Home Left

କଂଗ୍ରେସ ଟୁକଡେ ଟୁକଡେ ଗ୍ୟାଙ୍ଗର ସୁଲତାନ: ମୋଦି

ମୈଶୂର,୧୪।୪: ଏବେ ଲୋକ ସଭା ନିର୍ବାଚନ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ସେମାନଙ୍କ ବିରୋଧୀଙ୍କୁ ଘୃଣା କରିବା ପାଇଁ କୌଣସି ବାଟ ଛାଡି…

ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୨୫ ଭରି ସୁନା ଓ ୪୦ରୁ ୪୫ ହଜାର ଟଙ୍କା…

ଦୁଇ ଫୁଲମାଳାରେ ପରସ୍ପରକୁ ବାଛିଲେ ଜୀବନ ସାଥୀ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ଜାତିଆଣ ଭେଦଭାବ ମଧ୍ୟ ନ ଥିଲା । ପରସ୍ପର ଫୁଲମାଳା ବିନିମୟରେ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ରବିବାର ଆଦର୍ଶ ଗଣବିବାହ ଅନୁଷ୍ଠିତ ହୋଇଯାଇଛି । ବାବା ସାହେବ…

ଅପସରା ଅବତାରରେ ନଜର ଆସିଲେ କାମ୍ବୋଡିଆରେ ଥିବା ଭାରତର ରାଷ୍ଟ୍ରଦୂତ ଦେବଯାନି

କାମ୍ବୋଡିଆ,୧୪।୪: କାମ୍ବୋଡିଆରେ ଭାରତର ରାଷ୍ଟ୍ରଦୂତ ଥିବା ଦେବଯାନି ଖୋବ୍ରାଗଡେ ତାଙ୍କ ନୂଆ ଲୁକ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। କାମ୍ବୋଡିଆରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦେବଯାନିଙ୍କ ଫଟୋ ଶେୟାର କରିଛି। ଏହି ଫଟୋଗୁଡ଼ିକରେ ସେ ପାରମ୍ପାରିକ…

ନିର୍ବାଚନ ପାଇଁ ଘରୋଇ ବିମାନ ଚାହିଦା ବଢୁଛି: ଘଣ୍ଟା ପ୍ରତି ଭଡ଼ା ଏତିକି ଟଙ୍କା

ନୂଆଦିଲ୍ଲୀ,୧୪ା୪:ଲୋକ ସଭା ନିର୍ବାଚନ ପାଇଁ ରାଜନେତା ଓ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନେ ଦେଶବ୍ୟାପୀ ବିଭିନ୍ନ ସ୍ଥାନକୁ ପ୍ରଚାରରେ ଯାଉଥିବାରୁ ଘରୋଇ ବିମାନ ଓ ହେଲିକପ୍ଟର ଚାହିଦା ୪୦ ପ୍ରତିଶତ ବଢ଼ିଯାଇଛି। ଫଳରେ ଏହାର ଅପରେଟରମାନେ ୧୫ରୁ ୨୦ ପ୍ରତିଶତ ଅଧିକ ଆୟ…

କାତ୍ୟାୟନୀ ବେଶରେ ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଲେ ମା’ ବନଦୁର୍ଗା

ନିରାକାରପୁର,୧୪।୧(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ରାମେଶ୍ବର ପଞ୍ଚାୟତରେ ଥିବା ମା’ ବନଦୁର୍ଗାଙ୍କ ପୀଠରେ ବିଶ୍ୱ କଲ୍ୟାଣ ନିମନ୍ତେ ବାସନ୍ତୀକ ଚୈତ୍ର ନବରାତ୍ର ପୂଜା ଚାଲିଛି। ନବରାତ୍ରର ରବିବାର ଷଷ୍ଠ ଦିବସ ତଥା ଓଡ଼ିଆ ନବ ବର୍ଷ ଏବଂ ମହାବିଷୁବ…

ଚେନ୍ନାଇ ଟିମ୍‌ରେ ‘ଜୁନିଅର୍‌ ମାଲିଙ୍ଗା’ଙ୍କ ଏଣ୍ଟ୍ରି

ଚେନ୍ନାଇ,୧୪।୪: ଆଇପିଏଲ୍‌ ୨୦୨୪ର ଏକ ମ୍ୟାଚ୍‌ରେ ଚେନ୍ନାଇ ସପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ମ୍ୟାଚର…

ସୁପରମ୍ୟାଚ୍‌ ଭଳି ଉଡିକି କ୍ୟାଚ୍‌ ଧରିଲେ ସଲ୍ଟ: ସମସ୍ତେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୪ର ଏକ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ୮ ଉଇକେଟ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପରାସ୍ତ କରିଛି। କେକେଆର୍‌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ଆସିଥିଲେ ଏବଂ ସେମାନଙ୍କର ନିଷ୍ପତ୍ତି ମଧ୍ୟ କାମ କଲା। ଏହି ସମୟ…

ମନ୍ତ୍ରୀ ପାଲିଲେ ଓଡ଼ିଆ ନବ ବର୍ଷ

ଭଞ୍ଜନଗର,୧୪ା୪(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରବିବାର ଭଞ୍ଜନଗର ନିକଟସ୍ଥ ଅଗଝୋଳ ସ୍ଥିତ ବାସଭବନରେ ଓଡ଼ିଆ ନବ ବର୍ଷ ପାଳନ କରିଛନ୍ତି। ଏହି ଅବସରରେ ବହୁ ଲୋକ ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ମନ୍ତ୍ରୀ ଆରୁଖ…

ଟି-୨୦ ବିଶ୍ୱକପ ପାଇଁ ନିଜର ଦଳ ଘୋଷଣା କଲେ କୈଫ୍‌: ଏହି ୪ ଷ୍ଟାର ଖେଳାଳିଙ୍କୁ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ,୧୪।୪: ପୂର୍ବତନ ଭାରତୀୟ କିମ୍ବଦନ୍ତୀ ମହମ୍ମଦ କୈଫ ଟି-୨୦ ବିଶ୍ୱକପ ପାଇଁ ସମ୍ଭାବ୍ୟ ଭାରତୀୟ ଦଳ ଘୋଷଣା କରିଛନ୍ତି। କୈଫ ୧୫ ସମ୍ଭାବ୍ୟ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି। କୈଫ ତାଙ୍କ ୧୫ ସଦସ୍ୟ ବିଶିଷ୍ଟ ଦଳରେ ଯଶସ୍ବୀ ଜୟସ୍ବାଲଙ୍କ ସହ…

ଏହା ଗ୍ୟାରେଣ୍ଟି ନୁହେଁ, କେବଳ ଘଣ୍ଟି: ଡିମ୍ପଲ ଯାଦବ

ଲକ୍ଷ୍ନୌ,୧୪।୪: ରବିବାର ଲୋକ ସଭା ନିର୍ବାଚନ ପାଇଁ ଭାଜପା ନିଜର ନିର୍ବାଚନ ମନିଫେଷ୍ଟୋ (ରିଜୋଲ୍ୟୁସନ ଲେଟର) ବା ଘୋଷଣା ପତ୍ର ପ୍ରକାଶ କରିଛି। ଭାଜପାର ଏହି ରିଜୋଲ୍ୟୁସନ ଲେଟର ଉପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଏବଂ ଏସପି…

ମାଛ, ହାତୀ-ଘୋଡା ଯାହା ଖାଉଛ ଖାଅ,ଦେଖାଇବା ଆବଶ୍ୟକତା କ’ଣ: ତେଜସ୍ବୀଙ୍କୁ ରାଜନାଥଙ୍କ ପ୍ରଶ୍ନ

ପାଟନା,୧୪।୪: ଯେଉଁମାନେ ଜେଲରେ ଅଛନ୍ତି ଏବଂ ଜାମିନରେ ଆସିଛନ୍ତି ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜେଲକୁ ପଠାଇବା ବିଷୟରେ କହୁଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଝିଅ ମିସା ଭାରତୀ ଏବଂ ପୁଅ ତେଜସ୍ବୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri