Home Left

‘ମୋ ସ୍ବାମୀ ଦୁର୍ବଳ ନୁହେଁ, ତାଙ୍କ କାର୍ଯ୍ୟକୁ ମୁଁ କରୁଛି ସମ୍ପାଦିତ,’… ସଞ୍ଜୟଙ୍କ ପତ୍ନୀ

ନୂଆଦିଲ୍ଲୀ,୩୧।୩: ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି(ଏଏପି)ଏମପି ସଞ୍ଜୟ ସିଂଙ୍କ ପତ୍ନୀ ଅନିତା ସିଂ ଇଣ୍ଡିଆ ମେଣ୍ଟର ରବିବାର ହୋଇଥିବା ରାଲିରେ ଯୋଗ ଦେଇଥିଲେ। ସେଠାରେ ସେ କହିଥିଲେ କି ଏଠି ଆମକୁ ସମସ୍ତଙ୍କ ସମର୍ଥନ ମିଳୁଛି…

ବାଇକ୍‌ ଶୋଭାଯାତ୍ରାରେ ଗାଁକୁ ଗାଁ ବୁଲି ବିଷ୍ଣୁବ୍ରତଙ୍କ ନିର୍ବାଚନ ପ୍ରଚାର

ତିହିଡ଼ି,୩୧ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟଙ୍କୁ ରବିବାର ତିହିଡ଼ି ବ୍ଲକ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ବିଷ୍ଣୁବ୍ରତ ଦଳୀୟ ନେତା ଓ କର୍ମୀଙ୍କ ସହ ବାଇକ୍‌ ଶୋଭାଯାତ୍ରାରେ ବିଭିନ୍ନ ପଞ୍ଚାୟତ ପରିକ୍ରମା କରିଥିଲେ।…

ଛକା ମାରି ଗୁଜରାଟ ଟାଇଟାନ୍ସକୁ ଜିତାଇଲେ ମିଲର

ଅହମ୍ମଦାବାଦ୍‌,୩୧।୩: ଗୁଜରାଟ ଟାଇଟାନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୭ ଉଇକେଟରେ ପରାସ୍ତ କରିଛି। ଡେଭିଡ ମିଲର ଛକା ମାରି ଦଳକୁ ବିଜୟ ସ୍ଥାନରେ ପହଞ୍ଚାଇଥିଲେ। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୬୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଗୁଜରାଟ ୧୯.୧ ଓଭରରେ…

ଚୋରି ପରେ ପଶୁନି ଚେତା, ମନ୍ଦିରବେଢ଼ା ଖୋଲା          

କେନ୍ଦୁଝର, ୩୧।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରୁ ଚୋରି ଘଟଣାରେ ପୋଲିସ କାହାରିକୁ ଗିରଫ କରିନାହିଁ। ତେବେ ଚୋରିର ତିନି ଦିନ ପରେ ମଧ୍ୟ ଏହାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇନାହିଁ ା ଏହାର…

ମହିଳାଙ୍କୁ ହତ୍ୟା ଧମକ ଦେଇ ଫସିଲେ କନିଷ୍ଠ ଯନ୍ତ୍ରୀ

କେନ୍ଦୁଝର, ୩୧ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ପୁରୁଣା ବଜାର ହାଉସିଂ ବୋର୍ଡ କଲୋନୀରେ ଗାୟତ୍ରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟାଙ୍କୁ ଦୁର୍ବ୍ୟବହାର ଓ ହତ୍ୟା ଧମକ ଦେବା ଅଭିଯୋଗରେ ଟାଉନ ଥାନାରେ ପୌରପାଳରିକା କନିଷ୍ଠ…

ବିନା ଅନୁମତିରେ ବଡ଼ କମ୍ପାନୀରେ ଚଢ଼ାଉ କରିପାରିବେ ନାହିଁ ଜିଏସଟି ଅଧିକାରୀ, ଆସିଲା ନୂଆ ନିୟମ

ଭୁବନେଶ୍ୱର,୩୧।୩: ଜିଏସଟି ଆଞ୍ଚଳିକ ଅଧିକାରୀମାନଙ୍କୁ ବର୍ତ୍ତମାନ କୌଣସି ବଡ ଶିଳ୍ପ ଘର କିମ୍ବା ପ୍ରମୁଖ ବହୁରାଷ୍ଟ୍ରୀୟ କମ୍ପାନୀ ବିରୋଧରେ ତଦନ୍ତ ଆରମ୍ଭ କରିବା ପୂର୍ବରୁ ସେମାନଙ୍କ ଆଞ୍ଚଳିକ ପ୍ରିନ୍ସିପାଲ୍ ମୁଖ୍ୟ କମିଶନରଙ୍କ ଅନୁମୋଦନ ନେବାକୁ ପଡିବ। ପ୍ରଥମ ଥର ପାଇଁ ସାମଗ୍ରୀ…

ଏହି କାରଣରୁ ଭାଜପାରେ ଯୋଗଦେଲେ ଆକାଶ ଦାସନାୟକ: ନିଜେ କଲେ ଖୁଲାସା

ଭୁବନେଶ୍ୱର,୩୧।୮: କୋରେଇ ବିଧାୟକ ତଥା ଓଲିଉଡ ଅଭିନେତା ଆକାଶ ଦାସନାୟକ ରବିବାର ଭାଜପାରେ ସାମିଲ ହୋଛନ୍ତି। ରାଜ୍ୟ ଭାଜପା କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଆକାଶ ଯୋଗ ଦେଇଛନ୍ତି। ଆକାଶଙ୍କ ସମର୍ଥକ ମଧ୍ୟ ଭାଜପାରେ ମିଶିଥିଲେ। ଶନିବାର…

ଜନସାଧାରଣ, ସମର୍ଥକ ଚାହିଁଲେ ପୁଣି ସ୍ୱାଧୀନରେ ଲଢ଼ିବେ ମକରନ୍ଦ

ରାୟଗଡ଼ା,୩୧/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ନିର୍ବାଚନମଣ୍ଡଳୀରେ ରାଜ୍ୟର ଏକମାତ୍ର ସ୍ୱାଧୀନ ବିଧାୟକ ଭାବେ ୨୦୧୯ରେ ବିଜୟୀ ହୋଇଥିଲେ ମକରନ୍ଦ ମୁଦୁଲି । ବିଜେଡ଼ିର ପ୍ରାର୍ଥି ତଥା ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, କଂଗ୍ରେସର ବରିଷ୍ଠ ନେତା ଆପଲସ୍ୱାମୀ କାଡ୍ରାକା ଓ ଭାଜପାର…

ନିର୍ବାଚନ ପ୍ରଚାର କଲେ ମା’-ପୁଅ

ଭୁବନେଶ୍ୱର,୩୧।୩: ୨୦୨୪ ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ନିର୍ବାଚନୀ ପ୍ରଚାର ମଧ୍ୟ ସରଗରମ ହେବାରେ ଲାଗିଛି। ଟିକେଟ ପାଇଥିବା ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇଲେଣି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ଚିକିଟି ନିର୍ବାଚନ ମଣ୍ଡଳି ବିଜେଡି ପ୍ରାର୍ଥୀ…

ଏହା ‘କଳି ଯୁଗର ଅମୃତ କାଳ’, ବିନା ଯାଞ୍ଚରେ ଲୋକଙ୍କୁ ପଠାଯାଉଛି ଜେଲ: ମେହେବୁବା ମୁଫତି

ନୂଆଦିଲ୍ଲୀ,୩୧।୩: ଆଜି ଅର୍ଥାତ୍‌ ରବିବାର, ବିରୋଧୀ ଦଳ ଦିଲ୍ଲୀର ରାମଲିଲା ମଇଦାନରେ ଏକ ବଡ଼ ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ମେଗା ରାଲିରେ କଂଗ୍ରେସ, ଏଏପି, ଏସପି, ଏନସିପି ସମେତ ୨୮ ଟି ଦଳର ନେତା ଅଂଶଗ୍ରହଣ କରିଥିଲେ। ଏଥିରେ ପିଡିପି…

ମୋହିତଙ୍କ ଚମତ୍କାର ବୋଲିଂ: ଗୁଜରାଟକୁ ୧୬୩ ରନ୍‌ର ଟାର୍ଗେଟ୍‌

ଅହମ୍ମଦାବାଦ୍‌,୩୧।୩:ଆଇପିଏଲ୍‌ର ୧୨ତମ ମ୍ୟାଚ୍‌ ଆଜି ସନରାଇଜର୍ସ ହାଇଦ୍ରାବାଦ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ଗୁଜରାଟକୁ ୧୬୩ ରନ୍‌ର ଟାର୍ଗେଟ ଦେଇଛି। ହାଇଦ୍ରାବାଦ ପାଇଁ ଅଭିଷେକ ଶର୍ମା ୨ ଚୌକା ଓ ୨ ଛକା ସହାୟତାରେ ୨୯ ରନ…

ରୋହିତ ଶର୍ମା ଆଉଟ୍‌ ପରେ ଚେନ୍ନାଇ ପ୍ରଶଂସକଙ୍କ ମୁଣ୍ଡ ଫଟାଇଲେ ମୁମ୍ବାଇ ପ୍ରଶଂସକ: ଚାଲିଗଲା ବୃଦ୍ଧଙ୍କ ଜୀବନ

ନୂଆଦିଲ୍ଲୀ,୩୧।୩: ଆଜିକାଲି ଆଇପିଏଲ୍‌ର ଜଲଓ୍ବା ଜାରି ରହିଛି। କିନ୍ତୁ କେହି ଭାବି ନଥିବେ ଯେ ଏହା କାହା ପାଇଁ ସାଂଘାତିକ ପ୍ରମାଣିତ ହେବ। ଚେନ୍ନାଇ ସୁପର କିଙ୍ଗ୍ସର ଜଣେ ପ୍ରଶଂସକ ଆଇପିଏଲ ଯୋଗୁ ପ୍ରାଣ ହରାଇଛନ୍ତି। ମାମଲା ମହାରାଷ୍ଟ୍ରର କୋଲହାପୁରରୁ ଆସିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri