ଝାଡ଼ଖଣ୍ଡ କଂଗ୍ରେସକୁ ଲାଗିଲା ବଡ ଝଟ୍କା
ରାଞ୍ଚି,୨୬।୨: ସୋମବାର ଝାଡ଼ଖଣ୍ଡରେ କଂଗ୍ରେସ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳର ଏକମାତ୍ର ଏମପି ଗୀତା କୋଡା ଭାଜପାରେ ଯୋଗ ଦେଇଛନ୍ତି। ଗୀତା କୋଡା ଝାଡ଼ଖଣ୍ଡ ଭାଜପା ସଭାପତି ବାବୁଲାଲ ମାରାଣ୍ଡି ଏବଂ ବିରୋଧୀ ଦଳର ନେତା ଅମର…
ଭାରତର ସିରିଜ୍ ବିଜୟ ପରେ ଏମିତି ପ୍ରତିକ୍ରିୟା ଦେଇ ହୃଦୟ ଜିତିଲେ ବିରାଟ କୋହଲି
ରାଞ୍ଚି,୨୬।୨: ଟିମ ଇଣ୍ଡିଆର ତାରକା କ୍ରିକେଟର ବିରାଟ କୋହଲି ଯୁବ ଖେଳାଳିଙ୍କୁ ଇଂଲଣ୍ଡ ବିପକ୍ଷରେ ବିଜୟର ଶ୍ରେୟ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସିରିଜରୁ ବାହାରିଥିବା ବିରାଟ କୋହଲି କହିଛନ୍ତି, ଯୁବ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଟିମ ଇଣ୍ଡିଆକୁ ବିଜୟୀ…
‘ଜଜ୍ ସାହେବ ଭୁଲ୍ କରିଦେଲି’
ନୂଆଦିଲ୍ଲୀ,୨୬ା୨: ଭାରତୀୟ ଜନତା ପାର୍ଟି (ଭାଜପା)ର ଆଇଟି ସେଲ୍ ସହ ଜଡ଼ିତ ଅପମାନଜନକ ଭିଡିଓ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିଜର ଭୁଲ ସ୍ବୀକାର କରିଛନ୍ତି। ସୋମବାର ସୁପ୍ରିମକୋର୍ଟଙ୍କୁ ସେ କହିଛନ୍ତି, ୟୁଟ୍ୟୁବର ଧ୍ରୁବ ରାଠିଙ୍କ ଏହି ଭିଡିଓକୁ ରିଟୁଇଟ୍…
୨୦୨୪ ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ: ଲୋକସେବା ଭବନ ଘେରାଉ ବେଳେ ଉଠାଇନେଲା ପୋଲିସ
ଭୁବନେଶ୍ୱର,୨୬।୨: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସୋମବାର ଲୋୟର ପିଏମଜିକୁ ଯୁଦ୍ଧକ୍ଷେତ୍ରରେ ପରିଣତ କରିଛି କଂଗ୍ରେସ। ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ସରକାରଙ୍କୁ ଘେରିବା ଉଦ୍ୟମରେ ବହୁ କଂଗ୍ରେସ କର୍ମୀ ଲୋକସେବା ଭବନକୁ ଘେରାଉ କରିବାକୁ ଚେଷ୍ଟା କରିଥିଲେ। କଂଗ୍ରେସ କାର୍ଯ୍ୟକର୍ତ୍ତା,…
ଅମୃତ ଭାରତ ରେଳଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
ରାୟଗଡ଼ା,୨୬ା୨(ଆଶିଷ ରଞ୍ଜନ ପଣ୍ଡା): ଅମୃତ ଭାରତ ପ୍ରକଳ୍ପ ଯୋଜନାରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାୟଗଡ଼ା ରେଳଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମଗ୍ର ଭାରତରେ ଅମୃତ ଭାରତ ଯୋଜନାରେ ୪୧ ହଜାର କୋଟି ଟଙ୍କା ମୂଲ୍ୟରେ ରେଳ ପ୍ରକଳ୍ପ ଉପହାର ଦେଇଛନ୍ତି…
ପିତା କାରଗିଲରେ ବନ୍ଧୁକ ଚଳାଇ, ପୁଅ ରାଞ୍ଚିରେ ରନ ବର୍ଷା କରି ରଖିଲେ ଭାରତ ମାତାର ଟେକ
ରାଞ୍ଚି,୨୬।୨: ରାଞ୍ଚି ଟେଷ୍ଟରେ ଭାରତ ଜିତିଛି। ଏହି ଟେଷ୍ଟ ସହିତ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୫ ମ୍ୟାଚ ଟେଷ୍ଟ ସିରିଜ ମଧ୍ୟ ଟିମ ଇଣ୍ଡିଆ ନାଁରେ ହୋଇଗଲା। ସିରିଜର ମାତ୍ର ଚାରିଟି ମ୍ୟାଚ ପରେ ଟିମ ଇଣ୍ଡିଆ ୩-୧ରେ ଅଗ୍ରଣୀ ହାସଲ…
୨୨ ବର୍ଷୀୟ ଜଶସ୍ବୀ ଜୟସ୍ବାଲ କଲେ ‘ବିରାଟ’ ରେକର୍ଡ, ହେଲେ କୋହଲିଙ୍କ ସମକକ୍ଷ
ରାଞ୍ଚି,୨୬।୨: ଇଂଲଣ୍ଡ ବିପକ୍ଷ ରାଞ୍ଚି ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ଜଶସ୍ବୀ ଜୟସ୍ବାଲ ୪୪ ବଲରେ ୩୭ ରନ ଖେଳିଥିଲେ। ଏହି ଇନିଂସ ସହ ସେ ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସର୍ବାଧିକ ରନ ସଂଗ୍ରହ…
ଚିତା ଭଳି ଝପଟି ପଡି ଏମିତି କ୍ୟାଚ ଧରିଲେ କ୍ରିକେଟର ଜେମ୍ସ ଆଣ୍ଡରସନ, ଭିଡିଓ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ
ରାଞ୍ଚି,୨୬।୨: ରାଞ୍ଚି ଟେଷ୍ଟରେ ଭାରତୀୟ ଦଳର ୧୯୨ ରନ ଲକ୍ଷ୍ୟ ରହିଛି। ପ୍ରଥମ ୱିକେଟ ପାଇଁ ଟିମ ଇଣ୍ଡିଆର ଓପନର୍ ରୋହିତ ଶର୍ମା ଏବଂ ଯଶସ୍ବୀ ଜୈସୱାଲ ୮୪ ରନ ଯୋଡିଛନ୍ତି। ଏହା ପରେ ଯଶସ୍ବୀ ଜୈସୱାଲ ୪୪ ବଲରେ ୩୭…
ପୁଣି ଓଡ଼ିଆ ଗୀତ ପ୍ରେମରେ ପଡ଼ିଲେ କିଲି ପଲ୍
ତାଞ୍ଜାନିଆର ସୋସିଆଲ ମିଡିଆ ସେନ୍ସେସନ ତଥା ୟୁଟ୍ୟୁବର କିଲି ପଲ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଓଲିଉଡ୍ ପ୍ରେମର ପ୍ରମାଣ ଦେଇଛନ୍ତି। ୟୁଜର୍ସମାନେ ତାଙ୍କର ଏହି ଭିଡିଓକୁ ଖୁବ୍ ପସନ୍ଦ କରିଛନ୍ତି। କିଲି ପଲ୍ ଓଡ଼ିଆ…
ଧୋନିଙ୍କ ସହ ଧ୍ରୁବଙ୍କୁ ତୁଳନା କରୁଛନ୍ତି ପ୍ରଶଂସକ
ରାଞ୍ଚି,୨୬।୨: ରାଞ୍ଚିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଧ୍ରୁବ ଜୁରେଲ ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ୯୦ ରନ ସ୍କୋର କରି ଟିମ ଇଣ୍ଡିଆକୁ ଖରାପ ପରିସ୍ଥିତିରୁ ଉଦ୍ଧାର କରିଥିଲେ। ଟିମ ଇଣ୍ଡିଆ ଏକ ସମୟରେ…
ପଶ୍ଚିମବଙ୍ଗରେ କଂଗ୍ରେସ ପୂର୍ବରୁ ଅଖିଳେଶ ଜିତିଲେ ମେଣ୍ଟର ଗେମ!
କୋଲକାତା,୨୬।୨: ଲୋକ ସଭା ନିର୍ବାଚନକୁ ନେଇ ଅନେକ ଉତ୍ସାହ ରହିଛି। ସମସ୍ତ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ତ୍ରୁଣମୂଳ କଂଗ୍ରେସ (ଟିଏମସି) ଉତ୍ତରପ୍ରଦେଶରେ ପ୍ରବେଶ କରିଛି। ସମାଜବାଦୀ ପାର୍ଟି ଟିଏମସିକୁ ଭଦୋହି ଆସନ ପ୍ରଦାନ କରିଛି।…
ପୁଣି ପ୍ରଶ୍ନପତ୍ର ଭାଇରାଲକୁ ନେଇ ଚର୍ଚ୍ଚା, ସ୍ପଷ୍ଟ କରୁନି ଶିକ୍ଷା ବିଭାଗ
କେନ୍ଦୁଝର,୨୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ସୋମବାର ଗଣିତ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କେନ୍ଦୁଝର ଜିଲାରେ ଏହି ପ୍ରଶ୍ନପତ୍ର ଭାଇରାଲ ହେଉଛି। ଏହି ପ୍ରଶ୍ନପତ୍ରର ସଠିକତା…
Archives


