Home Left

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହିଂସାକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ବରିଷ୍ଠ ଭାଜପା ନେତା, କହିଲେ ମୁଖିଆ ପରିବର୍ତ୍ତନ କରୁ ପାର୍ଟି

ନୂଆଦିଲ୍ଲୀ,୧୩।୮:ବାଂଲାଦେଶରେ ଅଶାନ୍ତିର ବାତାବରଣ ମଧ୍ୟରେ ମନ୍ଦିର ଏବଂ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇ ଆକ୍ରମଣ କରାଯାଉଛି। ଏହାକୁ ନେଇ ଅର୍ଥନୀତିଜ୍ଞ ତଥା ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମସ୍ବାମୀ ବାଂଲାଦେଶକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୁବ୍ରମଣ୍ୟମ ପ୍ରଶ୍ନ ଉଠାଇଛନ୍ତି ଯେ, ବାଂଲାଦେଶରେ…

ମୋର ଭୁଲ ହୋଇ ଯାଇଛି…ନିଜର କେଉଁ ନିଷ୍ପତ୍ତିକୁ ନେଇ ସର୍ବସମ୍ମୁଖରେ ଅନୁତାପ କଲେ ଅଜିତ ପାଓ୍ବାର, କ୍ଷମା ମାଗି କହିଲେ…

ମୁମ୍ବାଇ,୧୩।୮: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ଜନ ସମ୍ମାନ ଯାତ୍ରାରେ ସର୍ବସମ୍ମୁଖରେ ଭୁଲ୍‌ ମାଗିଛନ୍ତି। ସଭାରେ ସେ କହିଛନ୍ତି, ମୋର ଭୁଲ୍‌ ହୋଇଯାଇଛି। ମୋର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ଥିଲା। ଡେପୁଟି ସିଏମ ଅଜିତ ପାୱାର ବର୍ତ୍ତମାନ…

କଲଭର୍ଟ ତଳୁ ଆସୁଥିଲା ପଚା ଗନ୍ଧ: ସନ୍ଦେହରେ ଭିତରକୁ ଗଲାବେଳକୁ ପଡ଼ିଛି…

ପାଟଣା,୧୩।୮(ବୀର କିଶୋରଦାଶ ):କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନଂ ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ କାର୍ଗିଲ ଛକ ନିକଟରେ ଥିବା କଲଭର୍ଟ ତଳୁ ମଙ୍ଗଳବାର ଏକ ଗଳିତ ମୃତଦେହ ଜବତ ହୋଇଛି। ସେ ଜଣେ ପୁରୁଷ ହୋଇଥିବା…

ଶେଖ ହାସିନାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ଢାକା,୧୩।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଜୁଲାଇ ୧୯ରେ ଢାକାରେ ପୋଲିସ ଗୁଳିରେ ଆବୁ ସଇଦଙ୍କ ମୃତ୍ୟୁ ମାମଲାରେ ଶେଖ ହାସିନା ଏବଂ ଅନ୍ୟ ୬ ଜଣଙ୍କୁ ଅଭିଯୁକ୍ତ କରାଯାଇଛି। କୁହାଯାଉଛି ଯେ,…

ଟ୍ରେନି ଡାକ୍ତର ବଳତ୍କାର ଏବଂ ହତ୍ୟା ଘଟଣା, ବଡ଼ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ

କୋଲକାତା, ୧୩।୦୮: ପଶ୍ଚିମବଙ୍ଗର ରାଜଧାନୀରେ ଘଟିଥିବା ଟ୍ରେନି ମହିଳା ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟା ଘଟଣାରେ କୋଲକାତା ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଏହି ମାମଲାରେ ସିବିଆଇକୁ ତଦନ୍ତ ଭାର ଦେବାକୁ କହିଛନ୍ତି । ମୁଖ୍ୟ ବିଚାରପତି ଟିଏସ୍‌…

କୋଲକାତାରେ ଘଟିଛି ନିର୍ଭୟା-୨ କାଣ୍ଡ: ପଶ୍ଚିମବଙ୍ଗ ସରକାରଙ୍କୁ ଘେରିଲା ଭାଜପା

କୋଲକାତା,୧୩।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଭାଜପା ଟାର୍ଗେଟ କରିଛି। ଦଳ ଏହି ଘଟଣାକୁ ଦିଲ୍ଲୀର ନିର୍ଭୟା ଘଟଣା ସହିତ ତୁଳନା କରି ଏହାକୁ ନିର୍ଭୟା-୨ ବୋଲି କହିଛି। ଏହି…

ନବୀନଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ଅଶୋକଙ୍କ ବିସ୍ଫୋରକ ବୟାନ, କହିଲେ…

ଭୁବନେଶ୍ୱର,୧୩।୮: ବିଜେଡିର ଜନଜାଗରଣ ଅଭିଯାନ ନେଇ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ଏବେ ବିଜେଡି-ଭାଜପା ମୁହାଁମୁହିଁ ହୋଇଛନ୍ତି। ଜନତା ଜାଗିକି ଅଛନ୍ତି, ୨୪ ବର୍ଷର ସରକାରକୁ ସେଥିପାଇଁ ହଟେଇଛନ୍ତି ବୋଲି ଭାଜପା ବିଧାୟକ ଅଶୋକ ମହାନ୍ତି କହିଛନ୍ତି।…

BSNLକୁ ଟକ୍କର ଦେବ ଜିଓ, ଆଣିଲା ୩୪୯ ଟଙ୍କାର ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ, ୧୩।୦୮: ଦେଶର ସବୁଠାରୁ ବଡ଼ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଶସ୍ତା ପ୍ଲାନ୍‌ ଆଣିଛି। ୪୮ କୋଟିରୁ ଅଧିକ ଲୋକ ଜିଓ ସିମ୍‌ର ବ୍ୟବହାର କରୁଛନ୍ତି। କମ୍ପାନୀ ଯେବେଠାରୁ ରିଚାର୍ଜ ପ୍ଲାନ୍‌ ବୃଦ୍ଧି କଲାଣି ସେବେଠାରୁ…

ପୋଖରୀରେ ବୁଡ଼ିଗଲେ ଯୁବକ

କଟକ,୧୩।୮: କଟକ କାଫଲା ଫାଣ୍ଡି ଅଞ୍ଚଳରେ ଥିବା ଏକ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଅଲିସା ବଜାର ଅଞ୍ଚଳର ଅନି (୨୪) ବୋଲି ଜଣାପଡିଛି। ହେଲେ କେଉଁ ପରିସ୍ଥିତିରେ ଯୁବକ ଜଣକ ପାଣିରେ ବୁଡିଗଲେ…

ମଧ୍ୟାହ୍ନ ଭୋଜନବେଳେ ମାରିଲା ଘଡଘଡ଼ି: ୩୦ ଛାତ୍ରୀଛାତ୍ର ଆହତ

ଭଞ୍ଜନଗର,୧୩।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଏା ଭଞ୍ଜନଗର ବ୍ଲକ ଗାଲେରୀ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘଡ଼ଘଡି ସହ ବର୍ଷା ହୋଇଥିଲା। ଫଳରେ ବଜ୍ରପାତ ଯୋଗୁ ଗାଲେରୀ ହାଇ ସ୍କୁଲର ୩୦ରୁ ଉଦ୍ଧର୍‌ବ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ସେଥିମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର…

ଉନ୍ନାଓ,କଠୁଆରେ ବଳାତ୍କାରୀଙ୍କ ସହ ଥିଲା ଭାଜପା: ପଓ୍ବନ ଖେଡା

ନୂଆଦିଲ୍ଲୀ,୧୩।୮: କୋଲକାତାରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ଆଲୋଚନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କଂଗ୍ରେସ ମୁଖପାତ୍ର ପୱନ ଖେଡା ଏହି ପ୍ରସଙ୍ଗରେ ଭାଜପା ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି। କଂଗ୍ରେସ ମୁଖପାତ୍ର ପୱନ ଖେଡା ଆଇଏଏନଏସ…

ଫିଟିବ ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଗୁମର: ଆଇନ ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର,୧୩।୮: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର କେସ ପୁଣି ଖୋଲିବାକୁ ଯାଉଛନ୍ତି ଭାଜପା ସରକାର। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏ ନେଇ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ କହିନ୍ତି, ଖୁବ୍‌ଶୀଘ୍ର ଏହି ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?