ରାଜ୍ୟ ସଭା ପାଇଁ ବୁଧବାର ନାମାଙ୍କନ ପତ୍ର ଦାଖଲ କରିବେ ସୋନିଆ
ନୂଆଦିଲ୍ଲୀ,୧୩।୨: କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ ବୁଧବାର (ଫେବୃଆରୀ ୧୪) ରାଜ୍ୟ ସଭା ପାଇଁ ନାମାଙ୍କନ ଦାଖଲ କରିବେ। ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ଅଫର ଦିଆଯାଇଥିଲା କିନ୍ତୁ ସେ ମନା କରିଦେଇଥିଲେ। ସୋନିଆ ଗାନ୍ଧୀ ବର୍ତ୍ତମାନ ଉତ୍ତରପ୍ରଦେଶର ରାଏବରେଲି…
ବାରହା ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା, ଖାଇଦେଲା ହାତୀ
ଭୁବନେଶ୍ୱର,୧୩।୨: ଭୁବନେଶ୍ୱର ସ୍ଥିତ ଭରତପୁର ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ ଘଟିଛି। ସୋମବାର ମଧ୍ୟରାତ୍ରରେ ଦନ୍ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ବାରହା ଶିକାର ପାଇଁ ଶିକାରୀ ଖଞ୍ଜିଥିବା ବୋମା ଖାଇ ହାତୀଟିର ଅବସ୍ଥା ଗୁରୁତର ଥିଲା। ଭରତପୁର ଜଙ୍ଗଲରୁ ଅସୁସ୍ଥ…
ଆଜି ନାମାଙ୍କନ ଭରିବେ ବିଜେଡିର ୨ ରାଜ୍ୟ ସଭା ପ୍ରାର୍ଥୀ
ଭୁବନେଶ୍ୱର,୧୩।୨: ବିଜେଡିର ଦୁଇ ରାଜ୍ୟ ସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିବେ। ପ୍ରଥମେ ଉଭୟ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ପରେ ସେମାନେ ବିଧାନସଭା…
ହାର୍ଟଆଟାକ୍ ପରେ କାମକୁ ଫେରିଲେ ଏହି ଅଭିନେତା
ଦୁଇ ମାସ ପୂର୍ବେ ବଲିଉଡ ଏବଂ ମରାଠୀ ଅଭିନେତା ଶ୍ରେୟାସ ତଲପଡେଙ୍କର ହାର୍ଟଆଟାକ୍ ହୋଇଥିଲା। ତାଙ୍କ ହାର୍ଟଆଟାକ୍ ଖବର ଶୁଣିବା ପରେ ଅଭିନେତାଙ୍କ ପ୍ରଶଂସକମାନେ ଚିନ୍ତାବ୍ୟକ୍ତ କରିଥିଲେ। କିନ୍ତୁ ବର୍ତ୍ତମାନ ଶ୍ରେୟାସଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି। ସେ ନିଜେ ତାଙ୍କ…
ଚାଲୁଥିଲା ମ୍ୟାଚ, ଖେଳାଳିଙ୍କୁ ମାରିଲା ବିଜୁଳି, ଆଉ ତା’ପରେ…ଦେଖନ୍ତୁ ହୃଦୟ ବିଦାରକ ଭିଡିଓ
ଜାକର୍ତ୍ତା,୧୩।୨: ଇଣ୍ଡୋନେସିଆରୁ ଏକ ହୃଦୟ ବିଦାରକ ଖବର ଆସିଛି । ଏକ ଲାଇଭ ମ୍ୟାଚ ସମୟରେ ବଜ୍ରପାତରେ ଖେଳାଳିଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଇଣ୍ଡୋନେସିଆରେ ଏକ ଫ୍ରେଣ୍ଡଲି ଫୁଟବଲ ମ୍ୟାଚ ସମୟରେ ଶନିବାର…
ଭାରତ ପାଇଁ କାଳ ସାଜିଛି ନକ୍ଆଉଟ୍ ଷ୍ଟେଜ୍: ୧୦ ବର୍ଷରେ ହାରିଲାଣି…
ନୂଆଦିଲ୍ଲୀ,୧୩।୨: ଆଇସିସି ଟୁର୍ନାମେଣ୍ଟର ନକଆଉଟ ମ୍ୟାଚରେ ଟିମ ଇଣ୍ଡିଆର ହାରିବା ପ୍ରକ୍ରିୟା କ୍ରମାଗତ ଭାବେ ଜାରି ରହିଛି। ନିକଟରେ ଭାରତୀୟ ମାଟିରେ ଏକଦିବସୀୟ ବିଶ୍ୱକପ ଖେଳାଯାଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ୧୦ଟି ମ୍ୟାଚ ଜିତିଥିଲା, କିନ୍ତୁ ଫାଇନାଲରେ…
ବିମାନବନ୍ଦରରେ ଅଟକ ରହିଲେ ଇଂଲଣ୍ଡ ଖେଳାଳି
ରାଜକୋଟ,୧୩।୨: ଇଂଲଣ୍ଡ କ୍ରିକେଟ ଦଳର ସ୍ପିନର ରେହାନ ଅହମ୍ମଦଙ୍କୁ ରାଜକୋଟ ବିମାନ ବନ୍ଦରରେ ଅଟକାଯାଇଥିଲା। ସେ ଆବୁଧାବିରୁ ଭାରତ ଫେରିଥିଲେ। ଦ୍ୱିତୀୟ ଟେଷ୍ଟ ପରେ ଇଂଲଣ୍ଡ ଦଳ ଆବୁଧାବି ଯାଇଥିଲା। ଏବେ ତୃତୀୟ ଟେଷ୍ଟ ପାଇଁ ସେମାନେ ଫେରିଛନ୍ତି। ରେହାନ ଅହମ୍ମଦଙ୍କ…
ଅମିତ ଶାହାଙ୍କୁ ଭେଟିଲେ ହାର୍ଦ୍ଦିକ ପାଣ୍ଡ୍ୟା: ବଢୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୧୩।୨: ଆଜିକାଲି ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିରତି ନେଇଛନ୍ତି। ଆହତ କାରଣରୁ ସେ ଭାରତୀୟ ଦଳରୁ ବାଦ୍ ପଡ଼ିଛନ୍ତି। ନିକଟରେ ପାଣ୍ଡ୍ୟା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଉଭୟେ ଗାନ୍ଧୀ ନଗର ପ୍ରିମିୟର ଲିଗ ଉଦ୍ଘାଟନ…
ଆଇସିସିର ‘ଟିମ ଅଫ ଟୁର୍ନାମେଣ୍ଟ’ ଘୋଷଣା: ଭାରତର ୪ ଖେଳାଳିଙ୍କୁ ମିଳିଲା ସ୍ଥାନ
ନୂଆଦିଲ୍ଲୀ,୧୩।୨: ୨୦୨୩ ବିଶ୍ୱକପ ପରି ୨୦୨୪ ଅଣ୍ଡର-୧୯ ବିଶ୍ୱକପରେ ମଧ୍ୟ ଅଷ୍ଟ୍ରେଲିଆ ଫାଇନାଲରେ ଭାରତକୁ ପରାସ୍ତ କରି ଟାଇଟଲ ଜିତିଛି। ୧୪ ବର୍ଷ ପରେ ଅଷ୍ଟ୍ରେଲିଆ ଦଳ ଅଣ୍ଡର-୧୯ ବିଶ୍ୱକପ ଟାଇଟଲ ଜିତିଥିଲା। କଙ୍ଗାରୁମାନେ ପ୍ରଥମ ଥର ପାଇଁ ଫାଇନାଲରେ ଭାରତକୁ…
ନୀତୀଶ କୁମାରଙ୍କ ପାଇଁ ସଙ୍କଟମୋଚକ ସାଜିଲେ ଅମିତ ଶାହା
ପାଟନା,୧୩।୨: ବିହାର ରାଜନୀତିରେ ଗତ କିଛି ସପ୍ତାହ ଅତ୍ୟନ୍ତ ରୋମାଞ୍ଚକର ରହିଛି। ବିହାରରେ ପ୍ରାୟ ଦୁଇ ଦଶନ୍ଧି ଧରି ଚାଲିଥିଲା (୨୦୦୪ ପରଠାରୁ) ପୁଣିଥରେ ସରକାର ଗଢିବା ପାଇଁ ବିପକ୍ଷରେ ପରିବର୍ତ୍ତନ ପରମ୍ପରା ଜାରି ରହିଛି। ଯଦିଓ ନୀତୀଶ ସରକାର ରକ୍ଷା…
ରବି କିଶନ ଶ୍ୟାମ ଷ୍ଟିଲ୍ର ବ୍ରାଣ୍ଡ୍ ଆମ୍ବାସାଡର
ଭୁବନେଶ୍ୱର,୧୩।୨: ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ତଥା ଟିଏମ୍ଟି ବାରସର ଉତ୍ପାଦକ ଏବଂ ନିର୍ମାତା ‘ଶ୍ୟାମ ଷ୍ଟିଲ୍’ (ଶ୍ୟାମ ଷ୍ଟିଲ ଇଣ୍ଡଷ୍ଟ୍ରିଜ) ପକ୍ଷରୁ ଜଣାଶୁଣା ଭାରତୀୟ ଅଭିନେତା, ରାଜନେତା ଏବଂ ଚଳଚ୍ଚିତ୍ର ନିର୍ମାତା ରବି କିଶନଙ୍କୁ କମ୍ପାନୀର ବ୍ରାଣ୍ଡ୍ ଆମ୍ବାସାଡର ଭାବେ…
ଆଇଓବିର ୮୮ତମ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର,୧୩।୨: ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (ଆଇଓବି)ର ୮୮ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଇଓବିର ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏକ ୱାକାଥନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆଇଓବି ବ୍ରହ୍ମପୁର କ୍ଷେତ୍ରର ବରିଷ୍ଠ କ୍ଷେତ୍ରୀୟ…
Archives


