ମୁଁ ନିଶ୍ଚିତ ଭୋଟ ଦେବି, ଲକ୍ଷ ଲକ୍ଷ ଲୋକଙ୍କ ଘରେ ପହଞ୍ଚିବାକୁ ଥିବା ଚିଠିରେ ଲେଖାଥିବା ଏମିତି କଥା
ପାଟନା,୫।୪: ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଡାକଘରୁ ଆସିଥିବା ଚିଠିରେ ‘ନିର୍ବାଚନର ଉତ୍ସବ, ଦେଶର ଗର୍ବ’, ‘ମୁଁ ନିଶ୍ଚିତ ଭାବେ ଭୋଟ ଦେବି’ ର ଏକ ସ୍ବତନ୍ତ୍ର କ୍ୟାନସିଲେଶନ ଷ୍ଟାମ୍ପ ରହିବ। ସାଧାରଣ ଲୋକଙ୍କ ମଧ୍ୟରେ ମତଦାନ ବିଷୟରେ…
ଭୁଲରେ କିଣାଯାଇଥିବା ଶଶାଙ୍କ ସିଂହ ଏମିତି କଲେ ଯେ ଖୁସିରେ ନାଚି ଉଠିଲେ ଡିମ୍ପଲ ଗର୍ଲ: ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୫।୪: ଗୁରୁବାର ଆଇପିଏଲ ୨୦୨୪ରେ ପଞ୍ଜାବ କିଙ୍ଗସ ସବୁଠୁ ବଡ ଲକ୍ଷ୍ୟ ହାସଲ କରିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ରୋମାଞ୍ଚକର ମ୍ୟାଚରେ ପଞ୍ଜାବ କିଙ୍ଗସ ଗୋଟିଏ ବଲରେ ଗୁଜୁରାଟ ଟାଇଟାନ୍ସକୁ ତିନି ୱିକେଟରେ ପରାସ୍ତ କରିଛି। ଅଲରାଉଣ୍ଡର…
ରଶ୍ମିକାଙ୍କ ଉପହାର
ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଶୁକ୍ରବାର ତାଙ୍କର ୨୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ରଶ୍ମିକା ପ୍ରଶଂସକମାନଙ୍କୁ ଏକ ଉପହାର ଦେଇଛନ୍ତି। ‘ପୁଷ୍ପା ୨: ଦ ରୁଲ’ର ମେକର୍ସ ଏହି ଚଳଚ୍ଚିତ୍ରରୁ ରଶ୍ମିକାଙ୍କ ଫାଷ୍ଟ ଲୁକ ମୁକ୍ତିଲାଭ କରିଛନ୍ତି, ଯାହାକୁ…
କଦଳୀ ଚାଷ କରି ଲକ୍ଷପତି
ନୂଆପଡା,୫।୪ (ମକାରୁ ବେମାଲ):ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ମିଛାପାଲି ପଞ୍ଚାୟତ ବରକୋଟ ଗାଁର ଚାଷୀ କଦଳୀ ଚାଷ କରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାର ଯୋଗାଉଛନ୍ତି। ୧୦ ପରିବାର ଦାଦନ ଯାଉଥିଲେ କଦଳୀ ଚାଷ କଲା ପରେ ଗାଁରେ…
ଜଙ୍ଗଲ ନିଆଁକୁ ନେଇ ଚିନ୍ତା
ନୟାଗଡ଼,୫।୪(ଲୋକନାଥ ମିଶ୍ର):ଜଙ୍ଗଲ ସୁରକ୍ଷାକାରୀଙ୍କୁ ଘାରିଛି ନିଅଁା ଚିନ୍ତା। ଜଙ୍ଗଲରେ ନିଅଁା ନ ଲାଗିବା ପାଇଁ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଆଦିବାସୀମାନେ ଗଁାରେ ଆଗୁଆ ସଭା କରି ସଚେତନତା ସୃଷ୍ଟି କରିଛନ୍ତି। ପୁଣି ପାଳି କରି ଜଙ୍ଗଲ ସୁରକ୍ଷାକୁ କଡ଼ାକଡ଼ି କରିଛନ୍ତି।…
ପ୍ରାର୍ଥୀ ଦେଇପାରୁ ନାହାନ୍ତି ବିଜେଡି, କଂଗ୍ରେସ
ନୟାଗଡ଼,୫ା୪(ଲୋକନାଥ ମିଶ୍ର):ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ନୟାଗଡ଼ ଜିଲା ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରୁନି। ଟିକେଟ୍ ଲବିରେ ବିଜେଡି ଓ କଂଗ୍ରେସ ନେତା ଥିବାରୁ ଏଭଳି ସ୍ଥିତି ଉପୁଜିଛି। ତେବେ ଭାଜପା ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ଟିକେଟ୍ ପାଇ…
ଅନୁଗୋଳ, ତାଳଚେରକୁ ନେଇ ଛିଣ୍ଡୁନି ଅଡ଼ୁଆ
ଅନୁଗୋଳ,୫।୪ (ଅମିତ କୁମାର ସାମଲ):୨୦୨୪ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ଘୋଷଣା କଲା। ଉକ୍ତ ତାଲିକାରେ ଅନୁଗୋଳ ଜିଲାର ୫ ନିର୍ବାଚନମଣ୍ଡଳୀରୁ କେବଳ ପାଲଲହଡ଼ା ଓ ଛେଣ୍ଡିପଦା ପାଇଁ ପ୍ରାର୍ଥୀଙ୍କ ନାମ ରହିଲା। ତେଣୁ ଦ୍ୱିତୀୟ ପର୍ଯ୍ୟାୟରେ ଜିଲାର…
ଉତ୍ତରପ୍ରଦେଶରେ ମଦ୍ରାସା ଉଚ୍ଛେଦ ଆଇନ୍ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
ଭୁବନେଶ୍ୱର,୫।୪: ସୁପ୍ରିମକୋର୍ଟ ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲହାଇଛନ୍ତି ଯାହା ଉତ୍ତରପ୍ରଦେଶ ମଦ୍ରାସା ଆଇନକୁ ଅସାମ୍ବିଧାନିକ ଘୋଷଣା କରିଥିଲା। ଏହା ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ୧୭ ଲକ୍ଷ ଛାତ୍ରଛାତ୍ରୀ ଏବଂ ୧୦,୦୦୦…
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ୧୦କୋଟି ଟଙ୍କାର ମାନହାନି କେସ୍
ଗୁଆହାଟୀ,୫।୪: ଆସାମରେ କଂଗ୍ରେସ ସଭାପତି ଭୁପେନ କୁମାର ବୋରା ସ୍ଥାନୀୟ ଅଦାଲତରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ବିରୋଧରେ ୧୦କୋଟି ଟଙ୍କା ମାନହାନି ମୋକଦ୍ଦମା ଦାୟର କରିଛନ୍ତି। କଂଗ୍ରେସ ନେତା ଦାବି କରିଛନ୍ତି, ସରମାଙ୍କ ମନ୍ତବ୍ୟ ଯୋଗୁ ତାଙ୍କ ଏବଂ ଦଳର…
‘ବିରୋଧି ନେତାଙ୍କୁ ଜେଲ, କଂଗ୍ରେସ ଉପରେ ଜୁଲମ’, ଘୋଷଣାପତ୍ର ଜାରି କରି ଏମିତି କହିଲେ ମଲ୍ଲିକାର୍ଜୁନ
ନୂଆଦିଲ୍ଲୀ,୫।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର ଭାଜପାକୁ ଟାର୍ଗେଟ କରିଥିଲେ। ଭାଜପା ଯୋଗୁ ବିରୋଧୀ ଦଳର ନେତାମାନଙ୍କୁ ଜେଲରେ ରଖାଯାଉଛି ବୋଲି ସେ କହିଛନ୍ତି। ଦେଶରେ ସମ୍ବିଧାନ ବିପଦରେ ରହିଛି। ଏହା କରି ଭାଜପା ଆମକୁ ବା କଂଗ୍ରେସକୁ ହଇରାଣ…
ଆମେ ସରକାର ପ୍ରତ୍ୟେକ ମୁସଲମାନ ପରିବାରକୁ ସୁରକ୍ଷା ଦେଇଛୁ: ମୋଦି
ନୂଆଦିଲ୍ଲୀ,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ଜନସାଧାରଣଙ୍କ ପାଇଁ କାମ କରିନାହିଁ ବରଂ କେବଳ ତାଙ୍କ ପରିବାର ପାଇଁ କାମ କରିଛି। ଆମେ ନିରନ୍ତର ଲୋକଙ୍କ ପାଇଁ କାର୍ଯ୍ୟ କରୁଛୁ। ଏହି ସମୟରେ…
ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସବୁକିଛି ଠିକ୍ଠାକ୍ ଚାଲିଛି ତ? ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୫।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍ରେ ଭଲ ନ ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦଳ କ୍ରମାଗତ ୩ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ…
Archives


