Home Left

ଗାଁଠୁ ସହର ସବୁଠି ହୋଲିକୁ ନେଇ ଚଳଚଞ୍ଚଳ

ବାଲିଗୁଡା,୨୬।୩:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ରଙ୍ଗର ପର୍ବ ହୋଲି । ଏହି ଦିନରେ ସମସ୍ତେ ପର ଆପଣା ଭେଦଭାବ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ଗାଁଠୁ ସହର ସବୁଠି ହୋଲିକୁ ନେଇ ଚଳଚଞ୍ଚଳ।  ଏ ନେଇ କନ୍ଧମାଳ ଜିଲାର ବାଲିଗୁଡା ତଥା…

ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ଭାଜପା

ନୂଆଦିଲ୍ଲୀ,୨୬।୩: ଭାରତୀୟ ଜନତା ପାର୍ଟି ସିକ୍କିମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହା ସହିତ ୪ଟି ରାଜ୍ୟରେ ଉପ-ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ସିକ୍କିମରେ ୯ ଜଣ ପ୍ରାର୍ଥୀଙ୍କ ନାମ ଦଳ…

ଆରମ୍ଭ ହେଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ଗଣମାଧ୍ୟମ ପ୍ରବେଶ ଉପରେ ଲାଗିଲା ରୋକୋ

ପୁରୁଷୋତ୍ତମପୁର,୨୬।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର  ଯାତ୍ରା ଆରମ୍ଭ ହୋଇଛି। ମା’ଙ୍କୁ ଦର୍ଶନ କରିବା ନିମନ୍ତେ ମଧ୍ୟ  ରାତିରୁ ମନ୍ଦିରରେ  ଭକ୍ତଙ୍କ ଭିଡ଼ ଲାଗଛି।  ମା’ ତାରାତାରିଣୀ ଦୁଇ ଭଉଣୀ ମହାକାଳୀ ବେଶରେ ଭକ୍ତଙ୍କୁ…

କେଜରିଓ୍ବାଲଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦାବିରେ ଭାଜପାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୬।୩: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଦାବି କରି ରାଜଧାନୀରେ ବିରୋଧ ପ୍ରଦର୍ଶନ କରାଯାଇଛି। ଭାରତୀୟ ଜନତା ପାର୍ଟି(ଭାଜପା)ର କର୍ମୀମାନେ ଅରବିନ୍ଦ କେଜରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ଭାଜପା ନେତା ମନଜିନ୍ଦର ସିଂ ସିରସା କହିଛନ୍ତି…

ନିର୍ବାଚନ ଲଢୁଥିବା ରାମାୟଣର ‘ରାମ’ ନା ରୁପେଲି ପରଦାର ‘ଲକ୍ଷ୍ମୀବାଇ’ କିଏ ଅଧିକ ଧନୀ

ନୂଆଦିଲ୍ଲୀ,୨୬।୩: ଚଳିତ ବର୍ଷର ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବହୁ ସିଟିଂ ଏମପିଙ୍କ ଟିକେଟ କଟାଯାଇଥିଲା ଏବଂ କିଛି ନାମ ମଧ୍ୟ ଦେଖାଯାଇଥିଲା ଯାହା…

ସେହି ନେତା ଯେ ସମ୍ବିଧାନ ବଦଳାଇବା କଥା କହୁଥିଲେ, ଭାଜପା ବଦଳାଇ ଦେଲା ତାଙ୍କୁ

ନୂଆଦିଲ୍ଲୀ,୨୬।୩: ସେ ଅନେକ ସମୟରେ ସମ୍ବିଧାନ ପରିବର୍ତ୍ତନ ବିଷୟରେ କହୁଥିଲେ। କିଛି ଦିନ ପୂର୍ବରୁ ସେ ମଧ୍ୟ ଏଭଳି କଥା କହିଥିଲେ କିନ୍ତୁ ଭାଜପା ଏଭଳି ନେତାଙ୍କ ବିରୋଧରେ କଠୋର ବାର୍ତ୍ତା ଦେଇ ଟିକେଟ ବାତିଲ କରିଛନ୍ତି। ହଁ, ଭାଜପା ଏଥର…

ଦିନେଶ କାର୍ତ୍ତିକ ପୁଣି ପ୍ରମାଣ କଲେ ଓଲ୍ଡ ଇଜ ଗୋଲ୍ଡ

ନୂଆଦିଲ୍ଲୀ,୨୬।୩: ହୋଲି ଦିନ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ରେ ଏକ ରୋମାଞ୍ଚକର ମ୍ୟାଚ ଖେଳାଯାଇଥିଲା। ପଞ୍ଜାବ କିଙ୍ଗ୍ସ ବିପକ୍ଷ ଶେଷ ଓଭରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦଳ…

ଭିଡିଓ କଲରେ ପରିବାର ସହ କଥା ହେଲେ ବିରାଟ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୬।୩: ସୋମବାର ଆଇପିଏଲ ୨୦୨୪ର ଷଷ୍ଠ ମ୍ୟାଚରେ ବିରାଟ କୋହଲି ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ଚମତ୍କାର ଇନିଂସ ଖେଳିଥିଲେ ଏବଂ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଭାବରେ ବିଚାର କରାଯାଇଥିଲା। ୧୧ ଚୌକା ଓ ଦୁଇଟି ଛକା ସହାୟତାରେ…

ମନ କିଣିନେବ ଭୁଟାନ ରାଜାଙ୍କ ପିଲାମାନଙ୍କ ସହ ମୋଦିଙ୍କ ଫଟୋ

ଥିମ୍ପୁ/ନୂଆଦିଲ୍ଲୀ,୨୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ଏବଂ ୨୩ ମାର୍ଚ୍ଚରେ ଭୁଟାନ ଗସ୍ତରେ ଯାଇଥିଲେ। ଭୁଟାନ ତାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଛି। କିନ୍ତୁ ମୋଦିଙ୍କ ଏହି ଗସ୍ତର ଅର୍ଥ ଏହି ସମ୍ମାନଠାରୁ ଅଧିକ ଥିଲା। ଭାରତ ଏବଂ ଭୁଟାନ…

ଆଜି ରଙ୍ଗର ପର୍ବ ହୋଲି

ଭୁବନେଶ୍ୱର,୨୬।୩: ଆଜି ରଙ୍ଗର ପର୍ବ ହୋଲି। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ। ଭୁବନେଶ୍ୱର,…

ପଞ୍ଜାବକୁ ହରାଇଲା ବେଙ୍ଗାଲୁରୁ

ବେଙ୍ଗାଲୁରୁ,୨୬।୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଆଇପିଏଲ ୨୦୨୪ର ଷଷ୍ଠ ମ୍ୟାଚ ଖେଳାଯାଇଛି। ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୪ ଉଇକେଟରେ ପରାସ୍ତ କରିଛି। ୬ଟି ଉଇକେଟ ଯିବା ପରେ ଆରସିବି ମହିପାଲ ଲୋମୋରଙ୍କୁ…

ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଲଟ୍‌କା ଜାରି କଲା ପୋଲିସ

ଦାମନଯୋଡି,୨୫।୩(ମାନସ ରଞ୍ଜନ କର): ଏସ୍‌ଡିଜେଏମ୍‌ କୋର୍ଟ କୋରାପୁଟଙ୍କ ନିର୍ଦ୍ଦେଶ କ୍ରମେ ଦାମନଯୋଡ଼ି ଥାନା ପୋଲିସ ଅଁଳାବାଡି କଲୋନୀର ବିଜୟ ମୁଦୁଲିଙ୍କ ଘରେ ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଲଟ୍‌କା ଜାରି କରିଛି। ୨୦୧୧ରେ ବିଜୟଙ୍କ ନାମରେ ଏକ ସଙ୍ଗୀନ ମାମଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri