ହେଉନି ବିଜେଡି ପ୍ରାର୍ଥୀ ଘୋଷଣା, ଆଶାୟୀ ଛଟପଟ
ବାଲେଶ୍ୱର, ୫।୪(ମାନସ ବିଶ୍ୱାଳ):ବାଲେଶ୍ୱର ଜିଲା ରେମୁଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ ନ ପାଇବାରୁ ଆଶାୟୀମାନେ ଆଶଙ୍କାରେ ରହି ଛଟପଟ ହେଉଛନ୍ତି। ଏସ୍ସି ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ଆସନ…
ଅପରାଜିତାଙ୍କ ଖୁଲାସା: ଖୋର୍ଦ୍ଧାରେ ଏହି ବ୍ୟକ୍ତିଙ୍କୁ ମିଳିବ ବିଧାୟକ ଟିକେଟ୍
ଟାଙ୍ଗୀ,୫ା୪(ରଘୁନାଥ ସାହୁ):ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀଭାବେ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ନାମ ଖୁବ୍ଶୀଘ୍ର ଘୋଷଣା ହେବ ବୋଲି ଗୁରୁବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ ପୁନର୍ବାର କହିଛନ୍ତି। କିଛିଦିନ ତଳେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଅପରାଜିତା…
ହଜାରେ ଅଣ୍ଡାରୁ ଗୋଟିଏ କଇଁଛକୁ ମିଳେ ପୂର୍ଣ୍ଣ ଜୀବନ
କେନ୍ଦ୍ରାପଡ଼ା, ୫ା୪ (ଜଗନ୍ନାଥ ଧଳ):ଚଳିତବର୍ଷ ଭିତରକନିକା ଜାତୀୟଉଦ୍ୟାନ ଅନ୍ତର୍ଗତ ଗହୀରମଥା ସମୁଦ୍ର ତଟାଞ୍ଚଳରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ ରିଡ୍ଲେ ସମୂହ ଅଣ୍ଡାଦାନ ଆରମ୍ଭ କରିଛନ୍ତି। ବହୁ ବିଳମ୍ବରେ ଗହୀରମଥାର ବିଭିନ୍ନ ସ୍ଥାନରେ ପ୍ରାୟ ୮ ହଜାର ଅଲିଭ ରିଡ୍ଲେ…
ବିଧାୟକଙ୍କୁ ଟିକେଟ ନ ଦେବାକୁ ଦାବି
କୁଜଙ୍ଗ,୫।୪ (ମନୋଜ ପ୍ରଧାନ):ପାରାଦୀପରେ ବିଜେଡି ଟିକେଟକୁ ନେଇ ଉଠିଥିବା ଝଡ଼ ଥମିବାର ନାଁ ଧରୁନାହିଁ । ଏନେଇ ଦୀର୍ଘ ଦୁଇମାସ ହେବ ବିଜେଡିର କେତେଜଣ ଅସନ୍ତୁଷ୍ଟ କର୍ମୀ ଓ ଦଳୀୟ ସରପଞ୍ଚ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ସମାବେଶ କରିଆସୁଥିଲେ ।…
ଟିକେଟ୍ ନ ମିଳିବାରୁ ରାଗରେ ନିଆଁବାଣ ହେଲେ ଅମରେନ୍ଦ୍ର
ଜଗତ୍ସିଂହପୁର, ୫ା୪ (ପ୍ରମୋଦ କୁମାର ନାୟକ):ଜଗତ୍ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ଟିକେଟକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା କସରତର ଅନ୍ତ ଘଟିଛି। ପ୍ରଶାନ୍ତ ମୁଦୁଲି ଦଳୀୟ ଟିକେଟ ପାଇବା ଘୋଷଣା ପରେ ଅନ୍ୟତମ ପ୍ରମୁଖ ଆଶାୟୀ ଅମରେନ୍ଦ୍ର ଦାସ…
ବିଜେଡି ସ୍ଥିର, ବଢୁଛି ଭାଜପା, କଂଗ୍ରେସ ନୀରବ
ଯାଜପୁର,୫ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାରେ ଯଥେଷ୍ଟ ପ୍ରାକୃତିକ ସମ୍ପଦ ଥିଲେ ବି ସେସବୁର ଠିକ୍ ବିନିଯୋଗ ନ ହେବାରୁ ନିଯୁକ୍ତି ସୁଯୋଗ ସୃଷ୍ଟି ସଙ୍କୁଚିତ ହୋଇଛି। ଏହା ଉପରେ ପୁଣି ଖଣି ଓ ଶିଳ୍ପାଞ୍ଚଳରେ ଅଣଓଡ଼ିଆଙ୍କ ଅନାଧିକାର ପ୍ରବେଶ ବେକାର ଯୁବତୀଯୁବକମାନଙ୍କୁ…
ସିଆଇଓର ନୂତନ ମାଇଲଖୁଣ୍ଟ
ଭୁବନେଶ୍ୱର,୫।୪: ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା କାଉନସିଲ ଫର ଇନ୍ସ୍ୟୁରାନ୍ସ ଅମ୍ବୁଡ୍ସମ୍ୟାନ ବା ସିଆଇଓ (ବୀମା ଲୋକପାଳ ପରିଷଦ)ର ବାର୍ଷିକ ଫଳାଫଳ ନିକଟରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ଆର୍ଥିକ ବର୍ଷ (୨୦୨୩-୨୪ ଆର୍ଥିକ ବର୍ଷ) ମଧ୍ୟରେ ସିଆଇଓ ଉଲ୍ଲେଖନୀୟ…
ସୋରେନ୍ଙ୍କ ୩୧ କୋଟି ଟଙ୍କାର ଜମିକୁ ବାଜ୍ୟାପ୍ତ କଲା ଇଡି
ନୂଆଦିଲ୍ଲୀ,୫ା୪(ପି.ଟି.):ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନିଲଣ୍ଡରିଂ ମାମଲାର ତଦନ୍ତ ଚଳାଇଛି। ଇତିମଧ୍ୟରେ ରାଞ୍ଚତ୍ରେ ଥିବା ସୋରେନ୍ଙ୍କ ୮.୮୬ ଏକର ଜମିକୁ ଇଡି ବାଜ୍ୟାପ୍ତ କରିଥିବା ଗୁରୁବାର କହିଛି। ଉକ୍ତ ସମ୍ପତ୍ତିର…
ମହିନ୍ଦ୍ରା ନ୍ୟୁ ଏସ୍ୟୁଭି ମଡେଲର ନାମ ଉନ୍ମୋଚିତ, ୨୯ରେ ଓ୍ବାର୍ଲଡ ପ୍ରିମିୟର
ଭୁବନେଶ୍ୱର,୫।୪ (ଅଭୟ ଦାଶ); ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ ଏସୟୁଭି ମଡେଲ ନାମ ନିକଟରେ ଉନ୍ମୋଚିତ ବା ଅନାବରଣ ହୋଇଯାଇଛି। ଏପରିକି ବ୍ରାଣ୍ଡ୍ର ଅଲ ନ୍ୟୁ ଏସୟୁଭି ‘ଏକ୍ସୟୁଭି ୩…
ଭାରତର ସାମୁଦ୍ରିକ ଇତିହାସ ଗୌରବମୟ
ଭାରତର ସାମୁଦ୍ରିକ ଇତିହାସ ବେଶ୍ ସମୃଦ୍ଧ ଏବଂ ଗୌରବମୟ ଅଟେ। ପ୍ରାଚୀନ କାଳରୁ ଦକ୍ଷିଣ ଭାରତୀୟମାନେ ପୂର୍ବ ଏସିଆ ଏବଂ ପଶ୍ଚିମରେ ଆରବ ଜଗତ ସହିତ ଜାହାଜରେ ପରିବହନ କରିଆସୁଥିଲେ। ଆଧୁନିକ ଯୁଗରେ ଭାରତ ସାମୁଦ୍ରିକ କ୍ଷେତ୍ରରେ ଅନେକ ଅଗ୍ରଗତି କରିଛି।…
ଅମେଠିରୁ ଲଢ଼ିପାରନ୍ତି ରବର୍ଟ ଭଦ୍ରା
ନୂଆଦିଲ୍ଲୀ, ୫।୪ (ପି.ଟି.):କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା ଗୁରୁବାର ସକ୍ରିୟ ରାଜନୀତିରେ ଯୋଗଦେବା ନେଇ ସଙ୍କେତ ଦେଇଛନ୍ତି। ସେ ଚଳିତ ଥର ଅମେଠିରୁ ଲୋକ ସଭା ନିର୍ବାଚନ ଲଢ଼ନ୍ତୁ ବୋଲି ଏଠାକାର ଜନସାଧାରଣ ଚାହୁଁଥିବା, ରବର୍ଟ…
ମାର୍ଚ୍ଚରେ ହୋଣ୍ଡାର ୭୦୭୧ ୟୁନିଟ୍ ଯାନ ବିକ୍ରି
ଭୁବନେଶ୍ୱର,୫।୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ପ୍ରିମିୟମ କାର ନିର୍ମାତା ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ (ଏଚ୍ସିଆଇଏଲ)ର ମାସିକ ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। କମ୍ପାନୀର ସୂଚନା ଅନୁଯାୟୀ ୨୦୨୪ ମାର୍ଚ୍ଚରେ ହୋଣ୍ଡାର ମୋଟ ଘରୋଇ ବିକ୍ରି ୭୦୭୧…
Archives


