ଦଙ୍ଗା ଗୁଜବଠାରୁ ଦୂରରେ ରହିବାକୁ ନିବେଦନ କଲା ପ୍ରଶାସନ
ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): ଆସନ୍ତା ଜନ୍ମାଷ୍ଟମୀ ଦିନ ଦଙ୍ଗା ସୃଷ୍ଟି ହେବା ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ କେହି ଦୁର୍ବୃତ୍ତ ଭାଇରାଲ କରିବା ପରେ କନ୍ଧମାଳ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାଟି ଅତି…
ହସ୍ପିଟାଲ ୱାର୍ଡରେ ପଶିଲା ପାଣି: ରୋଗୀ ହନ୍ତସନ୍ତ
ବାଲେଶ୍ବର,୨୨।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯେଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ…
ହୀରାକୁଦ ଡ୍ୟାମ୍ରେ ବଢୁଛି ଜଳସ୍ତର: ଖୋଲିଲା ୬ ଗେଟ୍
ସମ୍ବଲପୁର୨୨।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଥିବାରୁ ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଅଞ୍ଚଳିକ…
ଖଲ୍ଲିକୋଟ ବ୍ଲକ୍ ଅଧ୍ୟକ୍ଷା ହେଲେ କୁମାରୀ ଦାସ
ଖଲ୍ଲିକୋଟ,୨୨ା୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପାଇଁ ଗୁରୁବାର ଅନୁଷ୍ଠିତ ଉପନିର୍ବାଚନରେ ଚିକିଲି ପଞ୍ଚାୟତ ସମିତି ସଭ୍ୟା କୁମାରୀ ଦାସ ବିଜୟ ଲାଭ କରିଛନ୍ତି। ଖଲ୍ଲିକୋଟ ବ୍ଲକର ୨୮ଟି ପଞ୍ଚାୟତର ସମିତିସଭ୍ୟମାନେ ନିଜ ନିଜ ମତଦାନ କରିଥିଲେ।…
କୋଲକାତା ଘଟଣା: ଦୁର୍ଗା ମୂର୍ତ୍ତି ନିର୍ମାଣ ପାଇଁ ମାଟି ଦେବାକୁ ମନାକଲେ ସୋନାଗାଛିର ଦେହଜୀବୀ! ସତ ଜାଣିଲେ…
କୋଲକାତା,୨୨।୮; କୋଲକାତା ଆରଜି ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହିତ ହୋଇଥିବା ବିଭତ୍ସ ଘଟଣାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ଏପରି ଲୋମହର୍ଷଣକାରୀ ଘଟଣାକୁ ନେଇ ପୂରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ତେବେ ଏହି ଘଟଣାକୁ ବିରୋଧ କରି…
ଆଗକୁ ଆସୁଛି ନୂଆ ସିନେମା ‘ଆଶ୍ରମ’
କୌଣସି କ୍ଷେତ୍ରରେ ସଫଳତା ପାଇବା ସହଜ କଥା ନୁହେଁ। ଏଥିପାଇଁ ଲୋଡା ଏକାଗ୍ରତା, ଚେଷ୍ଟା ଆଉ ପ୍ରଗାଢ଼ ନିଷ୍ଠା। ପାଠପଢ଼ା ସମୟରେ ସେ ନିଜକୁ ନୃତ୍ୟ କଳା ସହ ଜଡିତ ରଖିଥିଲେ। ତଥାପି ସେ ନିଜର ଲକ୍ଷ୍ୟ ହାସଲ କରିବା ସହ…
ଆକ୍ସନ ପାଇଁ ସଜବାଜ ହେଉଛନ୍ତି ସଲ୍ଲୁ
ସଲମାନ ଖାଁ ଓରଫ ସଲ୍ଲୁଙ୍କୁ ନେଇ ଏବେ ବଲିଉଡ୍ରେ ବେଶ୍ ଚର୍ଚ୍ଚା। କାରଣ କ’ଣ ଜାଣନ୍ତି ? ବର୍ତ୍ତମାନ ସେ ଅଭିନୟ କରୁଥିବା ବିଗ୍-ବଜେଟ୍ ଫିଲ୍ମ ‘ସିକନ୍ଦର’ର ୪୦ଦିନିଆ ଶୁଟିଂ ଆଜିଠାରୁ ଆରମ୍ଭ ହେବ। ହେଲେ ଏହି ସମୟରେ କେବଳ ଆକ୍ସନ…
ନିର୍ଭୟା ଅଭିଯୁକ୍ତଙ୍କ ସପକ୍ଷରେ କେସ୍ ଲଢିଥିବା ଓକିଲ ଏବେ ସଞ୍ଜୟ ରୟଙ୍କ କେସ୍ ଲଢିବେ! ଏଭଳି ସର୍ତ୍ତ ରଖି ଓକିଲ କହିଲେ…
ନୂଆଦିଲ୍ଲୀ,୨୨।୮: କୋଲକାତା ଆର.ଜି କର ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ସଞ୍ଜୟ ରୟଙ୍କ କେସ୍ କୌଣସି ଓକିଲ ଳଢିବାକୁ ପ୍ରସ୍ତୁତ ନୁହଁନ୍ତି। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟର ଓକିଲ ଅଜୟ ପ୍ରକାଶ ସିଂ କୋଲକାତା…
ଫିଟ୍ନେସ୍ର ରାଜ୍ ଖୋଲିଲେ ଜ୍ୟାକ୍ଲିନ୍
ଏକଦା ଶ୍ରୀଲଙ୍କା ସୁନ୍ଦରୀ ଟାଇଟଲ ବିଜୟିନୀ ଜ୍ୟାକଲିନ୍ ଫର୍ନାଡିସ ଏବେ ଅଭିନୟ ସହ ନିଜକୁ ଜଡିତ ରଖିଛନ୍ତି। ଇତିମଧ୍ୟରେ ସେ ବେଶ୍ କେତୋଟି ହିନ୍ଦୀ ସିନେମାରେ ଆକ୍ଟିଂ କରିସାରିଲେଣି। ତେବେ ନିଜ ଫିଟ୍ନେସ ବିଷୟରେ କହିବା ବେଳେ ସେ ଜଣଙ୍କୁ ପ୍ରଶଂସା…
ପୁଷ୍ପା-୨କୁ ନେଇ ଏମିତି କହିଲେ ରଶ୍ମିକା ମନ୍ଦାନା
ରଶ୍ମିକା ମନ୍ଦାନା କେତେ ଆଶା ବାନ୍ଧି ବସିଥିଲେ। ଯାହାହେଉ ଏଥର ସ୍ବାଧୀନତା ଦିବସରେ ‘ପୁଷ୍ପା-୨’ ରିଲିଜ ହେବ। ହେଲେ ପୁଣି ଥରେ ଏହାର ମୁକ୍ତିଲାଭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ବର୍ଷ ଡିସେମ୍ବର ୬ରେ ଚିତ୍ରଟି ପରଦା ଉପରକୁ ଆସିବ ବୋଲି…
କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର
ଜି.ଉଦୟଗିରି,୨୨।୮(ଶିଶିର ପଟ୍ଟନାୟକ): କଳିଙ୍ଗା ଘାଟିରେ ଗୁରୁବାର ସକାଳ ଏକ ବାର ଚକିଆ ଟ୍ରକ(ନମ୍ବର-ଏପି-୦୩-ଟିଇ-୭୮୭୯) ଯାନ୍ତ୍ରିକ ତ୍ରୁଟି ଯୋଗୁ ଭାରସାମ୍ୟ ହରାଇ ଓଲଟି ପଡିଛି। ଟ୍ରକଟି ଛତିଶଗଡର ବିଳାସପୁରଠାରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା। ଦୁର୍ଘଟଣାସ୍ଥଳରେ ଟ୍ରକ ହେଲପରର ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭର ଜଣକ…
ଦମନ: ଓଡ଼ିଆ ସିନେମା ପାଇଁ ନୂଆ ସନ୍ଦେଶ
”କୋଭିଡ୍ ମହାମାରୀ ପରେ ନିକଟରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ‘ଦମନ’ ଓଡ଼ିଆ ସିନେମା ପ୍ରଯୋଜକଙ୍କୁ ନୂଆ ରାସ୍ତା ଦେଖାଇଥିଲା। ‘ଭଲ ସିନେମା କଲେ ଓଡ଼ିଆ ଦର୍ଶକ ଫେରିବେ’-ଏହି କଥାକୁ ଚିତ୍ରଟି ପ୍ରମାଣ କରି ଦେଖାଇ ସାରିଛି। ନିଚ୍ଛକ…

