇ ଇଣ୍ଡିଆନ୍ସ କୋଚ ମାର୍କ ବାଉଚରଙ୍କ…

ନାବାଳିକା ବଳାତ୍କାର ମାମଲାରେ ଫସିଲେ ଭାରତୀୟ ହକି ଟିମ୍‌ର ଏହି ଖେଳାଳି, ବିବାହର ପ୍ରତିଶ୍ରୁତି ଦେଇ…

ନୂଆଦିଲ୍ଲୀ,୬।୨: ଭାରତୀୟ ହକି ଦଳର ଡିଫେଣ୍ଡର ବରୁଣ କୁମାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି। ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ବାଙ୍ଗାଲୋରର ଜ୍ଞାନଭାରତୀ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ୍‌ ବଳାତ୍କାର ଏବଂ ପୋକ୍‌ସୋ ଧାରାରେ ମାମଲା…

Paytm Crisis: କିଭଳି ବନ୍ଦ କରିବେ ନିଜର ପେଟିଏମ୍‌ ବ୍ୟାଙ୍କ ଆକାଉଣ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ଉପାୟ…

ନୂଆଦିଲ୍ଲୀ,୬।୨: ଭାରତୀୟ ରିଜର୍ଭ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍‌ର ଅଡ଼ୁଆ ବଢ଼ିବାରେ ଲାଗିଛି। ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍‌କୁ କୌଣସି ଗ୍ରାହକ ଆକାଉଣ୍ଟ, ପ୍ରିପେଡ୍‌ ସାଧନ, ଓ୍ବାଲେଟ୍‌ ଏବଂ ଫାଷ୍ଟଟ୍ୟାଗ୍‌ରେ ଫେବୃଆରୀ ୨୯ ୨୦୨୪ ଠାରୁ ଟପ୍‌ଅପ୍‌ ସ୍ବୀକାର ନକରିବାକୁ ନିର୍ଦ୍ଦେଶ…

ଆଧାର-ପ୍ୟାନ୍‌ ବିଳମ୍ବ ସଂଯୋଗରୁ ୬୦୦ କୋଟିର ରାଜସ୍ବ ସଂଗ୍ରହ

ନୂଆଦିଲ୍ଲୀ,୬।୨: ଭାରତ ସରକାର ଆଧାର ସହିତ ପ୍ୟାନ୍‌ କାର୍ଡର ବିଳମ୍ବ ସଂଯୋଗରୁ ୬୦୦କୋଟିରୁ ଅଧିକ ଟଙ୍କାର ରାଜସ୍ବ ଜରିମାନା ଆକାରରେ ସଂଗ୍ରହ କରିଛନ୍ତି। ଏପରିକି ଦେଶର ପ୍ରାୟ ୧୧.୪୮ କୋଟି ସ୍ଥାୟୀ ଆକାଉଣ୍ଟ ନମ୍ବର ବାୟୋମେଟ୍ରିକ ପରିଚୟ ସହିତ ଜଡିତ ହୋଇନାହିଁ…

ଓମ୍‌ ଆକୃତିରେ ତିଆରି ହୋଇଛି ଦେଶର ପ୍ରଥମ ମନ୍ଦିର

ପାଲି(ରାଜସ୍ଥାନ), ୬।୨: ରାଜସ୍ଥାନର ପାଲି ଜିଲା ଜାଡାନ ଗାଁରେ ନୂତନ ଭାବେ ଓମ୍‌ ଆକୃତିର ନିର୍ମାଣ ହୋଇଛି ଏକ ମନ୍ଦିର। ପ୍ରାୟ ୨୫୦ ଏକର ଜମିରେ ନିର୍ମିତ ହୋଇଥିବା ଏହି ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୧୯ ତାରିଖରେ ହେବ।…

କୁଜିବରଠାରେ ବିଏମ୍‌ଏସ୍‌ର ମେଗା ହାଉସିଂ ପ୍ରକଳ୍ପ

ଭୁବନେଶ୍ୱର,୬।୨: ରାଜ୍ୟ ପ୍ରମୁଖ ଘରୋଇ ସଂସ୍ଥା ବିଏମ୍‌ଏସ୍‌ ଜଏଣ୍ଟ ଭେଞ୍ଚର୍ସର ମେଗା ହାଉସିଂ ପ୍ରକଳ୍ପ କଟକର ଚୌଦ୍ୱାରସ୍ଥିତ କୁଜିବରଠାରେ ଉଦ୍‌ଘାଟିତ ହୋଇଯାଇଛି ା ଏହି ଅବସରରେ ବିଶିଷ୍ଟ ସାମାଜିକ କର୍ମୀ ନିରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର…

ସର୍ବବୃହତ୍‌ ଆଇପିଓ ଆଣିପାରେ ହ୍ୟୁଣ୍ଡାଇ

ନୂଆଦିଲ୍ଲୀ,୬।୨: ଅନ୍ତରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ହ୍ୟୁଣ୍ଡାଇ ମୋଟର କୋ.ର ଭାରତ ୟୁନିଟ (ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ବା ଏଚ୍‌ଏମ୍‌ଆଇଏଲ୍‌) ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ସର୍ବବୃହତ ଇନିସିଆଲ ପବ୍ଲିକ ଅଫର (ଆଇପିଓ) ଆଣିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା…

ରାତାରାତି ସାଇ ପଲ୍ଲବୀଙ୍କୁ ରିପ୍ଲେସ୍‌ କଲେ ଏହି ଷ୍ଟାରକିଡ୍‌!

ବମ୍ବେ: ବଲିଉଡ୍‌ ଫିଲ୍ମ ନିର୍ଦ୍ଦେଶକ ନିତେଶ ତିଓ୍ବାରୀଙ୍କ ଅପକମିଂ ଫିଲ୍ମ ‘ରାମାୟଣ’ ଚର୍ଚ୍ଚାରେ ରହିଆସୁଛି। ଫିଲ୍ମର ଷ୍ଟାରକାଷ୍ଟକୁ ନେଇ କିଛି ନା କିଛି ଅପ୍‌ଡେଟ୍‌ ସାମ୍ନାକୁ ଆସୁଛି। ଏଥିରେ ଅଭିନେତା ରଣବୀର କପୁର ରାମଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ…

Atal Pension Yojana: ଏହି ସରକାରୀ ଯୋଜନାରେ ମିଳିଥାଏ ୫୦୦୦ ଟଙ୍କା ପେନସନ୍‌, ସ୍ବାମୀସ୍ତ୍ରୀ ଉଭୟ କରିପାରିବେ ନିବେଶ…

ନୂଆଦିଲ୍ଲୀ,୬।୨: କେନ୍ଦ୍ର ସରକାର ଦେଶବାସୀଙ୍କୁ ସଞ୍ଚୟ ଲାଗି ପ୍ରୋତ୍ସାହିତ କରିବା ଲାଗି ଅନେକ ପ୍ରକାର ଯୋଜନା ଚଳାଉଛନ୍ତି। ଏଥିରେ ନିବେଶ କରି ଲୋକେ ନିଜର ଭବିଷ୍ୟତକୁ ଆର୍ଥିକ ଭାବେ ସୁରକ୍ଷିତ କରିପାରିବେ। ନିଜର ବାର୍ଦ୍ଧକ୍ୟକୁ ସୁରକ୍ଷିତ କରିବା ଲାଗି ଲୋକ ଚାକିରି…

Video: କାଉ ପାଟିରେ ରାମ-ରାମ ! ଅଯୋଧ୍ୟା ରେଳ ଷ୍ଟେଶନରେ କିଛି ଏଭଳି ଦୃଶ୍ୟ ହେଉଛି ଭାଇରାଲ

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ସେଠାରେ ଭକ୍ତଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି। ସମସ୍ତେ ‘ଜୟ ଶ୍ରୀରାମ’ ନାରା ଲଗାଇ ରାମଲାଲାଙ୍କ ଦର୍ଶନ କରୁଛନ୍ତି। ତେବେ କେବଳ ଯେ ମନୁଷ୍ୟ ତାହା ନୁହେଁ ପଶୁପକ୍ଷୀ ମଧ୍ୟ ରାମଙ୍କ ଭକ୍ତିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri