Home Left

ସରିଥିଲା ନିର୍ବନ୍ଧ ହୋଇଥାନ୍ତା ବାହାଘର: ହେଲେ ଜନ୍ମଦିନରେ ଜଳିଲା ଜୁଇ

ଟିକିରି,୧୪।୪ (ପ୍ରଫୁଲ୍ଲ କୁମାର ବେହେରା): ସୋମବାର ପାଳନ କରିଥାନ୍ତେ ୨୮ ତମ ଜନ୍ମଦିନ। ହେଲେ ବିଧିର ବିଧାନ କିଛି ଥିଲା ଅଲଗା । ଜନ୍ମଦିନ ପାଳନ କରିବା ପୂର୍ବରୁ ଚାଲିଗଲା ଯୁବକଙ୍କ ଜୀବନ । ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ଟିକିରି…

କିଏ ସେହି ପ୍ରଫୁଲ୍ଲ ହିଙ୍ଗେ, ଯିଏ ଡେବ୍ୟୁ ମ୍ୟାଚ୍‌ରେ ରଚିଲେ ଇତିହାସ, ବାପା ଜଣେ…

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି କ୍ୱଚିତ୍‌ କଳ୍ପନା କରିଥିବେ ଯେ, ଉଭୟ ବ୍ୟାଟସମ୍ୟାନ ବିଫଳ ହେବେ ଏବଂ ମ୍ୟାଚ୍‌ର…

‘ପାରସ୍ୟ ଉପସାଗରର ଦୟନୀୟ ଜଳଦସ୍ୟୁ’: ମିମ୍ସ ଆଉ ଭିଡିଓ ମାଧ୍ୟମରେ ଟ୍ରମ୍ପଙ୍କୁ ଉପହାସ କଲା ଇରାନ

ତେହରାନ,୧୪।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପ୍ରତି ଅନିଶ୍ଚିତ ଶାନ୍ତି ଆଲୋଚନା ମଧ୍ୟରେ, ଇରାନ ଏକ ନୂତନ ପ୍ରକାରର କୂଟନୈତିକ ଆକ୍ରମଣ ଆରମ୍ଭ କରିଛି। ଇରାନର ଅନେକ ଅନ୍ତର୍ଜାତୀୟ କୂଟନୈତିକ ହ୍ୟାଣ୍ଡେଲ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

କୌଳିକ ବୃତ୍ତିରୁ ମୁହଁ ଫେରେଇଲେଣି ବାଉଁଶ କାରିଗର: ପହଞ୍ଚୁନି ସରକାରୀ ପ୍ରୋତ୍ସାହନ

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ ):ଅତ୍ୟାଧୁନିକ ଯୁଗ ତଥା ଆଜିର ବିଜ୍ଞାନ ଯୁଗରେ ହାତ ତିଆରି ଜିନିଷ ଅଲୋଡ଼ା ହୋଇ ପଡୁଛି । ପ୍ଲାଷ୍ଟିକର ବହୁଳ ବ୍ୟବହାର ଏବଂ ବିଭିନ୍ନ ମେଶିନରେ ତିଆରି ଜିନିଷକୁ ଲୋକେ ଅଧିକ ପସନ୍ଦ କରୁଥିବା ଲକ୍ଷ୍ୟ କରାଯାଇଛି। ଏଥିପାଇଁ…

ପ୍ରସବ ଯନ୍ତ୍ରଣା ସମୟରେ ବାହାରିଗଲା ଶିଶୁର ଗୋଡ଼; ନର୍ସ ଟାଣିଦେବାରୁ ହେଲା ମୁଣ୍ଡ-ଗଣ୍ତି ଅଲଗା, ଏମିତି ବଞ୍ଚିଲା ଜୀବନ

ଲକ୍ଷ୍ନୌ,୧୪।୪: ଉତ୍ତରପ୍ରଦେଶର ବସ୍ତି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ, ସରକାରୀ ଡାକ୍ତରଖାନା କର୍ମଚାରୀଙ୍କ ଅସମ୍ବେଦନଶୀଳତା ଏବଂ ଅବହେଳା କେବଳ ଏକ ନବଜାତ ଶିଶୁର ଜୀବନ ନେଇନାହିଁ ବରଂ ମାଆକୁ ମୃତ୍ୟୁ ମୁଖକୁ ଠେଲି ଦେଇଛି ।…

ଆମ୍ବେଦକରଙ୍କ ଜନ୍ମଦିନରେ ବଡ଼ ଘୋଷଣା: ST-SC ଅଧିକାର ସୁରକ୍ଷା ମହାସଂଘ ପକ୍ଷରୁ…

କର୍ଲାମୁଣ୍ଡା,୧୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା କାର୍ଯ୍ୟାଳୟ ସମ୍ମୁଖରେ (ରିଞ୍ଜା ଛକ) ମଙ୍ଗଳବାର ST-SC ଅଧିକାର ସୁରକ୍ଷା ମହାସଂଘ ପକ୍ଷରୁ ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ର କଲେ ଏମିତି କାମ: ସାଧୁବାଦ ଜଣାଇଲେ ଯାତ୍ରୀ

ଦାରିଙ୍ଗବାଡି, ୧୪।୪ (ଅରୁଣ ସାହୁ ):ଆଜି ହନୁମାନ ଜୟନ୍ତୀ ଏବଂ ବିଷୁବ ସଂକ୍ରାନ୍ତି ଏଥିପାଇଁ ଚଳ ଚଞ୍ଚଳ ହୋଇପଡିଛି ଦାରିଙ୍ଗବାଡି। ଗୋଟିଏ ପଟେ ଗ୍ରୀଷ୍ମର ପ୍ରଭାବ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବାବେଳେ ଏହି ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି ଭାବେ ମଧ୍ୟ ପାଳନ…

ମହିଳାଙ୍କୁ ଚିଠି ଲେଖିଲେ ମୋଦି,କହିଲେ ନାରୀ ଦେଶର ପ୍ରଗତିର ମୂଳଦୁଆ

ନୂଆଦିଲ୍ଲୀ,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ମହିଳାମାନଙ୍କୁ ସମ୍ବୋଧିତ କରି ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ସେ ବିଧାନସଭା ସଂସ୍ଥା (ସଂସଦ, ବିଧାନସଭା ଏବଂ ବିଧାନସଭା ପରିଷଦ)ରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ପ୍ରଦାନ କରିବା ପାଇଁ ହୋଇଥିବା ପଦକ୍ଷେପ ସମ୍ପର୍କରେ ମିଳିଥିବା…

ହନୁମାନ ଜୟନ୍ତୀ ପାଇଁ ଉତ୍ସବମୁଖର: ମନ୍ଦିରରେ ଭକ୍ତଙ୍କ ଭିଡ଼

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି, ଓଡିଆ ନବବର୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ହନୁମାନ ମନ୍ଦିର ଗୁଡ଼ିକରେ ସକାଳୁ ସକାଳୁ ଭକ୍ତଙ୍କ ପୂଜାର୍ଚ୍ଚନା ପାଇଁ ଭିଡ ଜମିଥିଲା।…

‘ସଂଘର୍ଷର ସମାଧାନ ସାମରିକ ବ୍ୟବସ୍ଥା ନୁହେଁ’, ଆମେରିକା-ଇରାନ ଯୁଦ୍ଧବିରତି ଉପରେ ଗୁଟେରେସଙ୍କ ବଡ଼ ବୟାନ

ଜେନେଭା,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତିର ଶେଷ ତାରିଖ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ସମୟରେ, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ କହିଛନ୍ତି ଯେ ଏହି ଯୁଦ୍ଧବିରତି ବଜାୟ ରହିବା ଉଚିତ…

IPL ଇତିହାସରେ ପ୍ରଥମଥର ଘଟିଲା ଏମିତି: କମାଲ କଲେ ପ୍ରଫୁଲ୍ଲ

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି କ୍ୱଚିତ୍‌ କଳ୍ପନା କରିଥିବେ ଯେ, ଉଭୟ ବ୍ୟାଟସମ୍ୟାନ ବିଫଳ ହେବେ ଏବଂ ମ୍ୟାଚ୍‌ର…

ସରିଲା ଗଞ୍ଜାମ ଜିଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା, ମେରୁ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ସରିଲା ଗଞ୍ଜାମ ଜିଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା । ଦୀର୍ଘ ୨୧ଦିନ ଧରି ମା’ ଦଣ୍ଡକାଳୀ ଗାଁ ଗାଁ ବୁଲି ମାନସିକଧାରୀଙ୍କ ଦାଣ୍ଡରେ ଯାତ୍ରା କରିବା ପରେ ଦାମୋଦର ପୁର କଲେଜ ରୋଡ଼ ସ୍ଥିତ ନିଜ ମନ୍ଦିରକୁ ଫେରିଛନ୍ତି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri