ଗଳିକନ୍ଦିରେ ସଟ୍ଟା, ପୋଲିସ ନୀରବଦ୍ରଷ୍ଟା
ବରଗଡ଼,୩୧।୭(ପ୍ରେମନନ୍ଦ ଖମାରୀ): ବରଗଡ଼ ଜିଲାରେ ସଟ୍ଟା(ଜୁଆଖେଳ) ସାଧାରଣରେ ପରିଣତ ହୋଇଯାଇଛି। ଜିଲାର ସଦର ମହକୁମାଠାରୁ ଆରମ୍ଭ କରି ପ୍ରତ୍ୟେକ ବ୍ଲକରେ ଏହା ଅବାଧରେ ଚାଲିଥିବା ଅଭିଯୋଗ ହେଉଛି। ତେବେ ଜିଲାର ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଗଳିକନ୍ଦିରେ ସଟ୍ଟାଖେଳ ଚାଲିଥିବାବେଳେ ପୋଲିସ…
ଶସ୍ତା ହେବ ଜୀବନ ବୀମା, ଚିଠି ଲେଖିଲେ ଗଡକରୀ, ହୋଇପାରେ ବଡ଼ ଘୋଷଣା
ନୂଆଦିଲ୍ଲୀ,୩୧।୭:ଶସ୍ତା ହେବ ଜୀବନ ବୀମା। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଯଦି ଗଡକରୀଙ୍କ ଚିଠିକୁ ଗ୍ରହଣ କରାଯାଏ ତେବେ ଭବିଷ୍ୟତରେ ଜୀବନ ଏବଂ ଚିକିତ୍ସା ବୀମା ପ୍ରିମିୟମ…
ଅଲମ୍ପିକ୍ସରେ ବଢ଼ିଲା ପଦକ ଆଶା, ଫାଇନାଲ୍ରେ ପହଞ୍ଚିଲେ ସ଼୍ବପ୍ନିଲ୍
ନୂଆଦିଲ୍ଲୀ, ୩୧।୦୭: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଶୁଟରମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ମନୁ ଭାକର ଏବଂ ସରବଜୋତ ସିଂ ପଦକ ଜିତିବା ପରେ ସ଼୍ବପ୍ନିଲ କୁସାଲେ ୫୦ ମିଟର ୩ ପୋଜିସନର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ସ଼୍ବପ୍ନିଲଙ୍କ…
ଅଲମ୍ପିକ୍ସରେ ପ୍ରଥମ ମ୍ୟାଚ୍ ଜିତିଲେ ପିଭି ସିନ୍ଧୁ, ଆଗକୁ…
ନୂଆଦିଲ୍ଲୀ, ୩୧।୦୭: ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ତଥା ଦୁଇଥର ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ପ୍ୟାରିସ୍ ଅଲମ୍ପିକ୍ସର ମହିଳା ସିଙ୍ଗିଲ୍ସର କ଼୍ବାର୍ଟରରେ ସ୍ଥାନ ପକ୍କାକରିବାକୁ ଓହ୍ଲାଇଛନ୍ତି । ଇଷ୍ଟୋନିଆର କ୍ରିଷ୍ଟିନ କୁବାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସିନ୍ଧୁ । ପ୍ରଥମ…
ଏଣିକି ଘରେ ବସି ପାଇବେ ଚାଉଳ, ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର,୩୧।୭: ଆଜି ସପ୍ତମ ଦିନରେ ସ୍ବାଭିବକ ରହିଛି ବିଧାନସଭା ପ୍ରଶ୍ନକାଳ । ଏହି କ୍ରମରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବୟସାଧିକ ଲୋକଙ୍କୁ ପିଡିଏସ ସମାଗ୍ରୀ ପହଞ୍ଚାଇବାକୁ ସରକାର କରିବାକୁ…
Wayanad Landslide: ଭୂସ୍ଖଳନରେ ମାଟିତଳେ ଚାପି ହୋଇ ଜଣେ ବ୍ୟକ୍ତି କେତେ ସମୟ ବଞ୍ଚିପାରିବେ?
ଓ୍ବାୟନାଡ,୩୧।୭: କେରଳର ୱାୟାନାଡରେ ଜଳ ପ୍ରଳୟ। ପ୍ରକୃତିର ତାଣ୍ଡବ ଯୋଗୁ ଛାରଖାର ହୋଇଯାଛି ଓ୍ବାୟନାଡ। କହିବାକୁ ଗଲେ ଅଞ୍ଚଳର ସବୁ ଗାଁ ଗଣ୍ଡା ଧୋଇ ହୋଇ ଯାଇଛି। ପ୍ରବଳ ବର୍ଷା ହେତୁ ସୋମବାର ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି…
‘ମୁଁ ଆଉ ବଞ୍ଚିବାକୁ ଚାହୁଁନି’, ରାଜ୍ୟସଭାରେ ବଡ଼ କଥା କହିଦେଲେ ଖଡ଼ଗେ
ନୂଆଦିଲ୍ଲୀ, ୩୧।୦୭: ସଂସଦରେ ମୌସୁମୀ ଅଧିବେଶନ ଜାରି ରହିଛି । ରାଜ୍ୟ ସଭାରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଲଗା ରୂପ ଦେଖିବାକୁ ମିଳିଛି । ଗୃହର ବିରୋଧୀ ଦଳ ନେତା ଅଚାନକ ଭାବୁକ ହୋଇଯାଇଥିଲେ । ପରେ ପୁଣି…
ଗୋଟିଏ ପଦକ ଜିତିଲେ ନିଜ ଦେଶରୁ ମିଳିଥାଏ ଏତେ କୋଟି ପୁରସ୍କାର, ଜାଣନ୍ତୁ ଭାରତୀୟ ଖେଳାଳିଙ୍କୁ ମିଳେ କେତେ…
ପ୍ୟାରିସ୍,୩୧।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪କୁ ନେଇ ଭାରତୀୟ କ୍ରୀଡାପ୍ରେମୀମାନେ ଉତ୍ସାହିତ ଅଛନ୍ତି । ଚଳିତ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ମନୁ ଭାକର ଭାରତକୁ ୨ ପଦକ ଜିତାଇ ଇତିହାସ ରଚିଛନ୍ତି । ମନୁ ଭାକର ଏୟାର ପିଷ୍ଟଲ ଶୁଟିଂରେ ଗୋଟିଏ…
ହାଇସ୍କୁଲ ଅପ୍ଗ୍ରେଡେଶନ ହୋଇ ଖୋଲିଲା ଯୁକ୍ତ ୨: ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଲେ ୮ ଛାତ୍ରୀଛାତ୍ର, କାଲିଠୁ ପାଠପଢ଼ା
ପୁରୁଷୋତ୍ତମପୁର,୩୧ା୭(ସୀମାଞ୍ଚଳ ମିଶ୍ର): ଗ୍ରାମାଞ୍ଚଳ ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ଯୋଗାଇଦେବା ଲାଗି ସରକାର ରାଜ୍ୟରେ ୭୯ଟି ହାଇସ୍କୁଲକୁ ଅପ୍ଗ୍ରେଡେଶନ (ଉତ୍ତୀର୍ଣ୍ଣ) କରି ଯୁକ୍ତ୨ ଶ୍ରେଣୀ ଖୋଲିବା ଲାଗି ଘୋଷଣା କରିଥିଲେ। ଏହିକ୍ରମରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ଏକମାତ୍ର ପ୍ରତାପପୁର ଗ୍ରାମରେ ୧୯୭୩ ମସିହାରେ…
ନକଲି ବିହନ ବିକ୍ରି ଘଟଣାରେ କଡ଼ା କାର୍ୟ୍ୟାନୁଷ୍ଠାନ:୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ, ୨ ଜଣଙ୍କ ବାତିଲ
ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ନକଲି ବିହନ ବିକ୍ରି ଘଟଣାରେ କଡ଼ା କାର୍ୟ୍ୟାନୁଷ୍ଠାନ ନେଇଛି ଜିଲା କୃଷି ବିଭାଗ । ୬ ଜଣ ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇଛି। ୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହୋଥିବା ବେଳେ ୨ ଜଣଙ୍କ…
ଅନୁରାଗଙ୍କ ଜାତି ଟିପ୍ପଣୀକୁ ନେଇ ହଇଚଇ: କ’ଣ ରାହୁଲଙ୍କ ଜାତି? କଂଗ୍ରେସ କରିଦେଲା ଖୁଲାସା
ନୂଆଦିଲ୍ଲୀ,୩୧।୭: ଅନୁରାଗଙ୍କ ଜାତି ଟିପ୍ପଣୀକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ମଙ୍ଗଳବାର ଲୋକ ସଭାରେ ଭାଷଣ ଦେବାବେଳେ ଭାଜପା ଏମପି ଅନୁରାଗ ଠାକୁର କଂଗ୍ରେସ ନେତା ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଜାତି କ’ଣ ବୋଲି ପଚାରିଥିଲେ।…
ଅଲମ୍ପିକ୍ସ ଷ୍ଟାଣ୍ଡ୍ରେ ନଜର ଆସିଲେ ତାପସୀ ପନ୍ନୁ, ଉଡ଼ାଇଲେ ତ୍ରିରଙ୍ଗା
ନୂଆଦିଲ୍ଲୀ, ୩୧।୦୭: ବଲିଉଡର ଫେମସ୍ ଅଭିନେତ୍ରୀ ତାପସୀ ପନ୍ନୁ ଆଜିକାଲି ଛୁଟିରେ ଅଛନ୍ତି। ପ୍ୟାରିସରେ ଏବେ ଅଲମ୍ପିକ୍ସ ଚାଲିଥିବା ବେଳେ ତାଙ୍କୁ ପା୍ୟାରିସ୍ର ରାସ୍ତାରେ ଦେଖିବାକୁ ମିଳୁଛି । ତାପସୀ ପ୍ୟାରିସ ଭ୍ୟାକେସନ୍କୁ ସମ୍ପୂର୍ଣ୍ଣ ଉପଭୋଗ କରୁଥିବା ଦେଖିବାକୁ ମିଳିବ ।…

