ଟେନ୍ସନ୍ରେ ବିଜେଡି: ବିଧାୟକ ପ୍ରାର୍ଥୀଙ୍କ କୁଶପୁତ୍ତଳିକା ଦାହ କଲେ ନିଜ ଦଳର କର୍ମୀ
ଖଜୁରିପଡ଼ା,୭ା୪(ବିଦୁର ବେହେରା): କନ୍ଧମାଳ ଜିଲାର ୩ ନିର୍ବାଚନମଣ୍ଡଳୀ ଏବଂ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ ପ୍ରମୁଖ ୩ ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି। ଯେଉଁମାନଙ୍କୁ ଦଳ ପ୍ରାର୍ଥୀ କରିଛି, ତାହାକୁ ନେଇ ଏବେ ସବୁଠି ଅସନ୍ତୋଷର ସ୍ବର ଉଠିଥିବା ବେଳେ ଦେବେନ୍ଦ୍ର…
କେମିତି ସୁର ରାଉତରାୟଙ୍କୁ ପୁଅଙ୍କୁ ହରାଇବେ ଅପରାଜିତା: ପ୍ଲାନ୍ ବିଷୟରେ ଖୋଲାଖୋଲି କହିଲେ
ଭୁବନେଶ୍ୱର,୭।୪: ଆଗାମୀ ଲୋକ ସଭା ନିର୍ବାଚନରେ ଭୁବନେଶ୍ୱର ଆସନ ହଟ୍ସିଟ୍ରେ ପରିଣତ ହୋଇଛି। ଏଠାରୁ ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ବିଜେଡି ପ୍ରାର୍ଥୀ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବ। ଲଗାଥର…
ମୋଦିଙ୍କ ପାଦ ଛୁଇଁଲେ ନୀତୀଶ: ଭିଡିଓ ଭାଇରାଲ
ନବାଦା,୭।୪: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ରବିବାର ନବାଦାରେ ଏକ ନିର୍ବାଚନ ରାଲିରେ ଦେଇଥିବା ଭାଷଣ ଅନେକ ଦିଗରୁ ଆଲୋଚନାର ବିଷୟ ପାଲଟିଛି। ୨୫ ମିନିଟର ସମ୍ବୋଧନରେ ସେ ମଜାଳିଆ ଢଙ୍ଗରେ ବି କହିଛନ୍ତି, ଏହାସହ ସେ ମଞ୍ଚରେ ବସିଥିବା ପ୍ରଧାନମନ୍ତ୍ରୀଙ୍କ…
ପଦ୍ମପୁର: ଛକାପଞ୍ଝାରେ ଅଟକିଛି ବିଜେଡି ଟିକେଟ
ପଦ୍ମପୁର,୭।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବିଧାନସଭା ଆସନରେ କିଏ ବିଜୁ ଜନତା ଦଳର ପ୍ରାର୍ଥୀ ହେବେ ସେ ନେଇ ସସ୍ପେନ୍ସ ଜାରି ରହିଛି । ଗତ ଉପନିର୍ବାଚନରେ ବିଜେଡି ପ୍ରାର୍ଥତ୍ନୀ ବର୍ଷା ସିଂ ବରିହା ପ୍ରାୟ ୪୨ ହଜାର ଭୋଟ୍ ବ୍ୟବଧାନରେ ଜିତିଥିବା…
କେଜ୍ରିଓ୍ବାଲଙ୍କ ଗିରଫଦାରିକୁ ନେଇ ବିଦେଶରେ ଉଠିଲା ପ୍ରତିବାଦର ସ୍ବର
ନୂଆଦିଲ୍ଲୀ,୮ା୪:ଦିଲ୍ଲୀ ଅବକାରୀ ନୀତି ସହ ସମ୍ପୃକ୍ତ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫ ପ୍ରତିବାଦରେ ରବିବାର ଦେଶବ୍ୟାପୀ ଆମ୍ ଆଦ୍ମୀ ପାର୍ଟି (ଆପ୍) ନେତା ଓ କର୍ମୀମାନେ ସାମୂହିକ ଅନଶନ କରିଛନ୍ତି। ଏପରିକି ଦେଶ ବାହାରେ ଥିବା କେଜ୍ରିଓ୍ବାଲଙ୍କ ସମର୍ଥକମାନେ…
ଘଡ଼ଘଡ଼ି ସହ କୁଆପଥର ବର୍ଷା
ପାଟଣା,୭ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ରବିବାର ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇଛି। ଏହାର ପ୍ରଭାବରେ ଅନେକ ଅଞ୍ଚଳରେ ଗଛ ଉପୁଡ଼ିବା ସହ ଡୁମୁରିଆ ପଞ୍ଚାୟତ ରୋହଣୀ ଦୁମା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି…
ଶାସନ କ୍ଷମତା ହାତକୁ ଆସିଲେ ଶସ୍ତାରେ ମିଳିବ ଭଲ ମଦ, ନେତାଜୀଙ୍କ ନିର୍ବାଚନୀ ଘୋଷଣାପତ୍ର
ଅମରାବତି,୭।୪: ନିର୍ବାଚନରେ ଭୋଟ ବଦଳରେ ମଦ ବଣ୍ଟନ ବିଷୟରେ ଅନେକ ଖବର ଶୁଣିଛେ ଏବଂ ଏହା ମଧ୍ୟ ଦେଖାଯାଇଛି, କିନ୍ତୁ ଯଦି କୌଣସି ଦଳ ମଦକୁ ନିର୍ବାଚନ ପ୍ରସଙ୍ଗ କରନ୍ତି ତେବେ କ’ଣ ହେବ? ଯଦି କୌଣସି ରାଜନୈତିକ ଦଳ ନିର୍ବାଚନରେ…
ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍କା
ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପୂର୍ବରୁ ବରଗଡ଼ ଜିଲା କଂଗ୍ରେସକୁ ଏକ ବଡ଼ ଝଟ୍କା ଲାଗିଛି । ପ୍ରାର୍ଥୀ ଚୟନରେ ତାଙ୍କୁ ଅଣଦେଖା କରାଯାଇଛି ବୋଲି କଂଗ୍ରେସ ଓବିସି ସେଲ୍ ଜିଲା ଚେୟାରମ୍ୟାନ ପାଣ୍ଡବ କର୍ଣ୍ଣ ଅଭିଯୋଗ କରିଛନ୍ତି। ଦଳ ଯଦି…
ଏସପିକୁ ରିଜେକ୍ସନର ଇଞ୍ଜେକସନ ଲଗାଅ, ମେରଠରେ କଂଗ୍ରେସ ଉପରେ ବର୍ଷିଲେ ସ୍ମୃତି
ମେରଠ,୭।୪: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ପ୍ରଚାରରେ ସମ୍ପୂର୍ଣ୍ଣ ସକ୍ରିୟ ଅଛି। ଏହି କ୍ରମରେ ଭାଜପା ଏମପି ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମେରଠ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର…
ରିଲିଫ କ୍ୟାମ୍ପ୍ରୁ ଭୋଟ ଦେବେ ୨୪ ହଜାର ବିସ୍ଥାପିତ
ଇମ୍ଫାଲ,୭ା୪: ମଣିପୁର ହିଂସାର ୧୧ ମାସ ପରେ ମଧ୍ୟ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବିସ୍ଥାପିତ ହୋଇ ବିଭିନ୍ନ ରିଲିଫ କ୍ୟାମ୍ପ୍ରେ ମୁଣ୍ଡ ଗୁଞ୍ଜିଛନ୍ତି। ମଣିପୁରରେ ଏପ୍ରିଲ ୧୯ ଏବଂ ୨୬ ତାରିଖ ୨ ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ହେବ…
ନିର୍ବାଚନ ପ୍ରଚାର ବେଳେ ବେହୋସ ହେଲେ କାଜଲ, ହସ୍ପିଟାଲରେ ଭର୍ତ୍ତି
ଲକ୍ଷ୍ନୌ,୭।୪: ଦେଶରେ ୨୦୨୪ଲୋକ ସଭା ନିର୍ବାଚନର ବିଗୁଲ ବାଜିବା ସହିତ ସମସ୍ତ ଦଳର ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଗୋରଖପୁରରୁ ଯେଉଁଠାରେ ଏମପି ରବିକିଶନଙ୍କୁ ଭାଜପା ପୁଣି ଟିକେଟ ଦେଇଛି। ରବିକିଶନ ମଧ୍ୟ ପ୍ରଚାର ଆରମ୍ଭ କରିଥିବାବେଳେ ମିଳିତ ମଞ୍ଚର…
ଟିଏମସି ଚାହୁଁଛି ପଶ୍ଚିମ ବଙ୍ଗରେ ଭ୍ରଷ୍ଟାଚାର-ହିଂସାର ଲାଇସେନ୍ସ: ମୋଦି
ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତ୍ରୁଣମୂଳ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଟିଏମସି ପଶ୍ଚିମବଙ୍ଗରେ ଦୁର୍ନୀତି ଏବଂ ହିଂସାକୁ ଖୋଲା ଲାଇସେନ୍ସ ଦେଇଛି। ପଶ୍ଚିମବଙ୍ଗର ଜଲପାଇଗୁଡିରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ମମତା…
Archives


