Home Left

ଆମେ ସରକାର ପ୍ରତ୍ୟେକ ମୁସଲମାନ ପରିବାରକୁ ସୁରକ୍ଷା ଦେଇଛୁ: ମୋଦି

ନୂଆଦିଲ୍ଲୀ,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ଜନସାଧାରଣଙ୍କ ପାଇଁ କାମ କରିନାହିଁ ବରଂ କେବଳ ତାଙ୍କ ପରିବାର ପାଇଁ କାମ କରିଛି। ଆମେ ନିରନ୍ତର ଲୋକଙ୍କ ପାଇଁ କାର୍ଯ୍ୟ କରୁଛୁ। ଏହି ସମୟରେ…

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସବୁକିଛି ଠିକ୍‌ଠାକ୍‌ ଚାଲିଛି ତ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍‌ରେ ଭଲ ନ ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦଳ କ୍ରମାଗତ ୩ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ…

ଇରାନରେ ଆତଙ୍କବାଦୀ ଆକ୍ରମଣ: ଚାଲିଗଲା ୨ ଜୀବନ

ତେହେରାନ୍‌,୫।୪: ଇରାନର ରୁସ୍କ ସହରରେ ଜୈସ-ଅଲ-ଅଦଲ ଆତଙ୍କବାଦୀ ଗୋଷ୍ଠୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ଘଟିଛି। ଆକ୍ରମଣରେ ୨୮ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ଜଣ ସୁରକ୍ଷା କର୍ମୀ ରହିଥିବା ବେଳେ ୧୮ଜଣ ସାଧାରଣ ନାଗରିକ ରହିଥିବା ଡେପୁଟି ଆଭ୍ୟନ୍ତରୀଣ ମନ୍ତ୍ରୀ…

ମା’ ଭୈରବୀଙ୍କୁ ପୂଜା କରି ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ତାରା

ଭୁବନେଶ୍ୱର,୫।୪: କୋରାପୁଟ ଜୟପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ତାରା ବାହିନୀପତି ଶୁକ୍ରବାର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ସମର୍ଥକଙ୍କ ସହ ସେ ବୋରିଗୁମ୍ମା ବ୍ଲକର ଭୈରବୀ ମନ୍ଦିରରେ ପହଞ୍ଚି ଥିଲେ। ପରେ ସେଠାରେ ପୂଜାର୍ଚ୍ଚନା କରି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି…

ଫିଲ୍ମ ଷ୍ଟାଇଲ୍‌ରେ ଗଞ୍ଜେଇ ଚୋରାଚାଲାଣ

କୋରାପୁଟ,୫ା୪(ଅମିତାଭ ବେହେରା): ଫିଲ୍ମ ଷ୍ଟାଇଲ୍‌ରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଛି ପୋଲିସ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପାଡୁଆ ବାଞ୍ଜଲାପୁଟରେ। ଛତିଶଗଡ଼ ଅଞ୍ଚଳ ବସ୍ତର ଜିଲାର ମଣିକାନ୍ତା ନାମକ ଜଣେ ଯୁବକ ନିଜ ଦେହରେ ୭…

ଏମ୍‌ସିଏ ପାସ୍‌ କରି କଣ୍ଡକ୍ଟର ସାଜିଛନ୍ତି ମିନୁ, ୪ଥର ଜାତୀୟ ସ୍ତରରେ ଖୋ-ଖୋ, ହକି ବି ଖେଳିଛନ୍ତି

ଏମିତି ଜଣେ ମହିଳା, ଯାହାଙ୍କ ଶିକ୍ଷାଗତ ଯୋଗ୍ୟତା ଏମ୍‌ସିଏ। ଖାଲି ଏତିକି ନୁହେଁ, ଜାତୀୟ ସ୍ତରରେ ୪ଥର ହକି ଏବଂ ଖୋ-ଖୋ ବି ଖେଳିଛନ୍ତି। କିନ୍ତୁ ଏବେ ଏହି ମହିଳା ଏଚ୍‌ଆର୍‌ଟିସିରେ କଣ୍ଡକ୍ଟର ଭାବେ ଯାତ୍ରୀଙ୍କ ଟିକେଟ୍‌ କାଟୁଛନ୍ତି। ହିମାଚଳ ପ୍ରଦେଶର…

ଭାଜପାରେ ମିଶିଲେ ପୂର୍ବତନ ଜିଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ

ଭୁବନେଶ୍ୱର,୫।୪: ଭାଜପାରେ ଯୋଗଦେଲେ ଜଗତସିଂହପୁରର ପୂର୍ବତନ ଜିଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ। ଶୁକ୍ରବାର ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ ଭାବେ ସେ ଭାଜପାରେ ସାମିଲହୋଇଛନ୍ତି। ବିଜେଡି ଟିକେଟ ନ ଦେବାରୁ ଅସନ୍ତୁଷ୍ଟ ଥିଲେ ଅମରେନ୍ଦ୍ର। ତେଣୁ ସେ ବିଜେଡି…

ରବର୍ଟ ଭଦ୍ରାଙ୍କ ବୟାନକୁ ନେଇ ରାଜନୀତି ହେଲା ସରଗରମ, କହିଲେ ନିର୍ବାଚନ ଲଢିବା କଥା

ଆମେଥି,୫।୪: ରାଜନୈତିକ ସରଗରମ ମଧ୍ୟରେ ଗୁରୁବାର ଆମେଥିରୁ କଂଗ୍ରେସ ପ୍ରତିଯୋଗୀମାନଙ୍କ ଦୌଡ଼ରେ ଆଉ ଏକ ବଡ ନାମ ଯୋଡି ହୋଇଥିଲା। ପ୍ରଥମ ଥର ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ବୟାନ ଭାଇରାଲ ହେବାରେ ଲାଗିଛି।…

UPI ମାଧ୍ୟମରେ ହେବ ନଗଦ ଟଙ୍କା ଜମା? ଜାଣନ୍ତୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କ’ଣ କଲେ ଘୋଷଣା

ନୂଆଦିଲ୍ଲୀ,୫।୪: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏପ୍ରିଲ ୫ ଶୁକ୍ରବାର ଦିନ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରା ନୀତି ଘୋଷଣା କରିବାବେଳେ କହିଛନ୍ତି ଯେ ସିଡିଏମ (ନଗଦ ଜମା) ରେ ନଗଦ ଜମା ୟୁପିଆଇ ମାଧ୍ୟମରେ…

ଏହି ଯୁବତୀଙ୍କ ଉଚ୍ଚତା ଛୁଏଁ ଆକାଶ, ତାଳଗଛ ପରି ରହିଛି ଗୋଡ଼

ଦୁନିଆରେ ଅନେକ ଲମ୍ବା ଲୋକ ଅଛନ୍ତି। ଗିନିଜ ଓ୍ବାଲର୍‌ଡ ରେକର୍ଡ ଅନୁଯାୟୀ, ସବୁଠୁ ଲମ୍ବା ବ୍ୟକ୍ତି ହେଉଛନ୍ତି ତୁର୍କୀର ସୁଲତାନ କୋସେନ, ଯାହାଙ୍କ ଉଚ୍ଚତା ୮ ଫୁଟରୁ ଅଧିକ। ସେହିପରି ସବୁଠୁ ଲମ୍ବା ମହିଳା ହେଉଛନ୍ତି ତୁର୍କୀର ରୁମେସା ଗେଲଗି, ଯାହାଙ୍କ…

ଆଦିବାସୀ କାର୍ଡ ଖେଳିପାରେ ବିଜେଡି: ମଇଦାନକୁ ଓହ୍ଲାଇବେ ନୂଆ ଚେହେରା

ବାଲିଗୁଡ଼ା,୫ା୪(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାର ୩ଟି ବିଧାନସଭା ଆସନରୁ ଫୁଲବାଣୀ ଓ ଜି. ଉଦୟଗିରି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି। ହେଲେ ବାଲିଗୁଡ଼ା ଆସନକୁ ଦଳ ଏପର୍ଯ୍ୟନ୍ତ ଝୁଲାଇ ରଖିଛି। ଏହାକୁ ନେଇ ଆଶାୟୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଫୁଲବାଣୀ…

ବିଦେଶୀଙ୍କୁ ବିଦା କରିବେ, ଗେହ୍ଲା ପୁଅକୁ ଆଶୀର୍ବାଦ ଦେବେ

ରାଜନଗର, ୫ା୪ (ଭାସ୍କର ରାଉତରାୟ):ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଓ କେନ୍ଦ୍ରାପଡ଼ା ଲୋକସଭା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ରାଜନଗର ଦେବୀ ମଣ୍ଡପରୁ ଗୁରୁବାର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଆରମ୍ଭରୁ ସାଂସଦ ପ୍ରାର୍ଥୀ ଅଂଶୁମାନ ରାଜନଗରରୁ ବିଜେଡିର ଡବଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri