ଅଗ୍ନି-୫ର ସଫଳ ପରୀକ୍ଷଣ, ଡିଆର୍ଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ/ବାଲେଶ୍ବର,୧୧।୩(ମାନସ ବିଶ୍ୱାଳ): ଡିଆର୍ଡିଓର ‘ମିଶନ ଦିବ୍ୟାସ୍ତ୍ର’ର ସଫଳ ପରୀକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ଡିଆର୍ଡିଓ ବୈଜ୍ଞାନିକମାନଙ୍କ ‘ମିଶନ ଦିବ୍ୟାସ୍ତ୍ର’ ପାଇଁ ସେ ଗର୍ବିତ । ଏହି ମିଶନ ଅଧୀନରେ ସ୍ବଦେଶୀ…
୨୬ ରୁ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା
ଛତ୍ରପୁର,୧୧।୩(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମର ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ନେଇ ସୋମବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ୫ଟି ପାଳି ଯାତ୍ରା ହେବ। ମାର୍ଚ୍ଚ ୨୬ରେ ପ୍ରଥମ ପାଳି, ଏପ୍ରିଲ…
ଗଞ୍ଜାମବାସୀଙ୍କୁ ମିଳିଲା କାଳିଆ ଟଙ୍କା: ୫ ଲକ୍ଷ ଚାଷୀ ହେଲେ ଉପକୃତ
ଛତ୍ରପୁର,୧୧।୩(ସନ୍ତୋଷ ପାଢ଼ୀ): କାଳିଆ ଯୋଜନାରେ କାଳିଆ ସହାୟତା ରାଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଟ୍ରାନ୍ସଫର କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜ଼ିଲା ଛତ୍ରପୁର ସ୍ଥିତ ଜଲାପାଳଙ୍କ କାର୍ଯ୍ୟାଳୟର ଓସଓ୍ବାନ ହଲରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି…
ଶୀଶ୍ରୀ ଅଚ୍ୟୁତାନନ୍ଦ ପୀଠର ଉନ୍ନତିକରଣ ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ନିଶ୍ଚିନ୍ତକୋଇଲି,୧୧।୩(ଅଶୋକ କୁମାର ମହାପାତ୍ର ): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ମିନିଷ୍ଟାଡିୟମ ପରିସରରେ ମହାପୁରୁଷ ଶ୍ରୀଶ୍ରୀ ଅଚ୍ୟୁତାନନ୍ଦ ଦାସଙ୍କର ପୀଠର ଉନ୍ନତିକରଣ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ଜରିଆରେ ଶିଳାନ୍ୟାସ କରିଛନ୍ତି। ତାଙ୍କ…
ଭାରତ ଆମର ପର୍ଦ୍ଦାଫାଶ କରିଦେଲା… ସିରିଜ ହାରିବା ପରେ କହିଲେ ବ୍ରେଣ୍ଡନ ମ୍ୟାକକୁଲମ
ନୂଆଦିଲ୍ଲୀ,୧୧।୩: ଇଂଲଣ୍ଡ ବିପକ୍ଷରେ ଭାରତ ପଞ୍ଚମ ଟେଷ୍ଟକୁ ଅତି ସହଜରେ ଜିତିଥିଲା। ଭାରତ ଏକ ଇନିଂସ ଏବଂ ୬୪ ରନରେ ଏହି ମ୍ୟାଚ ଜିତିଥିଲା। ଏହି ସିରିଜରେ ଇଂଲଣ୍ଡକୁ ୧-୪-ଡିଫିଟ ଗୋଲରେ ପରାସ୍ତ ହେବାକୁ ପଡିଥିଲା। ଭାରତୀୟ ବ୍ୟାଟ୍ସମ୍ୟାନମାନେ ଇଂଲଣ୍ଡର ବେସବଲକୁ…
ବର୍ଷ ବର୍ଷ ଧରି ଚପଲ ପିନ୍ଧୁ ନ ଥିଲେ ଏହି ବ୍ୟକ୍ତି; ମଇଳା ପାଦ ତାଙ୍କୁ କରିଦେଲା ମାଲାମାଲ
ଖାଲି ପାଦରେ ଚାଲିବାର ଅନେକ ଲାଭ ଅଛି, କିନ୍ତୁ ଜଣେ ବ୍ୟକ୍ତି ଖାଲି ପାଦରେ ଚାଲିବା ଦ୍ୱାରା ଟଙ୍କା ରୋଜଗାର କରିପାରିବ କି? ଏହା ପ୍ରଶ୍ନର ଉତ୍ତର ଅବଶ୍ୟ ନା ଆସିବ, କିନ୍ତୁ ଏହାକୁ ହଁ କରି ଦେଖାଇଛନ୍ତି ଜର୍ଜ ଉଡଭିଲେ…
ହଠାତ୍ ପାଓାର ଗ୍ରିଡ୍ ଟ୍ରାନ୍ସଫର୍ମର ଜଳିଲା
ବାଲେଶ୍ୱର ଅଫିସ,୧୧।୩(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ଜଳେଶ୍ବର ପାଓ୍ବାର ଗ୍ରିଡ୍ରେ ଭୟାବୟ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ସୂଚନାନୁଯାୟୀ, ଜଳେଶ୍ୱର ପାଓ୍ବାର ଗ୍ରିଡ୍ରେ ଅଚାନକ ଟ୍ରାନ୍ସଫର୍ମର ନିଆଁ…
ଡିଗ୍ରୀ, ସାର୍ଟିଫିକେଟ୍ରେ କେବଳ ବାପାଙ୍କ ନାଁ ନୁହେଁ, ମା’ଙ୍କ ନାଁ ମଧ୍ୟ ଜରୁରୀ: କୋର୍ଟ
ନୂଆଦିଲ୍ଲୀ,୧୧।୩: ଦିଲ୍ଲୀ ହାଇକୋର୍ଟ ଜଣେ ଆଇନ ଛାତ୍ରଙ୍କ ଶୁଣାଣି ସମୟରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି, ଶିକ୍ଷାଗତ ପ୍ରମାଣପତ୍ର ଏବଂ ଡିଗ୍ରୀରେ ଯେଉଁଠାରେ ଅଭିଭାବକଙ୍କ ନାମ ଉଲ୍ଲେଖ କରାଯାଇଥାଏ, ସେଠାରେ ଉଭୟ ମା ଏବଂ ବାପାଙ୍କ ନାମ ସେଠାରେ…
ଏପଟେ ମେଣ୍ଟ ଚର୍ଚ୍ଚା: ସେପଟେ ଅମିତ ଶାହାଙ୍କୁ ଭେଟିଲେ ରାଜ୍ୟପାଳ
ଭୁବନେଶ୍ୱର,୧୧।୩: ରାଜ୍ୟରେ ଏବେ ଭାଜପା ଏବଂ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଏହି ଚର୍ଚ୍ଚା ମଧ୍ୟରେ ରାଜ୍ୟପାଳ ରଘୁବର ଦାସ ସୋମବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଏନେଇ ରାଜ୍ୟପାଳ ଟୁଇଟ୍ ଯୋଗେ…
ପୂର୍ବତନ କ୍ରିକେଟର ଦେଲେ ବଡ଼ ବୟାନ, ସିଏସ୍କେ ପାଇଁ ଖେଳିବେ ରୋହିତ ଶର୍ମା
ନୂଆଦିଲ୍ଲୀ,୧୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୭ତମ ସିଜନ ଯଥା ଆଇପିଏଲ ୨୦୨୪ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଲିଗ୍ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଆଗାମୀ ଆଇପିଏଲ ସିଜନ ଆରମ୍ଭ ପୂର୍ବରୁ…
ସୁପ୍ରିମକୋର୍ଟରେ କେଜରିଓ୍ବାଲ ଦେବେ ମାଫିନାମା
ନୂଆଦିଲ୍ଲୀ,୧୧।୩: ମାନହାନି ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଅଭିଯୋଗକାରୀଙ୍କୁ କ୍ଷମା ମାଗିବାକୁ କହିଛନ୍ତି। ଅରବିନ୍ଦ କେଜରିୱାଲ ଏହା ପୂର୍ବରୁ ସ୍ବୀକାର କରିଥିଲେ ଯେ ୟୁଟ୍ୟୁବର ଧ୍ରୁବ ରାଠିଙ୍କ ଏକ ଭିଡିଓ ରିଟୁଇଟ କରିବା ତାଙ୍କର ଭୁଲ। କୋର୍ଟ କହିଛନ୍ତି…
ଯାତ୍ରୀବାହି ବସ ଉପରେ ଛିଡି ପଡିଲା ହାଇ ଟେନସନ ତାର, ଅନେକେ ମୃତ୍ୟୁ ଆଶଙ୍କା
ଗାଜିପୁର,୧୧।୩: ସୋମବାର ଉତ୍ତରପ୍ରଦେଶର ଗାଜିପୁରରେ ଏକ ବଡ଼ ଦୁଃଖଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହି ବସ ଉପରେ ହାଇ ଟେନସନ ତାର ପଡ଼ିଯିବା ପରେ ଉକ୍ତ ବସରେ ନିଆଁ ଲାଗିଯାଇଥିଲା। ବସରେ ଯାତ୍ରା କରୁଥିବା ଅନେକ ଲୋକଙ୍କର ମୃତ୍ୟୁ ହୋଇପାରେ ବୋଲି…
Archives


