Home Left

ଗମ୍ଭୀର ଜଣେ ୧୨ ବର୍ଷର ଶିଶୁପରି…ପିଲାଦିନର କୋଚ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୬।୮: ରାହୁଲ ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ କୋଚ କରାଯାଇଥିଲା। ଗମ୍ଭୀରଙ୍କ କାର୍ଯ୍ୟକାଳ ଶ୍ରୀଲଙ୍କା ଗସ୍ତରୁ ଆରମ୍ଭ ହୋଇଥିଲା। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଟିମ ଇଣ୍ଡିଆ ଏକ ଚମତ୍କାର ବିଜୟ ହାସଲ କରିଛି। କିନ୍ତୁ ଦିନିକିଆ…

ସିମେଣ୍ଟ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ଜଣେ ମୃତ, ୬ ଆହତ

ମୁମ୍ବାଇ,୬।୮: ମହାରାଷ୍ଟ୍ରର ନାଗପୁରର ସିମେଣ୍ଟ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ସେଠାରେ ୬ଜଣ ଆହତ ହୋଇଛନ୍ତି। ସକାଳ ୩ଟାରେ ନାଗପୁର ଜିଲାର ମୌଦା ତାଲୁକାର ଜୁନ୍ନାର ଗ୍ରାମରେ ଏକ କାରଖାନାରେ ବିସ୍ଫୋରଣ ଘଟିଥିଲା। ଶ୍ରୀ…

ଭାଜପାର ମାଷ୍ଟର ଷ୍ଟ୍ରୋକ, ମଇଦାନକୁ ଓହ୍ଲାଇଲେ ଧୁରନ୍ଧର

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ୧୦ଟି ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ନିଜର ସମସ୍ତ ଶକ୍ତି ଲଗାଇଛି। ଉପ-ନିର୍ବାଚନରେ ଦଳର ବରିଷ୍ଠ ନେତାମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଠାରୁ…

ଆଜି ଅଲମ୍ପିକ୍ସ ମୈଦାନକୁ ଓହ୍ଲାଇବେ ନୀରଜ ଚୋପ୍ରା, ଭାରତକୁ ମିଳିପାରେ ପଦକ

ନୂଆଦିଲ୍ଲୀ, ୦୬।୦୮: ଚଳିତ ପ୍ୟାରିସ୍‌ ଅଲମ୍ପିକ୍ସରେ ଆଜି ଭାରତ ପାଇଁ ବଡ଼ ଦିନ । କାରଣ ଆଜି ହକି ଟିମ୍‌ ଅଲମ୍ପିକ୍ସରେ ଜର୍ମାନୀ ବିପକ୍ଷରେ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳିବ । ଏଥିରେ ଜିତିବା ଅର୍ଥ ଭାରତର ଗୋଟିଏ ପଦକ ପକ୍କା ।…

ଆଜି ରିମାଣ୍ଡରେ ଯିବେ ୫ ସ୍ତ୍ରୀଙ୍କ ସ୍ବାମୀ,୪୯ ଜଣଙ୍କ ପ୍ରେମିକ: ଖୋଲିବ କେଳେଙ୍କାରୀ ଗୁମର

ଭୁବନେଶ୍ୱର,୪।୮: ୫ ସ୍ତ୍ରୀଙ୍କ ସ୍ବାମୀ ସତ୍ୟଜିତ ସାମଲଙ୍କୁ ମଙ୍ଗଳବାର କମିସନରେଟ ପୋଲିସ ରିମାଣ୍ଡରେ ନେବେ। କମିସନରେଟ ପୋଲିସ ତାଙ୍କୁ ଅଧିକ ପଚରାଉଚରା କରିବା ପାଇଁ ରିମାଣ୍ଡରେ ନେଉଥିବା ଜଣାପଡ଼ିଛି। ପରେ ଠକ ପ୍ରେମିକର କେଳେଙ୍କାରୀର ଗୁମର ଖୋଲିବ । ସୂଚନାଯୋଗ୍ୟ, ରାଜଧାନୀରେ…

ବାଂଲାଦେଶ ପ୍ରଦର୍ଶନକାରୀଙ୍କ ତାଲିବାନୀ ବର୍ବରତା, ହସିନାଙ୍କ ନେତାଙ୍କ ଉପରେ ଆକ୍ରମଣ

ଢାକା,୬।୮: ବାଂଲାଦେଶରେ ଶେଖ ହସିନା ସରକାରଙ୍କ ପତନ ପରେ ବିକ୍ଷୋଭକାରୀଙ୍କ ତାଲିବାନୀ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। ଏଠାରେ ଜେସୋରରେ ସୋମବାର ଏକ ହୋଟେଲରେ ନିଆଁ ଲାଗିଯାଇଥିଲା ଯେଉଁଥିରେ ଅତି କମରେ ୮ଜଣ ଲୋକ ଜଳିଯାଇଥିବା ସହ ୮୪ ଜଣ ଆହତ ହୋଇଥିଲେ।…

ରତ୍ନଭଣ୍ଡାର ପ୍ରସଙ୍ଗ: ସିବିଆଇ ତଦନ୍ତ ଦାବି କଲେ ସୁଦର୍ଶନ

ପୁରୀ,୬ା୮(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ମୁଖ୍ୟତଃ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ରତ୍ନଭଣ୍ଡାର ଯାଞ୍ଚ, ମରାମତି ସହ ପୁରୁଣା ସିନ୍ଦୁକ ଓ…

ଆଇଜିକେସିରେ ଜାତୀୟ ବୋନ୍‌ ଆଣ୍ଡ୍‌ ଜଏଣ୍ଟ ଦିବସ

ଭୁବନେଶ୍ୱର,୬।୮: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଇଜିକେସି ମଲଟିସ୍ପେଶାଲିଟି ହସ୍ପିଟାଲ ପରିସରରେ ଜାତୀୟ ବୋନ୍‌ ଆଣ୍ଡ୍‌ ଜଏଣ୍ଟ ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ଅସ୍ଥିଶଲ୍ୟ ରୋଗ ସମ୍ପର୍କରେ ସଚେତନ କରାଇବା ପାଇଁ…

ଓଏଲ୍‌ଆଇସି ଆକାଉଣ୍ଟରୁ ୧.୧୯ କୋଟି ଆତ୍ମସାତ୍‌:ସହକାରୀ ହିସାବରକ୍ଷକ ଫେରାର

ସୋନପୁର,୬ା୮: (ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଉଠା ଜଳସେଚନ ନିଗମ(ଓଏଲ୍‌ଆଇସି) ଆକାଉଣ୍ଟରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌ ହୋଇଛି। କାର୍ଯ୍ୟାଳୟର ସହକାରୀ ହିସାବରକ୍ଷକ ବଳରାମ ମେହେର ଏହି ଟଙ୍କା ଆତ୍ମସାତ କରିଛନ୍ତି। ଏ ସମ୍ପର୍କରେ ଜଣାପଡିବା ପରେ ଓଏଲ୍‌ଆଇସିର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ…

ସହାୟତାର ହାତ ବଢ଼ାଇଲା ଏଲ୍‌ଆଇସି

ନୂଆଦିଲ୍ଲୀ,୬।୮: ଭାରତୀୟ ଜୀବନ ବୀମା ନିଗମ (ଲାଇଫ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି)ର ଏମ୍‌ଡି ତଥା ସିଇଓ ସିଦ୍ଧାର୍ଥ ମହାନ୍ତି କେରଳର ଓ୍ବାୟନାଡରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବିଶେଷ ରିହାତି ସମ୍ପର୍କରେ ଘୋଷଣା କରିଛନ୍ତି। ଏପରିକି ଏହି…

ଫର୍ଚ୍ୟୁନ୍‌ ଗ୍ଲୋବାଲ୍‌ ୫୦୦ ତାଲିକାରେ ରିଲାଏନ୍ସ

ନୂଆଦିଲ୍ଲୀ,୬।୮: ଦେଶର ପ୍ରମୁଖ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ବା ଆର୍‌ଆଇଏଲ୍‌କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ମାନ୍ୟତା ଦିଆଯାଇଛି। ଏପରିକି ଅନ୍ତଃରାଷ୍ଟ୍ରୀୟ ରେଟିଂ ଏଜେନ୍ସି ତଥା ଫର୍ଚ୍ୟୁନ୍‌ ଗ୍ଲୋବାଲ୍‌ ୫୦୦ତାଲିକାରେ ଆର୍‌ଆଇଏଲ ଆଉ ୨ଟି ସ୍ଥାନ ଉପରକୁ ଉଠି…

ଜୁଲାଇରେ ବଢ଼ିଲା ଯାତ୍ରୀବାହୀ ଯାନ ବିକ୍ରି

ଭୁବନେଶ୍ୱର,୬।୮ (ଅନୁରାଧା ମହାରଣା): ଭାରତରେ କାର୍‌ ଗ୍ରାହକଙ୍କ ସଂଖ୍ୟା ବର୍ଷକୁ ବର୍ଷ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅଟୋ ଇଣ୍ଡଷ୍ଟ୍ରିର ଏକ ସଂଗଠନ ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଏଫ୍‌ଏଡିଏ) ଜୁଲାଇରେ ଖୁଚୁରା ବିକ୍ରୟ ରିପୋର୍ଟ ପ୍ରକାଶ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?