Home Left

ବେଳାଭୂମିରେ ବଜ୍ରପାତ: ୩ ପର୍ଯ୍ୟଟକ ଗୁରୁତର

ବାଲେଶ୍ୱର,୭।୪: ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ବେଳାଭୂମିରେ ରବିବାର ସନ୍ଧ୍ୟାରେ ବଜ୍ରପାତ ଘଟିଛି। ଏହି ବଜ୍ରପାତରେ ୩ଜଣ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ପଶ୍ଚିମବଙ୍ଗର ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ ଭୋଗରାଇ ବ୍ଲକ ଉଦୟପୁର ଗ୍ରାମର ଜଣେ…

ପତ୍ନୀଙ୍କ ସହ ରୋମାଣ୍ଟିକ ହେଲେ ଅଷ୍ଟ୍ରେଲିଆର ଏହି ଲେସବିୟାନ କ୍ରିକେଟର

ସିଡନୀ,୭।୪: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଜେସ ଜୋନାସନ ଏବଂ ସାରା ଗୁଡେରହମ ଗତ ବର୍ଷ ଏପ୍ରିଲ ୬ରେ ବିବାହ କରିଥିଲେ। ରବିବାର ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ଥିଲା। ଏହି ବିଶେଷ ଅବସରରେ ସୋସିଆଲ ମିଡିଆରେ ଲେସବିୟାନ ଦମ୍ପତିଙ୍କୁ ଏକ ରୋମାଣ୍ଟିକ ଶୈଳୀରେ…

ଆଲେକ୍ସା ବ୍ୟବହାର କରି ଭଉଣୀ ଜୀବନ ବଞ୍ଚାଇଥିବା ଝିଅଙ୍କୁ ଚାକିରି ଅଫର୍‌ ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୭।୩: ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରାୟତଃ ସକ୍ରିୟ ଥାନ୍ତି। ସେ ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗରେ ପୋଷ୍ଟ ଷେୟାର୍‌ କରନ୍ତି ଏବଂ ଲୋକଙ୍କ ସହିତ ମଧ୍ୟ ଯୋଡି ହୋଇ ରୁହନ୍ତି। କେବଳ ଏତିକି…

ଥାନାରେ ଲାଗିଲା ନିଆଁ

ଦିଗପହଣ୍ଡି,୭।୪: ଗଞ୍ଜାମ ଜିଲା ଦିଗପହଣ୍ଡି ସୁନାପୁର ମେରାଇନ୍‌ ଥାନାରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଶର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି। ଏପରି କି ଅଗ୍ନିକାଣ୍ଡରେ ଥାନା ପରିସରରେ ଥିବା ୨ଟି ବାଇକ୍‌ ମଧ୍ୟ ଜଳି ଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା…

ରାହୁଲଙ୍କୁ ପ୍ରଶାନ୍ତ କିଶୋରଙ୍କ ପରାମର୍ଶ, ବ୍ରେକ ନେଇଯାଆନ୍ତୁ

ନୂଆଦିଲ୍ଲୀ,୭।୪: ଲୋକ ସଭା ନିର୍ବାଚନର ପ୍ରସ୍ତୁତି ମଧ୍ୟରେ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଇଣ୍ଡିଆ ମେଣ୍ଟର ରଣନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଇତିମଧ୍ୟରେ ସେ ଦାବି କରିଛନ୍ତି କି ଭାଜପା ଦକ୍ଷିଣ ରାଜ୍ୟରେ…

ଆସୁଛି ନିର୍ବାଚନ: ଥାନା ଅଞ୍ଚଳକୁ ନଜରରେ ରଖିବ ପୋଲିସ ଫୋର୍ସ

ମୋରଡା,୭।୪(ସ୍ମାରକ ମାଜୀ): ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ମୟୂରଭଞ୍ଜ ଜିଲା ମୋରଡ଼ା ପୋଲିସ ପ୍ରଶାସନ l ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମୋରଡ଼ା ପୋଲିସ ପକ୍ଷରୁ ରବିବାର…

ଅପରେଶନ ପରେ ଆଶାବାଡ଼ି ଧରି ଚାଲିଲେ ମହମ୍ମଦ ଶାମି, ପଡ଼ିଆକୁ ଫେରିବାକୁ ଜଣାଇଲେ ବ୍ୟଗ୍ରତା

ନୂଆଦିଲ୍ଲୀ,୭।୪: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ନିଜର ଆଘାତ ସମସ୍ୟା ବିଷୟରେ ଅପଡେଟ୍ ଶେୟାର କରିଛନ୍ତି। ତାଙ୍କର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଠାରେ ତାଙ୍କୁ ଆଶାବାଡି ସାହାଯ୍ୟରେ ଚାଲୁଥିବାର ଦେଖିବାକୁ ମିଳିଛି। ଗତ ନଭେମ୍ବର ୧୯…

ଏହି କଥା କହି ଭାବପ୍ରବଣ ହୋଇପଡିଲେ ରୋହିତ ଶର୍ମା

କପିଲ ଶର୍ମାଙ୍କର ନୂଆ କମେଡି ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ସହିତ ନେଟଫ୍ଲିକ୍ସରେ ଧମାଲ କରୁଛନ୍ତି। ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ର ଦ୍ୱିତୀୟ ଏପିସୋଡରେ କ୍ରିକେଟ ଖେଳାଳି ରୋହିତ ଶର୍ମା ଏବଂ ଶ୍ରେୟସ ଆୟର୍‌ ଯୋଗ ଦେଇଥିଲେ।…

ଶେଷ ଓଭରରେ ଚମତ୍କାର କଲେ ରୋମାରିଓ ଶେଫର୍ଡ: ଦିଲ୍ଲୀକୁ ମିଳିଲା ବିଶାଳ ଲକ୍ଷ୍ୟ

ମୁମ୍ବାଇ,୭।୩: ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିଥିଲା। ଗୋଟିଏ ପଟେ ଦଳର ଏକ ଭଲ ଆରମ୍ଭ ଥିଲା ଏବଂ ଶେଷ ମଧ୍ୟ ଚମତ୍କାର ରହିଛି। ଶେଷ ୪ ଓଭରରେ ମୁମ୍ବାଇ…

ଇତିହାସ ରଚିଲେ ରୋହିତ ଶର୍ମା, ପ୍ରଥମ ଭାରତୀୟ ଭାବେ ଟି -୨୦ କ୍ରିକେଟରେ ହାସଲ କଲେ ଏହି ସଫଳତା

ନୂଆଦିଲ୍ଲୀ,୭।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଚଳିତ ସିଜନର ୨୦ ତମ ମ୍ୟାଚ୍ ରେ ଟି ୨୦ କ୍ରିକେଟ୍ ରେ ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟରୁ ଏକ ବଡ଼ ରେକର୍ଡ କରିଛନ୍ତି। ଏହି ମ୍ୟାଚରେ…

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକୁ ବିରୋଧ କଲା ଭାଜପା

ଛତ୍ରପୁର,୭ା୪(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁର ସହରରେ ବିଜେଡି ପକ୍ଷରୁ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛତ୍ରପୁର ଭାଜପା ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏସମ୍ପର୍କରେ କାର୍ଯ୍ୟାନୁଷ୍ଠାନ…

ମୋଦି ନା ଭାଜପା କିଏ ବଡ, ବାଂସୁରୀ ଦେଲେ ଏମିତି ଉତ୍ତର

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ପରସ୍ପର ସହ ସମକକ୍ଷ କାରଣ ଦଳ ପଦ୍ମର ପ୍ରତୀକ ଉପରେ ଲଢୁଛି ଏବଂ ‘ମୋଦି ଜୀ ହେଉଛି ପଦ୍ମର ଫୁଲ’। ନୂଆଦିଲ୍ଲୀ ଆସନରୁ ଦଳର ଲୋକ ସଭା ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri