ବରଯାତ୍ରୀ ହୋଇ ଆସିଥିଲେ, ଫେରିବା ବାଟରେ ଚାଲିଗଲା ଜୀବନ
ବାହାନଗା,୨୬ା୨(ଅରୂପ୍ କୁମାର ଦାସ): ବରଯାତ୍ରୀ ହୋଇ କନ୍ୟାଘରକୁ ଆସିଥିଲେ। ମାତ୍ର ଫେରିବା ବେଳକୁ ବାଟରେ ଦେହ ଅସୁସ୍ଥ ହେବାରୁ ମେଡିକାଲ ନେବା ବାଟରେ ମୃତ୍ୟୁ ହୋଇଗଲା। ଏଭଳି ଦୁଃଖଦ ଘଟଣା ଘଟିଛି ଖନ୍ତାପଡା ଥାନା ଇଞ୍ଚୁଡି ଗ୍ରାମରେ। ବାଲେଶ୍ୱର ସଦର ଥାନା…
ଡି. ବିଶ୍ୱନାଥ ଅତାବିରା, ବରଗଡ ବିଜେଡି ପର୍ଯ୍ୟବେକ୍ଷକ
ଭୁବନେଶ୍ୱର,୨୬ା୨(ଅନିଲଦାସ)-ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡିର ବରିଷ୍ଠ ନେତା ଡି. ବିଶ୍ୱନାଥଙ୍କୁ ଅତାବିରା ଏବଂ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ସୋମବାର ବିଜେଡି ପକ୍ଷରୁ ପ୍ରେସ ବିଜ୍ଞପ୍ତି…
ସ୍କୁବା ଡାଇଭିଂରେ ଓଡ଼ିଶାର ବାପଝିଅଙ୍କ ସଫଳତା
ଦୁବାଇ,୨୬।୨: ଦୁବାଇରେ ରହୁଥିବା ଓଡ଼ିଶାର ବାପଝିଅ ସ୍କୁବା ଡାଇଭିଂରେ ଆଉ ଏକ ସଫଳତା ହାସଲ କରିଛନ୍ତି। ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କର ୧୩ ବର୍ଷର ଝିଅ ତିସ୍ୟା ସ୍କୁବା ଡାଇଭିଂ କରି ଜୋର୍ଡାନ ନିକଟବର୍ତ୍ତୀ ଲୋହିତ ସାଗରର ୫୫ ଫୁଟ ତଳେ…
ପ୍ରଶ୍ନପତ୍ର ଭାଇରାଲକୁ କାହିଁକି ଅଟକା ଯାଇପାରୁନାହିଁ: ଗଣିତରେ କପି କରି ୫୧ ଧରାପଡ଼ିଲେ
କଟକ,୨୬ା୨(କାର୍ତ୍ତିକ ସାହୁ) ମାଟ୍ରିକ ପରୀକ୍ଷାର ଗଣିତ ବିଷୟ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କେନ୍ଦୁଝର ଜିଲାର ଏକ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ସୋମବାର ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଗଣିତ ପ୍ରଶ୍ନପତ୍ରର ସି ଏବଂ ଡି…
୮,୫୧୧ ମାଧ୍ୟମିକ ସ୍କୁଲ ପିଲାଙ୍କୁ ମିଳିବ ମୌଳିକ ଆଇଟି ଶିକ୍ଷା
ଭୁବନେଶ୍ୱର, ୨୬।୨(ଅସମାପିକା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ଶ୍ରେଣୀ କଲ୍ୟାଣ ବିଭାଗ ଅଧୀନରେ ଥିବା ରାଜ୍ୟର ୮,୫୧୧ଟି ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଛାତ୍ରୀଛାତ୍ର ସୂଚନା ପ୍ରଯୁକ୍ତି (ଆଇଟି)ରେ…
ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲକୁ ନେଇ ସ୍ପଷ୍ଟୀକରଣ ରଖିଲା ଜିଲା ଶିକ୍ଷା ବିଭାଗ
କେନ୍ଦୁଝର,୨୬।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ପ୍ରଶ୍ନପତ୍ର ଭାଇରାଲକୁ ନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବ। ଏପରିକି ସୋମବାର ପ୍ରଶ୍ନ ପତ୍ର ଭାଇରାଲକୁ ନେଇ ସ୍ପଷ୍ଟୀକରଣ ରଖିଛି ବିଭାଗ। ବିଭାଗ ପକ୍ଷରୁ ଏହାକୁ ମିଥ୍ୟା ଓ ଗୁଜବ…
ବାଲିକୁଦା ରେଳ ଓଭରବ୍ରିଜ ଉଦ୍ଘାଟିତ
କଟକ,୨୬ା୨(ଶିଳ୍ପା ପ୍ରିୟଦର୍ଶିନୀ): ଅମୃତ ଭାରତ ଷ୍ଟେଶନ ଯୋଜନା ଅଧୀନରେ ସୋମବାର ବାଲିକୁଦା ରେଳ ଓଭରବ୍ରିଜକୁ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଛନ୍ତି। ପୂର୍ବତଟ ରେଳ ବିଭାଗ ପକ୍ଷରୁ ବାଲିକୁଦା ରେଲଓ୍ବେ କ୍ରସିଂ ନିକଟରେ ଉଦଘାଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।…
ଭାଜପାରେ ଯୋଗଦେବେ କି ପ୍ରଶାନ୍ତ ଜଗଦ୍ଦେବ
ଖୋର୍ଦ୍ଧା,୨୬ା୨(ପ୍ରଭାତ ପାଣିଗ୍ରାହୀ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବାକୁ ଯାଉଛି। ଖୁବ୍ଶୀଘ୍ର ଖୋର୍ଦ୍ଧା ଜିଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦଳୀୟ ସମର୍ଥକଙ୍କ ସହ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ରାଜ୍ୟ ଭାଜପାରେ ପ୍ରସ୍ତୁତି ପର୍ବ…
ଧର୍ମଶାଳା ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଖେଳାଳିଙ୍କୁ ମିଳିଲା ୭ ଦିନିଆ ଛୁଟି
ରାଞ୍ଚି୨୬।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଧର୍ମଶାଳାରେ ମାର୍ଚ୍ଚ ୭ରୁ ଆରମ୍ଭ ହେବ। ଏହାପୂର୍ବରୁ ଭ୍ରମଣକାରୀ ଦଳକୁ ୭ଦିନ ଛୁଟି ମିଳୁଛି। ଏହି ସମୟରେ ଖେଳାଳିମାନେ ଦୁଇ ଭାଗରେ ବିଭକ୍ତ ହୋଇ ଚଣ୍ଡିଗଡ଼ ଓ…
ବିଦେଶିନୀଙ୍କୁ ଅସଦାଚରଣ, ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ: ୪ ଦିନରେ ଚାର୍ଜଶିଟ୍, ଶୁଣାଣି ଆରମ୍ଭ
ଭୁବନେଶ୍ୱର,୨୬।୨(ସତ୍ୟଜିତ୍ ରାଉତ): ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଜଣେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ଗିରଫ ହୋଇ ଜେଲ ଯାଇଛନ୍ତି ସେବାୟତ କୁନ୍ଦନ ମହାପାତ୍ର ଓରଫ କୁଣ୍ଡୁ। ଏହି ମାମଲାକୁ କମିଶନରେଟ ପୋଲିସ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ମାତ୍ର ୪ଦିନରେ…
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ବିରାଟ ପରିବର୍ତ୍ତନ: ୧୫ ଜିଲାରେ ୬୭ ଆମ ହସ୍ପିଟାଲ ଉଦ୍ଘାଟିତ
ଭୁବନେଶ୍ୱର,୨୬ା୨(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୫ ଜିଲାରେ ୬୭ଟି ‘ଆମ ହସ୍ପିଟାଲ’, ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଡାଏଲିସିସ୍ ସେଣ୍ଟର, ସୁବର୍ଣ୍ଣପୁର ଜିଲା ମୁଖ୍ୟାଳୟ ହସ୍ପିଟାଲ ଓ ଝାରସୁଗୁଡ଼ାରେ ବିଏମ୍ଆର୍ସି କାର୍ଡିଆକ୍ କେୟାର ହସ୍ପିଟାଲ ଲୋକାର୍ପିତ…
ଅନ୍ୟ ଯୁବକଙ୍କ ସହ ଲୁଚିଲୁଚି ଫୋନ୍ରେ କଥା ହେଉଥିଲେ ପ୍ରେମିକା , ପ୍ରେମିକ ତଣ୍ଟି ଚିପି ଜାଳିଦେଲେ
ସୁବର୍ଣ୍ଣପୁର,୨୬।୨: ଅନ୍ୟ ଜଣେ ଯୁବକଙ୍କ ସାଙ୍ଗରେ ମୋବାଇଲରେ କଥା ହେଉଥିବାରୁ ପ୍ରେମିକାଙ୍କୁ ମାରିଦେଲେ ପ୍ରେମିକ। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା କେନଝିରିଆପାଲି ପଞ୍ଚାୟତ ବଲିପାଲିରେ। ସୋମବାର ଅର୍ଦ୍ଧ ଦଗ୍ଧ ମୃତଦେହ ବୀରମହାରାଜପୁରର ପୋଲିସ ଉଦ୍ଧାର କରିଛି ।…
Archives


