ସାଇବାବା ଦୋଷମୁକ୍ତ ରାୟ ଉପରେ ସ୍ଥଗିତାଦେଶ ଆବେଦନ ଖାରଜ
ନୂଆଦିଲ୍ଲୀ,୧୨।୩(ପି.ଟି.): ମାଓବାଦୀଙ୍କ ସହ ସମ୍ପୃକ୍ତି ମାମଲାରେ ଦିଲ୍ଲୀ ୟୁନିଭର୍ସିଟିର ପୂର୍ବତନ ପ୍ରଫେସର ଜି.ଏନ୍. ସାଇବାବାଙ୍କୁ ବମ୍ବେ ହାଇକୋର୍ଟ ଦୋଷମୁକ୍ତ କରିଥିବାବେଳେ ଏହା ଉପରେ ସ୍ଥଗିତାଦେଶ ପାଇଁ ମହାରାଷ୍ଟ୍ର ସରକାର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ତେବେ ହାଇକୋର୍ଟଙ୍କ ମାର୍ଚ୍ଚ…
ଜାରି ରହିବ ସିବିଆଇ ତଦନ୍ତ
ନୂଆଦିଲ୍ଲୀ, ୧୨।୩: ସନ୍ଦେଶଖାଲି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ବ୍ୟୁରୋ(ସିବିଆଇ)ର ତଦନ୍ତ ବିରୋଧରେ ସୁପ୍ରିିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପଶ୍ଚିମବଙ୍ଗ ସରକାରଙ୍କୁ ସୋମବାର ଝଟକା ଲାଗିଛି। ସନ୍ଦେଶଖାଲିରେ ଗତ ଜାନୁଆରୀ ୫ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଟିମ୍ ଉପରେ ହେଇଥିବା ଆକ୍ରମଣ ମାମଲାରେ ସିବିଆଇ ଯାଞ୍ଚ…
ଅଗ୍ନିପଥ ଯୋଜନା ଓ ନିୟମିତ କ୍ୟାଡର ନିଯୁକ୍ତି ରାଲି: କିପରି କରିବେ ପଞ୍ଜିକରଣ ଜାଣନ୍ତୁ …
କଟକ,୧୧ା୩(କାର୍ତ୍ତିକ ସାହୁ): ଭାରତୀୟ ଅଗ୍ନିପଥ ଯୋଜନା ଓ ନିୟମିତ କ୍ୟାଡର ନିଯୁକ୍ତି ରାଲି ଅନ୍ଲାଇନ ସାଧାରଣ ପ୍ରବେଶିକା ପରୀକ୍ଷା-୨୦୨୪ ନିମନ୍ତେ ଅନ୍ଲାଇନ୍ ପଞ୍ଜିକରଣ ଜାରି ରହିଛି। ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ପଞ୍ଜିକରଣ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ…
ମୀରାବାଈ ଚାନୁଙ୍କ ଟ୍ରେନିଂ ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ
ନୂଆଦିଲ୍ଲୀ,୧୧ା୩: ଅଲିମ୍ପିକ୍ସ ପୂର୍ବରୁ ପୂର୍ବତନ ବିଶ୍ୱ ଚାମ୍ପିୟନ ଭାରୋତ୍ତୋଳିକା ମୀରାବାଈ ଚାନୁ ପ୍ୟାରିସ୍ରେ ଟ୍ରେନିଂ ନେବା ପ୍ରସ୍ତାବ ସରକାରଙ୍କ ଅନୁମୋଦନ ଲାଭ କରିଛି। ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ପୂର୍ବରୁ ସେଠିକାର ଜଳବାୟୁ ସହ ଅଭ୍ୟସ୍ତ ହେବା ସାଙ୍ଗକୁ ନିଜକୁ…
ବିଦ୍ୟୁତ୍ ତାର ଲାଗି ଜଳିଗଲା ବସ୍: ଚାଲିଗଲା ୫ ବରଯାତ୍ରୀଙ୍କ ଜୀବନ
ଗାଜିପୁର,୧୧।୩: ଉତ୍ତରପ୍ରଦେଶର ଗାଜିପୁର ଜିଲା ମର୍ଦହ ଥାନା ଅଞ୍ଚଳରେ ସୋମବାର ଏକ ଅଘଟଣ ଘଟିଛି। ୩୮ ଜଣ ବରଯାତ୍ରୀଙ୍କୁ ଧରି ବସ୍ଟି ମହାହର୍ଧାମକୁ ଆସୁଥିବା ବେଳେ ବାଟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ବସ୍ଟି ସମ୍ପୂର୍ଣ୍ଣ…
ମା’ ଝିଅଙ୍କୁ ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ଦୋଷୀଙ୍କୁ ଆଜୀବନ ଜେଲ
କେନ୍ଦୁଝର,୧୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲା ଦୌରାଜଜଙ୍କ କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍ ମମିତା ଦାସ ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ୧୭ ହଜାର…
ବଢୁଛି ମେଣ୍ଟ ସସ୍ପେନ୍ସ: ବିଧାୟକ ମୋହନ ମାଝୀଙ୍କ ଘରେ ଭାଜପା ବିଧାୟକଙ୍କ ମେଳି
ଭୁବନେଶ୍ୱର,୧୧।୩: ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଉପରୁ ପରଦା ଉଠୁନି। ଏହି ସମୟରେ ଭାଜପା ବିଧାୟକ ମୋହନ ମାଝୀଙ୍କ ଭୁବନେଶ୍ୱର ବାସଭବନରେ ୫ ବିଧାୟକଙ୍କ ଏକାଠି ହେବାକୁ ନେଇ ସସ୍ପେନ୍ସ ତୀବ୍ର ହୋଇଛି। ବୈଠକରେ କସୁମ ଟେଟେ, ବୁଦ୍ଧାନ ମୁର୍ମୁ, ଭାସ୍କର ମଡେଇ,ନାରାୟଣ…
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଝୁଲା ପୋଲ, ଟ୍ରି ହାଉସ୍
କେନ୍ଦୁଝର,୧୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ପ୍ରସିଦ୍ଧ ସାନଘାଗରା ଜଳ ପ୍ରପାତ ନିକଟରେ ଥିବା ନେଚର୍ କ୍ୟାମ୍ପ (ପ୍ରକୃତି ନିବାସ)ରେ ନିର୍ମାଣ ହୋଇଥିବା ଝୁଲା ପୋଲ ଓ ଟ୍ରି ହାଉସ ସୋମବାର ଲୋକାର୍ପିତ ହୋଇଛି। ଉଦ୍ଘାଟନୀ ଉତ୍ସବରେ ଏମ୍ପି ଚନ୍ଦ୍ରାଣି ମୁର୍ମୁ,…
ଓଡ଼ିଶାର ଦୀର୍ଘତମ ଫ୍ଲାଏଓଭର ଲୋକାର୍ପିତ
ଯୋଡ଼ା,୧୧ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲାର ଯୋଡ଼ାଠାରେ ଓଡ଼ିଶାର ଦୀର୍ଘତମ ଫ୍ଲାଏଓଭର ସୋମବାର ଲୋକାର୍ପିତ ହୋଇଯାଇଛି। ୩ କି.ମି. ଲମ୍ବ ବିଶିଷ୍ଟ ଏହି ଫ୍ଲାଏଓଭରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ…
ମଙ୍ଗଳବାରଠୁ ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ: ଏହି ସବୁ ଜିଲା ଦେଇ ଯିବ
ଭୁବନେଶ୍ୱର,୧୧।୩: ମଙ୍ଗଳବାର ଓଡ଼ିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ। ସେଥିମଧ୍ୟରୁ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାରେ ଚାଲିବ। ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ…
ମେଣ୍ଟ ଚର୍ଚ୍ଚା ମଧ୍ୟରେ ବିଜେଡି ସରକାରଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲା ଭାଜପା
ଭୁବନେଶ୍ୱର,୧୧।୩: ରାଜ୍ୟରେ ବିଜେଡି ଓ ଭାଜପା ମେଣ୍ଟ ଚର୍ଚ୍ଚା ମଧ୍ୟରେ ସୋମବାର ଭାଜପା ପ୍ରଥମଥର ପାଇଁ ବିଜେଡି ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛି। ଭାଜପା ନିର୍ବାଚନ କମିଶନଙ୍କୁ ଭେଟି ଦୀର୍ଘଦିନ ଧରି କାର୍ଯ୍ୟରତ ଅଧିକାରୀମାନଙ୍କୁ ତୁରନ୍ତ ବଦଳି ପାଇଁ ଦାବି ଜଣାଇଛି।…
ଦାବି ନ ମାନିଲେ ମାଟ୍ରିକ୍ ଖାତା ମୂଲ୍ୟାୟନ କରିବୁ ନାହିଁ
ଭଦ୍ରକ,୧୧ା୩(ସନାତନ ରାଉତ): ୨୦୦୪ରୁ ୨୦୧୩ ମଧ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତ ସମସ୍ତ ଶିକ୍ଷକଙ୍କୁ ୬ଟି ନ୍ୟାଶନାଲ ଇନ୍କ୍ରିମେଣ୍ଟ ସହ ୬ ବର୍ଷର ଚୁକ୍ତି ଅବଧିକୁ ନିୟମିତ ଚାକିରିରେ ଯୋଗ କରିବା, ମାଧ୍ୟମିକ ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନ ଦାବି ଆସନ୍ତା ୧୩…
Archives


