‘ଝାଡ଼ଖଣ୍ଡ କେବେ ନଇଁବ ନାହିଁ କି ଇଣ୍ଡିଆ କେବେ ଅଟକିବ ନାହିଁ’
ନୂଆଦିଲ୍ଲୀ,୩୧ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମିଳିତ ମେଣ୍ଟର ୨୭ଟି ଦଳ ରବିବାର ରାମଲୀଲା ମଇଦାନରେ ସେଭ୍ ଡେମୋକ୍ରାସି ରାଲିର ଆୟୋଜନ କରୁଛନ୍ତି। ଏହି ରାଲିରେ ରାହୁଲ ଗାନ୍ଧୀ, ଏନ୍ସିପି (ଏସ୍ପି) ମୁଖ୍ୟ ଶରଦ ପାଓ୍ବାର ଏବଂ ଶିବସେନା (ୟୁବିଟି)…
ଭାଜପାକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମମତା, ସିଏଏ ଲାଗୁ କରିବାକୁ ନେଇ କହିଲେ ଏମିତି
କୋଲକାତା,୩୧।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକ ସଭା ନିର୍ବାଚନରେ ୪୦୦ରୁ ଅଧିକ ଆସନ ଜିତିବା ଲକ୍ଷ୍ୟରେ ଉପହାସ କରିଛନ୍ତି। ରବିବାର ମମତା ଭାଜପାକୁ ଅତି କମରେ ୨୦୦ଆସନରେ ଜିତି ଦେଖାଇବାକୁ ଦଳକୁ ଚ୍ୟାଲେଞ୍ଜ କରିଛନ୍ତି। ବାନାର୍ଜୀ ଏହା ମଧ୍ୟ କହିଛନ୍ତି…
ଦୁର୍ଗ ଭାଙ୍ଗିବାରେ ଲାଗିଛି, ଓଡ଼ିଶା ଫେରି ବିଜେଡ଼ିକୁ ଟାର୍ଗେଟ କଲେ ଭର୍ତ୍ତୃହରି ମହତାବ
ଭୁବନେଶ୍ୱର,୩୧।୩: ଶାସକ ବିଜେଡିର ଦୁର୍ଗ ଭୁଶୁଡି ଏବଂ ଦଳ ଏହା ହୃଦୟଙ୍ଗମ କରିଛି ବୋଲି ଭାଜପାର କଟକ ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତବ କହିଛନ୍ତି। ରବିବାର ଦିନ ଭର୍ତ୍ତୃହରିଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଏକ ଦଳୀୟ କାର୍ଯ୍ୟକର୍ତ୍ତାମାନେ ବିରାଟ ସ୍ୱାଗତ କରିଥିଲେ।…
ଓଲଟିଲା ଗ୍ୟାସ୍ ଟ୍ୟାଙ୍କର, ଲୋକେ ଆତଙ୍କିତ
ଖଲ୍ଲିକୋଟ,୩୧ା୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ଓଲଟି ପଡ଼ିଛି ଏକ ଗ୍ୟାସ ଟ୍ୟାଙ୍କର। ବ୍ରହ୍ମପୁରଠାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଭାରତ ଗ୍ୟାସ୍ ଟ୍ୟାଙ୍କର ରବିବାର ପୂର୍ବାହ୍ନରେ ଖଲ୍ଲିକୋଟ ବଡ଼ ଘାଟି ରାସ୍ତାରେ…
ବିଜେଡିରେ ମିଶିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ
ଭୁବନେଶ୍ୱର,୩୧ା୩: ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖଭବନରେ ସେ ଦଳୀୟ ନେତାଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି। ଏହା ପରେ ନୀଳଗିରି ଅଞ୍ଚଳରେ ରାଜନୈତିକ ଉଷ୍ଣତା ଜୋର୍ ଧରିଛି। ନୀଳଗିରି ନିର୍ବାଚନ ମଣ୍ଡଳୀରୁ ସୁକାନ୍ତଙ୍କ ସହ…
କଂଗ୍ରେସ ପାଖରେ ନାହିଁ ଟଙ୍କା, ଘର ଘର ବୁଲି ମାଗୁଛନ୍ତି ନେତା
ଭୋପାଳ,୩୧।୩: ମୁଣ୍ଡ ଉପରେ ନିର୍ବାଚନ। ଏନେଇ ଜାତୀୟ ରାଜନୀତି ସରଗରମ। ଜାତୀୟ ଦଳ ଠାରୁ ଆରମ୍ଭ କରି ଆଞ୍ଚଳିକ ଦଳ ମଧ୍ୟ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କଲେଣି। ସବୁ ଦଳର ଦଳୀୟ ନେତା ଠାରୁ ଶୀର୍ଷ ନେତା ମଧ୍ୟ ପ୍ରଚାର…
ଶ୍ରୀଲଙ୍କାକୁ ପ୍ରମୁଖ ଦ୍ୱୀପ ଦେବା ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୩୧।୩: ୧୯୭୪ ରେ କଂଗ୍ରେସ କାଚାଟିଭୁ ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଥିବା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିକଟରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କ ଦ୍ୱାରା ଏକ ସୂଚନା ଅଧିକାର (ଆରଟିଆଇ) ଆବେଦନ ବଳରେ ପ୍ରକାଶ ପାଇବା ପରେ…
ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ
ଶ୍ରୀନଗର,୩୧ା୩: ଶ୍ରୀନଗର ଉତ୍ତର, ପୂର୍ବ ଏବଂ ଦକ୍ଷିଣ ଭାରତରେ ‘ଲୁ’ ଯେପରି ପରିସ୍ଥିତି ସୃଷ୍ଟି କରିଛି, ଏହାର ପ୍ରଭାବରେ ଅନେକ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ପହଞ୍ଚିଛି। ଅନ୍ୟପକ୍ଷରେ ପୃଥିବୀର ସ୍ବର୍ଗ କୁହାଯାଉଥିବା କଶ୍ମୀରରେ ପ୍ରବଳ ବର୍ଷା ଜନଜୀବନକୁ…
କ’ଣ ଏହି #clickhere ଟ୍ରେଣ୍ଡ? ଏକ୍ସ’ରେ ହେଉଛି ଭାଇରାଲ
ନୂଆଦିଲ୍ଲୀ,୩୧।୩: ବର୍ତ୍ତମାନ ସମୟ ବଦଳିଛି। ଏବେ ସୋସିଆଲ ମିଡିଆର ଯୁଗ। ଏଥିରେ, ଅନେକ ପ୍ରକାରର ଟ୍ରେଣ୍ଡ ପ୍ରତିଦିନ ଭାଇରାଲ ହେବାରେ ଲାଗିଛି। ସେହିପରି ଗତକାଲି ଠାରୁ ଏକ୍ସ’ରେ ଏକ ଟ୍ରେଣ୍ଡ ଭାଇରାଲ ହେବାରେ ଲାଗିଛି। ଏକ୍ସ ଖୋଲୁ ଖେଶଲୁ ଆପଣ ନିଜର…
କାର୍ ବୋମା ବିସ୍ଫୋରଣ: ୮ ଜଣଙ୍କ ଜୀବନ ଗଲା, ୨୦ରୁ ଊର୍ଦ୍ଧ୍ୱ ଆହତ
ଦାମସକସ୍,୩୧ା୩: ଉତ୍ତର ସିରିଆର ଏକ ବଜାରରେ ରବିବାର ସକାଳେ ଉତ୍ତର ସିରିଆର ଏକକାର୍ ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଲେପ୍ପୋ ପ୍ରଦେଶର ଆଜାଜର ଏକ…
‘ଇଣ୍ଡିଆ ଜିନ୍ଦାବାଦ’ ନାରା ଦେଲେ ପାକିସ୍ତାନ ନାଗରିକ
ନୂଆଦିଲ୍ଲୀ,୩୧।୩: ‘ଇଣ୍ଡିଆ ଜିନ୍ଦାବାଦ’ ନାରା ଦେଲେ ପାକିସ୍ତାନ ନାଗରିକ। ଆରବ ସାଗରରେ ସୋମାଲିଆ ଲୁଟେରାଙ୍କ କବଳରୁ ମୁକ୍ତ ହେବା ପରେ ଭାରତୀୟ ନୌସେନାଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପହରଣ ହୋଇଥିବା ଜାହାଜର ପାକିସ୍ତାନୀ କ୍ରୁ। ଭାରତୀୟ ନୌସେନା ପାଇଁ ସେମାନଙ୍କର ଜୀବନ ବଞ୍ଚି…
ଦୋଳ ମେଳଣରେ ଯୁବକଙ୍କୁ ହାଣିଲେ
ଭୁବନେଶ୍ୱର,୩୧ା୩: ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ମେଳଣର ପ୍ରୋସେଶନ ଚାଲିଥିବା ବେଳେ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଯୁବକ ଜଣକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
Archives


