Home Left

IAS ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଲୋକପ୍ରିୟ ‘ମହାଭାରତ’ ଧାରାବାହିକର କୃଷ୍ଣ, ନିଜ ଝିଅଙ୍କୁ ଭେଟିବାକୁ ବାରଣ

ମୁମ୍ବାଇ: ରିଲ୍‌ ଲାଇଫରେ ‘ମହାଭାରତ’ କୃଷ୍ଣ ହୋଇ ହୃଦୟ ଜିଣିଥିବା ନିତୀଶ ଭରଦ୍ୱାଜ ଏବେ ବ୍ୟକ୍ତିଗତ ଜୀବନକୁ ନେଇ ମାନସିକ ଚାପରେ ଅଛନ୍ତି। ବିଆର ଚୋପ୍ରାଙ୍କ ମେଗା ଲୋକପ୍ରିୟ ଧାରାବାହିକ ‘ମହାଭାରତ’ର ଶ୍ରୀକୃଷ୍ଣ ଭୂମିକାରେ ସେ ଅଭିନୟ କରିଛନ୍ତି। ରିପବ୍ଲିକ ଭାରତର…

ମମତାଙ୍କ ପଞ୍ଜାବ ଗସ୍ତକୁ ନେଇ ଉଠୁଛି ପ୍ରଶ୍ନ

କୋଲକାତା,୧୫।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ଗସ୍ତ କରିପାରନ୍ତି। କଂଗ୍ରେସକୁ ଚକିତ କରିଥିବା ମମତା ବାନାର୍ଜୀ ୨୧ ଫେବୃଆରୀରେ ପଞ୍ଜାବ ଗସ୍ତରେ ଯାଇ ଦିଲ୍ଲୀ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ…

ହାତରେ ଆଶାବାଡ଼ି ଧରି ନଜର ଆସିଲେ ହ୍ରିତିକ୍‌, ପ୍ରଶଂସକଙ୍କ ଚିନ୍ତା ବଢ଼ିଲା

ବମ୍ବେ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଆହତ। ନିଜର ସୋସିଆଲ ଆକାଉଣ୍ଟରେ ହାତରେ ଆଶାବାଡ଼ି ଧରି ଏକ ଫଟୋ ଶେୟାର କରିବା ପରେ ପ୍ରଶଂସକଙ୍କ ଚିନ୍ତା ବଢ଼ିଛି। ଫଟୋରେ ଅଭିନେତା ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ୁଛି। ଏଣୁ ସାଥୀ କଳାକାରଙ୍କ…

ରିଲାଏନ୍ସ ନିବେଶକ ମାଲାମାଲ: ପ୍ରଥମ ଭାରତୀୟ କମ୍ପାନୀ ହାସଲ କଲା ଏହି ଉପଲବ୍ଧି

ନୂଆଦିଲ୍ଲୀ, ୧୫।୨: ଭାରତୀୟ ଷ୍ଟକ ମାର୍କେଟର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନାମରେ ଆଉ ଏକ ନୂଆ ରେକର୍ଡ ହାସଲ କରିଛି। ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀର ବଜାର କ୍ୟାପ(MCAP) ୨୦ ଲକ୍ଷ କୋଟି…

୩୬ ବର୍ଷ ବୟସରେ ହାତକୁ ଦୁଇ ହାତ ହେବେ ଅଭିନେତା ହର୍ଷଦ, ସରିଲା ନିର୍ବନ୍ଧ

ବମ୍ବେ: ସରିଲା ନିର୍ବନ୍ଧ। ଖୁବ୍‌ଶୀଘ୍ର ପଡ଼ିବ ହାତଗଣ୍ଠି। ଆମେ କହୁଛୁ ଟେଲି ପରଦାର ଲୋକପ୍ରିୟ ଅଭିନେତା ହର୍ଷଦ ଚୋପ୍ରାଙ୍କ ବିଷୟରେ। ଧାରାବାହିକ ‘ବେଇନ୍ତହାଁ’ରେ ଉସ୍ମାନ୍‌ ଅବଦୁଲ୍ଲା ଭୂମିକାରେ ନଜର ଆସିଥିଲେ ଏହି ଅଭିନେତା। ଏବେ ସେ ନିଜର ପ୍ରେମିକା ମୁସ୍କାନ ରାଜପୁତଙ୍କ…

ପୂଜାରା-ଜାଡେଜାଙ୍କୁ କରାଗଲା ସମ୍ମାନିତ: ଜାଣନ୍ତୁ ଏହା ପଛରେ ରହିଛି କ’ଣ କାରଣ

ରାଜକୋଟ,୧୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ବ୍ୟାଟ୍ସମ୍ୟାନ ଚେତେଶ୍ୱର…

ସମଗ୍ର ଦେଶ ତାଙ୍କୁ ମିସ୍‌ କରୁଛି, କୋହଲିଙ୍କୁ ନେଇ ଏମିତି କହିଲେ ବୀରେନ୍ଦ୍ର ସେହ୍ବାଗ

ରାଜକୋଟ,୧୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ରାଜକୋଟରେ ଖେଳାଯାଉଛି। ରାଜକୋଟ ଟେଷ୍ଟରେ ଭାରତୀୟ ଦଳ ବିରାଟ କୋହଲିଙ୍କ ବିନା ପୁଣି ଥରେ ପଡ଼ିଆକୁ ଓହ୍ଲାଇଛି। ଇଂଲଣ୍ଡ ବିପକ୍ଷ ସମ୍ପୂର୍ଣ୍ଣ ସିରିଜରେ କୋହଲି ଟିମ…

ଜଳସମ୍ପଦ କର୍ମଚାରୀଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି,୧୫।୨: ମାଓବାଦୀଙ୍କ ବର୍ବରକାଣ୍ଡ। ଜଳ ସମ୍ପଦ ବିଭାଗର ଜଣେ କର୍ମଚାରୀଙ୍କ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ। ଏପରି ଛାତିଥରା ଘଟଣା ଘଟିଛି ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜଲାରେ। ମୃତକ ହେଲେ ଇକବାଲ ମିଆଁ। ସୂଚନା ଥାଉ କି, ବୁଧବାର…

ସ୍ତ୍ରୀଙ୍କୁ ହତ୍ୟା କରି କଟାମୁଣ୍ଡ ହାତରେ ଧରି ବସ୍‌ଷ୍ଟାଣ୍ଡରେ ବୁଲିଲେ ବ୍ୟକ୍ତି,ରକ୍ତ ଜୁଡୁବୁଡ଼ୁ ଦେହ ଦେଖି…

କୋଲକାତା,୧୫।୨: ଘରୋଇ କଳହକୁ ନେଇ ସ୍ତ୍ରୀଙ୍କୁ ହତ୍ୟା, ପରେ କଟାମୁଣ୍ଡ ଧରି ବୁଲିଲେ ବ୍ୟକ୍ତି। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳରେ। ବ୍ୟକ୍ତିଜଣଙ୍କ ହେଲେ ଗୌତମ ଗୋଚ୍ଛାୟତ(୪୦)। ଚିସ୍ତିପୁର ବସ୍‌ଷ୍ଟାଣ୍ଡରେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି…

ପୁଅକୁ ପ୍ରଥମଥର ଟିମ୍‌ ଇଣ୍ଡିଆ କ୍ୟାପ୍‌ରେ ଦେଖି ଷ୍ଟାଡିୟମରେ ଭୋ ଭୋ ହୋଇ କାନ୍ଦିଲେ ପିତା

ରାଜକୋଟ,୧୫।୨: ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ଭାରତ ପ୍ଲେଇଙ୍ଗ୍‌-୧୧ରେ ପରିବର୍ତ୍ତନ ଆଣିଛି। ଟିମ ଇଣ୍ଡିଆ ସରଫରାଜ ଖାନଙ୍କୁ ଏକ ସୁଯୋଗ ଦେଇଛି। ସରଫରାଜ ଡେବ୍ୟୁ ଟେଷ୍ଟ ମ୍ୟାଚ ଖେଳୁଛନ୍ତି। ଟସ ପୂର୍ବରୁ ତାଙ୍କୁ ଭାରତୀୟ ଦଳର କ୍ୟାପ…

ଗୁରୁବାର ଠାରୁ ଦଶମ-ଦ୍ୱାଦଶ ଶ୍ରେଣୀ CBSE ପରୀକ୍ଷା

ଭୁବନେଶ୍ୱର ୧୫।୨ : ଆଜିଠାରୁ CBSE ପରୀକ୍ଷା । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି । ସକାଳ ୧୦ଟା ୩୦ରେ ପରୀକ୍ଷା ଆରମ୍ଭ ହେବ । ୩୦ମିନିଟ ପୂର୍ବରୁ…

ଆସିଲେଣି ସାଧୁସନ୍ଥ, ସରିଲାଣି ପ୍ରସ୍ତୁତି

ଭୁବନେଶ୍ୱର,୧୫।୨(ଅନୁରାଧା ମହାରଣା)ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା ବା କୁମ୍ଭମେଳା ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସାରା ଦେଶରୁ ସାଧୁସନ୍ଥଙ୍କ ଆଗମନ ଆରମ୍ଭ ହୋଇଛି। ୨୫ ତାରିଖ ପର୍ଯ୍ୟନ୍ତ ଐହିତ୍ୟ ଖଣ୍ଡଗିରି ପାହାଡ଼ ଓ ଏହାର ପାଦଦେଶରେ ହୋମଯଜ୍ଞ ସହ ଆଧ୍ୟାତ୍ମିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri